ରାଶିଫଳ 7 ଏପ୍ରିଲ 2020, ଆଜି ବଜରଙ୍ଗବଲିଙ୍କ କୃପାରୁ ଏହି ୪ଟି ରାଶିଙ୍କ ଦିନ ବହୁତ ଖାସ୍ ରହିବ

ରାଶିଫଳ ଆମ ମାନଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ଦୈନିକ ରାଶିଫଳ ଚନ୍ଦ୍ର ଗଣନା ଅନୁସାରେ ହୋଇଥାଏ । ଏଥିରେ ଆମର ୧୨ ରାଶି କଥା କୁହାଯାଇ ଥାଏ । ଗ୍ରହ ମାନଙ୍କର ଚଳନର ବଦଳିବା ସହିତ ଆମ ରାଶିଫଳ ବି ବଦଳି ଥାଏ । ସବୁ ଦିନ ଆମ ରାଶିଫଳ ସମାନ ନଥାଏ । ଗ୍ରହଙ୍କ ଚଳନ ଭଲ ଥିଲେ ଆମ ଜୀବନ ଖୁସିରେ ଭାରି ଯାଇଥାଏ ସେହିପରି ଗ୍ରହଙ୍କ ଚଳନ ଖରାପ ଥିଲେ ଆମ ଜୀବନରେ ଦୁଖଃ ଆସିଯାଇ ଥାଏ । ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ ।

ମେଷ

ଏହି ରାଶିର ବ୍ୟକ୍ତି ଙ୍କର ଆତ୍ମବିଶ୍ଵାସ ପୂର୍ଣ ରହିବ । ଆଜି ଘରକୁ କୌଣସି ଖାସ ବନ୍ଧୁ ଆସିବା କାରଣରୁ ଆପଣଙ୍କ ଜୀବନର ଖୁସି ଦୁଇଗୁଣ ହୋଇଯିବ । କୋର୍ଟ କଚେରୀ ମାମଲାରୁ ସମ୍ଭାଳି ହୋଇ ରୁହନ୍ତୁ । ଦୋକାନୀ ମାନଙ୍କୁ ବହୁତ ଲାଭ ମିଳିବ । ଚାକିରି କରିଥିବା ଲୋକ ଏବଂ ବ୍ୟବସାୟୀ ମାନେ ଲାମ୍ବା ଚର୍ଚାରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀ ମାନଙ୍କୁ ନିଜର ପାଠ ପଧାରେ ଧ୍ୟାନ ଦେବାରେ ଚିନ୍ତା ଆସିବ ।

ବୃଷ

ଏହି ରାଶି ଲୋକଙ୍କର ଆଜି ଠାରୁ ଭଲ ଦିନ ଆରମ୍ଭ ହେଉଛି । ଆମଦାନୀର ବଢିବ ଏବଂ ଅଟକି ଥିବା କାମ ଠିକ ସମୟରେ ପୁରା ହେବ । ଆପଣ ଯେତେ ଗରିବ ଲୋକଙ୍କୁ ସାହାଯ୍ୟ କରିବେ ଆପଣ ସେତେ ଦୃତ ଗତିରେ ଆଗକୁ ବଢିବେ । ଆପଣଙ୍କ କିଛି କାମ ଯଦି ଭାଗୀଦାର ଅଛି ତାହେଲେ ତାହା ଠାରୁ ଆପଣଙ୍କୁ ଫାଇଦା ହେଇପାରେ । ପ୍ରୋଫେସନାଲ ଲାଇଫରେ ଭଲ ସମୟ ମିଳିବ । ସମ୍ପର୍କୀୟ ଙ୍କ ସହିତ ମତଭେଦ ପାଇଁ ମନ ଦୁଖଃ ହୋଇପାରେ ।

ମିଥୁନ

ଆଜି ହନୁମାନ ଚାଳିଶା ପାଠ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ କିଛି କଷ୍ଟ ଆସିବ ନାହିଁ । ଅନ୍ୟତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଖର୍ଚର ପରିମାଣ ବଢିପାରେ । ଲଗାତାର ମନ ଲଗାଇ କରିଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦ ଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସଚେତନ ରହିବାକୁ ପଡିବ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଏବଂ ମୁକ୍ତିର ଅନୁଭବ କରିବେ ।

କର୍କଟ

ଆପଣ ଆପଣଙ୍କର ପରିଶ୍ରମ ଏବଂ ସ୍ପଷ୍ଟ କଥା ଦ୍ଵାରା ନିଜ ବ୍ଯବସାୟିକ ବିରୋଧୀ ମାନଙ୍କୁ ନିରାଶ କରିଦେବେ । ଆଜିର ଦିନ ଆପଣଙ୍କ ଜୀବନରେ ନୂଆ ଖୁସି ଆଣି ଆସିବ । ଘରେ ଧାର୍ମିକ କାର୍ଯ୍ୟ ହେବ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ମାନସିକ ଅଶାନ୍ତି ର କାରଣ ହୋଇପାରେ । ଅଧିକ ଖର୍ଚ ହେବା ରୁ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି ହୋଇପାରେ । ଆପଣଙ୍କ କାମ ସଂପୂର୍ଣ୍ଣ ହେବ କିନ୍ତୁ ସଫଳତା ର ଶ୍ରେୟ ଆପଣଙ୍କୁ ମିଳିବ ନାହିଁ ।

ସିଂହ

ଆଜି ବେରୋଜଗାରି ମାନଙ୍କୁ ଚାକିରି ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । କାର୍ଯ୍ୟକ୍ଷେତ୍ର ରେ ଭଲ କାମ କରିବା ଦ୍ଵାରା ଆପଣଙ୍କୁ ମାନ ସଂମ୍ମାନ ମିଳିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଅଜଣା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିବାର ସହିତ ମିଶି କିଛି ନୂଆ ଯୋଜନା କରି ପାରନ୍ତି । ଦିନ ବଢିବା ସହିତ ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଦୂରରେ ରହୁଥିବା ସାଙ୍ଗଙ୍କ ସନ୍ଦେଶ ବ୍ୟବହାର ଲାଭଦାୟକ ବୋଲି ପ୍ରମାଣିତ ହେବ ।

କନ୍ୟା

ଆଜିର ଦିନ କନ୍ୟା ରାଶି ପାଇଁ ବହୁତ ଶୁଭ ରହିବ ଯେଉଁ କାମ ପାଇଁ ଆପଣ ଅନେକ ଦିନ ଧରି ଅପେକ୍ଷା କରିଛନ୍ତି ସେଥିରେ ଆଜି ଆପଣଙ୍କୁ ଜବରଦସ୍ତ ସଫଳତା ହାସଲ ହେବ । ସରକାର ବିରୋଧୀ ପ୍ରବୃତି ର କାରଣ ଚିନ୍ତା ହୋଇ ଠିଆ ନହେଉ ଏହାର ଧ୍ୟାନ ରଖିବେ । ଝଗଡା ହେବାର ସଂଭାବନା ଅଛି । କାର୍ଯ୍ୟ ପ୍ରଣାଳୀ ରେ ସୁଧାର ହେବ । ଆର୍ଥିକ ଯୋଜନାରେ ପରିବର୍ତନ ହେବ ।

ତୁଳା

ତୁଳା ରାଶିର ଲୋକମାନେ ଆଜି ବିରୋଧୀ ମାନଙ୍କ ପାଖରୁ ସଚେତନ ରୁହନ୍ତୁ । ଭାବି ବିଚାରୀ ନେଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଉପକାରୀ ବୋଲି ପ୍ରମାଣିତ ହେବ । ଉତ୍ସାହବର୍ଦ୍ଧକ ସୂଚନା ମିଳିବ । ପୁରୁଣା ସାଙ୍ଗଙ୍କ ସହିତ ସବନ୍ଧ ମିଳିବ । ସାହାସ ଏବଂ ସଂଯମ ରଖନ୍ତୁ । ଆପଣଙ୍କ ମନ ସକାରାତ୍ମକ ରହିବ । ଠିକ ନିଦ ନହେବା କାରଣରୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ବିଛା

ଏହି ରାଶିର ଲୋକମାନେ ଆଜି ସଙ୍କଟ ଭରା କାମ କରିବାରୁ ବଞ୍ଚିବା ଦରକାର । ଦାମ୍ପତ୍ୟ ଜୀବନରେ ଅନୁକୂଳ ରହିବ । ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ଟିକେ ଚେଷ୍ଟା ଦ୍ଵାରା ହିଁ କାର୍ଯ୍ୟ ସିଦ୍ଧି ହେବ । ବହୁତ ଶୀଘ୍ର ଆପଣଙ୍କୁ ଆପଣଙ୍କର ହଜିଯାଇ ଥିବା ଭଲପାଇବା ମିଳିପାରେ । ଦୈନିକ କାମରେ ବ୍ୟସ୍ତ ରହିବେ ସେଥିପାଇଁ ସ୍ୱାସ୍ଥ୍ୟ କମଜୋର ହୋଇପାରେ । ନିଜ ଉପରେ ନିୟତ୍ରଣ ରଖନ୍ତୁ, ଶାନ୍ତ ରୁହନ୍ତୁ ଏବଂ ସମସ୍ତ ଙ୍କ ସହିତ ଭଲ ବ୍ୟବହାର କରନ୍ତୁ ।

ଧନୁ

ହନୁମାନ ଙ୍କର କୃପା ଦୃଷ୍ଟି ଆପନ୍ନକ ଉପରେ ଅଧିକ ରହିବ । ଯାହାଦ୍ୱାରା ଆପଣଙ୍କର ସବୁ ଅଟକି ଥିବା କାମ ସଂପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ବଡ ସଫଳତା ମିଳିବ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ପ୍ରତିଯୋଗିତାରେ ସଫଳତା ମିଳିବ । ବିଦ୍ୟାର୍ଥୀ ଙ୍କ ପାଇଁ ସମୟ ଠିକ ଅଛି ବୋଲି କୁହାଯାଇଛି । ଅଦରକାରୀ ଭାବନାରେ ନିଜର ଶକ୍ତି ବରବାଦ କରନ୍ତୁ ନାହିଁ, ବରଂ ଏହାକୁ ଠିକ ମାର୍ଗରେ ଲଗାନ୍ତୁ । ଆପଣଙ୍କ ସାମନା କୁ କିଛି ଏମିତି ପରିସ୍ଥିତି ଆସିପାରେ ଯାହାକୁ ଆପଣ ନ ଚାହ୍ନିଲେ ବି ଆପଣ ଆପଣାଇ ନେବେ ।

ମକର

ଆଜି ପରିବାର ରେ ଚାଲିଥିବା ଚିନ୍ତା ଶେଷ ହେବ । ବେପାର ରେ ଆପଣଙ୍କର ଏହି ସମୟ ବହୁତ ଲାଭଦାୟକ ହେବ । ଆପଣଙ୍କ ଭିତରେ ପଇସା କମାଇବାର ଭଲ ଭାବନା ଅଛି କିନ୍ତୁ ଆପଣ ଏହାର ଫାଇଦା ଉଠାଇ ପାରିବେ ନାହିଁ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ ନହେଲେ ଅଯୋଥା ପାଚନ ତନ୍ତ୍ରରେ କଷ୍ଟ ହେବ । କାର୍ଯ୍ୟସ୍ଥଳ ରେ ପ୍ରମୋଶନ ମିଳିବାର ଅଛି । ବେଦେଶରେ ରହୁଥିବା ବନ୍ଧୁଙ୍କ ସମାଚାର ପାଇ ଆପଣଙ୍କ ମନ ପ୍ରଫୁଲିତ ହେବ ।

କୁମ୍ଭ

ଏହି ରାଶିର ଲୋକଙ୍କୁ ପିଲାଙ୍କ ଠାରୁ କିଛି ନୂଆ ବଡ ଖୁସି ଖବର ମିଳିବାର ସଂଭାବନା ଦେଖିବାକୁ ମିଳୁଛି । ସବୁ ପ୍ରକାର ପରୀକ୍ଷା କୁ ପାର କରି ଆପଣ ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବାରେ ସଫଳ ହେବେ । ବହୁତ ପୂର୍ବରୁ ଆପଣ ଯାହା ସଞ୍ଚୟ କରି ରଖିଥିବେ ତାହାର ଆଜି ଭଲ ଲାଭ ମିଳିବ । ମିତ୍ରଙ୍କ ସହିତ ବିବାଦ ହୋଇପାରେ । ସମ୍ପର୍କୀୟ ଙ୍କ ସହିତ ମତଭେଦ ହୋଇପାରେ । କୌଣସି ବନ୍ଧୁଙ୍କ ସହଯୋଗ ରେ ଆୟର ସ୍ରୋତ ବିକଶିତ ହୋଇପାରେ ।

ମୀନ

ବଜରଙ୍ଗବାଲି ଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ । ଆଜି ଆପଣଙ୍କୁ କୌଣସି ପରିଚିତ ବ୍ୟକ୍ତି ଙ୍କ ଠାରୁ ବଡ ଖୁସି ଖବର ଶୁଣିବାକୁ ମିଳିପାରେ । ଧନ ସହିତ ଯୋଡି ହୋଇଥିବା ସବୁ ସମସ୍ୟାରୁ ମୁକ୍ତି ମିଳିବ । ଚାକିରି ବଦଳାଇବା ପାଇଁ ଭାବୁଛନ୍ତି ତାହେଲେ ଆଜି ଆପଣଙ୍କୁ ଟିକେ ଅସୁବିଧା ହେବ । ଅବିବାହିତ ଙ୍କ ପାଇଁ ନୂଆ ପ୍ରସ୍ତାବ ଆସିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *