ଗୁରୁବାରର ରାଶିଫଳ 4 ଜୁନ 2020, ମା ଲକ୍ଷ୍ମୀଙ୍କ କୃପାରୁ ଏହି 5ଟି ରାଶିର ଆର୍ଥିକ କଷ୍ଟ ହେବ ଦୂର, ହେଇଯିବେ ମାଲାମାଲ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 4 ଜୁନ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି ନୂଆ କାର୍ଯ୍ୟ ସହ ଯୋଡି ହେବାର ମଉକା ମିଳିବ । ନୂଆ କାର୍ଯ୍ୟର ଆରମ୍ଭ କରିବା ଆପଣଙ୍କ ହିତରେ ରହିବ । ଆପଣ ନିଜ ସାଙ୍ଗମାନଙ୍କ ସହ ସାମାନ୍ଯ ଠାରୁ ଅଧିକ ସାମିଲ ହେବେ । ଆପଣଙ୍କ ବ୍ୟବସାୟ ଦ୍ଵାରା ଅନ୍ୟ ବ୍ୟାପାରୀ ବି ଧନର ଲାଭ ନେଇ ପାରିବେ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ନିଶ୍ଚିତ ଅଟେ । କୌଣସି ଧନ ନେବା ଦେବା ମାମଲାରେ ସାବଧାନ ରୁହନ୍ତୁ । ଅନେକ ସ୍ରୋତରୁ ଆପଣଙ୍କ ପାଖକୁ ଧନ ଆସିବା । ଆପଣଙ୍କ ପ୍ରଗତି ପଥରେ ବଡ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ ।

ବୃଷ

ବୃଷ ରାଶିର ବ୍ୟକ୍ତି ବାହନର ପ୍ରୟୋଗ ସାବଧାନୀ ସହିତ କରନ୍ତୁ । ମିତ୍ରାମାନଙ୍କ ଠାରୁ ଆପଣଙ୍କୁ ପୁରା ସମର୍ଥନ ପ୍ରାପ୍ତ ହେବାର ଆଶା ଅଛି । ଆଜି ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ବିପରୀତ ଲିଙ୍ଗିୟ ବ୍ୟକ୍ତିଙ୍କ ସହ ସାବଧାନୀ ସହିତ କଥା ବାର୍ତ୍ତା କରନ୍ତୁ ନହେଲେ ସମସ୍ଯା ଆସିପାରେ । ଟଙ୍କା ମାମଲାରେ ଆପଣ ବହୁତ ଉଦାର ହୋଇ ପାରନ୍ତି । ମତଭେଦକୁ ବଢାଇଲେ ନିଜ ଭିତରେ ଦୂରତା ବୃଦ୍ଧି ହେବ, ଯାହାକି ଚିନ୍ତାର କାରଣ ହୋଇଥାଏ । ନିଜର ଜିଦ୍ଦିକୁ ତ୍ୟାଗ କରି ସମାଧାନ ବାହାର କରିବାକୁ ହେବ । ଆର୍ଥିକ ଲାଭର ସମ୍ଭାବନା ଅଛି ।

ମିଥୁନ

ଆଜି ଆପଣ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାରେ ସକ୍ଷମ ହେବେ । ଆପଣଙ୍କ ବାଣୀ ଦ୍ଵାରା ଆପଣଙ୍କ ଆଖ ପାଖର ଲୋକ ପ୍ରଭାବିତ ହେବେ । ବୃତ୍ତିଗତ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି । ଶିକ୍ଷାଗତ ମାମଲାରେ ବର୍ତ୍ତମାନ ପରିସ୍ଥିତିରେ ରିସ୍କ ନେବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଗୁରୁଜନମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କିଛି ବଡ ଓ ଭଲ ଜିନିଷ କିଣିବେ । ଛାତ୍ରବର୍ଗ ଭଲଭାବେ ମନ ଲଗାଇ ପାଠ ପଢିପାରିବେ । ସ୍ଵଭାବରେ କ୍ରୋଧ ଆସିପାରେ । କୌଣସି ବି ପରିସ୍ଥିତିରେ ବିବାଦକୁ ଅଣଦେଖା କରନ୍ତୁ ।

କର୍କଟ

ଆଜି ଆପଣଙ୍କ ଆୟ ବେୟରେ ବୃଦ୍ଧି ଘଟିବ । ଯାହା ଦ୍ଵାରା ଆପଣ ବଡରୁ ବଡ ପରିସ୍ଥିତର ସମାଧାନ କରି ପାରିବେ । ବର୍ତ୍ତମାନ ଚାକିରିରେ ସୁଧାର କରି ପାରିବେ ନାହିଁ । ଯଦି ଆପଣ ଏହାକୁ ଛାଡିଦେବେ ତେବେ ଭଲ ଚାକିରି ପାଇ ପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ମାନସିକ ରୂପରେ ଆରାମ ଅନୁଭବ କରିବେ ।

ସିଂହ

ଆଜି ଆପଣଙ୍କ ପ୍ରତିଯୋଗୀମାନେ ଷ୍ଟ୍ରଙ୍ଗ ହୋଇ ପାରନ୍ତି । ବ୍ୟବସାୟୀଙ୍କୁ ପଦୋନ୍ନତି ଦ୍ଵାରା ଲାଭ ହେବ । ସମ୍ମାନ ମିଳିବା କାରଣରୁ ଆଜି ମନ ପ୍ରସନ୍ନ ରହିବ । ଆପଣଙ୍କ ଭାଗ୍ଯର ଦ୍ଵାର ଖୋଲି ଯାଇଛି । ଆଜି ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ଅନ୍ୟ ବ୍ୟକ୍ତିଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ନତୁବା ଆପଣଙ୍କୁ ଅପମାନ ସହିବାକୁ ପଡିପାରେ । ନକରାତ୍ମକ ବିଚାରକୁ ମନ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ ।

କନ୍ୟା

ଛାତ୍ରମାନଙ୍କୁ ଶିକ୍ଷା ମାମଲାରେ ଆହୁରି ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି । ଆପଣଙ୍କ ଧୈର୍ଯ୍ୟର ଫଳ ଏବେ ଆପଣଙ୍କୁ ମିଳିବାକୁ ଯାଉଛି । ଯେଉଁ ଲୋକ ଚାକିରି ଖୋଜୁଛନ୍ତି ସେମାନଙ୍କୁ ସଫଳତା ମିଳିପାରେ । କାର୍ଯ୍ୟ କୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ବୁଦ୍ଧିମାନର କାମ ହୋଇପାରେ । ଏହା ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ପହଞ୍ଚାଇବ । ଆପଣଙ୍କ ଆୟ ଭଲ ହେବ । ବିନା କାରଣରେ ଅନ୍ୟ ବ୍ୟକ୍ତିଙ୍କ ମାମଲାରେ ରାୟ ଦେବା କାରଣରୁ ତାଙ୍କର କ୍ରୋଧର ଶିକାର ହେବାକୁ ପଡିପାରେ ।

ତୁଳା

ଆପଣ କଥା କହିବାର ଶୈଳୀରେ ସ୍ପଷ୍ଟତା କରିବାର ଚେଷ୍ଟା କରନ୍ତୁ । ଧର୍ମ ମନୋରଞ୍ଜନରେ ରୁଚି ବଢିବ । ସନ୍ତାନ ମାନଙ୍କ ସହ ସମ୍ବନ୍ଧ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ । କୌଣସି ବି କାର୍ଯ୍ୟରେ ଭୁଲ ରାସ୍ତା ଆପଣାନ୍ତୁ ନାହିଁ । ନିବେଶ କରିବା ଆପାଣଙ୍କ ପାଇଁ ଲାଭଦାୟକ ହେବ । ଜୀବନସାଥୀ ଅସୁସ୍ଥ ହେବା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଆଜି ତାଙ୍କୁ ଆପଣଙ୍କ ପ୍ରେମ ଓ ଦେଖା ରେଖାର ଆବଶ୍ୟକତା ପଡିବ । ପ୍ରେମ ସମ୍ବନ୍ଧରେ ଆପଣଙ୍କର ସବୁ ଅଭିଯୋଗ ଗାୟବ ହୋଇଯିବ ।

ଧନୁ

ଆଜି ମନର ଭୟ ବା ସଙ୍କୋଚ ସମାପ୍ତ ହେବ । ମନରେ ନକରାତ୍ମକା ବିଚାର ଆସିବା ଦ୍ଵାରା ମନ ଉଦାସ ହୋଇପାରେ । ନୂଆ ନିବେଶ କରିବା ଠାରୁ ବଞ୍ଚନ୍ତୁ । କାଗଜ ପତ୍ର ମାମଲାରେ ହସ୍ତାକ୍ଷର କରିବା ସମୟରେ ସାବଧାନ ରୁହନ୍ତୁ । ନିଜ କଥାକୁ ରାଜି କରାଇବାରେ ଆପଣ ସକ୍ଷମ ହେବେ । ସାଥିରେ କାମ କରୁଥିବା ବ୍ୟକ୍ତି କିମ୍ବା ଆପଣକ ବସ ଆଜି ଆପଣଙ୍କ ଆଲୋଚନା କରି ପାରନ୍ତି । କଥା ବାର୍ତ୍ତାରେ କୁଶଳତା ଆପାଣଙ୍କ ପାଇଁ ମଝବୁତ ପକ୍ଷ ପ୍ରମାଣିତ ହେବ ।

ମକର

ଆପଣଙ୍କ କାର୍ଯ୍ୟ କାରଣରୁ ଆପଣଙ୍କୁ ସମାଜରେ ଓ ଚାକିରି କ୍ଷେତ୍ରରେ ପ୍ରଶଂସା କରା ଯାଇପାରେ । ଦୂରରେ ରହୁଥିବା ସ୍ନେହୀ ଲୋକଙ୍କର ସମାଚାର ମିଳିପାରେ । ମଧ୍ୟାହ୍ନ ପରେ କାର୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ । ଶିକ୍ଷା ସଫଳତାର ମୂଳମନ୍ତ୍ର ଅଟେ । ବ୍ୟାପାରରେ ଆର୍ଥିକ ଲାଭ ମିଳିବ । ଜୀବନ ସାଥି ଖୋଜିବାରେ ସଫଳ ହେବେ । ପୂର୍ବରୁ ରିଲେସନ ଥିବା ଲୋକଙ୍କ ମଧ୍ୟରେ ସମ୍ପର୍କ ମଝବୁତ ହେବ ।

କୁମ୍ଭ

ଆଜି ଘରେ ବନ୍ଧୁମାନେ ଆସିବା ଦ୍ଵାରା ଘରେ ଖୁସିର ପରିବେଶ ରହିବ । ଭାଇ ଭଉଣୀଙ୍କର ସହଯୋଗ ମିଳିପାରେ । ବସ୍ତ୍ର ଆଦି ପ୍ରତି ରୁଚି ବଢିବ । ମିତ୍ରଙ୍କର ସହଯୋଗ ମିଳିବ । ଆପଣ ଶିକ୍ଷା କ୍ଷେତ୍ରରେ ଏକ ଲକ୍ଷ ସ୍ଥିର କରିବାରେ ସଫଳ ହେବେ । ଏହା ଆପଣଙ୍କ ଖୁସିକୁ ବଢାଇଦେବ । ଆପଣଙ୍କ ଉଚ୍ଚ ଅଭିଳାଷ ସଫଳତାର ମାର୍ଗରେ ସଂଘର୍ଷ କରିବା ପାଇଁ ପ୍ରେରିତ କରିବେ । ଭଲ ଭାବନାର ସହିତ କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ ।

ମୀନ

ଆଜି ଆପଣ ମଧୁର ବ୍ୟବହାର ଦ୍ଵାରା ସମସ୍ତଙ୍କ ହୃଦୟ ଜିତିନେବେ । ବ୍ୟାପାର ଭଲ ରହିବ । ଫାଲ୍ତୁ କାମରେ ସମୟ ବରବାଦ କରନ୍ତୁ ନାହିଁ । କୌଣସି ବ୍ୟକ୍ତିଙ୍କ ସାମନାରେ ଆବଶ୍ୟକତା ଅନୁସାରେ ହିଁ ଦାବି ରଖନ୍ତୁ । ନହେଲେ ପଶ୍ଚାତାପ କରିବାକୁ ପଡିପାରେ । ଅଟକି ରହିଥିବା କାମ ପୁରା ହେବ । ଜୀବନରେ ରିସ୍କ ନେବା ଦ୍ଵାରା ସକରାତ୍ମକ ପରିଣାମ ମିଳିବ । ଜୀବନସାଥିଙ୍କ ସହ ସମ୍ପର୍କ ଆହୁରି ମଝବୁତ ହେବ । କାରୋବାରରେ ସ୍ଥିତି ସନ୍ତୋଷଜନକ ରହିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *