ରାଶିଫଳ 30 ମାର୍ଚ୍ଚ 2020, ଭୋଲେବାବାଙ୍କ କୃପାରୁ ଭାଗ୍ୟଶାଳୀ ରହିବେ ଆଜି ଏହି ୪ଟି ରାଶି, ହେବ ଧନଲାଭ

ଆଜି ସୋମବାର ୩୦ ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିପାରେ ? ଆପଣଙ୍କ ଏହି ସମସ୍ତ ପ୍ରଶ୍ନର ଜବାବ ଆପଣଙ୍କୁ ଆଜିର ଏହି ରାଶିଫଳରେ ମିଳିବ, ତେବେ ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜ ବାଣୀ ଦ୍ଵାରା ସମସ୍ତ କାମକୁ କରିବାରେ ସଫଳ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମୟ ସହିତ ଆପଣ ନିଜ ଜୀବନରେ ନୂତନ ପରିବର୍ତ୍ତନ ଦେଖିବେ । ଆପଣଙ୍କ ନିଜ ଜୀବନରେ ବ୍ୟାପାରରେ କରି ପ୍ରଗତି କରିବେ । ମିଷ୍ଟାନ ଭୋଜନ ମିଳିବ । ପ୍ରବାସର ସମ୍ଭାବନା ଅଛି । ଅଧିକ ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାରର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ । ଯାହା ଦ୍ଵାରା ଘରର ବାତାବରଣ ଖରାପ ହୋଇପାରେ ।

ବୃଷ

ଆଜି ବ୍ୟବସାୟ ଓ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବୁଦ୍ଧି ହେବ । ଆତ୍ମବିଶ୍ଵାସ ବି ବଢିବ । ନୂଆ ଯୋଜନା, ନୂଆ କାର୍ଯ୍ୟ ପାଇଁ ସମୟ ଶୁଭ ଅଟେ । ସମସ୍ତ କାମ ନିଶ୍ଚିତ ରୂପରେ ପୂର୍ଣ ହେବ । ଘର ପରିବାରରର ବାତାବରଣ ସୁଖମୟ ରହିବ । ସେହି ଲୋକମାନଙ୍କ ଉପରେ ନଜର ରଖନ୍ତୁ ଯେଉଁମାନେ ଆପଣଙ୍କ ଆଖପାଖରେ ଅଛନ୍ତି । ଆପଣ ଆଜି ସକାରାତ୍ମକତା ଚିନ୍ତାଧାରା ଦ୍ଵାରା ଭରପୂର ରହିବେ । ଆଜିର ଦିନ ଆପଣଙ୍କ ପାଇଁ ଆନନ୍ଦଦାୟୀ ରହିବ ।

ମିଥୁନ

ଆଜି ଠାରୁ ଅଧିକ ସମୟ ଓ ମନୋରଞ୍ଜନ ଉପରେ ଟଙ୍କା ଖର୍ଚ କରନ୍ତୁ ନାହିଁ । ସମସ୍ତ ପରିସ୍ଥିତିକୁ କାବୁ ରଖିବା ପାଇଁ ନିଜର ବନ୍ଧୁଙ୍କ ସାହାର୍ଯ୍ୟ ନିଅନ୍ତୁ । ବିବାଦକୁ ଅଧିକ ବଢାଇବା ପରିବେର୍ତ୍ତେ ତାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପରିଶ୍ରମ ଅପେକ୍ଷା ସଫଳତା ପ୍ରାପ୍ତି କମ ହେବା ଦ୍ଵାରା ଆର୍ଥିକ ସଙ୍କଟ ଆସିବ । ଅନ୍ୟ ବ୍ୟକ୍ତିଙ୍କ ବିଶ୍ଵାସ ଓ ସହଯୋଗ ହାସଲ କରନ୍ତୁ । ଆପଣଙ୍କ କଠିନ ପରିଶ୍ରମ ଆପଣଙ୍କୁ ଫଳ ପ୍ରଦାନ କରିବ ।

କର୍କଟ

ଆଜି ବିଦେଶ ସହ ସମ୍ବନ୍ଧିତ କାର୍ଯ୍ୟରେ ଗତି ଆସିବ । ସାର୍ବଜନୀକ ଜୀବନରେ ନାମ ଓ ପ୍ରତିଷ୍ଠା ମିଳିବ । ଆପଣଙ୍କୁ କେବଳ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଏହି ସ୍ଥିତି ବ୍ୟାପାର ଓ ଧନ କ୍ଷେତ୍ରରେ ରହିବ । କିନ୍ତୁ ଆପଣ ଟଙ୍କା କ୍ଷେତ୍ରରେ କୌଣସି ବି ଜୋଖିମ ନିଅନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ପାଇଁ ଅନୁକୂଳ ସମୟ ଅଛି । ଭରପୁର ରଚନାତ୍ମକତା ଓ ଉତ୍ସାହ ଆପଣଙ୍କୁ ଲାଭଦାୟକ ଦେବ ।

ସିଂହ

ଆଜି ଆପଣ ଆତ୍ମବିକାଶରେ ବହୁତ ସଫଳ ରହିବେ । ସଫଳତା ଆପଣଙ୍କ ହାତରେ ଲାଗିବ । ପାରିବାରିକ ଦାୟିତ୍ଵ ବଢିପାରେ । ଏହି ଦିନ ଆପଣଙ୍କୁ ସାମାନ୍ୟ ବୈବାହିକ ଜୀବନ ପାଇଁ ସାମାନ୍ୟ କିଛି କରିବାକୁ ହେବ । ଆଜି ଆପଣ କେଉଁ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି ଓ ଆଜି ଆପଣ ଖର୍ଚ କରିବାର ମୁଡରେ ରହିବେ । ଗୋପୋନିୟ ସୂଚନାକୁ ଉଜାଗର କରିବା ଠାରୁ ବଞ୍ଚନ୍ତୁ । ଆଜି ଆପଣ ନିଜର ପ୍ରିୟ ସାଥିକୁ କ୍ଷମା କରି ଦେବେ ।

କନ୍ୟା

ଆଜି ଅଳସୁଆ ହୁଅନ୍ତୁ ନାହିଁ । କିଛି କରିବାର ଇଚ୍ଛା ହେବ ନାହିଁ । ଧନହାନୀର ଯୋଗ ଅଛି । ସନ୍ତାନ ସୁଖ ପ୍ରାପ୍ତି ଦ୍ଵାରା ମନ ପ୍ରସନ୍ନ ରହିବ । କିଛି ଲୋକମାନେ ଆପଣଙ୍କ ବିଷୟରେ ଖରାପ ଖରାପ କଥା କହିବେ ଓ କୋର୍ଟ କଚେରୀ ମାମଲାରେ ବିଘ୍ନ ଆସିପାରେ । ଆପଣଙ୍କ ଆତ୍ମବିଶ୍ଵାସ ଓ ମନୋବଳ ଆପଣଙ୍କୁ ବହୁତ ଉଚ୍ଚତା ପ୍ରଦାନ କରିବ । ଆପଣଙ୍କ ଲକ୍ଷରୁ ଧ୍ୟାନ ହଟିବ ।

ତୁଳା

ଆଜି ଜୀବନସାଥିଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ଛୋଟ ମୋଟ କଥାକୁ ନେଇ ବିବାଦ କରନ୍ତୁ ନାହିଁ । ସ୍ଵାମୀ – ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ । ନିଜ ଜୀବନରେ ନୂଆ ପ୍ରେରଣା ଓ ନୂଆ ଊର୍ଜାର ସଂଚାର ଅନୁଭବ କରିବେ । ଆପଣଙ୍କ ସ୍ଵଭାବ ଆପଣଙ୍କ ପରିବାର ପାଇଁ ସମସ୍ୟାର କାରଣ ହୋଇପାରେ । ଚିନ୍ତା କାରଣରୁ ମାନସିକ ଭାର ରହିପାରେ । ସୁଖଦ ଓ ଲାଭଦାୟକ ଯୋଗ ଅଛି । ନିଷ୍ପତି ନେବାର କ୍ଷମତା ବଢିପାରେ ।

ବିଚ୍ଛା

ଆଜି ରୋଜଗାରର ନୂଆ ଅବସର ଆପଣଙ୍କୁ ପ୍ରାପ୍ତ ହେବ । ବେରୋଜଗାର ଲୋକମାନଙ୍କୁ ଆଗକୁ ବଢିବା ପାଇଁ ଚାନ୍ସ ମିଳିବ । ଆପଣ ସମସ୍ତ କ୍ଷେତ୍ରର ଶୁଭ ସମାଚାର ପ୍ରାପ୍ତ କରିବେ । ଶେୟାର ମାର୍କେଟରେ ନିବେଶ କରିବା ଦ୍ଵାରା ଲାଭ ପ୍ରାପ୍ତ ହେବ । ଦିନଚର୍ଯ୍ୟାରେ ଆସୁଥିବା ବାଧା ସମାପ୍ତ ହୋଇଯିବ । ଆପଣ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ ଓ ଏହା ସହିତ ଅଧ୍ୟୟନରେ ବି ରୁଚି ବଢିବ । ଆଜି ଆପଣଙ୍କ ପ୍ରେମ ଜୀବନରେ ବହୁତ ବଡ ଖୁସି ଖବର ମିଳିପାରେ ।

ଧନୁ

ଆଜି ପରିବାରର ସଦସ୍ୟଙ୍କ ସହଯୋଗ ଦ୍ଵାରା ଆପଣ ସମସ୍ତ ସମସ୍ୟାର ସମଧାନ କରିବାରେ ସଫଳ ହେବେ । ନିଜର ବ୍ୟକ୍ତିତ୍ଵ ଓ ରଙ୍ଗ ରୂପକୁ ଭଲ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଅନ୍ୟ ବ୍ୟକ୍ତିର ଭଲ ପାଇଁ କାର୍ଯ୍ୟ କରିବେ । ସେହି କାର୍ଯ୍ୟରେ ସଫଳ ହେବା ପାଇଁ ଆପଣଙ୍କୁ କେହି ବି ଅଟକାଇ ପାରିବ ନାହିଁ । ଆପଣଙ୍କୁ ନିଜ ଘରେ ମାତା ପିତାଙ୍କ ଅଧିକ ସପୋର୍ଟ ମିଳିବ । ଶୁଣିଥିବା କଥା ଉପରେ ଆଖି ବନ୍ଦ କରି ବିଶ୍ଵାସ କରନ୍ତୁ ନାହିଁ ।

ମକର

ଆଜି ଆପଣଙ୍କୁ ଆୟରେ ନୂଆ ସ୍ରୋତ ପ୍ରାପ୍ତ ହେବ । ବିଜନେସରେ ଅଚାନକ ଲାଭ ସମ୍ଭବ ଅଟେ । ଆଜି ଭଲ ଦିନ ଅଟେ । ଆପଣ ନିଜକୁ ଗୋପନୀୟ ରଖନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ ଓ ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ଆଜି ଆପଣଙ୍କ ଆୟରେ ବୁଦ୍ଧି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଆପଣଙ୍କ ଠିକ ରହିବ । ରୋଜଗାର ସମ୍ବନ୍ଧିତ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅନ୍ୟ କାହାର ଭୁଲକୁ ନିଜ ମୁଣ୍ଡ ଉପରେ ନେବା ଦ୍ଵାରା ଆପଣ ଚିନ୍ତାରେ ରହିବେ ।

କୁମ୍ଭ

ଆଜି ଆପଣଙ୍କୁ ନିଜର ଦୈନିକ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଭୁଲ ନିର୍ଣୟ ଆଜି ଆପଣଙ୍କୁ ଅଳ୍ପ ଚିନ୍ତିତ କରାଇପାରେ । ବିଜନେସରେ କିଛି ଭଲ କରି ପାରିବେ । କାର୍ଯ୍ୟକ୍ଷେତ୍ରରେ ପ୍ରଗତିଶୀଳ ଓ ବଡ ଚେଞ୍ଜେସ ଆସିବ । ସହକର୍ମୀଙ୍କ ପୁରା ସହଯୋଗ ମିଳିବ । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । ସମସ୍ତ ଦେବୀ ଦେବତାଙ୍କ କୃପା ଆପଣଙ୍କୁ ମିଳିବ ।

ମୀନ

ଆଜି ଶୁଭ କାର୍ଯ୍ୟର ଆୟୋଜନ କରିବେ । ଆନନ୍ଦ ଓ ସୁଖମୟ ଜୀବନ ବିତାଇବେ । ଆପଣଙ୍କ ସମ୍ବନ୍ଧରେ କୌଣସି କଥା ଶୁଣିବାକୁ ମିଳିପାରେ । ସୁରକ୍ଷିତ ଆର୍ଥିକ ଯୋଜନା ଉପରେ ନିବେଶ କରି ପାରିବେ । ନିଜ ସାଥିଙ୍କ ଠାରୁ ମିଳିଥିବା ରୋମନାଚକ ପୂର୍ଣ ସନ୍ଦେଶ ଦ୍ଵାରା ଆପଣଙ୍କ ଖୁସିର କୌଣସି ଠିକଣା ରହିବ ନାହିଁ । ଆଖପାଖର ଲୋକମାନଙ୍କ ସହିତ ଭାବନାତ୍ମକ ସମ୍ବନ୍ଧ ରହିବ ।

Leave a Reply

Your email address will not be published. Required fields are marked *