ରାଶିଫଳ 31 ମାର୍ଚ୍ଚ 2020, ମଙ୍ଗଳମୂର୍ତ୍ତୀଙ୍କ କୃପାରୁ ଏହି ୫ଟି ରାଶିର ଆଜି ହେବ ମଙ୍ଗଳ, ଖରାପ ଦିନର ହେବ ଅନ୍ତ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ କେତେକ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହଙ୍କ ଗତି ସର୍ବଦା ବଦଳିଥାଏ ଓ ସେଥିପାଇଁ ଆମର ଦୈନିକ ଜୀବନରେ ଘଟୁଥିବା ସମସ୍ତ ଘଟଣା ସମାନ ନ ଥାଏ । ଆଜି ମଙ୍ଗଳବାର ୩୧ ମାର୍ଚ୍ଚ ଦିନ ଆପଣଙ୍କ ପାଇଁ କେମିତି ରହିବ ?

ମେଷ

ଆଜି କାରୋବାର ବଢାଇବା ଦ୍ଵାରା ଆପଣଙ୍କୁ ସଫଳତା ମିଳିପାରେ । ଆସୁଥିବା ସମସ୍ତ ଚିନ୍ତା ଓ ବାଧାର ଅନ୍ତ ହୋଇଯିବ । ଆଜି ଠିକ ହୋଇଥିବା ସମୟ ଉପରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । କିନ୍ତୁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ନିଜର ପ୍ରିୟଜନଙ୍କ ଠାରୁ କିଛି ଏମିତି ଖବର ମିଳିପାର ଯେଉଁଥିରୁ ଖୁସି ମିଳିବ । ରାଜନୀତି ସହ ଜଡିତ ଲୋକମାନଙ୍କ ଠାରୁ ଅଳ୍ପ ସମ୍ଭାଳି ରୁହନ୍ତୁ । ସରକାରୀ ଲାଭ ମିଳିପାରେ ।

ବୃଷ

ଆଜି ସମ୍ପର୍କୀୟଙ୍କ ସହ ସମ୍ବନ୍ଧ ଭଲ ରହିବ । ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଇଶ୍ଵର ଭକ୍ତି ଓ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ଵାରା ମନକୁ ଶାନ୍ତି ମିଳିବ । କୌଣସି ବି ନୂଆ କାର୍ଯ୍ୟକୁ କରିବା ଦ୍ଵାରା ପୂର୍ବରୁ ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ । ପାର୍ଟନର ସହିତ ଭଲ ବ୍ୟବହାର କରନ୍ତୁ । ବାଦ ବିବାଦ ଠାରୁ ବି ଦୂରେଇ ରୁହନ୍ତୁ । ସମ୍ପତ୍ତି ଓ ଘର ଉପରେ ଆପଣଙ୍କୁ ଲାଭ ହୋଇପାରେ । ଆଜି ଆପଣଙ୍କ ଦିନଚର୍ଯ୍ୟାରେ କିଛି ଚେଞ୍ଜେସ ଆସିପାରେ ।

ମିଥୁନ

ଆଜି ପତ୍ନୀଙ୍କ ସହିତ ଝଗଡା ହୋଇପାରେ । ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ବିଜନେସ କିମ୍ବା ଚାକିରିରେ ନିଜର ଟାର୍ଗେଟକୁ ପୁରା କରି ପାରିବେ । ଜୀବନ ପ୍ରତି ସକାରାତ୍ମକ ବିଚାର ରଖନ୍ତୁ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରାନ୍ତି । ଯେଉଁଥିରେ ଆପଣଙ୍କୁ ନିଜର ଧନ ପ୍ରାପ୍ତିର ଯୋଗ ନଜର ଆସୁଛି । ଚାକିରି କରୁଥିବା ଲୋକମାନଙ୍କୁ ଚାକିରିରେ କିଛି ଶୁଭ ସମାଚାର ମିଳିପାରେ । ଚାକିରିରେ ଅଧିକ ପରିଶ୍ରମ କରିବେ । ମିତ୍ରଙ୍କ ସହିତ ଯାତ୍ରା କରିବାକୁ ଯାଇ ପାରନ୍ତି ।

କର୍କଟ

ଆଜିର ଦିନରେ ସୁଖମୟ ବ୍ୟତୀତ ହେବ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଏମିତି ଜିନିଷକୁ କ୍ରୟ କରନ୍ତୁ ଯାହା ଭଲ ଅଟେ ଯେଉଁମାନଙ୍କ ଦାମ ଆଗକୁ ବଢିପାରେ । ଆଜି ଆପଣଙ୍କୁ କୌଣସି ନୂଆ ଉପହାର ମିଳିପାରେ । ନିଜର ପାର୍ଟନର ତରଫରୁ ଓ ସନ୍ତାନ ତରଫରୁ କିଛି ଖୁସି ଖବର ମିଳିବ । ପରିବାର ସହ ଜଡିତ ସମସ୍ୟା ସାମ୍ନାକୁ ଆସିବ । ପ୍ରେମ ସମ୍ବନ୍ଧ ହୋଇପାରେ । ଘର ଦାୟିତ୍ଵ ବହନ କରନ୍ତୁ ।

ସିଂହ

ଆଜି ଲୁଚି ଥିବା ଶତ୍ରୁ ଆପଣଙ୍କ ବିଷୟରେ ମିଛ କଥା କହିବାକୁ ଚେଷ୍ଟା କରିବେ । ଆପଣଙ୍କ ଜୀବନସାଥି ଅଳ୍ପ ଅଦ୍ଭୁତ ବ୍ୟବହାର କରି ପାରିବେ । ବ୍ୟାପାର ସହିତ ଚାକିରି କ୍ଷେତ୍ରରେ ବି ଉନ୍ନତି ହୋଇପାରେ । ନିଜ ଦାମରେ କିଛି ବି ହାସଲ କରିବାକୁ ପ୍ରୟାସ କରନ୍ତୁ । ବ୍ୟବସାୟିକ ସ୍ଥାନ ଉପରେ ବାତାବରଣ ଅନୁକୂଳ ରହିବ । ନୂଆ ଯୋଜନା ସହିତ ଯୋଡି ରହିଥିବା ଲୋକମାନେ ଆପଣଙ୍କୁ ବି ନିଜ ଟିମରେ ସାମିଲ କରିବେ ।

କନ୍ୟା

ମନୋରଞ୍ଜନ ପାଇଁ ବୁଲିବାକୁ ଯାଇ ପାରାନ୍ତି । ଯଦି ଆପଣ କାହାକୁ ପ୍ରପୋଜ କରିବା ପାଇଁ ମନ କରୁଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ନୂଆ କାମକାର୍ଯ୍ୟର ଯୋଜନା କରି ପାରନ୍ତି । ଜୀବନସାଥିଙ୍କ ସହିତ ସମ୍ବନ୍ଧ ଭଲ ରହିବ । କହିବାକୁ ଗଲେ ଆଜିର ଦିନ ଆପଣଙ୍କୁ ବହୁତ କ୍ଷତି ଦେବ । ସମସ୍ତ ମହତ୍ଵପୂର୍ଣ ନିଷ୍ପତି ବୁଝି ସୁଝି ନିଅନ୍ତୁ ତେବେ ଭଲ ରହିବ । ଅଟକିଥିବା କାର୍ଯ୍ୟ ପୁରା ହେବ ।

ତୁଳା

ଛାତ୍ରମାନଙ୍କ ପାଇଁ ବର୍ତ୍ତମାନର ସମୟ ପରିଶ୍ରମର ସମୟ ଅଟେ । ପରିଜନଙ୍କ ସହିତ ବିବାଦ ହୋଇପାରେ ସେଥିପ୍ରତି ଧ୍ୟାନ ରଖନ୍ତୁ । ବିନା ଚିନ୍ତା କରି କୌଣସି ବି ନିର୍ଣୟ ଜଲ୍ଦୀ ନିଅନ୍ତୁ ନାହିଁ । ଯେଉଁ ଲୋକମାନେ ସିଙ୍ଗିଳ ଅଛନ୍ତି ସେମାନେ ପ୍ରପୋଜ କରି ପାରିବେ । ଆପଣଙ୍କ ପାଇଁ ଶୁଭ ସମୟ ଅଟେ । ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ନିରନ୍ତର ମିଳିବ । ଆଜି ଆପଣ ନିଜକୁ ଏକୁଟିଆ ଅନୁଭବ କରିବେ ଯେଉଁ କାରଣରୁ ଆପଣ ଦୁଖୀ ରହିବେ ।

ବିଚ୍ଛା

ଆଜି ସ୍ଵାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ସମସ୍ତ କାମ ଖରାପ ହୋଇପାରେ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଲକ୍ଷ ଉପରେ ଫୋକ୍ସ ରଖନ୍ତୁ । ଖର୍ଚ ବଢି ପାରେ । ବିବାଦ ଓ ବିରୋଧ ଠାରୁ ବଞ୍ଚନ୍ତୁ । ଆୟ ବୁଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି । ଶିକ୍ଷାର୍ଥ୍ହୀଙ୍କ ଲୋକମାନଙ୍କ ପାଇଁ ଆଜିର ସାମୀ ଉତ୍ତମ ଅଟେ ।

ଧନୁ

ଆଜି ପରିବାରରେ ସୁଖ ଶାନ୍ତି ବନି ରହିବ । ସମସ୍ତ ନିଷ୍ପତି ଆପଣଙ୍କ ପକ୍ଷରେ ଯିବ ଓ ଆପଣ ସମସ୍ତେ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଆସିବେ । ନିଜର ପ୍ରେମୀ କିମ୍ବା ପାର୍ଟନରଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ତେବେ ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ । ଆପଣ ନିଜର ଅତିରିକ୍ତ ସମୟ ନିଃସ୍ୱାର୍ଥ ସେବାରେ ଲଗାନ୍ତୁ । ଆଜି ଆପଣଙ୍କୁ ଆପଣଙ୍କ ପରିବାରରେ ତରଫରୁ ଉପହାର ମିଳିବ । ଚାକିରିରେ ପରିଶ୍ରମ ଅଧିକ କରିବେ । କାମରେ କ୍ଷତି ହୋଇପାରେ ।

ମକର

ଆଜି ପରିଶ୍ରମ ଅଧିକ କରିବେ । ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନ ଭରା ରହିବ । ପରିବାର ଏବଂ ବୟସ୍କ ବ୍ୟକ୍ତିଙ୍କ ଠାରୁ କିଛି ପରାମର୍ଶ ମିଳିବ । ମିତ୍ରମାନଙ୍କ ସହଯୋଗ ମିଳିବ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବର୍ତ୍ତମାନ ସମୟରେ ଆପଣଙ୍କ ବ୍ୟାପାରରେ ସଫଳତା ମିଳିବ । ଅଫିସରେ କିଛି ମହତ୍ଵପୂର୍ଣ କାମ ପୁରା କରି ପାରନ୍ତି ।

କୁମ୍ଭ

ମିତ୍ରଙ୍କ ସହିତ ପାର୍ଟି କିମ୍ବା ପିକିନିକରେ ଆଜିର ଦିନ ବହୁତ ହିଁ ଭଲ ବ୍ୟତୀତ ହେବ । ଆପଣଙ୍କ ଜୀବନରେ ଲଗାତାର ନୂଆ ପରିବର୍ତ୍ତନ ଆପଣଙ୍କୁ ଦେଖିବାକୁ ମିଳିବ । ସରକାର ବିରୋଧୀ କାର୍ଯ୍ୟରେ ସମ୍ଭବତଃ ଦୂରେଇ ରୁହନ୍ତୁ । ପରିବାର ଓ ଜୀବନସାଥିଙ୍କ ସହ ସମୟ ବିତାଇବା ଦ୍ଵାରା ଆପଣ ଖୁସିରେ ରହିବେ । ଏହି ରାଶିର ଛାତ୍ରମାନଙ୍କୁ ଆଜି କିଛି ନୂଆ କରିବାକୁ ଚାନ୍ସ ମିଳିବ ।

ମୀନ

ବିଜନେସ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଭଲ ରହିବ । କିଛି ଅଧିକ ପରିଶ୍ରମ ବି କରିବାକୁ ପଡିପାରେ । ଘର ପରିବାରରେ ଚାଲୁଥିବା ସମସ୍ୟା ଧୀରେ ଧୀରେ ସମଧାନ ହୋଇଯିବ । ପାର୍ଟନର ସହ କିଛି କଥାବାର୍ତ୍ତା କରି ପାରନ୍ତି । ଅଟକିଥିବା ଟଙ୍କା ମିଳିପାରେ । ଆପଣଙ୍କୁ ଅଚାନକ ଲାଭ ମିଳିବ । ଆଜି ଯଦି ଆପଣ ଏକ ଗାଡି କ୍ରୟ କରୁଛନ୍ତି ତେବେ ଏହି ଯୋଜନାକୁ ସ୍ଥଗିତ କରି ଦିଅନ୍ତୁ । ଆପଣଙ୍କ ମନରେ କିଛି ନୂତନ ଭାବନା ଜାଗ୍ରତ ହୋଇପାରେ ।

Leave a Reply

Your email address will not be published. Required fields are marked *