ରବିବାରର ରାଶିଫଳ 28 ଜୁନ 2020, ସୂର୍ଯ୍ୟଦେବଙ୍କ କୃପାରୁ ଆଜିର ଦିନ ନେଇ ଆସିବ ଏହି 6ଟି ରାଶି ବ୍ୟକ୍ତିଙ୍କ ପାଇଁ ବଡ ପରିବର୍ତ୍ତନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 28 ଜୁନ 2020 ରବିବାରର ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଆର୍ଥିକ ପ୍ରଗତି ଆଣିବ । ବନ୍ଧୁଙ୍କ ମାଧ୍ୟମରେ ପୁରୁଣା ଧନ ମିଳିବ । କୌଣସି ବିଶେଷ କାମ ପୁରା ହେବା ଦ୍ଵାରା ଖୁସି ଅନୁଭବ କରିବେ । କାହା ସହିତ ବାଦ ବିବାଦ ମଧ୍ୟ ହୋଇ ପାରେ । ରୀତି ନୀତିକୁ ନେଇ ଜୀବନସଥିଙ୍କ ସହିତ ଅଯୋଥାରେ ବିବାଗ ହୋଇ ପାରେ । କାମ ପ୍ରତି ସଚ୍ଚୋଟତା ଦେଖାନ୍ତୁ ନହେଲେ କ୍ଷତି ହୋଇ ପାରେ । ପର୍ଯ୍ୟଟନ କ୍ଷେତ୍ର ଆପଣଙ୍କୁ ଭଲ କ୍ୟାରିୟର ଦେଇ ପାରେ ।

ବୃଷ

ଏହି ରାଶିର ବ୍ୟକ୍ତିଙ୍କୁ ପରିବାର ଠାରୁ ଶୁଭ ସମାଚାର ମିଳିପାରେ । ଆପଣ ଅସୁସ୍ଥ ହୋଇ ପାରନ୍ତି । ଆଜି ଆପଣଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇ ଥିବା କାମକୁ ପୁରା ହେବାରେ କେହି ଅଟକାଇ ପାରିବେ ନାହିଁ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । କୌଣସି ବସ୍ତୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମର ଭାବନା ଦେବାକୁ ଚାହିଁବେ, ଆଜି ନିଜର ଭୁଲକୁ ଚିହ୍ନି ତାହାକୁ ପୁନର୍ବାର ନକରିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ

ଏହି ରାଶିର ଲୋକ ମଦ ଏବଂ ଧୂମପାନ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି । ପଡୋଶୀ ଘରେ ମତଭେଦ ସୃଷ୍ଟି କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂଆ ବନ୍ଧୁ ହେବେ । ଆଜି କୌଣସି ବାହାର ଖାଇବା ଖାଆନ୍ତୁ ନାହିଁ । ମଧ୍ୟାହ୍ନ ପରେ ଅଧା ଥିବା କାମ ପୁରା ହେବ । ଅସୁସ୍ଥତା ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆର୍ଥିକ ଲାଭ ହେବାର ସମ୍ପୂର୍ଣ ସମ୍ଭାବନା ଅଛି । ବର୍ତ୍ତମାନ ପାଇଁ ସମୟ ସମ୍ପୂର୍ଣ ଭାବେ ଅନୁକୂଳ ନାହିଁ । ଆଖପାଖ ଲୋକ ସହିତ ଆପଣଙ୍କ ସହିତ କାମ କରୁଥିବା ଲୋକ ମଧ୍ୟ ଆପଣଙ୍କ ଉପରେ ଭରସା କରିବେ ।

କର୍କଟ

ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସକ୍ରିୟତାର ଭଲ ଫଳ ମିଳିବ । ଯଦି ଆପଣ ଚାକିରି ଖୋଜୁଛନ୍ତି ତାହେଲେ ଆପଣଙ୍କୁ ସଫଳତା ମିଳିପାରେ । ମହିଳା ମାନଙ୍କୁ ନିଜ ବାପଘରୁ ଭଲ ଖବର ମିଳିବ । ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ଆଜି ଆପଣ କାହାକୁ ପ୍ରତିଜ୍ଞା କରନ୍ତୁ ନାହିଁ, କାରଣ ଆପଣ ଯାହା ବି ପ୍ରତିଶୃତି ଦେଇଛନ୍ତି ତାହାକୁ ପୂରଣ କରିବାରେ ଅସଫଳ ରହିବେ । ନିଜର ବ୍ୟକ୍ତିଗତ ଭାବନା ଏବଂ ଗୋପନୀୟ କଥା ନିଜର ପ୍ରିୟଙ୍କ ସହିତ ବାଣ୍ଟିବାର ଏହା ଉପଯୁକ୍ତ ସମୟ ନୁହେଁ ।

ସିଂହ

ଆପଣଙ୍କୁ ପରିବାର ଲୋକଙ୍କର ସହଯୋଗ ମିଳିବ । ବନ୍ଧୁଙ୍କ ସହଯୋଗ ମଧ୍ୟ ମିଳିବ । ବ୍ୟବସାୟରେ ଲାଭ ହେବ । ଅସହଜନତା ଆପଣଙ୍କ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରି ପାରନ୍ତି । ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । ଘର ସବନ୍ଧିତ ଯୋଜନା ଉପରେ ବିଚାର କରିବାର ଆବଶ୍ୟକତା ଅଛି । ଆପଣ ନିଜ ପ୍ରିୟଙ୍କ ଠାରୁ ଦୂର ହେବା ପରେ ମଧ୍ୟ ତାଙ୍କର ଉପସ୍ଥିତିକୁ ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତାର ସାମନା କରିବାକୁ ପଡିପାରେ । ବନ୍ଧୁଙ୍କ ସାହାଯ୍ୟରେ ଆର୍ଥିକ ଅସୁବିଧାର ସମାଧାନ ହେବ ।

କନ୍ୟା

ଆପଣଙ୍କ ଘରେ ଶାନ୍ତି ରହିବ ଏବଂ ଆପଣ ନିଜ ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଆପଣଙ୍କୁ ଏମିତି ଜିନିଷ ଉପରେ କାମ କରିବା ଆବଶ୍ୟକ ଅଟେ ଯାହା ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣି ପାରିବ । ଆୟ ମାମଲାରେ ଆଜିର ଦିନ ମାଧ୍ୟମ ଧରଣର ରହିବ । ବନ୍ଧୁ ସହିତ ଭେଟ ହେବା ପରେ ଆପଣ ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଦୋନ୍ଦ ସୃଷ୍ଟି ହୋଇ ପାରେ ।

ତୁଳା

ଆପଣଙ୍କ ଘରେ କୌଣସି ଶୁଭ କାମ ଆୟୋଜନ ହୋଇ ପାରେ । ଆପଣଙ୍କ ପିଲା ମଧ୍ୟ ଘରେ ଖୁସିର ବାତାବରଣ ଅନୁଭବ କରିବେ । ଏହାଦ୍ୱାରା ଆପଣଙ୍କୁ ଉଭୟଙ୍କ ସହିତ ବ୍ୟବହାରରେ ଖୋଲାପଣ ଏବଂ ସ୍ଵାଧୀନ ମିଳିବ । ଆପଣଙ୍କ ଜୀବନସାଥିଙ୍କ ମନବଳ ଆପଣଙ୍କ ଦିନକୁ ନକରାତ୍ମକ ଭାବରେ ପ୍ରଭାବିତ କରି ପାରେ । ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ଅଯୋଥା କାହା ସହିତ ଝଗଡା ହୋଇ ପାରେ । ଆପଣ ଆପଣଙ୍କ ପ୍ରିୟଙ୍କ ସହିତ ଯଥେଷ୍ଟ ସମୟ ବିତାଇବାର ସମ୍ଭାବନା ଅଛି ।

ବିଛା

ଆଜି ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । ଯେଉଁ ସ୍ଵପ ଆପଣ ବହୁତ ଦିନ ଧରି ଦେଖି ଆସୁଛନ୍ତି ଆପଣଙ୍କର ସେହି ସ୍ଵପ୍ନ ଆଜି ପୁରା ହେବ ଏବଂ ଏହା ସହିତ ବହୁତ ଦିନରୁ ଅଧୁରା ପଡି ଥିବା ଆପଣଙ୍କ କାମ ଆଜି ମଧ୍ୟ ପୁରା ହେବ । ଆଜି ବ୍ୟବସାୟରେ ବୃଦ୍ଧି ହେବାର ଦେଖିବାକୁ ମିଳିବ । ମଧ୍ୟମ ଧରଣର ଲାଭ ହେବ । ଆପଣ ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । କାମକୁ ଅଧିକ ଭଲ ଭାବରେ କରିବା ପାଇଁ ଚେଷ୍ଟା କରିବେ ।

ଧନୁ

ଯଦି ଆଜି ଆପଣ ଯାତ୍ରା କରୁଛନ୍ତି ତାହେଲେ ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ସ ଆପଣଙ୍କ ସହିତ ନେବା ପାଇଁ ଭୁଲନ୍ତୁ ନାହିଁ । ଆଜି ଆପଣ ଆପଣଙ୍କ ଜୀବନସାଥିଙ୍କ ସହିତ ଅଧିକ ଖର୍ଚ କରି ପାରନ୍ତି । ଜୀବନ ଶୈଳୀରେ ସୁଧାର ଆସିବ । ମନୋରଞ୍ଜନରେ ଆଗ୍ରହ ବଢିବ । ନିଜର ସମ୍ପର୍କୀୟ ଏବଂ ବନ୍ଧୁଙ୍କୁ ପଚାରନ୍ତୁ ସେମାନେ ଆଜି କେମିତି ଅନୁଭବ କରୁଛନ୍ତି । ଶାରୀରିକ ଫୁର୍ତି ଏବଂ ମାନସିକ ଖୁସି ରଖିବା ପାଇଁ ଆଜି କଷ୍ଟ ଅନୁଭବ କରିବେ ।

ମକର

ଆଜି ହଠାତ ଧନ ଲାଭ କିମ୍ବା ହାନିର ସମ୍ଭାବନା ଅଛି ଏଥିପାଇଁ ଟିକେ ସାବଧାନ ରୁହନ୍ତୁ । ନିବେଶ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନେବା ଦ୍ଵାରା ଲାଭ ମିଳିବ । ଆଜି ଆୟର ନୂଆ ସାଧନା ମିଳିବ ଏବଂ ଧନ ଲାଭ ମଧ୍ୟ ହେବ । ଏକାଗ୍ରତା ରଖିବା ପାଇଁ ସମୟ ଆସିପାରେ । କୌଣସି ଅଟକି ଥିବା କାମ ପୁରା ହୋଇ ପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ବଢିବ । ସାଙ୍ଗଙ୍କ ସହିତ ସନ୍ଧ୍ୟାରେ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି । ହଠାତ ଅଧିକ ଖର୍ଚ ହୋଇ ପାରେ ।

କୁମ୍ଭ

ଆଜି ଆମସିକ ରୂପରେ ଚିନ୍ତା ରହିବ । ଅନ୍ୟ ପ୍ରତି ଦୟା ଭାବନା ରଖିବା ଆବଶ୍ୟକ ଅଟେ । ବ୍ୟବସାୟୀ ମାନଙ୍କ ପାଇଁ ପ୍ରବନ୍ଧକୀୟ ବ୍ୟବସାୟରେ ଆର୍ଥିକ ନିବେଶ ଲାଭକାରୀ ହେବ । ମନରେ ନକରାତ୍ମକ ବିଚାର ଏବଂ କ୍ରୋଧର ମାତ୍ରା ବଢିପାରେ । କାର୍ଯ୍ୟ ସହିତ ଜଡିତ ଚ୍ୟାଲେଞ୍ଜ ଗୁଡିକ ଆପଣଙ୍କ ପରିଶ୍ରମ ଦ୍ଵାରା ପୁରା ହୋଇ ପାରିବ । ବେରୋଜଗାର ଲୋକ ନିଜର କାମ ପାଇବାରେ ସଫଳ ହେବେ । ଯେଉଁ ମାନେ ପ୍ରଥମରୁ ଚାକିରି କରୁଛନ୍ତି ସେମାନଙ୍କୁ ଭଲ ପଦବୀକୁ ସ୍ଥାନାନ୍ତର କରାଯାଇ ପାରେ ।

ମୀନ

ଆଜି ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ । ନୂଆ ଉପକ୍ରମର ଆରମ୍ଭ କରିବା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ । କୌଣସି ଏମିତି କାମର ଯୋଜନା ଆପଣଙ୍କ ସାମନାକୁ ଆସିପାରେ ଯାହା ଦ୍ଵାରା ଆପଣଙ୍କ ପ୍ରସିଦ୍ଧି ବଢି ପାରେ । ଅଟକି ଥିବା ଟଙ୍କା ମିଳିପାରେ । ଚାହୁଁ ନଥିବା ଯାତ୍ରା କରନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହେବ । ଆଜିର ଦିନ ଛାତ୍ର ମାନଙ୍କ ପାଇଁ ଭଲ ରହିବ ଏବଂ ନୂଆ ଜିନିଷ ଶିଖିବା ପାଇଁ ଆପଣଙ୍କ ଆଗ୍ରହ ବଢିପାରେ । ଅଧା ଥିବା କାମକୁ ଆଜି ସଫଳତାର ସହିତ ପୁରା କରି ପାରିବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *