ଐଶ୍ଵର୍ୟ୍ୟା ରାୟଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି ତାଙ୍କ ଭାଉଜ, ଆପଣ ଦେଖିଛନ୍ତି ତାଙ୍କ ଫଟୋ ? ନ ଦେଖିଥିଲେ ଦେଖନ୍ତୁ

ଆମେ ସବୁ ଫିଲ୍ମ ଓ ଆୱାର୍ଡ ସୋ ରେ ଫିଲ୍ମ କଳାକାର ମାନଙ୍କୁ ଦେଖିଥାଉ କିନ୍ତୁ ତାଙ୍କ ଫାମିଲି ମେମ୍ବର କେମିତି ଅଟନ୍ତି , କେମିତି ଦେଖିବାକୁ ଓ ଏହି ବିଷୟରେ ଆମେ ଜାଣି ନଥାଉ , କ୍ଯାମେରା ସାମ୍ନାରେ ଯିଏ ବି ଆସି ଯାଆନ୍ତି ତାଙ୍କ ଚେହେରା ଦେଖି କି ଆମେ ଜଜ କରିଥାଉ । ବଲିଉଡରେ ଐଶ୍ଵର୍ଯ୍ଯା ରାୟଙ୍କୁ ଏଭରଗ୍ରୀନ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣାଯାଏ । କାହିଁକି ନା ସେ ବହୁତ ସୁନ୍ଦର । ଆପଣ କେବେ ତାଙ୍କ ଫାମୀଲି ମେମ୍ବର୍ସଙ୍କୁ ଦେଖିଛନ୍ତି ।

ଆଜି ଆମେ ତାଙ୍କ ଶଶୁର ଘର କଥା ନୁହେଁ ତାଙ୍କ ନିଜ ଭାଉଜଙ୍କ ବିଷୟରେ କହୁଛୁ ଯିଏ କି ଐଶ୍ଵର୍ୟା ରାୟଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । ତାଙ୍କୁ ଆପଣ କେଉଁଠି କେବେ ଦେଖି ନଥିବେ ।

ଐଶ୍ଵର୍ଯ୍ୟ ରାୟଙ୍କ ଠୁ ଅଧିକ ସୁନ୍ଦର ତାଙ୍କ ଭାଉଜ

ବଲିଉଡର ସୁନ୍ଦରୀ ଆକ୍ଟ୍ରେସ ଐଶ୍ଵର୍ୟା ରାୟଙ୍କ ଗୋଟେ ମାତ୍ର ଭାଇଙ୍କ ନାମ ଆଦିତ୍ୟ ରାୟ ଅଟେ ଓ ସେ ମର୍ଚେନ୍ଟ ନେଭିରେ ଇଞ୍ଜିନିୟର ଥିଲେ ଓ ସେ ଫିଲ୍ମ ‘ଦିଲ କା ରିସ୍ତା’କୁ ପ୍ରଡ୍ୟୁସ କରିଥିଲେ। ଏହି ଫିଲ୍ମ ଐଶ୍ଵର୍ଯ୍ଯା ରାୟଙ୍କ ସଫଳ ଫିଲ୍ମ ଭିତରୁ ଗୋଟେ । ଐଶ୍ଵର୍ଯ୍ଯାଙ୍କ ଭାଉଜ ଶ୍ରୀମା ରାୟ ଅଟନ୍ତି । ଲୋକେ କୁହନ୍ତି କି ଐଶ୍ଵର୍ଯ୍ଯା ରାୟଙ୍କ ଠାରୁ ତାଙ୍କ ଭାଉଜ ଅଧିକ ସୁନ୍ଦର୍ ।

ତାଙ୍କୁ ଐଶ୍ଵର୍ଯ୍ଯାଙ୍କ ଝିଅ ଆରାଧ୍ୟାଙ୍କ ଷଷ୍ଠ ଜନ୍ମଦିନ ପାର୍ଟିରେ ଦେଖା ଯାଇଥିଲା , ଓ କ୍ୟାମେରା ତାଙ୍କ ଭାଇ ଓ ଭାଉଜଙ୍କ ଉପରେ ହିଁ ରହିଥିଲା ଓ ଐଶ୍ଵର୍ଯ୍ୟଙ୍କ ସମ୍ପୂର୍ଣ୍ଣ ପରିବାର ମଧ୍ୟ ଆସିଥିଲେ । ଆଦିତ୍ୟ ଓ ଶ୍ରୀମାଙ୍କର ଲଭ ମ୍ୟାରେଜ ହୋଇଥିଲା । ଆଜି ବି ଦୁହେଁ ଭଲ ରେ ରହୁଛନ୍ତି ଓ ତାଙ୍କର ବଣ୍ଡିଙ୍ଗ ଐଶ୍ଵର୍ଯ୍ଯାଙ୍କ କୌଣସି ବି ପାରିବାରିକ ଫଙ୍କସନ ରେ ଦେଖିବାକୁ ମିଳିଯିବ , ଶ୍ରୀମା ହାଉସ ୱାଇଫ ଅଟନ୍ତି କିନ୍ତୁ ସେ ଫ୍ୟାସନ ବ୍ଳଗିଙ୍ଗର କାମ ବି କରନ୍ତି ।

ଯଦି କଥା ହେବା ଐଶ୍ଵର୍ଯ୍ୟ ରାୟଙ୍କ ବିଷୟରେ ତେବେ ସେ ଅମିତାଭ ବଚ୍ଚନଙ୍କ ଏକମାତ୍ର ପୁଅ ଅଭିଷେକ ବଚ୍ଚନଙ୍କ ସହିତ ବିବାହ କରି ସେଟେଲ ହେଇ ସାରିଲେଣି । 2007 ରେ ଏମାନେ ବିବାହ କରିଥିଲେ ଓ 2011ରେ ତାଙ୍କର ଗୋଟେ ସୁନ୍ଦର ଝିଅ ହୋଇଥିଲା । ଐଶ୍ଵର୍ଯ୍ଯା ରାୟ ଦୁନିଆରେ ସବୁଠୁ ସୁନ୍ଦରୀ ଆକ୍ଟ୍ରେସଙ୍କ ଲିଷ୍ଟରେ ନିଜର ନାମ ପ୍ରଥମ ସ୍ଥାନରେ ଲେଖି ସାରିଛନ୍ତି ଓ ସେ ହଲିଉଡରେ ମଧ୍ୟ କାମ କରି ସାରିଛନ୍ତି ।

ଆପଣଙ୍କୁ କହି ଡେଉଛୁ କି ଐଶ୍ଵର୍ଯ୍ଯା ରାୟ ବଲିଉଡ଼ରେ 1996 ରେ ଫିଲ୍ମ ପ୍ୟାର ହୋ ଗେୟା ଠାରୁ ବଲିଉଡରେ ଏଣ୍ଟ୍ରି କରିଥିଲେ ଓ ଏହା ପରେ ହମ ଦିଲ ଦେ ଚୁକେ ସନମ , ଦେବଦାସ ,ଆ ଅବ ଲଟ ଚଲେ , ଯୋଦ୍ଧା ଆକବର, ତାଲ, ରାବନ, ଫତ୍ରେ ଖାଁ, ଦିଲ କା ରିସ୍ତା , ସରକାର ରାଜ , ସରବଜିତ୍, ଉମରାୱ ଜାନ, ଜଜବା, କୁଛ ନା କହୋ ଇତ୍ୟାଦି ବହୁତ୍ ଫିଲ୍ମ ରେ କାମ କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *