ରାଶିଫଳ 26 ମାର୍ଚ୍ଚ 2020, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାରର ଦିନ

ରାଶିଫଳ ପୃଥିବୀର ସମସ୍ତ ମନୁଷ୍ୟଙ୍କ ଉପରେ ନିଜର ସମାନ ପ୍ରଭାବ ପକାଇଥାଏ । ସୌରମଣ୍ଡଳରେ ନିରନ୍ତର ଗ୍ରହମାନଙ୍କର ଗତିର ପରିବର୍ତ୍ତନର ଫଳ ସ୍ୱରୂପ ବ୍ୟକ୍ତିକୁ ନିଜ ଜୀବନରେ ସର୍ବଦା ଏକ ନୂତନ ସମୟର ସାମ୍ନା କରିବାକୁ ପଡିଥାଏ । ଯଦି ବ୍ୟକ୍ତି ନିଜ ରାଶି ମାଧ୍ୟମରେ ନିଜର ଆସନ୍ତା କାଲି ବିଷୟରେ ଜାଣି ଅଳ୍ପ ସତର୍କ ହୋଇଯିବ ତେବେ ହୋଇପାରେ କି ସେ କିଛି ମାତ୍ରାରେ ନିଜକୁ ସୁରକ୍ଷିତ ରଖି ପାରେ । ଆଜି ଆମେ ଆପଣଙ୍କୁ ଗୁରୁବାର ୨୬ ମାର୍ଚ୍ଚ ଦିନ ଆପଣଙ୍କ କେମତି ରହିବ ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ

ଆଜି ଆପଣଙ୍କୁ ସମସ୍ତ ପ୍ରୟାସରେ ଭାଗ୍ୟର ସାଥ ମିଳିବ । ପରିବାରର ଗୁରୁଜନଙ୍କ ଆଶୀର୍ବାଦ ଏବଂ ସେନ୍ହ ଆପଣଙ୍କୁ ମିଳିବ । ଆପଣ ନିଜର କୌଣସି ବନ୍ଧୁ ସହ ମିଶି ପାରନ୍ତି । ଏହି ବନ୍ଧୁ ଆଜି ଆପଣଙ୍କ ସାହାର୍ଯ୍ୟ ବି କରିବେ । ନିଜର ଯୋଜନା କୌଣସି ବି ଅଜଣା ବ୍ୟକ୍ତିଙ୍କୁ କୁହନ୍ତୁ ନାହିଁ । କିଛି ଏହିଭଳି ଲୋକମାନଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ ଯାହା ଦ୍ଵାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଯିବ ।

ବୃଷ

ଆଜି ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ଜୀବନସାଥିଙ୍କ ପ୍ରତି ପ୍ରେମ ବଢିବ । ନିଜର ପ୍ରିୟଜନଙ୍କ ଠାରୁ ଏମିତି ଖବର ମିଳିପାରେ ଯାହା ଦ୍ଵାରା ଆପଣ ପ୍ରସନ୍ନ ହେବ । ଅବିବାହିତ ଲୋକମାନଙ୍କୁ ପାର୍ଟନର ମିଳିପାରେ । କିଛି ଭୌତିକ ସୁଖ ସୁବିଧା ଆପଣଙ୍କୁ ମିଳିପାରେ । ଆଜି ସକରାତ୍ମକ ଚିନ୍ତାଧାରା ରଖନ୍ତୁ । ଆଜି ଆପଣଙ୍କ ପାଇଁ ସମୟ ସବୁଠୁ ଉତ୍ତମ ଅଟେ ।

ମିଥୁନ

ଆଜି ଆପଣ ଏମିତି ସ୍ରୋତରୁ ଧନ ଅର୍ଜିତ କରି ପାରିବେ । ଯାହା ବିଷୟରେ ଆପଣ ପୂର୍ବରୁ କେବେ ବି ଚିନ୍ତା କରି ନ ଥିବେ । ସ୍ଵାମୀ – ସ୍ତ୍ରୀ ମଧ୍ୟରେ ବିବାଦ ହୋଇପାରେ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟାପାରରେ ନୂଆ ଯୋଜାନା ଉପରେ ଅମଳ କରିବେ । ନିଜର ସାଥିଙ୍କ ଠାରୁ ସାବଧାନ ରୁହନ୍ତୁ । ଆଳସ୍ୟ ଆପଣଙ୍କ ଉପରେ ହାବି ହୋଇପାରେ । ପରିବାର ସହିତ କେଉଁ ଦୂର ସ୍ଥାନକୁ ଯାଇ ପାରାନ୍ତି ।

କର୍କଟ

ଆଜି ଯଦି ଆପଣ ଗାଡି କ୍ରୟ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ମନୋକାମନା ପୂର୍ଣ ହୋଇପାରେ । ଉତ୍ସାହରେ ବୁଦ୍ଧି ହେବ । ଆପଣ ନିଜର ପାରିବାରିକ ଦାୟିତ୍ଵକୁ ଭଲ ଭାବରେ ପୁରା କରିବେ । ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଲାଭ ମିଳିବ । ଜୀବନସାଥିଙ୍କ ସହିତ ପ୍ରେମ ସମ୍ବନ୍ଧ ହେବ । କଠିନ ପରିଶ୍ରମ ଦ୍ଵାରା ସମସ୍ତ ଉପଲବ୍ଧି ମିଳିବ । ଆଖପାଖର ପରିବେଶ ସୁଖମୟ ରହିବ । କାରୋବାରରେ ନେଇ ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ସିଂହ

ଆଜି କୌଣସି ରାଜକୀୟ ନେତା କିମ୍ବା ସାମାଜିକ ପ୍ରକ୍ଷାତ କିମ୍ବା ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସଫଳତା ପୂର୍ଣ ସାକ୍ଷାତ ହୋଇପାରେ । ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଦିନ ରାତି ଆଗକୁ ବଢିବେ । ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଯିବ । ସରକାରୀ କାର୍ଯ୍ୟରୁ ଆରାମ ମିଳିବ । ସମୟ ଭଲ ଅଟେ ନିଜକୁ ଭଲ ପ୍ରମାଣିତ କରିବା ପାଇଁ । ପ୍ରଗତିର ରାସ୍ତାରେ ବାଧାର ସାମ୍ନା କରିବାକୁ ପଡିପାରେ ।

କନ୍ୟା

ଆଜି ଆପଣଙ୍କ ଆୟ ବ୍ୟୟର ସନ୍ତୁଳନ ରହିବ । କୌଣସି ଭଲ ଖବର ମିଳିପାରେ । ଆପଣଙ୍କ ସାକ୍ଷାତ ବଡ ଅଧିକାରଙ୍କ ସହ ହେବ । ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ବେରୋଜଗାରିଙ୍କୁ ରୋଜଗାର ମିଳିପାରେ । ଆପଣ କିଛି ଭଲ ଯୋଜନା କରିବେ । ଯାହା ଦ୍ଵାରା ଆପଣଙ୍କୁ ଲାଭ ମିଳିବ । ଶିକ୍ଷକମାନେ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

ତୁଳା

ଉତ୍ସାହ ଦ୍ଵାରା କାର୍ଯ୍ୟରୁ ଲାଭ ମିଳିବ । ଦ୍ଵିତୀୟ ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ସଂଙ୍ଗୀତ ଓ କଳା ସହ ଜଡିତ ଅଛନ୍ତି ତେବେ ଆତ୍ମବିଶ୍ଵାସ ସହିତ ସଫଳତା ପାଇବେ । ପରିବାର ଓ କ୍ୟାରିୟର ତରଫରୁ ଖୁସିଖବର ମିଳିବ । ନୂଆ ଚାକିରି ମିଳିପାରେ କିମ୍ବା ବେତନବୁଦ୍ଧି ସହିତ ଉନ୍ନତି ସମ୍ଭବ ଅଟେ । ଭାଗ୍ୟ ବହୁତ ଜଲ୍ଦି ବଦଳିବାର ଅଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ଆୟରେ ବୁଦ୍ଧି ଓ ପଦୋନ୍ନତିର ଯୋଗ ଅଛି ।

ବିଚ୍ଛା

ଆଜି ଆପଣଙ୍କ ଖର୍ଚ ବଢିପାରେ । କିଛି ପାରିବାରିକ ବିବାଦ ବି ହୋଇପାରେ । ଯାହାକୁ ଆପଣ ସମଧାନ କରିଦେବେ । ମହାଲକ୍ଷ୍ମୀ ଆପଣଙ୍କ ଉପରେ ବିଶେଷ କୃପା ରଖିବେ । ନ୍ୟାୟାଲୟ ମାମଲାରେ ଭଲ ପ୍ରସ୍ତାବ ମିଳିବ । ଜରୁରୀ ନ ଥିବ ତେବେ ନିବେଶ କରନ୍ତୁ ନାହିଁ । ମିତ୍ରଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ପରିବାରରେ ଚିନ୍ତା ବଢିପାରେ । ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ।

ଧନୁ

ଆଜି ରୋଗରେ ପୀଡିତ ରୋଗୀମାନଙ୍କ ପରିସ୍ଥିତିରେ ସୁଧାର ଆସିବ । ଆର୍ଥିକ ରୂପରେ ଲାଭ ହେବ ଏବଂ ଯଶ ବି ମିଳିବ । ଆପଣ ନିଜର କାମକୁ ଭଲ ଭାବରେ ପୂର୍ଣ କରି ପାରିବେ । କୌଣସିକୁ କଥାକୁ ନେଇ ମନରେ ଉତ୍ସୁକତା ବି ରହିବ । ଆଜି ଆପଣ ଜୀବନରେ ଆନନ୍ଦିତ ରହିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ବିବାହିତ ଜୀବନରେ ଭଲ ଲାଭ ଦେଖିବାକୁ ମିଳିବ । କୌଣସି ବି ପ୍ରକାରର ନିର୍ଣୟ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ ।

ମକର

ଧନ ମାମଲାରେ ଆଜି କିଛି ସ୍ଥିତି ଖରାପ ରହିପାରେ । ବ୍ୟାପାର ଓ ଚାକିରି ଭିତରେ ବିଶେଷ ଅବସର ପ୍ରାପ୍ତ ହେବ । କିଛି ବ୍ୟକ୍ତିଙ୍କୁ ନିଜର ଜୀବନସାଥି ମିଳିପାରେ । ଆଜି ଆପଣଙ୍କୁ ନିଜ ପତ୍ନୀଙ୍କ କଥା ମନେ ପଡିବ । କୌଣସି ବି ବ୍ୟକ୍ତି ସହିତ ବିବାଦ କରନ୍ତୁ ନାହିଁ । ନଚେତ ଆପଣଙ୍କୁ କ୍ଷତି ହୋଇପାରେ । ମିତ୍ର ଓ ସମ୍ପର୍କୀୟଙ୍କ ସହିତ ସହଯୋଗ ମିଳିବ ।

କୁମ୍ଭ

ଆଜି ଅନାବଶ୍ୟକ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଛୋଟ ଛୋଟ ଯାତ୍ରା କରି ପାରନ୍ତି । ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ । ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ । ଆର୍ଥିକ ଆଦାନ ପ୍ରଦାନରୁ ସଚେତନ ରୁହନ୍ତୁ । ପାରିବାରିକ ସମସ୍ୟାର ସମଧାନ ହେବ । ଆଜି ସଫଳତାର ମନ୍ତ୍ର ଏହା ଅଟେ କି ସେହି ଲୋକମାନଙ୍କ ଠାରୁ ଟଙ୍କା ନିଅନ୍ତୁ ନାହିଁ ଯେଉଁମାନେ ଖରାପ ଚିନ୍ତାଧାର ରଖୁଥିବେ ।

ମୀନ

ଆଜି ଆପଣଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ଆପଣଙ୍କୁ ଉଚ୍ଚ ପଦ ମିଳିପାରେ । ନିଜ ନିଜ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । କୋର୍ଟ କଚେରୀ ମାମଲାରେ ଆପଣଙ୍କ ପକ୍ଷ ମଜବୁତ ରହିବ । ଲୋକମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତା ବଢିବ ।

Leave a Reply

Your email address will not be published. Required fields are marked *