ତାହା କଣ ଅଟେ ଯାହାକୁ ଲୋକ ସକାଳୁ ସକାଳୁ ଖାଇବାକୁ ଯାଇଥାନ୍ତି ଓ ଖାଇଥାନ୍ତି ମଧ୍ୟ କିନ୍ତୁ ତାହା ଦ୍ଵାରା ପେଟ ଭରି ନଥାଏ, କୁହନ୍ତୁ ଦେଖି

ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ କିଛି ମଜାଳିଆ ପ୍ରଶ୍ନ ଓ ତାହାର ଉତ୍ତର ଆପଣମାନଙ୍କୁ କହିବାକୁ ଯାଉଛୁ । ଏହି ପ୍ରଶ୍ନ ଆମକୁ ଯେତିକି ସହଜ ଲାଗିଥାଏ ଏହାର ଉତ୍ତର ଦେବା ଆମ ପାଇଁ ମଧ୍ୟ ସେତିକି କଷ୍ଟ ହୋଇଥାଏ । କାରଣ ଏହି ପ୍ରଶ୍ନ ଗୁଡିକ ଆମର ଉପସ୍ଥିତ ବୁଦ୍ଧିକୁ ପରୀକ୍ଷା କରିଥାଏ । ଏହି ପ୍ରଶ୍ନ ଦ୍ଵାରା ଆମେ ଆମର ବୁଦ୍ଧିକୁ ପରିକ୍ଷା କରି ପାରିବା । ତେବେ ଆସନ୍ତୁ ଜାଣିବା ଏମିତି ହିଁ କିଛି ପ୍ରଶ୍ନ ଓ ତାହାର ଉତ୍ତର ।

ପ୍ରଶ୍ନ – ୧

କୁହନ୍ତୁ ତାହା କଣ ଅଟେ ଯିଏ ରାତିରେ ଅଛି କିନ୍ତୁ ଦିନରେ ନାହିଁ, ଦୀପ ତଳେ ଅଛି କିନ୍ତୁ ଉପରେ ନାହିଁ ।

ଉତ୍ତର – ଅନ୍ଧାର

ପ୍ରଶ୍ନ – ୨

କୁହନ୍ତୁ ତାହା କଣ ଅଟେ ଯାହାକୁ ଲୋକ ସକାଳୁ ସକାଳୁ ଖାଇବାକୁ ଯାଇଥାନ୍ତି ଓ ଖାଇଥାନ୍ତି ମଧ୍ୟ କିନ୍ତୁ ତାହା ଦ୍ଵାରା ପେଟ ଭରି ନଥାଏ ?

ଉତ୍ତର – ପବନ

ପ୍ରଶ୍ନ – ୩

ବିଶ୍ଵର ପ୍ରଥମ ବିଶ୍ଵ ବିଦ୍ୟାଳୟ କିଏ ଅଟେ ?

ଉତ୍ତର – ତକ୍ଷଶିଳା ବିଶ୍ଵ ବିଦ୍ୟାଳୟ

ପ୍ରଶ୍ନ -୪

ଅନ୍ତରିକ୍ଷ ରେ ପହଞ୍ଚିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ଅଟେ ?

ଉତ୍ତର – ମେଜର ୟୁରୀ ଗାଗରୀନ

ପ୍ରଶ୍ନ – ୫

Image courtesy: Google

ରାଷ୍ଟ୍ରମଣ୍ଡଳ ସମୂହରେ ମୋଟ ରେ କେତୋଟି ସ୍ଵତନ୍ତ୍ର ଦେଶ ସାମିଲ ଅଛି ?

ଉତ୍ତର – ୫୩

ପ୍ରଶ୍ନ – ୬

କେଉଁ ଜୀବର ୩୨ ଟି ମସ୍ତିସ୍କ ଥାଏ ?

ଉତ୍ତର – ଜୋକ

ପ୍ରଶ୍ନ – ୭

ତାହା କେଉଁ ଦେଶ ଅଟେ ଯେଉଁଠି ଗୋଟିଏ ବି ଟ୍ରାଫିକ ସିଗନାଲ ନାହିଁ ?

ଉତ୍ତର – ଭୁଟାନ ରେ

ପ୍ରଶ୍ନ -୮

କେଉଁ ପଶୁର ଜିଭ କଳା ହୋଇଥାଏ ?

ଉତ୍ତର – ଜିରାଫ ର

ପ୍ରଶ୍ନ – ୯

କୁହନ୍ତୁ ଏମିତି କେଉଁ ଜିନିଷ ଅଛି ଯାହାର ଛାଇ ନାହିଁ ।

ଉତ୍ତର – ସଡକ

ପ୍ରଶ୍ନ – ୧୦

ଭାରତ ବ୍ଯତୀତ ଆଉ କେଉଁ ଦେଶରେ ୧୫ ଅଗଷ୍ଟ ରେ ସ୍ଵତନ୍ତ୍ରତା ଦିବସ ପାଳନ କରାଯାଇଥାଏ ?

ଉତ୍ତର – ଦକ୍ଷିଣ କୋରିୟାରେ । ଆପଣମାନଙ୍କୁ ଆମର ଏହି ପ୍ରଶ୍ନ ଓ ତାହାର ଉତ୍ତର ପସନ୍ଦ ଆସିଥିଲେ ଏହାକୁ ଶେୟାର କରି ଏମିତି କିଛି ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *