ସୋମବାରର ରାଶିଫଳ 25 ମେ 2020, ଅପେକ୍ଷାର ହେଲା ଅନ୍ତ, ଆଜି ଭୋଳାନାଥ କରିବେ ଏହି 3ଟି ରାଶି ଉପରେ କୃପା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 25 ମେ 2020 ସୋମବାରର ରାଶିଫଳ ।

ମେଷ

ଏହି ରାଶିର କିଛି ଲୋକଙ୍କୁ ବାହାରୁ ଭଲ ଖବର ମିଳିବ । ଆପଣଙ୍କର ବାକି ଥିବା ଟଙ୍କାଙ୍କୁ ଫେରସ୍ତ ପାଇବା ପାଇଁ ଚେଷ୍ଟା କରନ୍ତୁ କାରଣ ସେହି ଧନ ଆପଣଙ୍କୁ ମିଳିବାର ସମ୍ଭାବନା ଅଛି । ନିଜର ହୃଦୟ କଥା ଅନ୍ୟ ଆଗରେ କହିବା ପାଇଁ ଆଜିର ଦିନଟି ଭଲ ଅଛି । ବ୍ଯବସାୟିକ ଯାତ୍ରା ଲାଭଦାୟକ ରହିବ । ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ ଏବଂ ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ଶାରୀରିକ ଏବଂ ମାନସିକ ଭାବେ ସ୍ୱାସ୍ଥ୍ୟ ଭଲ ରହିବ । ମନରୁ ଖରାପ ଭାବନା ଦୂର ହେବ ।

ବୃଷ

ଏହି ରାଶିର ଲୋକଙ୍କୁ ଚାକିରିରେ ଲାଭଦାୟକ ସମାଚାର ମିଳିବ । ଆପଣଙ୍କର ବିଚାର ଏବଂ ଅନୁଭବ ଦ୍ଵାରା ଭାଗ୍ୟନ୍ନତିର ଚେଷ୍ଟା ସଫଳ ରହିବ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇ ପାରନ୍ତି । ବିଦ୍ୟାର୍ଥୀମାନଙ୍କୁ ପାଠ ପଢିବା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ଭବିଷ୍ୟତର ଛୁଟି ପାଇଁ ଯୋଜନା କରିବା ପାଇଁ ଏହି ସମୟ ଭଲ ଅଛି । କାର୍ଯ୍ୟରେ ସଫଳା ଏବଂ ଯଶ ମିଳିବାରୁ ଆପଣ ବହୁତ ଖୁସି ହେବେ । ସହକର୍ମୀ ମାନଙ୍କର ସାଥ ମିଳିବ । ସମ୍ପର୍କୀୟ ମାନଙ୍କ ସହିତ ଏବଂ ସନ୍ତାନଙ୍କ ସହିତ ମତଭେଦ ହୋଇ ପାରେ ।

ମିଥୁନ

ଏହି ରାଶିର ଲୋକ କୁସଙ୍ଗତି ଠାରୁ ଦୂରେଇ ରୁହନ୍ତୁ । ଆଜି ବ୍ୟବସାୟରେ କମ ଲାଭ ଅଧିକ କ୍ଷତି ହୋଇ ପାରେ । ଆଜି ଆପଣ ସହଯୋଗୀ ଙ୍କ ଭୂମିକାକୁ ସ୍ପଷ୍ଟ ରୂପରେ ସ୍ଥିର କରିବାରେ ଲାଗିରହିବେ । ଯାହା ବିବାଦରୁ ବଞ୍ଚିବା ପାଇଁ ସହାୟକ କରିବ । ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ଆପଣଙ୍କର ଭଲ ବ୍ୟବହାର ଦ୍ଵାରା ଆପଣଙ୍କର ନିଜ ଲୋକଙ୍କ ମଧ୍ୟ ସୁଧାର ଆଣିବ । ଆଜି ଦିନରେ ଆପଣଙ୍କୁ ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କର ସହଯୋଗ ମିଳିବ ଯେଉଁଥି ପାଇଁ ଆପଣ ବହୁତ ଖୁସି ରହିବେ । ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମିଳିବ ।

କର୍କଟ

ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି । ଆପାଙ୍କର ଅଧିକ ଉତ୍ସାହ ବହୁତ ଆକର୍ଷଣ ହେବ ଏବଂ ଏହା କେତେକ ଲୋକଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ । ଘରର ବାତାବରଣ ଉଗ୍ର ରହିପାରେ । ବ୍ଯବସାୟିକ ଯାତ୍ରା ସଫଳ ହେବ । ପରିବାରର ସଦସ୍ୟଙ୍କର ସମ୍ପୂର୍ଣ ସହଯୋଗ ମିଳିବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର ମୌକା ମଧ୍ୟ ମିଳିବ । ଜୀବନସାଥିଙ୍କର ସହଯୋଗ ମିଳିବ । ବେପାର ଏବଂ ବ୍ଯବସାୟିକ ଲାଭ ହେବ ।

ସିଂହ

ଆଜି ଆପଣଙ୍କ ମନକୁ ନୂଆ ବିଚାର ଆସିବ, ଆପଣଙ୍କ ମନ ଏହା ସହିତ କେତେକ କାମ କରିବା ପାଇଁ ପ୍ରେରିତ କରିବ । ଆପଣ ନିଜର ଭବିଷ୍ୟତର ଲକ୍ଷ ବିଷୟରେ କଥା ହୋଇ ପାରନ୍ତି । ଆଜି ଆପଣଙ୍କର କ୍ରୋଧ ଅଧିକ ରହିବ । ଏହି ରାଶିର ଲୋକ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରି ପାରନ୍ତି । ଆଜି କୁଆଡେ ଯିବା ପାଇଁ ଯୋଜନା କରି ପାରନ୍ତି । ଆପଣ କରିଥିବା କାମ ଭାଗ୍ୟର ସାହାଯ୍ୟରେ ପୁରା ହୋଇପାରେ । ବନ୍ଧୁଙ୍କ ସହିତ ଦେଖା ହୋଇ ପାରେ ।

କନ୍ୟା

ଆଜି ଆତ୍ମନିୟତ୍ରଣ ବଢିବ । ପାରିବାରିକ ଜୀବନରେ ମତଭେଦ ହୋଇ ପାରେ । ମନରେ ନକରାତ୍ମକ ବିଚାର କାରଣରୁ ମନରେ ବ୍ୟଗ୍ରତା ସୃଷ୍ଟି ହୋଇ ପାରେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ଇଛା ପୂରଣ ହେବ, ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କୁ ଏକ ଭଲ ଚାକିରି ମିଳିବ । ଆୟ ଠିକ ରହିବ । ସାନ୍ତାନଙ୍କ ଠାରୁ କିଛି ଖୁସି ଖବର ମିଳିପାରେ ।

ତୁଳା

ଆଜି ଅଧିକ ପରିଶ୍ରମ କରିବେ । ପିଲା ଏବଂ ଘରର ବୟସ୍କ ଲୋକ ମାନେ ଆପଣଙ୍କ ଠାରୁ ଅଧିକ ସମୟ ଚାହିଁବେ । ଘରର ବଡ ସଦସ୍ୟ ମାନଙ୍କୁ ଅଧିକ ସମୟ ଦିଅନ୍ତୁ । କୌଣସି ଭଲ ବନ୍ଧୁଏନକେ ସହିତ ଦେଖା ହୋଇ ପାରେ । ଆପଣଙ୍କ ଧ୍ୟାନ କୌଣସି ଦୂର ସ୍ଥାନ ଉପରେ ଅଧିକ ରହିବ । ଚାକିରିରେ ଅଧିକ ଦାୟିତ୍ଵ ମିଳିପାରେ । ସୂର୍ଯ୍ୟଦେବ ଙ୍କର କୃପାରୁ ଆର୍ଥିକ ସ୍ଥିତି ଭଲ ରହିବ ।

ବିଛା

ଏହି ରାଶିର ଲୋକଙ୍କୁ ଆଜି ବିଶ୍ଵାସଘାତ ମିଳିପାରେ । ଏଥିପାଇଁ ଏହାଠାରୁ ସାବଧାନ ରୁହନ୍ତୁ । ଆପଣ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ତାକୁ ମନ ଲଗାଇ କରନ୍ତୁ ଭଲ ସମୟ ଆସିବାକୁ ଯାଉଛି । ଆପଣ କୌଣସି ଏମିତି ବ୍ୟକ୍ତିଙ୍କୁ ଧନ ଦାନ କରି ପାରନ୍ତି ଯିଏ ସହହାୟ ଅଟେ । ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆର୍ଥିକ ଲାଭ ହେବ । ବ୍ୟବସାୟରେ କର୍ମଚାରୀଙ୍କର ସହଯୋଗ ବି ଆପଣଙ୍କୁ ମିଳିବ । କୌଣସି ଖବରକୁ ନେଇ ଚିନ୍ତିତ ହୋଇ ପାରନ୍ତି । କଥାବାର୍ତା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇ ପାରେ ।

ଧନୁ

ଏହି ରାଶିର ଲୋକଙ୍କର ସମ୍ପତ୍ତି ବଡ କାରବାର ଲାଭଦାୟକ ହେବ । ଆର୍ଥିକ ମାମଲାରେ ଆଜି ଅଧିକ ସାବଧାନୀ ରୁହନ୍ତୁ । ବରିଷ୍ଠ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ଲଭ ଲାଇଫ ପାଇଁ ଆଜିର ଦିନଟି ଭଲ ଅଛି । ଆପଣ ନିଜର ବ୍ୟକ୍ତିତ୍ଵ ଦ୍ଵାରା ନିଜର ପାର୍ଟନରଙ୍କୁ ଆକର୍ଷିତ କରିବେ । ସମ୍ପର୍କୀୟ କିମ୍ବା ସହକାରୀଏନକେ ସହିତ ଅଧିକ ବାଦ ବିବାଦ କରନ୍ତୁ ନାହିଁ । ସଙ୍ଗୀତ ପ୍ରତି ରୁଚି ବଢିବ ।

ମକର

ଶ୍ରେଷ୍ଠ କାର୍ଯ୍ୟକୁ ଗତି ମିଳିବ । ଆଜି ଯାତ୍ରା କରି ପାରନ୍ତି । ଆକି କିଛି ଅଧିକ ଭାବୁକତାର ଅନୁଭବ ହୋଇ ପାରେ । ବନ୍ଧୁଙ୍କ ସହିତ ଦେଖା ହେବ । ମନରେ କିଛି ଚିନ୍ତା ରହିବ । ଜୀବନସାଥିଙ୍କ ସହିତ ବାଦ ବିବାଦ ହୋଇ ପାରେ । ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ଠିକ ହୋଇଯିବ । ମାନହାନି ନହେଉ ଏହାର ଧ୍ୟାନ ରଖନ୍ତୁ । ନିଜର କଥା ଉପରେ ନିୟତ୍ରଣ ରଖିବା ଦ୍ଵାରା ପରିସ୍ଥିତି ଅନୁକୂଳ ରହିବ । ଆଗକୁ ବଢିବା ପାଇଁ ଆପଣଙ୍କୁ ନିଜର ଜୀବନରେ କିଛି ପରିବର୍ତନ କରିବାକୁ ପଡିବ ।

କୁମ୍ଭ

ଏହି ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶାନ୍ତିପୂର୍ଣ ରହି ପାରେ । ଭାଇ ଭଉଣୀ ଏବଂ ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରହିବ । ଜୀବନସାଥିଙ୍କ ସହିତ ସମ୍ପର୍କ ମଧୁର ହେବ । ଲଭ ପ୍ରପୋଜାଲ ମାମଲାରେ ସଫଳତା ମିଳିବ । ଚାକିରି ଏବଂ ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତା ବଢିପାରେ । ଅବିବାହିତା ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇବେ । ଶାରୀରିକ ରୂପରେ ଅଳସୁଆ ହେବେ । ପଇସା ମାମଲାରେ ସାବଧାନ ରୁହନ୍ତୁ ।

ମୀନ

ଲଭ ପ୍ରପୋଜାଲ ଦେବା ପାଇଁ ଦିନଟି ଠିକ ଅଛି । ମାନସିକ ଚିନ୍ତା ହୋଇ ପାରେ । ସଚୋଟ ଭାବେ କରୁଥିବା କାମକୁ କରନ୍ତୁ । ପରିବାର ସଦସ୍ୟଏନକେ ସହିତ ଆପଣଙ୍କର ଏକ ସହୃଦୟ ଆଲୋଚନା ହୋଇ ପାରେ । ଯଦି ଆପଣଙ୍କୁ କେହି ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନଙ୍କର ସାହାଯ୍ୟ ଗ୍ରହଣ କରନ୍ତୁ । ଯାନବାହାନ ଏବଂ ଜମି ସବନ୍ଧିତ ଆପଣଙ୍କର କିଛି କାମ ହୋଇ ପାରେ । କେତେକ ଘରୋଇ ସମସ୍ୟାର ସମାଧାନ ହୋଇ ପାରେ । ଶୀଘ୍ର ନେଇଥିବା ନିଷ୍ପତ୍ତି ପାଇଁ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *