୧୦ ବର୍ଷରେ ଏତେ ବଦଳି ଯାଇଛନ୍ତି ଟିଭି ର ସବୁଠୁ ଛୋଟ ‘କୃଷ୍ଣ’, ଏବେ ଚିହ୍ନିବା ବି ମୁସ୍କିଲ -ଦେଖନ୍ତୁ ଫଟୋ

ଏମିତି ତ ବହୁତ ଛୋଟ ଟିଭି କଳାକାର କାମ କରିଛନ୍ତି ହେଲେ କିଛି ଛୋଟ କଳାକାର ମାନେ ଅଛନ୍ତି ଯେଉଁମାନେ ସମସ୍ତଙ୍କ ହୃଦୟକୁ ଜିତିଛନ୍ତି । ଏହି ଛୋଟ କଳାକାରମାନେ ଖାଲି ଅଭିନୟରେ ନୂହେଁ ତାଙ୍କର କୌତୁକିଆ ଅଭିନୟରେ ସମସ୍ତଙ୍କୁ ପାଗଳ କରିଛନ୍ତି । ଆପଣଙ୍କୁ ବଡେ ଅଛୋ ଲଗତେ ହେଁ ସିରିୟଲ୍ ରେ ପିହୁ ତ ମନେଥିବ । ଆଜ୍ଞା ହଁ ସେଇ ଛୋଟ ପିହୁ ଝିଅଟି ତାହାର୍ କୌତୁକ ପୂର୍ଣ୍ଣ ଅଭିନୟରେ ସମସ୍ତଙ୍କ ମନ ଜିତିଥିଲା।

ଏହି ଭଳି ଗୋଟେ ବାଲ୍ୟ କଳାକାର ଯିଏ କି ସମସ୍ତ ଙ୍କ ମନକୁ ତାହାର ଅଭିନୟ ରେ କିଣି ନେଇଥିଲା । କଲର୍ସ ଚ୍ୟାନେଲରେ ଆସିଥିବା ଧାରାବାହିକ ଜୟ ଶ୍ରୀ କୃଷ୍ଣରେ ଗୋଟେ ଛୋଟ ଝିଅଟି ଖୁବ ଭଲ ଅଭିନୟ କରିଥିଲା । ସେହି ଝିଅ କୁ ଦେଖି ଲାଗୁଥିଲା ଯେ କୃଷ୍ଣ ଙ୍କ ପିଲାଦିନ ଏହିପରି ଥିଲା ଏହି ଧାରାବାହିକ ଦର୍ଶକଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥିଲା । ଆଜି ଆମେ ସେହି ଝିଅ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ କି ଏହି ଧାରାବାହିକରେ ଶ୍ରି କୃଷ୍ଣଙ୍କ ଅଭିନୟ କରିଥିଲେ ।

ଜୟ ଶ୍ରୀ କୃଷ୍ଣଙ୍କ ଅଭିନୟ କରିଥିବା ପ୍ରମୁଖ କଳାକାର ର ନାମ ଧୃତି ଭାଟିଆ । ଏହି ଧାରାବାହିକ ପରେ ଧୃତି ଅଭିନୟ ଜଗତରେ ବହୁତ କମ ଦେଖା ଯାଇଥିଲେ । କିନ୍ତୁ ଧୃତି ଙ୍କ ବିଷୟରେ କିଛି ପୁରୁଣା କଥା କହିବାକୁ ଯାଉଛୁ । ସେଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

ଜୟ ଶ୍ରୀ କୃଷ୍ଣ କୁ ବାଦ ଦେଲେ ଆହୁରି ମଧ୍ୟ ଧୃତି କେତେକ ସିରିୟଲ୍ ରେ ନଜର ଆସିଥିଲେ । କିନ୍ତୁ ଯେତିକି ଭଲ ପାଇବା ତାଙ୍କୁ ଶ୍ରୀ କୃଷ୍ଣ ରେ ମିଳିଥିଲା ସେତିକି ଭଲପାଇବା ଅନ୍ୟ କେଉଁଠୁ ମିଳି ନ ଥିଲା। ଏହା ସତ୍ତ୍ୱେ ସେ ପ୍ୟାର କି କ୍ୟା ନାମ ଦୁ ଓ ମାତା କି ଚୌକି ଭଳି ସିରିୟଲ୍ ରେ ଆସିଥିଲେ । ଏହି ସିରିୟଲ ବ୍ୟତୀତ ସେ କିଛି ବିଜ୍ଞାପନ ଓ କମର୍ସିଆଲରେ ମଧ୍ୟ କାମ କରିଥିଲେ ।

ଦିନେ ଧୃତି କହିଥିଲେ ଯେ ସେ ଅଭିନୟ କରିଥିବା ସିରିୟଲ୍ ଶ୍ରୀ କୃଷ୍ଣକୁ କେବେ ବି ଭୁଲି ପାରିବେ ନାହିଁ । ଧୃତି ସେ ସମୟ କୁ ମନେ ପକେଇ କହିଲେ ଯେ ସେ କେମିତି ଅଚାନକ୍ ଭଗବାନଙ୍କ ରୂପ ଧାରଣ କରନ୍ତି ଓ ଲୋକମାନେ ତାଙ୍କୁ ସମ୍ମାନ ଦିଅନ୍ତି । ଅନ୍ ସ୍କ୍ରିନ୍ ହଉ କି ଅଫ ସ୍କ୍ରିନ୍ ଲୋକମାନେ ସବୁ ସମୟରେ ତାଙ୍କୁ ବାଲ ଗୋପାଳ ବୋଲି ଭାବିଥାନ୍ତି ।

ସୁଟିଂ ସେଟରେ ତାଙ୍କୁ ସମସ୍ତେ କନ୍ହୈୟା କହିକି ଡାକନ୍ତି ଓ ସେ ଖୁସିରେ ଏବଂ ମଜା ମସ୍ତି କରି ସୁଟିଂ ସାରି ଦିଅନ୍ତି । ଏତେ ବର୍ଷ ପରେ ଧୃତି ବଡ ହୋଇଗଲେଣି ଓ ସେ ତାଙ୍କ ପାଠ ପଢା ପୁରା କରିବାକୁ ଲାଗିଛନ୍ତି ଏବଂ ସେ ପାଠ ପଢା ଓ କାମ କୁ ସନ୍ତୁଳନ କରି ଚାଲିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *