ରାଶିଫଳ 24 ଏପ୍ରିଲ 2020, ଆଜି ଏହି ପାଞ୍ଚୋଟି ରାଶି ଉପରେ ପ୍ରସନ୍ନ ହେବେ ଶନିଦେବ, ସବୁ ଦୁଖଃ ହେବ ଦୂର

ଜୋତିଷ ଶାସ୍ତ୍ରରେ ଶନି ଗ୍ରହର ବହୁତ ବଡ ମହତ୍ଵ ଥାଏ । ଶନିଙ୍କୁ ଏକ ନ୍ୟାୟପ୍ରିୟ ଗ୍ରହ ବୋଲି କୁହାଯାଇ ଥାଏ ଯିଏ କି ସମସ୍ତଙ୍କ ସହିତ ନିପକ୍ଷ ନ୍ୟାୟ କରିଥାନ୍ତି । ମଣିଷ ଙ୍କର ରାଶିରେ ଶନିଙ୍କ ଚଳନ ଏବଂ ସ୍ଥିତି ବହୁତ ପ୍ରଭାବ ପକାଇଥାଏ । ଆଜି ଶନିଦେବ ପାଞ୍ଚୋଟି ଗ୍ରହ ଉପରେ ନିଜର କୃପା ଦୃଷ୍ଟି ରଖିବେ ଏବଂ ସେମାନଙ୍କର ସବୁ ଦୁଖଃ କଷ୍ଟ ଦୂରେଇ ଦେବେ । ତାହେଲେ ଆସନ୍ତୁ ଜାଣିବା ଆଜି କେମିତି କଟିବ ଆପଣଙ୍କ ଦିନ ଏହି ରାଶିଫଳ ମାଧ୍ୟମରେ ।

ମେଷ

ଆଜି ଆପଣ ନିଜର ଚାକିରି ପରିବର୍ତ୍ତନ କରି ପାରନ୍ତି । କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ଦେଖା ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ରହିବେ । ଆପଣଙ୍କର ଶୁଭଚିନ୍ତକ ମାନେ ବଢିବେ । ବଡ ଭାଇ ଭଉଣୀ ଙ୍କର ସହଯୋଗ ମିଳିବ । ଆଖପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ଖୁସି ଦେବ । ଆପଣ ଏମିତି ମାଧ୍ୟମରେ ଧନ ଅର୍ଜନ କରିବେ ଯାହା ବିଷୟରେ ଆପଣ କେବେ ହେଲେ ଭାବି ନଥିବେ । ଆଗାମୀ ସମୟରେ ଆର୍ଥିକ ଭାବେ ବୃଦ୍ଧି ହୋଇ ପାରେ ।

ବୃଷ

ଶନିଦେବ ଙ୍କ କୃପାରୁ ଆପଣଙ୍କ ଘରକୁ ଖରାପ ଶକ୍ତି ପ୍ରବେଶ କରିବ ନାହିଁ । ବିଦ୍ୟାର୍ଥୀ ଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ । କାର୍ଯ୍ୟକ୍ଷେତ୍ର ରେ ଆପଣଙ୍କ ବ୍ୟବହାର ଭଲ ରହିବ । ସାମାଜିକ ଭାବେ ଯଶ ଏବଂ କୀର୍ତି ବୃଦ୍ଧି ହେବ । ବୁଦ୍ଧି ଦ୍ଵାରା କାମରେ ସଫଳତା ହାସଲ କରିବେ । ଆପଣଙ୍କୁ ଜୀବନସାଥୀ ଙ୍କ ଠାରୁ କିଛି ବଡ ଖୁସି ଖବର ମିଳିପାରେ । ଅନେକ ଦିନରୁ ଅଟକି ଥିବା କାମ ପୁରା ହେବ ।

ମିଥୁନ

ଆଜି ଆପଣଙ୍କର ଚିନ୍ତା କମ ହେବ । ଯେଉଁ ବ୍ୟକ୍ତି କଳା ଏବଂ ଲେଖନରେ ଯୋଡି ହୋଇଛନ୍ତି ସେମାନଙ୍କ ପାଇଁ ଆଗାମୀ ସମୟ ବହୁତ ଲାଭକାରୀ ହେବ । ଆୟ କରିବା ପାଇଁ ନୂଆ ରାସ୍ତା ମିଳିବା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟର ବିସ୍ତାର ହେବ । ମିତ୍ରଙ୍କ ଠାରୁ ସହଯୋଗ ର ଆସା କରନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ନୂଆ କାମ କରିବାର ଅବସର ମିଳିବ । ଏକାଗ୍ରତା ରେ କମି ଅନୁଭବ କରି ପାରନ୍ତି ।

କର୍କଟ

ଆଜି ଶନିଦେବ ଙ୍କର ଆରାଧନା କରି ଆରମ୍ଭ କରିଥିବା କାମ ଲାଭଦାୟକ ହେବ । ନିଜର ଦୃଢ ଆତ୍ମବିଶ୍ଵାସ ପାଇଁ ଆପଣ ବଡ ସଫଳତା ହାସଲ କରିବେ । ଶରୀରର ଧ୍ୟାନ ରଖନ୍ତୁ ନହେଲେ ଅଯୋଥା ଦେହ ଖରାପ ହୋଇ ପାରେ । ବାପା ମାଆ ଙ୍କର ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହେବାର ନୂଆ ମୌକା ମିଳିବ । ଯେଉଁଥି ପାଇଁ ଘରେ ଖୁସିର ମାହୋଲ ରହିବ ।

ସିଂହ

ଆଜି ଜୋଷ ଏବଂ ତରତର ରେ ଆପଣ କୌଣସି କଠିନ ପରିସ୍ଥିତି ରେ ଫସି ଯାଇ ପାରନ୍ତି ଏଥିପାଇଁ ସାବଧାନ ରୁହନ୍ତୁ । ଆପଣଙ୍କ ଜୀବନ ବହୁତ ଖୁସିରେ ରହିବ । ଆପଣ ଭଲ ପାଇବା ମାମଲାରେ ବହୁତ ଜଲ୍ଦି ସଫଳତା ହସଲ କରିବେ । ପ୍ରତ୍ୟକ ନିବେଶକୁ ସାବଧାନ ର ସହିତ କରନ୍ତୁ । ନୂଆ ଲୋକଙ୍କ ସହିତ ପରିଚୟ ହୋଇ ପାରେ ଏହା ଦ୍ଵାରା ଆପଣଙ୍କର ଫାଇଦା ହେବ । ଭାଇ ଭଉଣୀ ଙ୍କ ଠାରୁ ଆର୍ଥିକ ରୂପେ ଲାଭ ମିଳିବ ।

କନ୍ୟା

ଆଜି ଦିନର ଆରମ୍ଭ ଭଲ ଖବର ସହିତ ହେବ । ପାଠ ପଢିବା ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଶିକ୍ଷାରେ ଆସୁଥିବା ସବୁ ବାଧା ଦୂର ହେବ ଏବଂ ଫଳ ଆପଣଙ୍କ ପକ୍ଷରେ ରହିବ । ଆଜି କିଛି ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ । ଏହାଛଡା ଆପଣଙ୍କୁ ପୁରୁଣା କର୍ଜ କୁ ଫେରାଇବାରେ କିଛି ସମସ୍ୟା ଆସି ପାରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆପଣଙ୍କୁ ବହୁତ ସାବଧାନ ରହିବା ପାଇଁ ପଡିବ । ବିଦେଶରେ ରହୁ ଥିବା ସମ୍ପର୍କୀୟ ଙ୍କ ଠାରୁ କିଛି ଖବର ପାଇ ଆପଣ ବହୁତ ଖୁସି ହେବେ ।

ତୁଳା

ଆଜି ଆପଣଙ୍କୁ ଉତ୍ସାହବର୍ଦ୍ଧକ ସୂଚନା ମିଳିବ । ଆଦର୍ଶ ବିଚାରକୁ ଜୀବନରେ ଆପଣାଇବା ଦ୍ଵାରା ବହୁତ ଲାଭ ହୋଇ ପାରେ । କୌଣସି କଷ୍ଟ ସାଧ୍ୟ କାମ କରନ୍ତୁ ନାହିଁ । ଆଜି ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ପ୍ରମୋଶନ ହୋଇ ପାରେ । ଆପଣଙ୍କ କଥାବାର୍ତା ଏବଂ ବ୍ୟବହାର ରେ କାହାକୁ କୌଣସି ଭ୍ରମ ନହେବ ତାର ଧ୍ୟାନ ରଖନ୍ତୁ । ନିଜର ବଢି ଥିବା ଆତ୍ମବିଶ୍ଵାସ କୁ ଆପଣ ନିଜେ ଅନୁଭବ କରିବେ ।

ବିଛା

ଏହି ରାଶିର ଲୋକ ଆଜି ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବେ । ଶନିଦେବ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା ଇଛା ପୁରା ହେବ । ପ୍ରେମୀ ମାନଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ । ଆଜି ଭାଗ୍ୟର ସାଥ ମିଳିବାରୁ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ପରିବାର ରେ ଆପଣଙ୍କୁ ନିଜ ପିଲାଙ୍କ ପାଖରୁ କିଛି ଖୁସି ଖବର ମିଳିପାରେ । ଚାକିରି କିମ୍ବା ବ୍ୟବସାୟ ସହିତ ଯୋଡି ହୋଇ ଥିବା କୌଣସି କଥାକୁ ନେଇ ଆପଣ ଚିନ୍ତାରେ ରହିବେ ।

ଧନୁ

ଶନିଦେବ ଙ୍କ କୃପାରୁ ଆପଣଙ୍କୁ ନିଜର କାମ କରିବା ପାଇଁ ଯେତିକି ପଇସା ଦରକାର ଅଛ ତା ଠାରୁ ବି ଅଧିକ ପଇସା ମିଳିବ । ଆଜି ଅଟକି ଥିବା ପଇସା ଆପଣଙ୍କୁ ମିଳିବ । ସମାଜରେ ଆପଣଙ୍କର ମାନ ସଂମ୍ମାନ ମିଳିବ । ଆଜି ଆପଣ ଯେକୌଣସି କାମ କୁ ଭଲ ମନରେ ଏବଂ ଦାୟିତ୍ଵର ସହିତ କରିବେ ତାହେଲେ ଆପଣଙ୍କୁ ସଫଳତା ନିହାତି ମିଳିବ ।

ମକର

ଆଜି ଆପଣଙ୍କର ପ୍ରେମ ଜୀବନ ଆହୁରି ବି ଦୃଢ ହେବ ସହିତ ଭଲ ପାଇବା ବଢିବ । ଆଜି ଆପଣ ନିଜର ବିଶ୍ଵାସର ସହିତ ଯେଉଁ ବି କାମ କରିବେ ସେଥିରେ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ । ଆଜି ଆପଣ କୌଣସି କାମ କୁ ନେଇ ଚିନ୍ତିତ ହୋଇ ପାରନ୍ତି । କିଛି ନୂଆ କାମ ବା ଦାୟିତ୍ଵ ବି ମିଳି ପାରେ । ଆପଣଙ୍କର ନିଜ ଜୀବନସାଥିଙ୍କ ସହିତ କିଛି ଝଗଡା ହୋଇ ପାରେ ।

କୁମ୍ଭ

ଆଜି ଯଦି ଆପଣ ଜମି କିଣିବା ପାଇଁ ଭାବୁଛନ୍ତି ତାହେଲ ଆଜିର ଦିନଟି ବହୁତ ଭଲ ଅଛି । ପାର୍ଟନର ଙ୍କ ଠାରୁ କିଛି ବଡ ଖୁସି ଖବର ମିଳିପାରେ । ଆପଣଙ୍କୁ ନିଜର କମଜୋର ହେଉଥିବା ସାମାଜିକ ପ୍ରଭାବ କୁ ଏବଂ ଭଲ ହେବା ପାଇଂ ଅଟେ ସଂଘର୍ଷ କରିବାକୁ ହେବ । ଆଜି ଆପଣ ଘରୁ କୁଆଡେ ବି ଯାଆନ୍ତୁ ନାହିଁ । ଆପଣ ନିଜର ଗୁଣକୁ ବ୍ୟବହାର କରି ଧନ କମାଇବାରେ ସଫଳ ହେବେ । ପ୍ରପୋଟି ଏବଂ ବ୍ୟବସାୟ ରେ ବଡ ଫାଇଦା ହୋଇ ପାରେ ।

ମୀନ

ଆଜି ଆପଣଙ୍କୁ ଧର୍ଯ୍ୟ ରଖିବା ପାଇଁ ପଡିବ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ସବୁ ପାରିବାରିକ ସମସ୍ୟା ଗୁଡିକ ଶେଷ ହୋଇ ଯିବ । ନିବେଶ କରିବା ପାଇଁ ଏହି ସମୟ ଆପଣଙ୍କ ପାଇଁ ଠିକ ନୁହେଁ । ଆପଣଙ୍କୁ ଆଘାତ ତ ବି ଲାଗିପାରେ । ଜୀବନସାଥୀଙ୍କୁ କରି ଥିବା ପ୍ରତିଜ୍ଞା ରକ୍ଷା କରିବାରେ ସଫଳ ହେବେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *