ରବିବାରର ରାଶିଫଳ 24 ମେ 2020, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5ଟି ରାଶିର ଖୋଲିଯିବ ଭାଗ୍ୟ, କୌଣସି ବଡ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 24 ମେ 2020 ରବିବାରର ରାଶିଫଳ ।

ମେଷ

ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ଅଟକି ଥିବା କାମ ପୁରା ହେବ । ଆଜି ଆପଣଙ୍କୁ ନକରାତ୍ମକ ଫଳାଫଳର ସାମନା କରିବାକୁ ପଡିପାରେ । ସଠିକ ନିଷ୍ପତ୍ତି ନେବା ପରେ ବି କିଛି ଜିନିଷ ଆପଣଙ୍କ ପକ୍ଷରେ ହେବ ନାହିଁ । ନୂଆ ଗତିବିଧି ଏବଂ ମନୋରଞ୍ଜନ ଆପଣଙ୍କ ପାଇଁ ବିଶ୍ରାମ କରିବାରେ ସହାୟକ ସିଦ୍ଧି ହେବ । କାର୍ଯ୍ୟକ୍ଷେତ୍ରକୁ ଆଜି ଆପଣ ବଢାଇବା ପାଇଁ ଚେଷ୍ଟା କରିବେ । ଆପଣଙ୍କୁ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତ ମିଳିବ ।

ବୃଷ

ଏହି ରାଶିର ଲୋକ ମାନଙ୍କୁ ଆଜି ଆର୍ଥିକ ମାମଲାକୁ ନେଇ କିଛି ଅସୁବିଧାର ସାମନା କରିବାକୁ ପଡିପାରେ । ପରାକ୍ରମ ପ୍ରତିଷ୍ଠା ବଢିବ । ରାଜନୀତି ରେ ଲାଭ ହେବ । ଅଧିକାରୀଙ୍କ ଠାରୁ କାର୍ଯ୍ୟର ଲାଭ ହେବ । ଆପଣ ନୂଆ ଏବଂ ରଚନାତ୍ମକ ବିଚାରରେ ଭରି ଯିବେ । ଆପଣଙ୍କୁ ଆପଣଙ୍କର ପରିବାରର ଆବଶ୍ୟକତା ଉପରେ ଧ୍ୟାନ ଦେବାକୁ ହେବ । ବେପାରୀ ମାନଙ୍କୁ ଭଲ ଲାଭ ମିଳିପାରେ । ବାପା ମାଆ ଙ୍କର ସମ୍ପୂର୍ଣ ସହଯୋଗ ମିଳିବ ।

ମିଥୁନ

ଆପଣଙ୍କର ଉଦାର ସ୍ଵଭାବ ଆଜି ଆପଣଙ୍କ ପାଇଁ କିଛି ଖୁସିର ମୁହୂର୍ତ ଆଣି ଆସିବ । ଅଫିସରେ ଆପଣଙ୍କର ସହଯୋଗୀ ମନୋଭାବ ଇଛାକୃତ ଫଳାଫଳା ଆଣିବେ । ଘରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାରେ । ଅଧିକ କାମ ଚାପ ପାଇଁ ଆପଣଙ୍କ ସ୍ୱାସ୍ଥ୍ୟକୁ ନକରାତ୍ମକ ରୂପରେ ପ୍ରଭାବିତ କରିପାରେ । ଆଜି କୌଣସି ମହତ୍ଵପୂର୍ଣ ଲୋକଙ୍କ ସହିତ ଦେଖା ହୋଇ ପାରେ । ଆଜି ଆପଣଙ୍କୁ କିଛି ଦାୟିତ୍ଵ ମିଳିପାରେ ।

କର୍କଟ

ଆଜି ସାବଧାନର କମି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ । ଆପଣ ନିଜର ନିୟମିତ କାର୍ଯ୍ୟଶୈଳୀ କୁ ଆପଣାଇ ଆପଣ ନିଜକୁ ଭଲରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଜି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ କର୍ଜ ମଧ୍ୟ ନିଅନ୍ତୁ ନାହିଁ । ଆଜି ଆପଣଙ୍କୁ ଶୁଭ ସମାଚାର ମିଳିବ । କୋର୍ଟ କଚେରୀ କାମରେ ଧନ ଅପବ୍ୟୟ ହେବ । ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ରହିବ । ଶାରୀରିକ ଭାବେ ଆପଣ କ୍ଳାନ୍ତ ଅନୁଭବ କରି ପାରନ୍ତି ।

ସିଂହ

ହନୁମାନଙ୍କ କୃପାରୁ ଆଜି ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ପାର୍ଟନରଙ୍କୁ ପ୍ସେଶାଲ ଅନୁଭବ କରାଇବା ପାଇଁ ପ୍ରୟାସ କରିବାକୁ ପଡିପାରେ । କାର୍ଯ୍ୟ ସମ୍ବନ୍ଧୀୟ ବିଷୟ ଉପରେ ଆପଣ ନିଜ ମନରେ ଚିନ୍ତା କରୁଛ କିନ୍ତୁ ଲୁକାୟତ ବିଷୟ ଯାହା ତୁମକୁ ହଇରାଣ କରିବ । ଲୋକଙ୍କୁ ଦେଇ ଥିବା ପୁରୁଣା କର୍ଜ ଫେରସ୍ତ ମିଳିପାରେ କିମ୍ବା ଏକ ନୂତନ ପ୍ରକଳ୍ପରେ ବିନିଯୋଗ କରିବାକୁ ଟଙ୍କା ରୋଜଗାର କରିପାରିବେ । ନିଜର ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ ଏବଂ ଆଜି ହାତ ଖୋଲି ଖର୍ଚ କରନ୍ତୁ ନାହିଁ ।

କନ୍ୟା

ବିବାହିତ ଲୋକଙ୍କୁ ଜୀବନସାଥିଙ୍କର ସାହାଯୋଗ ମିଳିବ । ଆପଣଙ୍କୁ ସ୍ୱାସ୍ଥ୍ୟ ସବନ୍ଧିତ ଚିନ୍ତା ହୋଇ ପାରେ । ଆଜି ଛୋଟ ପିଲାଙ୍କୁ ଉପହାର ମିଳିବ ଯେଉଁଥି ପାଇଁ ସେ ସାରା ଦିନ ଖୁସିରେ ରହିବେ । ଶତ୍ରୁ ଉପରେ ବିଜଯ ପ୍ରାପ୍ତ ହେବ । ଦାମ୍ପତ୍ୟରେ ମଧୁରତା ଆସିବ । ବନ୍ଧୁଙ୍କର ସହଯୋଗ ମିଳିବ । କ୍ଳାନ୍ତ ଏବଂ ଆଳସ୍ୟ ମଧ୍ୟ ରହିବ । ଅଯୋଥା ଖର୍ଚ ନକରି ଆର୍ଥିକ ସ୍ଥିତିକୁ ନିୟତ୍ରଣ ରଖିବାରେ ସଫଳ ହେବେ । ଅଧିକ ଟଙ୍କା ଖର୍ଚ ହୋଇ ଯିବାରୁ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି କରିପାରେ ।

ତୁଳା

ଆଜି ଏହି ରାଶି ଲୋକଙ୍କର କାର୍ଯ୍ୟ କୌଶଳ ବାହାରି ସାମନାକୁ ଆସିବ । ସାମାଜିକ କାର୍ଯ୍ୟରେ ଭାଗ ନେବାର ଇଛା ପୂରଣ ହୋଇ ପାରେ । ଆପଣଙ୍କର ବ୍ୟକ୍ତିଗତ ସବନ୍ଧକୁ ବହୁତ ସାନ୍ତ ରଖନ୍ତୁ ଏମିତି କରି ଆପଣ କୌଣସି ଜଟିଳତାରୁ ବଞ୍ଚି ପାରନ୍ତି । କୌଣସି ନୂଆ କାମରେ ହାତ ଦେବା ପୂର୍ବରୁ ଭଲ ଭାବରେ ବୁଝି ନିଅନ୍ତୁ । ବୃତ୍ତିଗତ ସ୍ତରରେ ଆପଣ ନିଜର ଗୁରୁତ୍ଵ କରି ପାରନ୍ତି । ଆର୍ଥିକ ଅବସ୍ଥା ସମୟରେ କୌଣସି ମୁଖ୍ୟ କାମ ମଝିରେ ବନ୍ଦ ହୋଇଯାଇ ପାରେ ।

ବିଛା

ଆପଣଙ୍କ ପାଇଁ ଆଜିର ଦିନ ବ୍ୟସ୍ତତା ହୋଇପାରେ ଯାହାଦ୍ଵାରା ଆପଣ କ୍ଳାନ୍ତ ଅନୁଭବ କରିବେ । ବେପାରରେ ପ୍ରଗତି ହେବ । ଅଧିକ ସଂବେଦନଶୀଳ ହେବା ଦ୍ଵାରା ସାହାଯ୍ୟ ମିଳିବ ନାହିଁ, ଆପଣଙ୍କୁ ସକାରାତ୍ମକ ଉପାଯରେ ଭାବିବାକୁ ହେବ । ଆପଣଙ୍କ ନିବେଶରୁ ପଇସା ଖର୍ଚ ହେବାର ଯୋଗ ରହିଛି । ଅଧିକ ଖର୍ଚ ପାଇଁ ଚିନ୍ତିତ ରହିବେ । ବୈଦୁକ କାର୍ଯ୍ୟ ଦ୍ଵାରା ମାନ ସଂମ୍ମାନ ବୃଦ୍ଧି ହେବ । ପ୍ରେମୀ ଙ୍କ ସହିତ ଦେଖା କରିବା ପାଇଁ ଆଜି ହଇରାଣ ହେବାକୁ ପଡି ପାରେ ।

ଧନୁ

ଏହି ରାଶିର ଲୋକ ଜୀବନସାଥୀଙ୍କ ସହିତ ସବନ୍ଧରେ ନିକଟତା ଅନୁଭବ କରି ପାରନ୍ତି ତାଙ୍କର ସାଥ ମଧ୍ୟ ଆପଣଙ୍କୁ ମିଳିବ । ଆୟରେ ମଧ୍ୟ କମି ଆସିପାରେ । ଚାକିରି କରିଥିବା ଲୋକଙ୍କୁ କଠିନ କାମ ମିଳିପାରେ । ହନୁମାନଙ୍କ କୃପାରୁ ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ । ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ଅଧିକାରୀଙ୍କ ସହିତ ଝଗଡା କରନ୍ତୁ ନାହିଁ । ସମାଜର ହିତ ପାଇଁ କାମ କରିବା ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ । ଆପଣଙ୍କ ପିଲାଙ୍କୁ ଜୀବନର ସବୁ କ୍ଷେତ୍ରରେ ଖୁସି ଏବଂ ପ୍ରଗତି ମିଳିବ ।

ମକର

ଆଜି ଆପଣଙ୍କୁ ଆପଣଙ୍କର ପ୍ରେମ ଜୀବନରେ କିଛି ସୁଧାର ଆଣିବାର ଆବଶ୍ୟକତା ଦେଖାଯିବ । ଆପଣ ନିଜର ଗୁରୁଜନ ନାକ ସହିତ କଥା ହେବା ସମୟରେ ନିଜର କଥାକୁ ଭଲ ଭାବରେ ବୁଝନ୍ତୁ । ବନ୍ଧୁଙ୍କ ସହଯୋଗ ମିଳିପାରେ । ଆପଣଙ୍କୁ ଆପଣଙ୍କର ନିଜ ଲୋକଙ୍କ ସହିତ ଯୋଡି ହେବାକୁ ପଡିବ ଏବଂ ସେମାନଙ୍କ ସାହାଯ୍ୟ ନେବା ପାଇଁ ଚେଷ୍ଟା କରିବାକୁ ପଡିବ । ଯଦି ଆପଣ ନିଜର କାର୍ଯ୍ୟ ପରିସ୍ଥିତିରେ ସୁଧାର କରନ୍ତି ତାହେଲେ ଆପଣ କିଛି ଜିନିଷକୁ ନିୟତ୍ରଣକୁ ଆଣି ପାରିବେ । ପ୍ରେମୀଏନକେ ସହିତ ହୋଇଥିବା ଝଗଡାକୁ ଦୂରେଇ ପୁଣି ଠାରେ ପାଖକୁ ଯାଇ ପାରନ୍ତି ।

କୁମ୍ଭ

ଆଜି ଆପଣଙ୍କୁ ବ୍ୟବସାୟରେ ସଫଳ ଏବଂ ଫାଇଦା ମିଳିବ । ଆଜି କାହାର ଝଗଡାରେ ପଡନ୍ତୁ ନାହିଁ । ଆପଣ ପୂର୍ବ ଭଳି ଶକ୍ତି ସ୍ତରରେ ପରିପୂର୍ଣ ହେବେ ଏବଂ ଆପଣଙ୍କର ସବୁ କାମକୁ ଠିକ ସମୟରେ ସମ୍ପୂର୍ଣ କରିବାକୁ ସକ୍ଷମ ହେବେ । ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟରେ ବହୁତ ଶୀଘ୍ର ସୁଧାର ଦେଖିବାକୁ ମିଳିପାରେ । ଆପଣଙ୍କର ଆର୍ଥିକ ଚେଷ୍ଟା ସଫଳ ହେବ । କୌଣସି ପ୍ରତିଯୋଗୀତା ପରୀକ୍ଷାରେ ସାର୍ଥକ ପରିଣାମ ମିଳିବ । ଆୟରେ ବୃଦ୍ଧି ହେବ ।

ମୀନ

ଆଜି ମାନସିକ ସମସ୍ୟା ଚିନ୍ତିତ କରିପାରେ । ସଫଳତାର ରାସ୍ତା ଗଠନ ହେଉଛି ଏବଂ ନୂତନ ସମ୍ପର୍କ ଲାଭବାନ ହୋଇ ପାରେ । ଆପଣଙ୍କୁ ଯାହାବି କହିବାର ଅଛି ସେଥିରେ ଆପଣଙ୍କୁ ଆଶାବାଦୀ ରହିବା ଉଚିତ । ଆର୍ଥିକ ସ୍ଥିତି ଆଗ ଅପେକ୍ଷା ମଝବୁତ ହେବ । ଘରୋଇ ଜୀବନ ଯନ୍ତ୍ରଣାଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଚାକିରି କରିଥିବା ଲୋକଙ୍କୁ ପଦ ପ୍ରତିଷ୍ଠାର ଲାଭ ହେବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *