ରାଶିଫଳ 24 ମାର୍ଚ୍ଚ 2020, ମଙ୍ଗଳମୂର୍ତ୍ତୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଗ୍ରହମାନଙ୍କ ଗତି ପରିବର୍ତ୍ତନ ଯୋଗୁ ଚମକିବ ଭାଗ୍ୟ

ରାଶିଫଳ ଏହି ଦୁନିଆର ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଜଣେ ବ୍ୟକ୍ତି ହିଁ ନିଜର ରାଶି ଦ୍ଵାରା ଆସନ୍ତା କାଲି ବିଷୟରେ ଜାଣି ପାରିବ । କହିବାକୁ ଗଲେ ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରମାନଙ୍କ ଗତିର ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଆଜି ମଙ୍ଗଳବାର ୨୪ ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ ।

ମେଷ

ଆଜି ବହୁତ ସମୟ ହେବ ଚାଲୁଥିବା କଷ୍ଟ ଦୂର ହେବ । ମାତା ଲକ୍ଷ୍ମୀଙ୍କ ଆରାଧନା କରି ଆରମ୍ଭ କରିଥିବା କାମ ଲାଭଦାୟକ ସିଦ୍ଧ ହେବ । ସନ୍ଧ୍ୟା ସମୟରେ ଆପଣଙ୍କ ଘରେ ଅତିଥି ଆସିବେ । ବ୍ୟାପାରରେ ନୂଆ ବନ୍ଧୁ ହୋଇପାରନ୍ତି । ମିତ୍ରାମାନଅଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । ସଫଳତା ହାସଲ କରିବା ପାଇଁ ନିଜର ସମୟ ସହିତ ନିଜର ବିଚାରରେ ବି ଚେଞ୍ଜେସ ଆଣିବାକୁ ହେବ ।

ବୃଷ

ଆଜି ମାତା ପିତାଙ୍କ ସହଯୋଗ ଦ୍ଵାରା ସମାଜରେ ଆପଣ ନିଜ ଜୀବନରେ ଅଲଗା ପରିଚୟ ହାସଲ କରିବାରେ ସଫଳ ହେବେ । ଲେଖକମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ରହିବ । କାରୋବାରେ ଲାଭ ମିଳିପାରେ । କଷ୍ଟରୁ ମୁକ୍ତି ମିଳିବ । ଯଦି ଆପଣ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି କରନ୍ତୁ କାରଣର ଆଜିର ସମୟ ଆପଣଙ୍କ ପାଇଁ ଭଲ ଅଟେ ।

ମିଥୁନ

ଆଜି କାର୍ଯ୍ୟକ୍ଷେତ୍ର ଓ ବିଜନେସ ସହ ଜଡିତ ସମସ୍ୟା ହୋଇପାରେ । ଧାର୍ମିକ ଗତିବିଧିରେ ଆପଣ ରୁଚି ରଖିବେ । ମିଥ୍ୟା କହି ଆପଣ ଅସୁବିଧାରେ ପଡି ପାରନ୍ତି । ଆପଣ ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ୱ ଦ୍ଵାରା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । ସହଯୋଗୀ ଆପଣଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବେ । କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢିବ । ପତ୍ନୀ ଓ ପିଲାମାନଙ୍କ ଉପରେ ଧ୍ୟାନ ରଖନ୍ତୁ ।

କର୍କଟ

ଭଲ ସ୍ୱାସ୍ଥ୍ୟ ପାଇଁ ସକାଳେ ଚାଳନ୍ତୁ । ଆପଣଙ୍କ ବ୍ୟବହାର ଆଜି କିଛି ନ୍ୟାୟପ୍ରିୟ ରହିବ । ନିଜର ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନୂଆ ଗ୍ରାହକମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଆଜିର ଦିନ ଭଲ ଅଟେ । ଆଜିର ସମୟ କିଛି ଏମିତି ଅଟେ ଯେତେବେଳେ ଜିନିଷ ସେହିଭଳି ରହିବ ନାହିଁ, ଯେମିତି ଆପଣ ଚାହୁଁଥିବେ ।

ସିଂହ

ଆଜି ଆପଣଙ୍କୁ ପାର୍ଟନର ଠାରୁ ଉପହାର ମିଳିପାରେ । ଦ୍ଵିତୀୟ ବ୍ୟକ୍ତିଙ୍କ ସେବା ତଥା ସହଯୋଗ ମନୋଭାବ ରଖିବେ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପାଇଁ ସମୟ ଭଲ ଅଟେ । ଆପଣ ନିଜର ପରିବାର ସହିତ ବାହାରକୁ ଯାଇ ପାରନ୍ତି । ଶଶୁର ଘର ଲୋକମାନଙ୍କ ଦ୍ଵାରା ଲାଭ ହୋଇପାରେ କିମ୍ବା ଭଲ ସମାଚାର ମିଳିପାରେ । କିଛି ଚିନ୍ତା ଓ ମତଭେଦ ଆପଣଙ୍କ ପାଇଁ ସମସ୍ୟା ଆଣିପାରେ । ଜୀବନସାଥିଙ୍କ ସହିତ ସମ୍ପର୍କକୁ ଭଲ କରିବାରେ ସଫଳ ହେବେ ।

କନ୍ୟା

ଆଜି ମୁଣ୍ଡ ଓ ପେଟ ବ୍ୟଥା ଦ୍ଵାରା ଚିନ୍ତିତ ରହିବେ । ସେଥିପାଇଁ ସ୍ୱାସ୍ଥ୍ୟ ମାମଲାରେ ଆପଣ ଅଳ୍ପ ସମ୍ଭାଳି ରୁହନ୍ତୁ । ଉଧାର ମାଗୁଥିବା ଲୋକଙ୍କୁ ନଜର ଅନ୍ଦାଜ କରନ୍ତୁ । ପାରିବାରିକ ସମସ୍ୟା ବଢିପାରେ ଓ ତଥା ପରିବାରେ କୌଣସି ସମ୍ପର୍କୀୟଙ୍କ ସହ ସମ୍ପର୍କ ଖରାପ ହୋଇପାଏ । ଅବିବାହିତ ବ୍ୟକ୍ତିଙ୍କୁ ନିଜର ପ୍ରେମ ମିଳିପାରେ । ସାମାଜିକ ଓ ମଙ୍ଗଳମୟ କାର୍ଯ୍ୟରେ ଆପଣ ଅଂସ ଗ୍ରହଣ କରି ପାରନ୍ତି ।

ତୁଳା

ଆଜି ସୁଖ ସୁବିଧା ଉପରେ ଖର୍ଚ କରିବା ପାଇଁ ମନ ହୋଇପାରେ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ବନ୍ଧ ରହିବ । ଚାକିରିରେ ଲାଭ ମିଳିବ । ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ସମ୍ପର୍କ ମାମଲାରେ ଆଜିର ଦିନ ପ୍ରତିକୂଳ ଅଟେ । ଆଜି ଆପଣଙ୍କୁ ନିଜ ଜୀବନରେ କିଛି ଚେଞ୍ଜେସ ଦେଖିବାକୁ ମିଳିପାରେ । ବିଜନେସ କ୍ଷେତ୍ରରେ ଆପଣ ପ୍ରଗତି କରିବେ । କ୍ୟାରିୟରରେ ଭଲ ପ୍ରସ୍ତାବ ମିଳିବ ।

ବିଚ୍ଛା

ଆଜି ଚାକିରି ସମ୍ବନ୍ଧ ସମସ୍ୟା ସମଧାନ ହୋଇପାରେ । ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ ରହିବ । ବ୍ୟକ୍ତିତ୍ଵରେ କିଛି ଚେଞ୍ଜେସ ଆସିବ । ବୁଦ୍ଧିର ବିକାସ ହେବ । ଘରେ ଅତିଥି ଆସି ପାରନ୍ତି ଓ ଖୁସି ଖବର ବି ମିଳିପାରେ । ଆଜି ଆପଣ ବିଶ୍ଵାସର ସହ କାମ କରନ୍ତୁ । ଆପଣଙ୍କୁ ମାତା ପିତାଙ୍କ ତରଫରୁ ଉପହାର ମିଳିପାରେ । ଆପଣଙ୍କ ଆୟ ବି ବଢିପାରେ ।

ଧନୁ

ଆଜି ଆପଣ ଯାହା ବି କାମ କରିବେ ସେଥିରେ ବହୁତ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣଙ୍କ ମନରେ ଜଲ୍ଦି ଟଙ୍କା ଆୟ କରିବାରେ ତୀବ୍ର ଇଚ୍ଛା ଜାଗ୍ରତ ହେବ । ପିଲାମାନେ ଆପଣଙ୍କ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଉଚ୍ଚ ପଦାଧିକାରିମାନଙ୍କ ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢାଇବ । ଚାକିରିରେ ଅଫିସରମାନଙ୍କ ସହଯୋଗ ମିଳିପାରେ । କିନ୍ତୁ ସ୍ଥାନ ପରିବର୍ତ୍ତନ ହେବାର ବି ସମ୍ଭାବନା ଅଛି ।

ମକର

ଆଜି ଆପଣ ନିଜର ବିଜନେସ ଆରମ୍ଭ କରିବା ପାଇଁ ଯୋଜନା କରି ପାରନ୍ତି । କ୍ୟାରିୟରରେ ଜଲ୍ଦି ହିଁ କିଛି ଭଲ ସ୍ଥାନ ମିଳିବାର ଯୋଗ ଅଛି । ଆପଣଙ୍କ ଏକାଗ୍ରତା ବଢିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିଛି ଜରୁରୀ ଯୋଜନା ଉପରେ ଆର୍ଥିକ ନିବେଶ କରି ପାରନ୍ତି । ସନ୍ତାନକୁ ନେଇ ଚିନ୍ତା ରହିବ । ଆଜି ଆପଣଙ୍କୁ ଟଙ୍କା ସ୍ଥିତିରେ ସୁଧାର ଆସିବାର ଚାନ୍ସ ମିଳିପାରେ ।

କୁମ୍ଭ

ସାମାଜିକ କ୍ଷେତ୍ର ସହ ଜଡିତ କାର୍ଯ୍ୟରେ ଆଜି ଆପଣଙ୍କୁ ସଫଳତା ମିଳିବାର ଅଛି । ଏହା ଦ୍ଵାରା ସମାଜରେ ଆପଣଙ୍କ ମାନ – ସମ୍ମାନ ବଢିବ । ସକାଳୁ ଉଠି ସର୍ବେ ପ୍ରଥମେ ସୂର୍ଯ୍ୟ ଦେବତାଙ୍କ ସ୍ମରଣ କରନ୍ତୁ ଆପଣଙ୍କ ଦିନ ଉତ୍ତମ ରହିବ । ଆପଣଙ୍କ ପ୍ରେମୀ ଆପଣଙ୍କ ଉପରେ ରାଗି ପାରାନ୍ତି, ତାଙ୍କୁ ମନାଇବା ପାଇଁ ଏକ ଉପହାର ଦିଅନ୍ତୁ ।

ମୀନ

ଆଜି ନୂଆ ଚେଞ୍ଜେସ ଦେଖିବାକୁ ମିଳିବ । ଖାସକରି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ବଡ ସଫଳତା ମିଳିବ । ସମ୍ପତ୍ତି ଓ ଗାଡି ସହ ଜଡିତ ସମସ୍ୟା ରହିବ । ମଧ୍ୟାହ୍ନ ପରେ ଆପଣ ସୁଖ ଶାନ୍ତି ଅନୁଭବ କରିବେ । ବ୍ୟାପାର କ୍ଷେତ୍ରରେ ଆପଣ ବଡ ସଫଳତା ମିଳିବାର ସମ୍ଭାବନା ନଜର ଆସୁଛି । ବ୍ୟବସାୟିକ ଯୋଜନା ସଫଳ ରହିବ । ଆପଣ ଜୀବନସାଥି ଆପଣଙ୍କ ଠାରୁ ପ୍ରତିଜ୍ଞା ମାଗି ପାରନ୍ତି ।

Leave a Reply

Your email address will not be published. Required fields are marked *