ମୁଣ୍ଡର ଏହି ପୟେନ୍ଟକୁ ୪୫ ସେକନ୍ଡ ପର୍ଯ୍ୟନ୍ତ ଦାବି ଧରନ୍ତୁ, ଆପଣବି ଦେଖିପାରିବେ ଏମିତି ଚମତ୍କାର

ବର୍ତ୍ତମାନ ସମୟରେ ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ଔଷଧ ଉପରେ ନିର୍ଭର କରିଥାନ୍ତି । ଏହାର ସବୁଠୁ ବଡ କାରଣ ହେଉଛି ଲୋକମାନଙ୍କ ଖରାପ ଖାଦ୍ୟ ପେୟ ଓ କମ ପରିଶ୍ରମ କରିବା । କିନ୍ତୁ ଯଦି ଔଷଧ ସେବନ କରିବା ସ୍ଥାନରେ ଯୋଗ ଓ ଆକ୍ୟୁପ୍ରେସର କରିବେ ତେବେ ଆପଣ ପ୍ରାୟତଃ ରୋଗରୁ ସୁରକ୍ଷିତ ରହି ପାରିବେ । ସର୍ଜରୀ ବଦଳରେ ଯଦି ଆକ୍ୟୁପ୍ରେସର କରିବେ ତେବେ ଆପଣଙ୍କ ଶରୀରରେ କୌଣସି ପ୍ରକାରର ଯନ୍ତ୍ରଣା ହେବ ନାହିଁ ଓ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ ।

ଆକ୍ୟୁପ୍ରେସର ରେ ନା କୌଣସି ସାଇଡ ଇଫେକ୍ଟ ରାହିଥାଏ ଓ ନା ହିଁ ଏଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆକ୍ୟୁପ୍ରେସର ଦ୍ଵାରା ହେଉଥିବା ଚିକିତ୍ସା ଅଡିକ ସମୟ ନେଇଥାଏ । କିନ୍ତୁ ନିଜର ଭଲ ପ୍ରଭାବ ଦେଖାଇଥାଏ । ଏହା ସର୍ଜରୀ ଭଳି ଜଲ୍ଦି ନିଜର ପ୍ରଭାବ ଦେଖାଇ ପାରି ନ ଥାଏ । ଏମିତିରେ ସବୁ ରୋଗୀ ଆକ୍ୟୁପ୍ରେସର ଚିକିତ୍ସାରେ ଧୈର୍ଯ୍ୟ ରଖିବା ଉଚିତ । ଯଦି ଆପଣ ଏହି ଚିକିତ୍ସାକୁ ଜୀବନସାରା ଆପଣାଇ ନେବେ ତ ଆପଣ ସମସ୍ତ ରୋଗରୁ ସୁରକ୍ଷିତ ରହିବେ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଆକ୍ୟୁପ୍ରେସରର ଏକ ଫେମସ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କର ବହୁତ କାମରେ ଆସିବ । ଏହା ଛଡା ଏହି ଚିକିତ୍ସା ବିଷୟରେ ଜାଣିବା ପରେ ଆପଣ ବହୁତ ଖୁସି ହୋଇଯିବେ । କହିବାକୁ ଗଲେ ଆଜିକାଲି ଲୋକମାନେ ବହୁତ ଚିନ୍ତିତ ରହୁଛନ୍ତି । ଏହା ଛଡା ସ୍କୁଲ ଯାଉଥିବା ପିଲାମାନଙ୍କର ପାଠ ଚିନ୍ତା ରହୁଛି । ଏମିତିରେ ନିଜର ଚିନ୍ତାକୁ କମ କରିବା ପାଇଁ ଆପଣ ଏକ ଉପାୟ କରି ପାରିବେ ।

ଏହାର ଚିକିତ୍ସା ପାଇଁ ପ୍ରଥମେ ଆପଣ ନିଜର ତର୍ଜନୀ ଆଙ୍ଗୁଠିକୁ ନିଜର ଦୁଇ ଆଇବ୍ରୋ ମଝିରେ ରଖନ୍ତୁ । ଏହା ପରେ ଏହି ପଏନ୍ଟକୁ କମ ସେ କମ ୪୫ ସେକନ୍ଡ ପର୍ଯ୍ୟନ୍ତ ମସାଜ କରନ୍ତୁ । କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ କି ଅଧିକ ଜୋର ଦେଇ ଏହାକୁ ଦବାନ୍ତୁ ନାହିଁ । କହିଦେଉଛୁ କି ଏହି ପଏନ୍ଟକୁ ମସାଜ କରିବା ଦ୍ଵାରା ବ୍ଲଡ ସର୍କୁଲେସନ ବଢିଥାଏ । କହିବାକୁ ଗଲେ ଏହି ପଏନ୍ଟ ଉପରେ ହିଁ ସେହି ମାଂସପେଶୀ ଥାଏ, ଯାହା ଆମର ଚିନ୍ତା କରିବାର ସେନ୍ସ ସହ ଯୋଡି ହୋଇଥାଏ । ଏମିତିରେ ଏହାକୁ ମସାଜ କରିବା ଦ୍ଵାରା ଚିନ୍ତାରୁ ମୁକ୍ତି ମିଳିଥାଏ ।

ସେଥିପାଇଁ ଯଦି ଆପଣ ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ କେବଳ ୧ ମିନିଟ ଏହି ଆକ୍ୟୁପ୍ରେସରକୁ କରିବେ ତେବେ ଆପଣ ସବୁ ଚିନ୍ତାରୁ ମୁକ୍ତି ପାଇଯିବେ । ଏହା ଛଡା ଚିନ୍ତା ସହ ଜଡିତ ଅନ୍ୟ କେତେକ ରୋଗ ଯେମିତି କି ନିଦ ନ ଆସିବା, ଅଧିକ ରାଗିବା, ଅଚାନକ ମୁଡ ଖରାପ ହୋଇଯିବା ଇତ୍ୟାଦିରୁ ଆପଣଙ୍କୁ ଆରାମ ବି ମିଳିବ ।

Leave a Reply

Your email address will not be published. Required fields are marked *