ରାଶିଫଳ 24 ଏପ୍ରିଲ 2020, ଆଜି ମା ଦୂର୍ଗାଙ୍କ କୃପାରୁ ଏହି ୪ଟି ରାଶିଙ୍କ ଜୀବନରେ ଆସିବ ପରିବର୍ତ୍ତନ, ସନ୍ଧ୍ୟାରେ ମିଳିବ ବହୁତ ବଡ ଖୁସି ଖବର

ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହଙ୍କ ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହଙ୍କ ଦିଗ ପରିବର୍ତ୍ତନ ହୋଇ ଥାଏ ଆମ ଜୀବନ ଉପରେ ବି ଏହାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଇଛୁକ ହୋଇ ଥାନ୍ତି ଏବଂ ପ୍ରତ୍ୟକ ବ୍ୟକ୍ତି ଙ୍କ ଜୀବନରେ ଗ୍ରହର ବହୁତ ବଡ ମହତ୍ଵ ଥାଏ । ଆଜି ଚାରୋଟି ରାଶିକୁ ବହୁତ ବଡ ଖୁସି ଖବର ମିଳିବ । ତାହେଲେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ମେଷ

ଆଜି ଆପଣଙ୍କର ବ୍ୟବସାୟ ଭଲ ହୋଇ ପାରେ । ସମ୍ପର୍କ ଦୃଢ ହେବ । ଚାକିରିରେ ପ୍ରମୋଶନ ହୋଇ ପରେ । ଆପଣଙ୍କ ଜୀବନସାଥୀ ଆଜି ଆପଣଙ୍କ ପାଇଁ କିଛି ଖାସ କରିବେ । ଯୋଜନା କୁ ସଫଳ କରିବେ । ଆଜି ଅଧିକ ଗପସପ କରନ୍ତୁ ନାହିଁ । ଆଜି ଘରକୁ କେହି ନୂଆ ଅତିଥି ଆସିବା କାରଣରୁ ପରିବାରରେ ଖୁସିର ବାତାବରଣ ରହିବ ।

ବୃଷ

ଆଜି ଆପଣଙ୍କର ପୁରୁଣା ଯୋଜନାର ସଫଳତା ଆତ୍ମବିଶ୍ଵାସ ବଢାଇବ । ବାପା ମାଆ ଙ୍କ ଠାରୁ ଉପହାରରେ ଘର ବା ଗାଡି ମିଳିପାରେ । କାର୍ଯ୍ୟରେ ପ୍ରଗତି ହୋଇ ପରେ । ଆଜି ଆପଣ ନିଜର ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଆଜିର ଦିନଟି ନିବେଶ କରିବା ପାଇଁ ଭଲ ଅଛି । କାର୍ଯ୍ୟ କ୍ଷେତ୍ରରେ ଉର୍ଣ୍ଣତି ସହିତ ସହଯୋଗ ମିଳିବ । ଚାକିରିରେ ପ୍ରମୋଶନ ହେବା ସହିତ ଦରମା ବଢିପାରେ ।

ମିଥୁନ

ବହୁତ ଦିନତୁ ଅଟକି ଥିବା କାମ ଆଜି ପୁଣି ଆରମ୍ଭ ହେବ । ଘରେ ଏବଂ କାମ ପାଇଁ ଅଧିକ ପରିଶ୍ରମ କରିବା କରନ୍ତୁ ଆପଣ ରାଗିବା ସହିତ ଅସ୍ଥିର ମଧ୍ୟ ହେବେ । ଆଜି ସନ୍ଧ୍ୟାରେ ବହୁତ ଖୁସି ହେବେ । ଆଜି ଆପଣଙ୍କ ଆଖପାଖ ରେ ଥିବା ଲୋକ ଆପଣ ଏବଂ ଆପଣଙ୍କ ପରିବାର ଭିତରେ ମତଭେଦ ସୃଷ୍ଟି କରି ପାରନ୍ତି ସେଥିପାଇଁ ସାବଧାନ ରୁହନ୍ତୁ ।

କର୍କଟ

ବିଚାର ର ପତା ଲଗାଇବା ପାଇଁ ନିଜ କ୍ଷମତାକୁ ପ୍ରୋତ୍ସାହିତ କରନ୍ତୁ କିନ୍ତୁ କିଛି କାମ କରିବା ପାଇଁ କଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ସଫଳତା ପାଇଁ ଆପଣ ସମ୍ପୂର୍ଣ ଚେଷ୍ଟା କରିବେ । କିଛି ଲୋକଙ୍କ ସହିତ ଅଧିକାରୀ ଙ୍କର ଧ୍ୟାନ ମଧ୍ୟ ଆପଣଙ୍କ ଉପରେ ରହିବ । ଆଗାମୀ ସମୟରେ ଆର୍ଥିକ ସମୃଦ୍ଧି ହେଇ ପରେ । ସନ୍ଧ୍ୟାରେ ବହୁତ ବଡ ଖୁସି ଖବର ମିଳିବା କାରଣରୁ ଆପଣ ବହୁତ ଖୁସି ରହିବେ ।

ସିଂହ

ଆଜି ନିଜର ଗୋପନ କଥା କାହାକୁ ବି କୁହନ୍ତୁ ନାହିଁ । ଆପଣଙ୍କ ଦ୍ଵାରା ପୁରା କରାଯାଇ ଥିବା କାମରେ ସିନିୟର ଅଫିସର ଖୁସି ହେବେ । ଆପଣ ପୂର୍ବରୁ କରିଥିବା କିଛି ଭୁଲ କୁ ସ୍ଵୀକାର କରିବେ ଏବଂ ସାମନା ଲୋକଙ୍କୁ ଖୁସି କରିବାରେ ସଫଳ ହେବେ । ଆଜି ଆପଣ ନିଜର ଜୀବନସାଥୀ ଙ୍କୁ ନିଜ ମନର କଥା କୁହନ୍ତୁ । ଧାର୍ମିକ ବିଚାର ଧାରା ବ୍ୟକ୍ତି ପୂଜା ପାଠରେ ବ୍ୟସ୍ତ ରହିବେ । ଆଜି ପ୍ରେମ ପ୍ରସ୍ତାବ ବି ଆପଣଙ୍କ ପାଖକୁ ଆସିପାରେ ।

କନ୍ୟା

ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନିଜ ବନ୍ଧୁ ଙ୍କ ସହିତ ମସ୍ତି କରିବା ପାଇଁ ମୌକା ମିଳିବ । ଆପଣଙ୍କ ମନ ଚାହୁଁ ଥିବା କାମକୁ କରିବା ପାଇଁ ପିଲାଙ୍କ ସହିତ କଥା ହୁଅନ୍ତୁ । ଆପଣଙ୍କୁ ପରିବାର ଲୋକଙ୍କର ବହୁତ ସହଯୋଗ ମିଳିବ । ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି କିନ୍ତୁ ଅଯୋଥା ଖର୍ଚ କରନ୍ତୁ ନାହିଁ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ହେବ । ନିଜର ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଖାଇବା ପିଇବା ଉପରେ ଧ୍ୟାନ ରଖନ୍ତୁ ।

ତୁଳା

ଏହି ରାଶି ଥିବା ବ୍ୟବସାୟୀ ମାନଙ୍କର ବହୁତ ଧନ ଲାଭ ହେବା ସହିତ ଆପଣ ଜୀବନରେ ବହୁତ ଖୁସି ରହିବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଆପଣ ଗତ କିଛି ଦିନ ହେବ ଅଧିକ ରାଗୁଛନ୍ତି ଯାହା ଫଳରେ ଆପଣଙ୍କର ବହୁତ କ୍ଷତି ହେବ ଏଥିପାଇଁ ଆପଙ୍କ ହୃଦୟରେ ଭଲ ପାଇବା କୁ ସ୍ଥାନ ଦିଅନ୍ତୁ । ଆଜି ଆପଣଙ୍କର ମନ ସ୍ଥିର ରହିବ ନାହିଁ ।

ବିଛା

ଆଜି ବ୍ୟବସାୟକୁ ନେଇ କିଛି ନୂଆ ଯୋଜନା ମନକୁ ଆସିପାରେ । କ୍ୟାରିୟର ରେ ଆସୁଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ସ୍ମୃଟି ହୋଇ ରହିବ । ଘରକୁ ଅତିଥି ଆସିବା କାରଣରୁ ଆଜିର ଦିନଟି ଆପଣଙ୍କର ଖୁସିରେ କଟିବ । ଜୀବନସାଥୀ ଙ୍କ ଠାରୁ କିଛି ଉପହାର ମିଳିପାରେ । ପ୍ରେମ ପ୍ରସଙ୍ଗ ରେ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ ନାହିଁ ।

ଧନୁ

ଏହି ରାଶିର ବ୍ୟକ୍ତି ଆଜି ନିଜ ପରିବାରର ଆର୍ଥିକ ସ୍ଥିତିକୁ ଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଉଦାରତା ହେବା ଦରକାର । ଆଜି କୌଣସି ପ୍ରିୟ ଜନଙ୍କ ସହିତ ଦେଖା ହୋଇ ପରେ । ଆପଣଙ୍କ ମନରେ ଖରାପ ଚିନ୍ତା ଆସିବା ପାଇଁ ଦିଅନ୍ତୁ ନାହିଁ । ଆଜି ଆପଣଙ୍କୁ ନିଜ ଭାଗ୍ଯର ସାଥ ମିଳିବ ଏବଂ ଶାନ୍ତି ସନ୍ତୁଷ୍ଟ ବି ମିଳିବ । ପ୍ରେମ ସବନ୍ଧରେ ଉଥାନ ପଥାନ ଆସିବାର ସମ୍ଭାବନା ଅଛି ।

ମକର

ଆଜି ଏହି ରାଶି ଥିବା ବ୍ୟକ୍ତିଙ୍କର ମାନ ସଂମ୍ମାନ ବଢିବ । ପରିବାର ଭିତରେ ଖୁସି ରହିବ । ଆପଣ ପଇସା ସବନ୍ଧିତ ନିଷ୍ପତ୍ତିରେ କୌଣସି ବି ପ୍ରକାର ଭୁଲ କରନ୍ତୁ ନାହିଁ । ଆଜି ଆପଣଙ୍କର ଅଧିକ ଧନ ଖର୍ଚ ହୋଇ ପାରେ । ଆପଣଙ୍କର ନିଜ ଜୀବନସାଥିଙ୍କ ସହିତ ଝଗଡା ହୋଇପାରେ ।

କୁମ୍ଭ

ଆଜି ଆପଣଙ୍କୁ ନିଜର ଜୀବନସାଥୀ ଏବଂ ପରିବାର ଠାରୁ ବହୁତ ସହଯୋଗ ମିଳିବ । ଆପଣଙ୍କର ଆତ୍ମବିଶ୍ଵାସ ଏହି ସମୟରେ ଆପଣଙ୍କୁ ଭରଷା ଦେବ କି ଆପଣ ଲୋକଙ୍କ ପାଇଁ ବହୁତ କିଛି କରି ପାରିବେ । ଆଜି ଆପଣ ନିଜର ବୁଦ୍ଧିକୁ ପ୍ରୟୋଗ କରି ଆଗକୁ ଯିବେ । ଶୀଘ୍ର ନେଇ ଥିବା ନିଷ୍ପତ୍ତି ଆପଣଙ୍କୁ ଚିନ୍ତାରେ ପକାଇ ପାରେ ଏଥିପାଇଁ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଭାବନ୍ତୁ । ମହିଳା ମାନେ ନିଜ କର୍ତବ୍ୟ କୁ ନେଇ ବହୁତ ଚିନ୍ତାରେ ରହିବେ ।

ମୀନ

ଆଜି ଚାକିରିରେ ଉଚଅଧିକାରୀ ଙ୍କ କୃପାଦୃଷ୍ଟି ରୁ ଆପଣଙ୍କର ପ୍ରମୋଶନ ବି ହେଇ ପାରେ । ପିଲାଙ୍କ ଅସହମତି ପାଇଁ ବାଦ ବିବାଦ ହୋଇ ପାରେ । ପଇସା ଉପରେ ଅଧିକ ଧ୍ୟାନ ରଖିବାକୁ ପଡିବ ଏବଂ ନିଜର ଅଧିକ ଖର୍ଚକୁ ବି ସମ୍ଭାଳିବା ପାଇଁ ପଡିବ । ଆଜି ଆପଣଙ୍କୁ ନିଜର ଜୀବନସାଥୀ ମିଳି ପାରନ୍ତି । ପରିବାର ରେ ସ୍ତ୍ରୀ ଏବଂ ପୁଅ ଙ୍କ ଠାରୁ ଭଲ ଖବର ମିଳିବ । ଆଜି ଆପଣ କୌଣସି ଏମିତି ପ୍ରତିଜ୍ଞା କରନ୍ତୁ ନାହିଁ ଯାହାକୁ ଆପଣ ପୁରା କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *