ଲଜ୍ୟା- ୮ ଜଣ ଲୋକ ଗର୍ଭବତୀ ଛେଳିକୁ ନିଜର ଦୁଷ୍କର୍ମର କଲେ ଶିକାର, ଘଟଣା ପରେ

ଦେଶରେ ମହିଳାମାନଙ୍କ ଓ ଝିଅମାନଙ୍କ ସହିତ ବାଲତ୍କାରର ଘଟଣା ପ୍ରାୟତଃ ସାମ୍ନାକୁ ଆସୁଥାଏ । କିନ୍ତୁ ବର୍ତ୍ତମାନ କହିବାକୁ ଗଲେ ପଶୁମାନେ ବି ଏହିଭଳି ଘଟଣାରୁ ସୁରକ୍ଷିତ ନାହାନ୍ତି । କିଛି ଲୋକମାନେ ଏମିତି ଅଛନ୍ତି, ଯେଉଁମାନଙ୍କ ଅଶୀଳତା ପୁରା ସୀମା ପାର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଶୁଣିଲେ ଆପଣ ନିଜ କାନରେ ହାତ ଦେଇ ଦେବେ ଓ ଆପଣ ଚିନ୍ତା ବି କରି ପାରିବେ ନାହିଁ କି ଆମ ସମାଜରେ ଏହିଭଳି ଲୋକମାନେ ବି ଅଛନ୍ତି ।

ଯେଉଁମାନେ ମାନବ ସମାଜକୁ ଅପମାନିତ କରୁଛନ୍ତି । କହିବାକୁ ଗଲେ ଏହି ଘଟଣା ୨ ବର୍ଷ ପୁରୁଣା ଅଟେ । ଯାହାକି ହରିୟାଣା ଗ୍ରାମରେ ହୋଇଥିଲା । ଯାହା ବିଷୟରେ ଶୁଣି ଆପଣମାନେ ବି କାନ୍ଦିବାକୁ ଲାଗିବେ ଓ ଦୁଃଖର କଥା ଏହା ଅଟେ କି ଏହିଭଳି ଲୋକମାନେ ବି ଭାରତରେ ରହୁଛନ୍ତି । ହରିୟାଣାର ମେୱାତରେ ୮ ଜଣ ଅଶୀଳ ବ୍ୟକ୍ତି ଗୋଟିଏ ଛେଳି ସହ ସାମୁହିକ ଦୁଷ୍କର୍ମ କରିଛନ୍ତି ।

 

ଯାହା ଦ୍ଵାରା ଛେଳିର ଅବସ୍ଥା ଏତେ ଖରାପ ହୋଇଗଲା କି ଶେଷରେ ଛେଳିଟି ନିଜର ଜୀବନ ହାରି ବସିଲା । ଏହି ଘଟଣା ହରିଯାୟାଣାର ମେୱାତ ସହରର ଛୋଟ ଗ୍ରାମ ମରୋଡ଼ାର ଅଟେ । ଯେଉଁଠି ଗ୍ରାମର ୮ ଜଣ ଲୋକ ଏକ ଛେଳିକୁ ଏକ ସୁନସାନ ଘରକୁ ନେଇ ତାହା ସହିତ ଦୁଷ୍କର୍ମ କରି ଅପରାଧର ସମସ୍ତ ସୀମା ପାର କରି ଦେଇଛନ୍ତି । ଏହା ପରେ ଛେଳିର ମୃତ୍ୟୁବି ହୋଇଯାଇଛି ।

କିନ୍ତୁ ଯେତେବେଳେ ଛେଳିର ମାଲିକକୁ ଏହି ବିଷୟରେ ଜଣା ପଡିଲା ତେବେ ସେ ପୋଲିସ ଷ୍ଟେସନରେ ସେହି ଲୋକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଲା । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ସେହି ଲୋକମାନଙ୍କୁ ଛେଳି ସହିତ ଏହିଭଳି କାମ କରିବା ବିଷୟରେ ପ୍ରଶ୍ନ କରାଗଲା ତେବେ ତାଙ୍କର ଜବାବ ଥିଲା କି ଆମେ ତ ଏହିଭଳି କାମ କରିବୁ, ଯଦି ତୁମର ସାହସ ଅଛି ତେବେ ଆମକୁ ଅଟକାଇ ଦେଖାଅ ।

ଏହା ପରେ ଯେତେବେଳେ ଏହି ଘଟଣା ବିଷୟରେ ଗ୍ରାମୀଣ ଲୋକମାନଙ୍କୁ ଜଣା ପଡିଲା ତ ସେମାନେ ସେହି ଲୋକମାନଙ୍କୁ ମାରିବାକୁ ଲାଗିଲେ । କୁହାଯାଉଛି କି ସେହି ଛେଳିଟି ଦୁଇ ମାସର ଗର୍ଭବତୀ ବି ଥିଲା । ପୋଲିସ ଛେଳିକୁ ପୋଷ୍ଟମାର୍ଟମ ପାଇଁ ପଠାଇଲା ଓ ଯାଞ୍ଚ କରିବା ପରେ ସେହି ଲୋକମାନଙ୍କୁ ଗିରଫ୍ କଲା । କିଛି ବି ହେଇଯାଉ କିନ୍ତୁ ଏହିଭଳି ଲୋକମାନଙ୍କ ପାଇଁ ଆଜି ମହିଳାମାନେ କଣ ନିରୀହ ପଶୁ ବି ସୁରକ୍ଷିତ । ତେବେ ଆପଣଙ୍କୁ ଏହି ଘଟଣା ବିଷୟରେ କଣ କହିବାର ଅଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ କୁହନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *