ରାଶିଫଳ 23 ଏପ୍ରିଲ 2020, ମା ଲକ୍ଷ୍ମୀଙ୍କ କୃପା ବର୍ଷିବ ଆଜି ଏହି ୫ଟି ରାଶି ଉପରେ, ହେବ ଧନପ୍ରାପ୍ତି

ଆମେ ଆଜି ଆପଣଙ୍କୁ ଆଜିର ରାଶିଫଳ ବିଷୟରେ କହିବୁ କାରଣ ରାଶିଫଳ ର ଆମ ଜୀବନରେ ବହୁତ ବଡ ମହତ୍ଵ ଥାଏ । ରାଶି ସାହାଯ୍ୟରେ ଆମେ ବ୍ୟକ୍ତିର ସ୍ଵଭାବ ଏବଂ ଭବିଷ୍ୟତ ବିଷୟରେ ଜାଣି ପାରିଥାଉ । ଗ୍ରହ ମାନଙ୍କ ଚଳନ ଉପରେ ଆମର ରାଶିଫଳ ନିର୍ଦ୍ଧାରିତ କରାଯାଇ ଥାଏ । ଲୋକ ମାନେ ରାଶିଫଳ ଉପରେ ବହୁତ ବିଶ୍ଵାସ କରିଥାନ୍ତି । ଆଜିର ଦିନରେ କିଛି ରାଶିଙ୍କ ଜୀବନରେ ବହୁତ ଭଲ ଘଟଣା ଘଟିପାରେ ଓ କିଛି ରାଶି ମାନଙ୍କୁ ସାବଧାନ ହେଇ ରହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସମସ୍ତ ବାରଟି ରାଶିର କେମିତି କଟିବ ଆଜିର ଦିନଟି।

ମେଷ

ଏହି ରାଶିର ଲୋକଙ୍କୁ ଆଜି ନିଜର ସମ୍ପର୍କୀୟ ମାନଙ୍କ ଠାରୁ ସହାୟତା ମିଳିବ । ଖାଲି ବସିଥିବା ଲୋକଙ୍କୁ ଆଜି ରୋଜଗାର କରିବାର କିଛି ସାଧନ ମିଳିବ । ପରିବାରରେ ବାପା ମାଆ ଙ୍କର ସହଯୋଗ ମିଳିବ । ଆଜି ଆପଣ ଏକ ବଡ ସମସ୍ୟାରୁ ମୁକ୍ତି ହେବେ ଯେଉଁଥି ପାଇଁ ଆପଣ ବହୁତ ଖୁସି ରହିବେ । ଅଟକି ଥିବା କାମ ପୁରା ହେବା ସହିତ ଲୋକଙ୍କୁ ଠାରୁ ଚାହୁଁ ଥିବା ସହଯୋଗ ମିଳିବ । ଆର୍ଥିକ ଲାଭ ହେବ । ନିଜର ବୁଦ୍ଧି ପାଇଁ ଆପଣ କୌଣସି ଘରୋଇ ମାମଲା କୁ ସମାଧାନ କରିବାରେ ସଫଳ ହେବେ ।

ବୃଷ

ଆଜି ଆପଣ ତରତର ହୋଇ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ଏଥିପାଇଁ ଆପଣ ଅନୁତାପ କରି ପାରନ୍ତି । ଅଫିସର ଅଧିକାରୀ ଆପଣଙ୍କ କାର୍ଯ୍ୟଶୈଳୀ ଏବଂ ପରିଶ୍ରମ ରେ ଖୁସି ହେବେ । ବନ୍ଧୁ ଙ୍କ ସହିତ ମତଭେଦ ହୋଇ ପାରେ । ଯଦି ଆପଣ କୌଣସି କାମକୁ ଠିକ ସମୟ ଭିତରେ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାକୁ କାଲି ପାଇଁ ନରଖି ଆଜି ହିଁ କରନ୍ତୁ । ଯଦି ଆପଣ ନିଜର କିଛି ଜରୁରୀ କାମକୁ ଯୋଜନା ଅନୁସାରେ କରିବେ ତାହେଲେ ଆପଣଙ୍କୁ ସଫଳତା ନିହାତି ମିଳିବ ।

ମିଥୁନ

ଆଜିର ଦିନଟି ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ । ଭବିଷ୍ୟତର ଯୋଜନା ପାଇଁ ନୂଆ ସମ୍ପର୍କ ଗଢନ୍ତୁ ଯାହା ଆପଣଙ୍କ କ୍ୟାରିୟର ରେ କରୁଥିବା କାମରେ ବହୁତ ସାହାଯ୍ୟକାରୀ ହେବ । ଆପଣଙ୍କ ଦୃଷ୍ଟିକୋଣ ରୁ ଗୋଟିଏ ଛୋଟ ପରିବର୍ତ୍ତନ ଆପଣଙ୍କ ମତିଷ୍କରେ ସକାରାତ୍ମକ ପରିବର୍ତ୍ତନ ଆଣିବ । ଝଗଡାରୁ ଦୂରେଇ ରୁହନ୍ତୁ । ସାହିତ୍ୟ କ୍ଷେତ୍ରରେ ରୁଚି ବଢିବ । କୌଣସି ଭୂମିକୁ ନେଇ ଆପଣଙ୍କର ଚିନ୍ତା ବଢିପାରେ ।

କର୍କଟ

ଆଜି ଆପଣଙ୍କ ପାଖକୁ ହଠାତ ପଇସା ଆସିବ ଯାହା ଆପଣଙ୍କ ଖର୍ଚକୁ ତୁଲାଇ ପାରିବ । କାମରେ ସଫଳ ନ ହେବା କାରଣରୁ ଆପଣ ବହୁତ ରାଗି ଯାଇ ପାରନ୍ତି କିନ୍ତୁ ନିଜର ରାଗ ଉପରେ ନିୟତ୍ରଣ ରଖିଲେ କଥା ଅଧିକ ବିଗିଡି ଜୀବ ନାହିଁ । ସମାଜରେ ଆପଣଙ୍କ ସ୍ଥିତି ଦୃଢ ହେବ । ପରିବାର ସହିତ ବହୁତ ଖୁସିର ସମୟ ଅତିବାହିତ କରିବେ ।

ସିଂହ

ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଆଜିର ଦିନଟି ଭଲ ରହିବ । କାର୍ଯ୍ୟକ୍ଷେତ୍ର ରେ ବରିଷ୍ଠ ଅଧିକାରୀଏନକେ ସହିତ ମହତ୍ଵପୂର୍ଣ ବିଷୟରେ ଉପରେ କଥାବର୍ତା ହୋଇ ପାରେ । ନିଜର ସାହାସୀକତା ପଦକ୍ଷେପ ଏବଂ ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ । ନିଜର ଆତ୍ମବିଶ୍ଵାସ ର ଭରପୁର ଫାଇଦା ଉଠାନ୍ତୁ । ପଡୋଶୀ ଏବଂ ଭାଇ ଭଉଣୀ ଙ୍କ ସହିତ ଭଲ ସମ୍ପର୍କ ରହିବ । ଘରକୁ କୌଣସି ବନ୍ଧୁ ଆସିବା କାରଣରୁ ଆପଣ ବହୁତ ଖୁସି ହେବେ ।

କନ୍ୟା

ଆଜି ଆପଣ ବହୁତ ପଇସା କମାଇ ପାରିବେ କିନ୍ତୁ ଏମିତି ମୌକା କୁ ନିଜ ହାତରୁ ଛାଡି ଦିଅନ୍ତୁ ନାହିଁ । ଆଜି କୌଣସି ଲୋକ ସହିତ ଝଗଡା ହୋଇ ପାରେ । ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ପରିବାରର ସଦସ୍ୟ ଙ୍କ ସହିତ ଝଗଡା ହୋଇପାରେ । ଅଧିକ ବିଚାର ଆସିବା କାରଣରୁ ମନ ବିଚଳିତ ହୋଇପାରେ କିନ୍ତୁ ଏହାକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ । ଚାକିରି ଏବଂ ବ୍ୟବସାୟ ଆପଣଙ୍କ ସଫଳତାର ଚାବି ହେବ ।

ତୁଳା

ଆଜି ଆପଣଙ୍କର ଆର୍ଥିକ ଚିନ୍ତା କମ ହେବ । ଆଜି ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର କୃପା ରହିବ । ପରିବାରରେ ଖୁସିର ବାତାବରଣ ରହିବ । ପ୍ରପୋଟି ସବନ୍ଧିତ କିଛି କାମ ପୁରା ହେବା ସହିତ ଲାଭ ମଧ୍ୟ ହେବ । କିଛି ମହତ୍ବପୂର୍ଣ ଲୋକଙ୍କ ସହିତ ବନ୍ଧୁତା ହୋଇ ପାରେ । ଯାହା ଥାଉର ସାହାଯ୍ୟ ଚାହିଁବେ ଆପଣଙ୍କୁ ମିଳିବ । ଶତ୍ରୁ ଉପରେ ବିଜୟ ହାସଲ କରିବେ । ମହତ୍ଵପୂର୍ଣ କାମକୁ ଆଗକୁ ବଢାଇବା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଭଲ ଅଛି ।

ବିଛା

ଏହି ରାଶିର ବ୍ୟକ୍ତି ଆଜି କୌଣସି ବିଶେଷ କାମକୁ ନେଇ ଆତ୍ମବିଶ୍ଵାସ ରେ ପରିପୂର୍ଣ୍ଣ ରହିବେ । ନିଜ ଜୀବନରେ କିଛି ନୂଆ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଦୃଢ ହେବ । ଅଧିକ ରାଗିବା ଦ୍ଵାରା ଆପଣଙ୍କ ପାଇଁ ହାନିକାରକ ହୋଇ ପାରେ । ଆପଣଙ୍କର ଆୟର କିଛି ନୂଆ ଉପାୟ ମିଳିପାରେ ।

ଧନୁ

ଆଜି ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ ଏବଂ ଆପଣ ଯାହା ବି କାମ ଆରମ୍ଭ କରିବେ ସେଥିରେ ସଫଳତା ନିହାତି ମିଳିବ । ଆସ୍ଥା ଏବଂ ଆଧାତ୍ମିକତା ବୃଦ୍ଧି ହୋଇ ରହିବ । କୌଣସି ବିଷୟ ଉପରେ ଝଗଡା କରନ୍ତୁ ନାହିଁ ଯାହା ଆପଣଙ୍କ ଏବଂ ନିଜର ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହୋଇ ପାରେ ।

ମକର

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ବୈବାହିକ ଜୀବନ ବହୁତ ଭଲ ରହିବ । କିଛି ପୁରୁଣା ଚିନ୍ତାରୁ ମୁକ୍ତ ହୋଇ ପାରନ୍ତି । ଆପଣଙ୍କୁ ବହୁର ଶୀଘ୍ର ଧନ ପ୍ରାପ୍ତି ହେବ । ଯେଉଁ ଲୋକ ଜମି ବ୍ୟବସାୟ କରନ୍ତି ସେମାନଙ୍କୁ ଅଧିକ ଧନ ଲାଭ ହେବ । ବାପା ମାଆ ଙ୍କର ସଂପୂର୍ଣ୍ଣ ସମର୍ଥନ ସହିତ ଆଶୀର୍ବାଦ ବି ମିଳିବ । ନିଜର ଶାରୀରିକ କିଛି ରୋଗ ପାଇଁ ଅଧିକ ଚିନ୍ତାରେ ରହି ପାରନ୍ତି ।

କୁମ୍ଭ

ଜୀବନସାଥିଙ୍କ ସହିତ ଖୁସିର ସମୟ କାଟିବେ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲ ସମ୍ପର୍କ ରହିବ । ଧର୍ମ ଏବଂ ଆସ୍ଥା କୁ ବଳ ମିଳିବ । ବ୍ୟବସାୟରେ ଲାଭ ମିଳିବ । ସମର୍ପଣ ଏବଂ ସଂକଳ୍ପ ର ଭାବନା ଅଧିକ ରହିବ । ଆପଣଙ୍କ ଜୀବନରେ ଆସୁଥିବା ସବୁ ପରୀକ୍ଷାକୁ ଆପଣ ସଫଳତା ପୂର୍ବକ ପାରି କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ

ଆଜିର ଦିନ କିଛି କ୍ଷେତ୍ରରେ ଲାଭକାରୀ ରହିବ । ଆପଣଙ୍କ ବିଚାର କୁ ସଂମ୍ମାନ ମିଳିବ । ବ୍ୟବସାୟ ରେ ଉର୍ନତି ହେବ । ନବବିବାହିତ ଦମ୍ପତି କିଛି ଭଲ ସମୟ କାଟିବେ । ଚାକିର କ୍ଷେତ୍ରରେ ସଫଳତା ମିଳିବ । ଆଜି ଆପଣ ନିଜର କ୍ଷମତା ଠାରୁ ଅଧିକ କାମ କରିବେ । ହଠାତ ଲାଭ ହେବାର ଯୋଗ ରହିଛି । ଭଗବାନଙ୍କ ନିକଟରେ ଆମର ଏତିକି ପ୍ରଥନା ଆଜି ଆପଣଙ୍କ ଦିନଟି ବହୁତ ସୁରୁଖୁରୁରେ କାଟୁ ଓ ମନ ଚାହୁଁଥିବା ସମସ୍ତ ଇଛା ପୂର୍ଣ୍ଣ ହେଉ । ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ ଦେଖିବେ ଦିନଟି ବହୁତ ଭଲରେ କଟିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *