ରାଶିଫଳ 22 ମାର୍ଚ୍ଚ 2020, ସୂର୍ଯ୍ୟଦେବଙ୍କ କୃପାରୁ ବଦଳିବ ଏହି ୫ଟି ରାଶିବାଲାଙ୍କ ଜୀବନ, ଆସିବ ନୂଆ ସକାଳ

ଆଜି ଆମେ ଆପଣଙ୍କୁ ଆଜିର ରାଶି ଫଳ କହିବାକୁ ଯାଉଛୁ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ ବହୁତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆଜି ଆପଣଙ୍କ ଦିନ କେମତି ରହିବ ତେବେ ଆମର ଏହି ରାଶିଫଳକୁ ପଢନ୍ତୁ । ଆଜି ସୂର୍ଯ୍ୟଦେବଙ୍କ କୃପାରେ ଏହି ୫ଟି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସମସ୍ୟା ଦୂର ହେବାର ଅଛି ।

ମେଷ

ଆଜି ଆପଣ ଜଲ୍ଦି ଉନ୍ନତି କରିବେ । ଆଜି ଆପଣ ସହଜରେ ସମସ୍ୟାର ସାମ୍ନା କରି ପାରିବେ । ଜୀବନସାଥିଙ୍କୁ ବି ପ୍ରତ୍ୟକ କାର୍ଯ୍ୟରେ ସହଯୋଗ ଓ ପ୍ରେମ ମିଳିବ । କିନ୍ତୁ ଆପଣଙ୍କୁ କିଛି କ୍ଷେତ୍ରରେ ନକାରାତ୍ମକ ପରିଣାମ ବି ମିଳିପାରେ । ସେଥିପାଇଁ ଧର୍ଯ୍ୟ ରଖନ୍ତୁ । ମିତ୍ରମାନଙ୍କ ସହିତ ମତଭେଦ ହୋଇପାରେ । ଆଜି ଆପଣ ଶାରୀରିକ ତଥା ମାନସିକ ରୂପରେ ବ୍ୟାକୁଳତା ଓ ଅସୁସ୍ଥତା ଅନୁଭବ କରିବେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସାମଂଜସ୍ୟ ରହିବ । କୌଣସି ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ ।

ବୃଷ

ଆଜି କୌଣସି ବଡ ସମସ୍ୟା ହୋଇପାରେ । ଜୀବନସାଥିଙ୍କୁ ଉନ୍ନତି ମିଳିପାରେ । ପ୍ରେମରେ ସଫଳତା ମିଳିବାର ଯୋଗ ଅଛି । ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଘର କିମ୍ବା ଗାଡିରେ ନିବେଶ କିମ୍ବା କୌଣସି ଲୋନର ଆବେଦନ କରିବା ପାଇଁ ଆଜିର ଦିନ ଅନୁକୂଳ ଅଟେ । ଧାର୍ମିକ ତଥା ମଙ୍ଗଳମୟ କାର୍ଯ୍ୟର ଆୟୋଜନର ପ୍ରସଙ୍ଗ ଆପଣଙ୍କ ସମକ୍ଷରେ ଆସିପାରେ । ଟଙ୍କା ସମ୍ବନ୍ଧିତ କୌଣସି ମାମଲାରେ ସମସ୍ୟା ଛିଡା ହୋଇପାରେ ।

ମିଥୁନ

ଆଜି ବ୍ୟାପାରୀମାନଙ୍କୁ ଟଙ୍କା ନିବେଶ କରିବା ସ୍ଥାନରେ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି । ନିଜର ମନରେ ଭଲ ଭାବନା ଆସିବ । ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବେ । ଜୀବନରେ ଶୁଭ ପରିବର୍ତ୍ତନ ଆସିବ । ଘରେ ଅତିଥି ଆସି ପାରାନ୍ତି । ସରକାର ତଥା ଉଚ୍ଚ ଅଧିକାରୀଙ୍କ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନଙ୍କ ଚିନ୍ତା ରହିବ । ବ୍ୟାପାରରେ ନିବେଶ ଦ୍ଵାରା ଲାଭ ମିଳିବ ।

କର୍କଟ

ଆଜି ଆପଣ ପରିଜନଙ୍କ ସହିତ କିଛି ସମୟ ବିତାଇବେ । ଟଙ୍କାର ନେବା ଦେବାରେ ଆଜିର ଦିନ ଭଲ ଅଟେ । ଚାକିରିରେ ଉନ୍ନତିର ଅବସର ମିଳିପାରେ । ଆପଣଙ୍କ ଖାଦ୍ୟପନ ଆଜି ଅସହଜ ରହିବ । ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଦ୍ଵାରା ଭୁଲରୁ ଆପଣ ବଞ୍ଚି ପାରିବେ । ଆଜି ବାହାନ ପ୍ରାପ୍ତି ହେବା ଯାହା ଦ୍ଵାରା ଆପଣ ବହୁତ ଖୁସି ହେବ । ବାଣୀ ଓ ବ୍ୟବହାର ସନ୍ତୁଳିତ ରଖନ୍ତୁ ।

ସିଂହ

ଆଜି ଆତ୍ମବିଶ୍ଵାସ ଓ ଆଶା ରହିତ ଦିନ ଅଟେ । କଥାବାର୍ତ୍ତା ଓ ଭାଷଣରେ ଆପଣ ଲୋକମାନଙ୍କ ଉପରେ ନିଜର ପ୍ରଭାବ ପକାଇ ପାରିବେ । ଲୋକମାନଙ୍କ ପ୍ରତି ନିଜର ମନରେ ବଢୁଥିବା ଭାବନାକୁ ବେକାବୁ ହେବାକୁ ଦିଅନ୍ତୁ ନହିଁ । ଆପଣ କୌଣସି ବି ପ୍ରକାରର ବିବାଦକୁ ସମଧାନ କରି ପାରିବେ । ବ୍ୟାପାର – ବ୍ୟବସାୟରେ ହେଉଥିବା କ୍ଷତି ଦ୍ଵାରା ଆପଣଙ୍କ ଚିନ୍ତା ବଢିପାରେ । ମାତାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ ।

କନ୍ୟା

ଆଜି କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ଆପଣ ତାହା ସହିତ ଜଡିତ ଜୋଖିମ ବିଷୟରେ ବିଚାର କରି ନିଅନ୍ତୁ । ଆପଣ ଆନନ୍ଦିତ ହେବେ ଓ ଭଲ ଲାଭ ବି ମିଳିବ । ଆପଣଙ୍କ ସମସ୍ତ ଖରାପ କାମ ଓ ଅଟକିଥିବା କାମ ପୁରା ହୋଇଯିବ । ବିଜନେସ କରିବା ବାଲା ଲୋକମାନଙ୍କୁ ଧନ ପ୍ରାପ୍ତି ହେବ ଓ ଏହା ସହିତ ଏମାନଙ୍କ ପାରିବାରିକ ଜୀବନରେ ଖୁସି ଭରିଯିବ । ସ୍ୱାସ୍ଥ୍ୟ ଦିଗରେ ସମସ୍ୟା ଉତ୍ପନ୍ନ ହୋଇପାରେ ।

ତୁଳା

ଆଜି ପିଲାମାନେ ଶିକ୍ଷା କ୍ଷେତ୍ରରେ କିମ୍ବା କୌଣସି ପ୍ରତିଯୋଗିତାରେ ଆଶାରୁ ଅଧିକ ସଫଳତା ପ୍ରାପ୍ତ କରିବା ଦ୍ଵାରା ବହୁତ ଖୁସିରେ ରହିବେ । ଆଜିର ଦିନ ସବୁଠୁ ଅଧିକ ଉଚିତ ଅଟେ କାରଣ ଆଜି ଆପଣଙ୍କ ସମସ୍ତ ମନୋକାମନା ପୁରା ହେବ ଓ ଜୀବନରେ ସମସ୍ତ ପ୍ରକାରର ଖୁସି ମିଳିବ । ଜୀବନସାଥିଙ୍କ କଥାକୁ ଗମ୍ଭୀରତାର ସହ ନେବା ଦ୍ଵାରା ବିବାଦ ହୋଇପାରେ । ସମୟ ସମୟ ନୂଆ କାର୍ଯ୍ୟର ଆବଲୋକନ କରନ୍ତୁ ।

ବିଚ୍ଛା

ଆଜି ଆପଣଙ୍କ ଶାରୀରିକ କ୍ଷମତାରେ ଉନ୍ନତି ଆସିବ । ଆପଣ ନିଜର ଜୀବନରେ ଉନ୍ନତି କରିବେ । ସଫଳତାର ନୂଆ କୀର୍ତିମାନ ସ୍ଥାପିତ କରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଯୋଜନାରେ ଭଲ ଫଳାଫଳ ମିଳିବ । କେବଳ ସକାରାତ୍ମକ ବିଚାର ଜରିଆରେ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଘରର ଖର୍ଚକୁ ନେଇ ଚିନ୍ତିତ ରହୁଥିବା ଲୋକମାନଙ୍କ ଖର୍ଚ ଆଜି କାମ ହୋଇପାରେ ।

ଧନୁ

ଆଜି ରାଜନୈତିକ ସ୍ଵପ୍ନ ପୁରା ହେବ । ଆଜି ଆଇନ ମାମଲାରେ ଆପଣଙ୍କ ପକ୍ଷ ଅଧିକ ସବଳ ରହିବ । ଆଜି ଆପଣ କୌଣସି କଥାକୁ ନେଇ ଖରାପ ମାନି ପାରନ୍ତି । ପରିବାରର ବିବାଦ ସହଜରେ ସମଧାନ ହୋଇପାରିବ । ସ୍ଥିତିରେ ଲଗାତାର ମଜବୁତ ରହିବ । ଆପଣ ନିଜ ଜୀବନରେ ନୂଆ ସଫଳତା ହାସଲ କରିବା ପାଇଁ ପରିବାରର କୌଣସି ମୁଖ୍ୟ ସଦସ୍ୟଙ୍କ ସାହାର୍ଯ୍ୟ ମିଳିପାରେ ।

ମକର

ପାର୍ଟନର ସହିତ ଆଜିର ଦିନ ଆପଣ କେଉଁ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆଜି ସନ୍ତାନ ତରଫରୁ ସୁଖଦ ସମାଚାର ପ୍ରାପ୍ତ ହେବ । ଚାକିରି କରୁଥିବା ଲୋକମାନଙ୍କ କାର୍ଯ୍ୟରେ ଉଚ୍ଚ ବର୍ଗର ଅଧିକାରୀମାନଙ୍କ ଠାରୁ ପ୍ରଶଂସା ମିଳିବ । ଆପଣଙ୍କୁ ନିଜ ବାଣୀ ଉପରେ ସଂଯମତା ରଖିବାକୁ ପଡିବ ନଚେତ ଆପଣଙ୍କ କାମ ଖରାପ ହୋଇପାରେ । ମିତ୍ର ଏବଂ ପରିଜନଙ୍କ ସହିତ ବିବାଦ ହୋଇପାରେ । ଆଜିର ଦିନ ଆପଣଙ୍କ ପାଇଁ ମାଧ୍ୟମ ଫଳଦାୟୀ ରହିବ । ଆପଣ ନିଜର କାମ କରିବାର ଉପାୟ ଦ୍ଵାରା ଲୋକମାନଙ୍କୁ ପ୍ରଭାବିତ କରିବେ ।

କୁମ୍ଭ

ଆଜି ରାଜନୈତିକ ଓ ସାମାଜିକ ଜୀବନରେ ଆପଣଙ୍କୁ ସମ୍ମାନ ମିଳିପାରେ । କୋର୍ଟ କଚେରୀ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ଚେଞ୍ଜେସ ଆସିବର ଯୋଗ ଅଛି । କ୍ୟାରିୟର ମାମଲାରେ ଆପଣ କୌଣସି ନୂଆ ନିଷ୍ପତି ନେଇ ପାରନ୍ତି । ବିଜନେସ ଭଲ ରହିବ । ବସ୍ତୁକୁ ସମ୍ଭାଳି ରଖନ୍ତୁ । ଆପଣଙ୍କୁ ଫାଲତୁ ଖର୍ଚ ବହୁତ ବଡ ସମସ୍ୟାରେ ପକାଇ ପାରେ । ପରିବାର ଲୋକମାନଙ୍କ ସହିତ ଅଧିକ ସମୟ ବିତାଇବେ ।

ମୀନ

ଆଜି ସାମୁହିକ ଯାତ୍ରା ଉପରେ ନଯିବା ଭଲ । ଆଜି କୌଣସି ଏମିତି କଥା ଆପଣଙ୍କ ସାମ୍ନାକୁ ଆସିବ ଯାହା ଦ୍ଵାରା ଆପଣ ଚିନ୍ତିତ ହୋଇ ପାରନ୍ତି । କୋର୍ଟ ମାମଲାରେ ଭାଗ୍ୟ ସାଥ ଦେବ । ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ମହତ୍ଵପୂର୍ଣ ଘଟଣା ଘଟିପାରେ । ଯାହା ଆପଣଙ୍କ ଓ ଆପଣଙ୍କ ପରିବାର ପାଇଁ ଖୁସି ନେଇ ଆସିବ ।

Leave a Reply

Your email address will not be published. Required fields are marked *