ରାଶିଫଳ 22 ଏପ୍ରିଲ 2020, ଆଜି ଗଣେଶଙ୍କ କୃପାରୁ ଏହି ଚାରିଟି ରାଶିର ଚମକିବ ଭାଗ୍ୟ, ମିଳିବ ଅପାର ଧନ ଓ ଖ୍ୟାତି

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ଗ୍ରହ ଏବଂ ନକ୍ଷେତ୍ର ଙ୍କ ଚଳନ ଉପରେ ରାଶିଫଳ ନିର୍ମାଣ କରାଯାଇ ଥାଏ । ରାଶି ଅନୁସାରେ ବ୍ୟକ୍ତି ର ଭବିଷ୍ୟତ ବିଷୟରେ ଜଣାପଡି ଥାଏ । ଦୈନଦିନ ରାଶିଫଳ ସମାନ ହୋଇ ନଥାଏ । ଆଜିର ଦିନରେ ଚାରୋଟି ରାଶିର ଭାଗ୍ୟ ଚମକି ଉଠିବ ଯାହା ଦ୍ଵାରା ସେମାନଙ୍କୁ ପ୍ରଚୁର ଧନ ସମ୍ପତ୍ତି ସହିତ ଅନେକ ଖ୍ୟାତି ବି ମିଳିବ । ତାହେଲ ଆସନ୍ତୁ ଜାଣିବା ସମସ୍ତ ରାଶିର ରାଶିଫଳ ବିଷୟରେ ।

ମେଷ

ଆଜି ବ୍ୟବସାୟରେ ଭାଗୀଦାରୀ ସହିତ ଲାଭଦାୟକ ବିଚାର ହେବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ଦାମ୍ପତ୍ୟ ଜୀବନ ବହୁତ ଆନନ୍ଦମୟ ହେବ । ଆଜି ଆପଣ ନିଜ ଠାରୁ ବଡ ବ୍ୟକ୍ତିଙ୍କ ଆଡକୁ ଆକର୍ଷିତ ହୋଇ ପାରନ୍ତି । ନିଜ ଚେଷ୍ଟାରେ ସଫଳ ହେବେ । କାମରେ ସଫଳ ହେବା ପରେ ମନ ବହୁତ ଖୁସି ରହିବ । ମଧ୍ୟାହ୍ନ ପରେ ପରିସ୍ଥିତିରେ ସୁଧାର ଆସିବ ।

ବୃଷ

ଆଜି ଆପଣଙ୍କର ବହୁତ ଲାଭ ହେବାର ସମ୍ଭାବନ ଅଛି । ଆର୍ଥିକ ଯୋଜନାକୁ ଠିକ ଭାବେ ତୁଲାଇ ପାରିବେ । କାହାକୁ ଅଧିକ ଧାର ଦିଅନ୍ତୁ ନାହିଁ । ଶାରୀରିକ କଷ୍ଟ ଅନୁଭବ ହୋଇ ପାରେ । କୋର୍ଟ କଚେରି ମାମଲାରେ ରାୟ ଆପଣଙ୍କ ପକ୍ଷରେ ରହିବ । ସନ୍ତାନ ମାନଙ୍କର ଅଭ୍ୟାସ ଏବଂ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ବଢିବ । ନିଜର ରାଗ ଉଆପରେ ନିୟତ୍ରଣ ରଖନ୍ତୁ । ଆଜି ଆପଣଙ୍କୁ କର୍ଜରୁ ମୁକ୍ତି ମିଳିବ । ଆଜି ଆପଣ ଯେତେ ପରିଶ୍ରମ କରିବେ ତାହାର ଫଳ ଆପଣଙ୍କୁ ଶୀଘ୍ର ଏବଂ ନିଶ୍ଚିନ୍ତ ମିଳିବ ।

ମିଥୁନ

ଆଜି ପରିବାରରେ ଶାନ୍ତିର ବାତାବରଣ ରହିବା ସହିତ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କାର୍ଯ୍ୟକ୍ଷେତ୍ର ରେ ଆପଣଙ୍କ କାମର ବହୁତ ପ୍ରଶଂସା ହେବ । ନିଜର ରାଗ ଉପରେ ନିୟତ୍ରଣ ରଖିବା ସହିତ ବୈଦୁକ ଚର୍ଚା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ହେବ । ଆର୍ଥିକ କ୍ଷେତ୍ରରେ ଆଜିର ଦିନଟି ଭଲ ରହିବ । ଆଜି ଆପଣ କିଣାକିଣି ରେ ଅଧିକ ଖର୍ଚ କରି ପାରନ୍ତି ।

କର୍କଟ

ଆଜି ସାମାଜିକ କ୍ଷେତ୍ରରେ ଦିନଟି ବହୁତ ଭଲ ରହିବା ସହିତ ଆପଣଙ୍କ ସେହି ଲୋକଙ୍କ ସହିତ ଦେଖା ହେବ ଯାହା ସହିତ ଆପଣ ବହୁତ ଦିନ ହେଲା ଦେଖା କରିନଥିବେ । ଆପଣଙ୍କ ଜୀବନରେ କିଛି ଚିନ୍ତା ଆସିପାରେ । ନିଜର ଜୀବନସାଥୀଙ୍କୁ କିଛି ସମୟ ଦିଅନ୍ତୁ । ପୂଜା ପାଠରେ ମନ ଲାଗିବ । କୋର୍ଟ କଚେରି କାମ ଶେଷ ହେବ । ଆପଣ ଚାହୁଁ ଥିବା ଚାକିରି ଆଜି ଆପଣଙ୍କୁ ମିଳିପାରେ ।

ସିଂହ

ସାମାଜିକ, ପାରିବାରିକ ଏବଂ ଆର୍ଥିକ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଲାଭଦାୟୀ ଅଟେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଆଜି ଚାକିରି ମିଳିପାରେ । ଆପଣଙ୍କୁ ନିଜର ଭଲ ପାଇବା ମିଳିପାରେ । ଗ୍ରହଙ୍କ ଦିଗ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କ ଜୀବନରେ ଶୁଭ ହେବ । ବାପାଙ୍କ ଠାରୁ ଲାଭ ମିଳିବ । ଆପଣ ଅପେକ୍ଷା କରିଥିବା କାମ ଡେରିରେ ହୋଇ ପାରେ ।

କନ୍ୟା

ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଆୟର ନୂଆ ସ୍ରୋତ ମିଳିପାରେ । ଧନ ପ୍ରାପ୍ତି ହୋଇପାରେ । କାମରେ ଚାହୁଁ ଥିବା ସଫଳତା ମିଳିବ ନାହିଁ ଯାହା ଦ୍ଵାରା ମନ ଦୁଖଃ ହେବ । ଜୀବନସାଥି ଙ୍କ କଥାକୁ ଅଣଦେଖା କରିବା ଦ୍ଵାରା ଝଗଡା ହୋଇ ପାରେ । ନିଜର କଥା ଉପରେ ନିୟତ୍ରଣ ରଖନ୍ତୁ । ଆପଣଙ୍କୁ ଆଜି ନିଜର ପାର୍ଟନର ମିଳିପାରନ୍ତି ।

ତୁଳା

ଆଜି ଠିକ ଭାବରେ ନିଦ ନ ହେବା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଜୀବନସାଥୀ ଙ୍କ ସହିତ ସବନ୍ଧ ବହୁତ ମଝବୁତ ହେବ । ଆପଣଙ୍କୁ ଆଜି ନିଜର ସବୁ ଅଟକି ଥିବା କାମରେ ସଫଳତା ମିଳିବ । ଆଗାମୀ କିଛି ଦିନ ଭିତରେ ଆପଣଙ୍କୁ ଶିକ୍ଷା ସହିତ ଯୋଡି ହୋଇଥିବା କୌଣସି କାର୍ଯ୍ୟକ୍ରମ ସବନ୍ଧିତ ଯାତ୍ରା କରିବାକୁ ପଡିପାରେ ।

ବିଛା

ସାମାଜିକ ଏବଂ ଧାର୍ମିକ ସାମାରୋହ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । କାର୍ଯ୍ୟକ୍ରମ ରେ ଆପଣ ଭଲ ପ୍ରତିଭା ପ୍ରଦର୍ଶନ କରିବାରେ ସଫଳ ହେବେ । ସଠିକ ବିଚାର ଦ୍ଵାରା କରିଥିବା କାମରେ ଧନ ଲାଭ ହେବ । ଘରକୁ ସୁନ୍ଦର ଭାବେ ସଜାଇବେ ଯାହା ଦ୍ଵାରା ଘରର ଶୋଭା ବଢିବ । ଆପଣଙ୍କ ମନ ଅସ୍ଥିର ରହିବ । ସାହିତ୍ୟ ବା ଅନ୍ୟ କୌଣସି ରଚନାତ୍ମକ କାମ ପ୍ରତି ରୁଚି ବଢିବ ।

ଧନୁ

ଆଜି ସ୍ୱାସ୍ଥ୍ୟ ଜନିତ ସାମାନ୍ୟ ଅସୁବିଧା ଦେଖା ଦେଇ ପାରେ । ବ୍ୟବସାୟରେ ବାଧା ଦେଖା ଦେଇ ପାରେ । ଆଜି ଆପଣଙ୍କୁ ନିଜ ଭାଗ୍ଯର ସହଯୋଗ ମିଳିବ ନାହିଁ । ବଡ ଲୋକଙ୍କ ସାବଧାନ ରୁହନ୍ତୁ । ସନ୍ତାନ ମାନଙ୍କ ପାଇଁ ଚିନ୍ତା ରହିବ । ମାଆ ଙ୍କ ଠାରୁ କିଛି ଲାଭ ମିଳିବ । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହେବା ସହିତ ଦରମା ବଢିପାରେ । ଆଜି କରିଥିବା ପରିଶ୍ରମର ଫଳ ଆପଣଙ୍କୁ ମିଳିବ ।

ମକର

ଆପଣଙ୍କୁ ନିଜର ପରିବାରର ସମ୍ପୂର୍ଣ ସହଯୋଗ ମିଳିବ । ଦୃତ ଗତିରେ କାମ ଚାଲିବ । ବ୍ୟବସାୟରେ ଆପଣଙ୍କୁ ବହୁତ ଧନ ଲାଭ ହେବ । କୋର୍ଟ କଚେରିରୁ ଦୂରେଇ ରୁହନ୍ତୁ । ଆପଣ ଆଜି ବହୁତ ରାଗି ପାରନ୍ତି ଏଥିପାଇଁ ନିଜର ବ୍ୟବହାର ର ଧ୍ୟାନ ରଖନ୍ତୁ । କାମରେ ଯଶ ମିଳିପାରେ । ଘର ପରିବାରର କୌଣସି ବି ଝଗଡାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ବିରୋଧୀ ଆପଣଙ୍କର କ୍ଷତି କରି ପାରନ୍ତି ।

କୁମ୍ଭ

ଆଜି ନିଜର କଥା ଏବଂ କାମ ଉପରେ ଧ୍ୟାନ ରଖନ୍ତୁ । ନିତି ଦିନିଆ କାମରେ କେହି ଆପଣଙ୍କର କ୍ଷତି କରି ପାରନ୍ତି । ବାପାଙ୍କ ଠାରୁ କିଛି ଲାଭ ମିଳିପାରେ । ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କ ପାଇଁ ଲାଭଦାୟୀ ଅଟେ । କୌଣସି ଛୋଟ କଥା ପାଇଁ ନିଜର ସମ୍ପର୍କକୁ ଖରାପ କରନ୍ତୁ ନାହିଁ । ବ୍ୟବସାୟରେ ଆପଣଙ୍କୁ ଧନ ଲାଭ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରି ଯିବ ।

ମୀନ

ଆଜି ସବୁ କାମରେ ସଫଳତା ମିଳିବ । ଘରର ପରିବେଶ ଖୁସି ଏବଂ ଶାନ୍ତି ରହିବ । ଆଜି କୌଣସି ଝଗଡା ରେ ପଡନ୍ତୁ ନାହିଁ । ଆପଣଙ୍କ ଆଗାମୀ ଭବିଷ୍ୟତ ଉଜ୍ଵଳ ହେବ । ଶଶୁରଘର ପକ୍ଷରୁ ଲାଭ ହୋଇପାରେ ବା କିଛି ଭଲ ଖବର ମିଳିପାରେ । ଯଦି ଆପଣଙ୍କୁ କେହି ପସନ୍ଦ ଆସିଯାନ୍ତି ତାହେଲେ ଆପଣ ତାଙ୍କ ସହିତ ସମୟ କାଟିବେ । ଦୈନିକ ନିଜ ରାଶିର ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *