ଆଖି ସମସ୍ୟା ଦୂର କରିବା ପାଇଁ କରନ୍ତୁ ଏହି ସହଜ ଘରୋଇ ଉପଚାର

ଆଜିର ସମୟରେ ବଢୁଥିବା ପ୍ରଦୂଷଣ ପାଇଁ କେତେକ ରୋଗ ବଢିବାକୁ ଲାଗିଛି, ବକ୍ରଦ୍ରୁଷ୍ଟି ଦୋଷ ଆଖି ସହ ଜଡିତ ଏକ ବଡ ଗମ୍ଭୀର ସମସ୍ୟା ଅଟେ, ଯେଉଁଥିରେ ରୋଗୀ ଆଖି ଲେନ୍ସ ଉପରେ ଗ୍ଳୁକୋମା ଆସିଯାଏ ଯାହା ଦ୍ଵାରା ରୋଗୀକୁ ଦେଖିବାରେ କଷ୍ଟ ହୋଇଥାଏ । ଯାହା ଦ୍ଵାରା ଜିନିଷ ଦେଖିବାରେ ରୋଗୀକୁ କଷ୍ଟ ହୋଇଥାଏ ଓ କୌଣସି ଜିନିଷ ସଫା ଦେଖାଯାଏ ନାହିଁ, ବକ୍ରଦ୍ରୁଷ୍ଟି ଦୋଷ ସମସ୍ୟା ଦୂର କରିବା ପାଇଁ ରୋଗୀକୁ ସର୍ଜରୀର ଆବଶ୍ୟକ ହୋଇଥାଏ । ଦୁନିଆରେ ଲୋକଙ୍କ ପାଇଁ ସବୁଠାରୁ ବଡ ଧନ ତାଙ୍କ ଅଙ୍ଗ ହୋଇଥାଏ ଯାହା ତାଙ୍କ ନିଜ ପାଇଁ ବଡ ଧନ ଅଟେ, ତେବେ ଆସନ୍ତୁ ଜାଣିବା ଆଖି ସମସ୍ୟା ଦୂର କରିବା ପାଇଁ କେଉଁ ଉପାୟ କରିବା ଉଚିତ ।

– ବକ୍ରଦୃଷ୍ଟି ଦୋଷ ସମସ୍ୟାକୁ ଦୂର କରିବା ପାଇଁ ରାତିରେ ଶୋଇବା ଆଗରୁ ୪ଟି ବାଦାମ ଭିଜାଇ କରି ରଖନ୍ତୁ, ସକାଳେ ଉଠିଲା ପରେ ବାଦାମ ଓ ୪ଟି ଗୋଲମରିଚ ଓ ମିଶ୍ରି ମିଶେଇ ବାଟି ଦିଅନ୍ତୁ, ଏହା ପରେ କ୍ଷୀର ସହ ମିଶେଇ ପିଅନ୍ତୁ ।

– ଜାମୁ କୋଳିରେ ଭରପୁର ମାତ୍ରାରେ ଏଂଥୋସାଇନୋସାଇଡ୍ସ ଓ ଫ୍ଲେୱୋନାଇଡ୍ସ ଥାଏ ଯାହା ଆଖି ଲେନ୍ସ ସୁରକ୍ଷିତ ରଖିଥାଏ । ପ୍ରତିଦିନ ଜାମୁ କୋଳି ସେବନ କଲେ ବକ୍ରଦୃଷ୍ଟି ସମସ୍ୟା ଭଲ ହୋଇଥାଏ ।

– ନିୟମିତ ରୂପରେ ଗ୍ରୀନ ଟି ସେବନ କଲେ ଆଖି ଦୃଷ୍ଟି ଦୋଷ ଭଲ ହୋଇଥାଏ, ଗ୍ରୀନ ଟି ରେ ଆନ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ ଯାହା ଆଖିକୁ ନୂଆ ଫ୍ରେସନେସ ପ୍ରଦାନ କରିଥାଏ । ଆଜିକାଲି ଦୁନିଆରେ ବଢୁଥିବା ପ୍ରଦୂଷଣ ପାଇଁ ଆଖିରେ କେତେ ପ୍ରକାର ରୋଗ ହୋଇଥାଏ, ବକ୍ରଦ୍ରୁଷ୍ଟି ଆଖି ପାଇଁ ବଡ ସମସ୍ୟା ଅଟେ ଯାହା ଦ୍ଵାରା ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିପରି ଅନେକ ହେଲ୍ଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *