ରାଶିଫଳ 21 ଏପ୍ରିଲ 2020, ଆଜି ୭ଟି ରାଶିର ଭାଗ୍ୟ ଦେବ ସାଥ, ଯେତେବେଳେ କି ଅନ୍ୟ ରାଶିଙ୍କୁ କରିବାକୁ ପଡିପାରେ ସମସ୍ୟାର ସାମ୍ନା

ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହଙ୍କ ଚଳନ ଉପରେ ଆଧାରିତ ହୋଇଥାଏ ଏବଂ ଯେମିତି ଗ୍ରହ ମାନଙ୍କର ଗତି ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ବି ଏହାର ପ୍ରଭାବ ପଡିଥାଏ । ମୁଖ୍ଯତଃ ଏହି ଗତି ପରିବର୍ତ୍ତନ କାରଣରୁ ଭିନ୍ନ ଭିନ୍ନ ରାଶି ଉପରେ ଭିନ୍ନ ପ୍ରଭାବ ପଡିଥାଏ । ଏଥିର ମୁଖ୍ୟ ଭୂମିକା ଚନ୍ଦ୍ରଙ୍କର ରହିଥାଏ । କେତେକ ଲୋକ ନିଜର ଭବିଷ୍ୟତ ଜାଣିବା ପାଇଁ ବହୁତ ଇଛୁକ ହୋଇଥାନ୍ତି ଏବଂ ସବୁ ବ୍ୟକ୍ତିଙ୍କ ଜୀବନରେ ଗ୍ରହର ବହୁତ ବଡ ମହତ୍ଵ ଥାଏ । ଆଜିର ଦିନରେ କିଛି ରାଶିର କୁଣ୍ଡଳୀରେ ରାଜଯୋଗ ହେଉଛି ଯେଉଁଥି ପାଇଁ ତାଙ୍କ ହାତକୁ ବହୁତ ପଇସା ଆସିବ ଓ ଦିନଟି ବାହିତ ଭଲରେ କଟିବ । ତେବେ ଆସନ୍ତୁ ଜାଣିବା ସମସ୍ତ ବାରଟି ରାଶିର ରାଶିଫଳ ବିଷୟରେ ।

ମେଷ

ଆଜି ରୋଜଗାର କ୍ଷେତ୍ରରେ ବୃଦ୍ଧି ହେବ । କୌଣସି ମହିଳାଙ୍କ ସହିତ ବିବାହ ହେବା କାରଣରୁ ଆପଣଙ୍କର ମାନ ସଂମ୍ମାନ ବଢିବ । ନିଜର ଖାଦ୍ୟ ଉପରେ ନିୟତ୍ରଣ ରଖିବା ସହିତ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ । କିଛି ଲୋକଙ୍କୁ ନିଜର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ଅଟେ । ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଆର୍ଥିକ ସ୍ଥିତି ଦୃଢ ରହିବ । କେତେକ ଅସୁବିଧାର ସାମନା କରିବାକୁ ପଡିପାରେ । ବିବାଦରୁ ନିଜକୁ ଦୂରେଇ ରଖନ୍ତୁ ।

ବୃଷ

ଆଜି ଘରୋଇ ମାମଲାରେ ସହଯୋଗ କରିବା ଦ୍ଵାରା ଆପଣଙ୍କର ପ୍ରଶଂସା ହୋଇପାରେ । ସବୁ କାମ ଖୁବ ଶୀଘ୍ର ହୋଇଯିବ । ପରାମର୍ଶ ନେଇ କରିଥିବା କାମରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ହୋଇଥିବା ସମସ୍ୟାର ସମାଧାନ କରିବା ପାଇଁ ଚିନ୍ତିତ ହୋଇ ପାରନ୍ତି । ଆଜିର ଦିନରେ କାର୍ଯ୍ୟଳୟ ର ମାହୋଲ ଭଲ ରହିବ । ବ୍ୟବସାୟରେ ଆପଣଙ୍କୁ ଅନେକ ଧନ ପ୍ରାପ୍ତି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ରହିପାରେ । ପ୍ରେମ ଜୀବନରେ ଆଶାର ନୂଆ କିରଣ ଆସିବ ।

ମିଥୁନ

ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ମାନଙ୍କ ଦ୍ଵାରା ବାଧା ସୃଷ୍ଟି ହେବ । ବାଦ ବିବାଦ ରେ ଅଯୋଥା ସମୟ କଟିବ । ମହିଳାଙ୍କ ଠାରୁ କାମ ପାଇଁ କିଛି ସୁଯୋଗ ମିଳିପାରେ । ନିଜର କାମ ଉପରେ କୌଣସି ଖରାପ ପ୍ରଭାବ ପଡିପାରେ । ଧର୍ଯ୍ୟ ର ସହିତ କାମ କରନ୍ତୁ ଆପଣଙ୍କୁ ସଫଳ ହେବାରେ କେହି ହେଲେ ଅଟକାଇ ପାରିବେ ନାହିଁ । ପ୍ରେମର ଆରମ୍ଭ ପାଇଁ ଆଜିର ଦିନଟି ଭଲ ରହିବ ।

କର୍କଟ

ଆଜି ସମାଜରେ ଆପଣଙ୍କର ମାନ ସଂମ୍ମାନ ବୃଦ୍ଧି ହେବା ସହିତ ଆପଣଙ୍କ ଘରେ ଚାଲି ଥିବା ସମସ୍ୟା ଦୂର ହୋଇଯିବ । ଆପଣଙ୍କ ଘରେ କୌଣସି ଶୁଭ କାମ ହୋଇ ପାରେ । ବ୍ୟବସାୟରେ ଅଧିକ ଧନ ଲାଭ ହେବ । ଆପଣଙ୍କୁ ନିଜର ଭାଇଙ୍କ ଠାରୁ ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ । ଯଦି ଆଜି ଆପଣ ସତର୍କ ନ ରହିବେ ତାହେଲେ ଆପଣଙ୍କ ପାଠ ପଢାରେ ଅସୁବିଧା ଆସିପାରେ । ଆପଣଙ୍କ ବ୍ୟବହାର ରେ ଲୋକ ପ୍ରଭାବିତ ହୋଇ ପାରନ୍ତି । ଆଜି ଆପଣଙ୍କର ଆମଦାନୀ ଭଲ ରହିବ ।

ସିଂହ

ଆଜି ଆପଣଙ୍କ ଉପରେ ଦାୟିତ୍ଵ ବଢିବ । ସବୁବେଳେ କିଛି ନୂଆ କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦେବ । ପରିବାର ଠାରୁ ଆପଣଙ୍କୁ ସମ୍ପୂର୍ଣ ସହଯୋଗ ମିଳିବ । ଆପଣ ଦୃତ ଗତିରେ ପ୍ରଗତି କରିବା ସମୟରେ ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବେ । ଆପଣଙ୍କ ମାନ ସଂମ୍ମାନରେ ବୃଦ୍ଧି ହେବ ।

କନ୍ୟା

ଏହି ରାଶିର ପାରିବାରିକ ଜୀବନରେ ଖୁସି ଭରି ରହିବ । ଆଇନ ସବନ୍ଧିତ ମାମଲାରେ ରାୟ ଆପଣଙ୍କ ପକ୍ଷରେ ରହିବ । ରୋଜଗାର କ୍ଷେତ୍ରରେ ବୃଦ୍ଧି ହେବା କାରଣରୁ ଆପଣଙ୍କୁ ହଠାତ ବହୁତ ଧନ ଲାଭ ହେବ । ଯଦି ଆପଣ କୌଣସି ନୂଆ ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବ । ଦିନ ସାରା କଠିନ ପରିସ୍ଥିତି ପରେ ସନ୍ଧ୍ୟାରେ ଆରାମ ମିଳିବ । ଆଜମା ରୋଗୀଙ୍କୁ କିଛି କଷ୍ଟ ଅନୁଭବ ହୋଇ ପାରେ ।

ତୁଳା

ଏହି ରାଶି ଥିବା ମହିଳା ମାନଙ୍କର ଚାକିରିରେ ପ୍ରମୋଶନ ହେବ । ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ । ସମୟ ଅନୁସାରେ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ । ପ୍ରେମ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆଜି ଆପଣ ନିଜ ପରିବାର ପ୍ରତି ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ ଯାହା ଦ୍ଵାରା ଆପଣ ମାନସିକ ଭାବେ ସୁସ୍ଥ ରହିବେ ।

ବିଛା

ଆଜି ଆପଣ ପରିବାର ସହିତ ଅଧିକ ସମୟ କାଟିବେ । ରାଜକୀୟ ବାଧା ଦୂର ହେବ । ବିଦ୍ୟାର୍ଥୀ ମାନେ ସଫଳତା ହାସିଲ କରିବେ । ପୂଜା ପାଠରେ ମନ ଲଗାନ୍ତୁ । ସମୟ ସହିତ ଆପଣଙ୍କୁ ନିଜ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ନିଜକୁ ଜମାବି ଏକା କରି ନ ରଖି ପରିବାର ସହିତ ରୁହନ୍ତୁ । ସାମାଜିକ ସମ୍ପର୍କରେ ସକ୍ରିୟତା ରଖିବା ଭଲ ହେବ ।

ଧନୁ

ଆଜି ଆପଣଙ୍କୁ ଚାକିରିରୁ କିଛି ଲାଭ ମିଳିପାରେ । ଆପଣ କରିଥିବା ନିବେଶରେ ଆପଣଙ୍କୁ ଲାଭ ମିଳିବ । ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଖୁସିର ଦିନ ହେବ । ବାର ବାର କରୁଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ହେବ । ସମାଜରେ ଆପଣଙ୍କୁ ନୂଆ ପରିଚୟ ମିଳିବ । ପରିବାର ର ପୁରା ସହଯୋଗ ମିଳିବ । ଆପଣଙ୍କୁ ଶାନ୍ତି ମିଳିବ । ଆପଣଙ୍କର ଅଟକି ଥିବା ଧନ ଆପଣଙ୍କ ପାଖକୁ ଆସିବ ।

ମକର

ଏହି ରାଶି ଉପରେ ଆଜି ହନୁମାନ ଙ୍କର ଅନେକ କୃପା ଅଛି । ହନୁମାନ ଙ୍କ କୃପାରୁ ଖୁସି ସହିତ ସବୁ କାମରେ ସଫଳତା ମିଳିବ । ଦିନ ସାରା କାମ କରିବା ଫଳରେ ଶରୀରର କୁ ବାଧା ହୋଇ ପାରେ । ଆଜି ନିବେଶ ପାଇଁ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଜର ଉଦେଶ୍ୟରେ ସଫଳ ହେବା ସହିତ ନୂଆ ଯୋଜନା କରିବେ ।

କୁମ୍ଭ

ଆଜି ପ୍ରେମୀ ମାନଙ୍କ ଭିତରେ ଭୁଲ ବୁଝାବଣା ହୋଇ ପାରେ । ଆପଣଙ୍କୁ ହଠାତ ବହୁତ ଧନ ମିଳିବ । ମାନ ସଂମ୍ମାନ ମିଳିବା କାରଣରୁ ଆପଣ ବହୁତ ଖୁସି ରହିବେ । ଆପଣଙ୍କ ମନରେ ଶୀଘ୍ର ପଇସା କମାଇବାର ଇଚ୍ଛା ଆସିପାରେ । ଘରକୁ ଅତିଥି ଆସିବା ଦ୍ଵାରା ପରିବାରରେ ଖୁସିର ବାତାବରଣ ରହିବ ।

ମୀନ

ଆଜି ଆପଣଙ୍କ ବ୍ୟବହାର ଲୋକଙ୍କ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇ ପାରେ । ବୈବାହିକ ଜୀବନରେ ଖୁସି ଭରି ରହିବ । ହଠାତ ଧନ ଲାଭ ହେବ ଯାହା ଆପଣଙ୍କ ଦିନକୁ ଖୁସିରେ ଭରି ଦେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଅପେକ୍ଷା କରିଥିବା କାମରେ ଡେରି ହେବ । ବ୍ୟୟରେ ବୃଦ୍ଧି ହେବ । ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଭାଇ ଭଉଣୀ ଙ୍କ ଠାରୁ ଅନେକ ଭଲ ପାଇବା ମିଳିବ । ବଡ ଲୋକଙ୍କୁ ସଂମ୍ମାନ କରନ୍ତୁ । ଦୈନିକ ନିଜ ରାଶି ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *