ତୁଳସୀର ରସକୁ ଗରମ କରି କାନରେ ପକାଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଆପଣଙ୍କୁ ଜଣେଇ ଦେଉଛୁ କି ତୁଳସୀ ଆୟୁର୍ବେଦିକ ଚିକିତ୍ସା ଭିତରୁ ସବୁଠୁ ଅଧିକ ପ୍ରଭାବଶିଳ ଔଷଧ ରୂପରେ ଜଣା ଯାଇଥାଏ । କ୍ୟାନ୍ସର ଓ ଏମିତି ଅନେକ ରୋଗରେ ତୁଳସି ଚମତ୍କାରି ରୁପରେ ଲାଭ ପହଞ୍ଚାଇ ଥାଏ । ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀ ପତ୍ରର ରସକୁ ହାଲ୍କା ଗରମ କରି ଦିଅନ୍ତୁ ଓ ଏବେ ଦୁଇ ଦୁଇ ବୁନ୍ଦା କାନରେ ପକାନ୍ତୁ । ଏହା ଦ୍ଵାରା କାନ ବିନ୍ଧା ଦୂର ହୋଇଥାଏ । କେମିତି କରିବା ସେବନ ।

ଏହା ଦ୍ଵାରା ହୋଇଥାଏ କେତେକ ଲାଭ

ଆମେ ଆପଣଙ୍କୁ କହି ଦେଉଛୁ କି ଦାନ୍ତ ବିନ୍ଧାରେ ଗୋଲ ମରିଚ ଓ ତୁଳସୀର ପତ୍ରକୁ ଗୁଳା ବନେଇ ଦାନ୍ତ ତଳେ ରଖିବା ଦ୍ଵାରା ବହୁତ ଆରାମ ମିଳିଥାଏ ।

ସେଇଠି ତୁଳସିର ରସକୁ ଉଷୁମ ପାଣିରେ ମିଶେଇ କୁଳି କରିଲେ ଗଳାରେ ରୋଗ ଦୂର ହୋଇଥାଏ ।

ସେଇଠି ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀ ପତ୍ରର ସେବନ କଲେ ଆପଣଙ୍କୁ ବାନ୍ତିରୁ ଆରମ ମିଳିଥାଏ ଓ ବନ୍ଦ ମଧ୍ୟ ହୋଇଯାଏ ।

ତୁଳସୀ ପତ୍ରର ରସ ଦିନରେ ତିନି ଥର ପିଇଲେ ଭୋକ ବଢ଼ିଥାଏ ।

ତା ସହିତ ହିଁ ୨ ଗ୍ରାମ ତୁଳସୀର ଜଟାକୁ ବିଟ ଲୁଣ ସହିତ ଦିନକୁ ତିନି ଚାରିଥର ନେଲେ ପେଟ ଦରଜରୁ ଆରମ ମିଳିଥାଏ ।

ଏହା ମଧ୍ୟ ହୋଇଥାଏ ଲାଭ:

ଏହା ସହିତ ଆମେ ଆପଣଙ୍କୁ କହି ଦେଉଛୁ କି ତୁଳସୀର ପତ୍ରକୁ ଅଳ୍ପ ଗରମ କରି ଦିଅନ୍ତୁ ଓ ଏବେ ଦୁଇ ଦୁଇ ବୁନ୍ଦା କାନରେ ପକାନ୍ତୁ । ଏହା ଦ୍ଵାରା କାନର ବିନ୍ଧା ଦୁର ହୋଇଥାଏ ।

କାନର ପଛପଟ ଫୁଲାକୁ ଠିକ କରିବା ପାଇଁ ତୁଳସୀ ପତ୍ର

ଅଳ୍ପ ଟିକେ ଲୁଣକୁ ବାଟି କି ତାହାକୁ ଉଷୁମ କରି ମଲମ ଭଳି ଲଗାନ୍ତୁ । ଏହା ଦ୍ବାରା କାନର ପଛପଟ ଫୁଲା ଭଲ ହୋଇ ଯାଇଥାଏ । ଆମେ ଆପଣଙ୍କୁ କହି ଦେଉଛୁ କି ଦାନ୍ତ ବିନ୍ଧାରେ ଗୋଲ ମରିଚ ଓ ତୁଳସିର ପତ୍ରକୁ ଗୋଲି କରି ଦାନ୍ତ ତଳେ ରଖିଲେ ଆରାମ ମିଳିଥାଏ । ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆମ ସହିତ ଯୋଡି ହେବା ପାଇଁ  ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *