ରାଶିଫଳ 2 ଏପ୍ରିଲ 2020, ମା ଲକ୍ଷ୍ମୀଙ୍କ କୃପାରୁ ବଦଳିବ ଏହି ୩ଟି ରାଶିର ଭାଗ୍ୟ, ହେବ ଧନଲାଭ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ସହ ଜଡିତ କେତେକ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହ ଗୋଚର ଓ ନକ୍ଷତ୍ର ଗତି ଆଧାରରେ ହିଁ ରାଶିଫଳର ନିର୍ମାଣ କରାଯାଇଥାଏ । ଗ୍ରହମାନଙ୍କ ଗତି ସବୁବେଳେ ବଦଳିଥାଏ ଓ ସେଥିପାଇଁ ଆମର ଦୈନିକ ଜୀବନରେ ସମସ୍ତ ଘଟଣା ବି ସମାନ ନ ଥାଏ । ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ ।

ମେଷ

ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ । ସନ୍ତାନ ସୁଖରେ ବୁଦ୍ଧି ହେବ । ନୂତନ ସୂଚନା ଏକାଠି କରିବେ । ଯାହା ଆପଣଙ୍କୁ ନୂତନ ଚାକିରି ପାଇବାରେ ସାହାର୍ଯ୍ୟ କରିବ । ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ । କିନ୍ତୁ ତାଙ୍କର ବହୁତ ଇଚ୍ଛା ପୂରଣ କରିବାକୁ ପଡିବ । ବନ୍ଧୁମାନଙ୍କ ସହିତ ମିଶି ଯୋଜନା କରିବେ । ସେହି ଯୋଜନା ଆସନ୍ତା ସମୟରେ ଲାଭ ଦେବ ।

ବୃଷ

ଆଜି ଆପଣଙ୍କୁ ପାରିବାରିକ ସମ୍ପର୍କରେ ଭଲ ରହିବ । ବ୍ୟସ୍ତ ଦିନଚର୍ଯ୍ୟା ପରେ ବି ଆପଣ ପରିବାରକୁ ସମୟ ଦେଇ ପାରିବେ । କୌଣସି ଝିଅ ସହ ସାକ୍ଷାତ ହୋଇପାରେ । ମହିଳାଙ୍କ ଜାତକଙ୍କ ପାଇଁ ଆଜି ଭଲ ଦିନ ନୁହେଁ । ଆଜି ସେମାନଙ୍କୁ କିଛି ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କାମକାର୍ଯ୍ୟ ଉପରେ ଆପଣଙ୍କୁ ପରିଶ୍ରମ କରିବାକୁ ହେବ । ଆପଣଙ୍କ ଘରକୁ ଅତିଥି ଆଗମନ କରିବେ । ଆପଣଙ୍କ ନୂଆ ମିତ୍ର ହେବେ । ଆପଣଙ୍କ ବିରୋଧୀ ଆପଣଙ୍କ ଶକ୍ତିକୁ କମ କରିଦେବେ ।

ମିଥୁନ

ଆଜି ଚାକିରି ବର୍ଗ ବ୍ୟକ୍ତିଙ୍କ ଆୟରେ ବୁଦ୍ଧି ହେବାର ସମ୍ଭାବନା ଅଛି । ଲକ୍ଷରେ ଚେଞ୍ଜେସ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରନ୍ତୁ ନାହିଁ । ଆପଣଙ୍କ ଦାୟିତ୍ଵ ପୁରା କରନ୍ତୁ । ଶାନ୍ତ ମନ ସହିତ କାମ କରନ୍ତୁ । କେଉଁ ସ୍ଥାନରୁ ଶୁଭ ସମାଚାର ପ୍ରାପ୍ତି ହେବ । ଆଜି ଧନ ଲାଭ ତ ହେବ ଏହା ସହିତ ଆପଣଙ୍କ ଅଟକିଥିବା କାମ ବି ଜଲ୍ଦି ପୁରା ହୋଇଯିବ । କୌଣସି ବି ଲକ୍ଷ୍ୟକୁ ପାଇବା ପାଇଁ ଆଜି ଯୋଜନା କରିବା ବହୁତ ଆବଶ୍ୟକ ଅଟେ ।

କର୍କଟ

ମାସର ଆରମ୍ଭରୁ ହିଁ ମହତ୍ବପୂର୍ଣ ପ୍ରସ୍ତାବ ଆସିବ । କାର୍ଯ୍ୟକ୍ଷତ୍ରରେ ଆସୁଥିବା ସମସ୍ୟାର ଅନ୍ତ ହେବ ଓ ଆପଣଙ୍କ ସମସ୍ତ କାର୍ଯ୍ୟରେ ପ୍ରଗତି ଆସିବ । ଦାମ୍ପତ୍ୟ ପ୍ରେମ ଓ ବିଶ୍ଵାସ ବଢିବ । ଜଲ୍ଦି ହିଁ ଆପଣଙ୍କୁ ଶୁଭ ଖବର ଶୁଣିବାକୁ ମିଳିବ । ଯଶ କୀର୍ତ୍ତିରେ ଉନ୍ନତି ହେବ । ଦ୍ଵିତୀୟ ବ୍ୟକ୍ତିଙ୍କ ସମସ୍ୟାରେ ରୁଚି ନେବେ । ଚାକିରିରେ କିଛି ଚେଞ୍ଜେସ ଆସିପାରେ । ଯାତ୍ରା ପାଇଁ ଦିନ ଅଧିକ ଭଲ ନୁହେଁ । ନବବିବାହିତ ଲୋକମାନଙ୍କୁ ନୂତନ ପ୍ରସ୍ତାବ ଆସିବ । ଅବିବାହିତମାନଙ୍କ ପାଇଁ ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ ।

ସିଂହ

ଆଜି କୌଣସି ଖାସ ମିତ୍ର ଆପଣଙ୍କ ଜୀବନରେ ଆସିବା ଦ୍ଵାରା ଜୀବନରେ ଖୁସି ଭରିଯିବ । ଆପଣଙ୍କ ଜୀବନରେ ସୁଖମୟ ପରିସ୍ଥିତି ବି ଆସିବ । କାମକାର୍ଯ୍ୟକୁ ନେଇ କରାଯାଇଥିବା ପରିଶ୍ରମ ରଙ୍ଗ ଆଣିବ । ନିଜର ପ୍ରିୟ ସାଥିଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ । ବାକି ଦିନ ଅପେକ୍ଷା ଆଜି ଆପଣଙ୍କ ସହକର୍ମୀ ଆପଣଙ୍କୁ ଅଧିକ ବୁଝି ପାରିବେ । ନିଜର ପ୍ରେମୀ ଓ ପ୍ରେମିକାଙ୍କ ସହିତ ଭଲ ସମୟ ବିତାଇବେ । ଆଜି ଶେୟାର ମାର୍କେଟରେ ନିବେଶ କରନ୍ତୁ ନାହିଁ । ସହକର୍ମୀଙ୍କ ସହିତ ବିବାଦ ହୋଇପାରେ ।

କନ୍ୟା

ଆଜି ନୂଆ କାର୍ଯ୍ୟ ଆପଣଙ୍କୁ ସତ ପ୍ରତିଶତ ସଫଳତା ଦେବ । ଆପଣଙ୍କ ବିବାହ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ । ମାନସିକ ରୂପରେ ଅଳ୍ପ ଚିନ୍ତିତ ରହିବେ । ଯେଉଁ କାରଣରୁ ଆପଣଙ୍କ ଏକାଗ୍ରତା ଓ ଚିନ୍ତା କରିବାର କ୍ଷମତା ଉପରେ ପ୍ରଭାବ ପଡିବ । ଯାତ୍ରା ଓ ଭ୍ରମଣର ଆନନ୍ଦ ନେବେ । ମନରେ ନକରାତ୍ମକ ଚିନ୍ତା ଏବଂ ବିଚାର ଆସିପାରେ । ସେଥିପାଇଁ ଆପଣଙ୍କୁ ବହୁତ ସାହସ ଦେଖାଇବା ଆବଶ୍ୟକ ଅଟେ ।

ତୁଳା

ଆଜି ଆପଣଙ୍କୁ ପାରିବାରିକ ବିବାଦ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ । ନଚେତ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଆୟରେ ନୂତନ ସ୍ରୋତ ହାସଲ ହେବ । ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସାହାର୍ଯ୍ୟ ମିଳିବ । ସୁନ୍ଦର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ସମସ୍ତ କାଗଜ ପତ୍ର ପ୍ରତି ସାବଧାନ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ସକାରାତ୍ମକ ଦେଖିବାକୁ ମିଳିପାରେ ।

ବିଚ୍ଛା

ବାହାର ଗତିବିଧି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ନିଜ ବ୍ୟବସୟରେ ଧନ ଲାଭ ହେବ । ଆପଣଙ୍କ ପ୍ରେମର ଗାଡି ଜଲ୍ଦି ଆଗକୁ ବଢିବ । ଆସନ୍ତା ସମୟ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । କୌଣସି ବୟସ୍କ ବ୍ୟକ୍ତିଙ୍କ ସାହାର୍ଯ୍ୟ କରି ଆପଣ ତାଙ୍କ ଠାରୁ ସାହାର୍ଯ୍ୟ ପାଇ ପାରିବେ । ଆପଣ ନିଜ ଉପରେ ସଂଯମତା ରଖିବା ଆବଶ୍ୟକତା ଅଟେ । ଚାକିରି କରିବା ପାଇଁ ବାତାବରଣ ଅନୁକୂଳ ରହିବ । ଆଜି ବାହାରକୁ ଯାଆନ୍ତୁ ନାହିଁ ।

ଧନୁ

ଆଜି ଆପଣ ନିଜ ଜୀବନରେ ବହୁତ ଜଲ୍ଦି ଉନ୍ନତି କରିବେ । ଏହା ସହିତ ସଫଳତାର ନୂତନ କୀର୍ତିମାନ ସ୍ଥାପିତ କରିବେ । କିନ୍ତୁ ଆପଣଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ମନରେ ଶାନ୍ତି ଓ ଏବଂ ପ୍ରସନ୍ନତା ଭାବ ରହିବ । ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ସାବଧାନ ରୁହନ୍ତୁ । ଆପଣ ପରିବାର ପାଇଁ କୌଣସି ଲାଭକାରୀ ନିଷ୍ପତି ନେଇ ପାରନ୍ତି । ବୟସ୍କ ବ୍ୟକ୍ତିଙ୍କ ସହଯୋଗ ମିଳିବ ।

ମକର

ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ ରହିବେ । ଅଫିସର କାମରେ ଆପଣଙ୍କୁ ମନ ଲାଗିବ । ଆପଣଙ୍କ ବିଶ୍ଵାସ ଓ କାମ ପ୍ରତି ଆପଣଙ୍କ ଇଚ୍ଛାକୁ ଦେଖି ଆପଣଙ୍କ ବସ ଆପଣଙ୍କ ପୋଜିସନକୁ ବଢାଇ ପାରନ୍ତି । ବିବାଦ ଆପଣଙ୍କ ପାଇଁ କ୍ଷତି କାର ହୋଇପାରେ । ବ୍ୟବସାୟିକ ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ବୁଝି ନିଅନ୍ତୁ । ପ୍ରେମୀ ସହ କଥାବାର୍ତ୍ତା କରି ନିଜକୁ ଚିନାମୁକ୍ତ କରନ୍ତୁ ।

କୁମ୍ଭ

ନିଜର ପରିବାରରେ ବ୍ୟାପାର ଓ ଚାକିରି କ୍ଷେତ୍ରରେ ବଡ ସଫଳତା ଅର୍ଜିତ କରିବେ । ସମାଜରେ ନିଜର ଅଲଗା ପରିଚୟ କରିବେ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଜବୁତି ଆସିବ । ଆପଣ ପରସ୍ପରର ଭାବନାକୁ ବୁଝି ପାରିବେ । ଆଜି ଆପଣ ଯାହା ବି କରିବେ, ସେଥିରୁ କିଛି ସଫଳତା ମିଳିବ ଓ କିଛି ଅସଫତା ମିଳିବ । ଶୁଭ ସମଚାର ପ୍ରାପ୍ତି ହେବ । ଆଜି ଆପଣ ସ୍ଵପ୍ନରେ ଭଲ ଜିନିଷ ଦେଖିବେ ।

ମୀନ

ଆଜି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କାହାର କଥାରେ ଆସି ନିଷ୍ପତି ନିଅନ୍ତୁ ନାହିଁ । ବାହନ ସୁଖ ବୁଦ୍ଧି ହେବ । ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଗାଡି ଚଲାଉଥିବା ସମୟରେ ବହୁତ ସତର୍କ ରୁହନ୍ତୁ । ଆବଶ୍ୟକ କାର୍ଯ୍ୟରେ ଟଙ୍କା ଖର୍ଚ କରିବେ । ଆର୍ଥିକ ମାମଲାରେ ଆଖି ବନ୍ଦ କରି କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *