ରାଶିଫଳ 19 ମାର୍ଚ୍ଚ 2020, ମା ଲକ୍ଷ୍ମୀଙ୍କ କୃପା ବର୍ଷିବ ଏହି ୩ଟି ରାଶି ଉପରେ, ଅଚାନକ ଧନପ୍ରାପ୍ତି ଯୋଗ ରହିଛି

ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ, ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଆମର ଏହି ରାଶିଫଳରେ ମିଳିଯିବ । ଆଜି ଗୁରୁବାର ୧୯ ମାର୍ଚ୍ଚ ୨୦୨୦ର ଦିନ ଆପଣଙ୍କ ପାଇଁ କେମିତି ରହିବ ? ତେବେ ଜାଣିବା ନିମନ୍ତେ ପଢନ୍ତୁ ଆମର ଏହି ରାଶିଫଳ ।

ମେଷ

ଆଜି ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ସନ୍ତାନ ପ୍ରାପ୍ତିର ଯୋଗ ଅଛି । ଆଜି ଆପଣଙ୍କୁ ନିଜର କାର୍ଯ୍ୟଲୟରେ ପ୍ରଶଂସା ମିଳିପାରେ । ସ୍ଵଭାବରେ ଉଗ୍ରତା ରହିପାରେ । ଆଜି ଆପଣଙ୍କୁ ଘର, ଗାଡି ଓ ଅନ୍ୟ ଜିନିଷର କାଗଜ ପତ୍ରକୁ ସମ୍ଭାଳି ରଖନ୍ତୁ । ଆପଣଙ୍କ ଘରର ପରିବେଶ ବହୁତ ସୁଖମୟ ରହିବାର ଅଛି । ଅନାବଶ୍ୟକ କଥାବାର୍ତ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ମାମଲାକୁ ନଜର ଅନ୍ଦାଜ କରନ୍ତୁ ନାହିଁ ।

ବୃଷ

ଚାକିରି ଖୋଜୁ ଥିବା ଲୋକମାନଙ୍କୁ ଆଜି ନିଜର ପସନ୍ଦିତା ଚାକିରି ପ୍ରାପ୍ତ କରିବେ । ସରକାରୀ କାର୍ଯ୍ୟରେ ସଫଳତା ହାସଲ ହେବ । ଚାରିଆଡୁ ଖୁସି ମିଳିବ । ଆଜିର ଦିନର ଏମିତି କାମ କରିବା ଭଲ ଅଟେ, ଯାହା ଆପଣଙ୍କ ପାଇଁ ଭଲ ହୋଇଥିବ । ଆଜି ଖର୍ଚରେ ଉନ୍ନତି ହେବ । କିନ୍ତୁ ଏହା ସହିତ ଆମଦାନୀରେ ବି ଉନ୍ନତି ହେବ । ଘରେଲୁ କାର୍ଯ୍ୟରେ ପ୍ରଗତି ପ୍ରାପ୍ତ କରିବେ । ଦିନଚର୍ଯ୍ୟା ବହୁତ ଭଲ ରହିବାର ଅଛି । ଆପଣଙ୍କ ପ୍ରୟାସରେ ଘରେ ଶାନ୍ତି ଆସିବ ।

ମିଥୁନ

ନିଜର ବ୍ୟବହାର ଦ୍ଵାରା ଆପଣ ଲୋକମାନଙ୍କୁ କ୍ରୋଧିତ କରିବେ । ଧାର୍ମିକ ତୀର୍ଥଯାତ୍ରାରେ ପରିବାର ସହିତ ଅଂସ ଗ୍ରହଣ କରିବେ । ଯାତ୍ରା କରିବା ସମୟରେ କୌଣସି ବିଶେଷ ବ୍ୟକତି ସହ ଭଲ ସମ୍ପର୍କ ସ୍ଥାପନା ହୋଇପାରେ । ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରା ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ରହିବ । ସମ୍ବନ୍ଧ ସୁଧାରୀ ହେବ । ଜଙ୍କ ଫୁଡ ଠାରୁ ଦୂରରେ ରହିବା ଜରୁରୀ ଅଟେ ।

କର୍କଟ

ଆଜିର ଦିନରେ ଆପଣ ଖୁସି ଭରପୁର ରହିବ । କାରଣ ଆପଣଙ୍କ ଜୀବନସାଥି ଆପଣଙ୍କୁ ଖୁସି ଦେବାରେ ପ୍ରୟାସ କରିବେ । ଆପଣଙ୍କ ଖରାପ ହୋଇ ପଡିଥିବା କାରଜୀ ପୁରା ହେବ । ପାରିବାରିକ ସମସ୍ୟା ଶେଷ ହେବ । ଆଜି ଆପନ ନୂଆ ବିଚାର ଉପରେ କାର୍ଯ୍ୟ ଆରମ୍ଭ କରିବେ । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ । ଧନ ପ୍ରତସିଥାର ହାନି ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି ।

ସିଂହ

ଆଜି ଆର୍ଥିକ ପ୍ରୟାସରେ ସଫଳ ହେବେ । ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ । ଆପଣଙ୍କ ସମୟ ଆପଣ ପରିଜନଙ୍କ ସହିତ ଓ ମିତ୍ରଙ୍କ ସହିତ ଅଧିକ ବ୍ୟତିତ ହେବ । ଚିନ୍ତାରୁ ବଞ୍ଚିବା ପାଇଁ ମଧୁର ସଙ୍ଗୀତର ସାହାରା ନିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଊର୍ଜାର ସ୍ତର ଉଚ୍ଚ ହେବ । ଆପଣଙ୍କ ପ୍ରିୟ ଆପଣଙ୍କ ପାଇଁ ଖୁସିର କାରଣ ହେବେ । କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ । ଦରକାରୀ ଲୋକମାନଙ୍କୁ ସାହାର୍ଯ୍ୟ କରି ଖୁସି ହେବେ ।

କନ୍ୟା

ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରିର ଇଚ୍ଛୁକ ଲୋକମାନଙ୍କୁ ସରକାରୀ ଚାକିରି ମିଳିବାର ଯୋଗ ଅଛି । ଚିନ୍ତାର ସ୍ଥିତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ମଧ୍ୟାହ୍ନ ପରେ ପରିସ୍ଥିତିରେ କିଛି ସୁଧାର ଆସିପାରେ । ପରିବାର ସ୍ଥିତି ଖରାପ ହୋଇପାରେ । ସେଥିପାଇଁ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ନିଜର କାମ ଅନ୍ୟ କାହା ଉପରେ ଛାଡି ଦେବେ ତେବେ ନିରାଶ ହାତରେ ଲାଗିବ ।

ତୁଳା

ଆଜି ସ୍ୱାସ୍ଥ୍ୟ ପ୍ରତି ସଚେଟ ରୁହନ୍ତୁ । ଖାଦ୍ୟ ପିଇବା ଉପରେ ସଂଯମତା ରଖନ୍ତୁ । କିଛି ଭଲ ଲୋକମାନଙ୍କ ସହ ସାକ୍ଷାତ ହେବ । ଦୀର୍ଘକାଲୀନ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଭଲ ଅଟେ । କଥାବାର୍ତ୍ତା କରିବା ସମୟରେ କାହା ସହିତ ବି ଉଗ୍ରତାପୂର୍ଣ ଭାଷାର ପ୍ରୟୋଗ କରନ୍ତୁ ନାହିଁ । କାହାକୁ ବି କରଜ ଦିଅନ୍ତୁ ନାହିଁ । ବ୍ୟବସାୟ ହେତୁ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରାନ୍ତି । ପ୍ରବାସ କରିବା ସମୟରେ ସାବଧାନ ରୁହନ୍ତୁ । ଯଦି ଆପଣ ଅନ୍ୟ ଲୋକଙ୍କ ଭଲ କରିବେ ତେବେ ଭଗବାନ ଆପଣଙ୍କ ଭଲ କରିବେ ।

ବିଚ୍ଛା

ଆଜି ନକାରାତ୍ମକ ବିଚାର ଗୁଡିକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ଆକସ୍ମିକ ବ୍ୟୟ ହେବାର ସଂକେତ ମିଳିବ । ଆର୍ଥିକ ଲାଭ ମିଳିବ । ନୂଆ କାର୍ଯ୍ୟରେ ସଫଳତା ହେବ । ନବଯୁବକମାନଙ୍କୁ ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତ ହେବ । ମନ ଲଗାଇ କୌଣସି କାମ କରିବା ଠାରୁ ଜଲ୍ଦି ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହେବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରର ।

ଧନୁ

ଆଜି ଆପଣ ସମ୍ପତ୍ତି ଉପରେ ନିବେଶ କରି ପାରାନ୍ତି । ନୂଆ ଗାଡି କ୍ରୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ପରିବାର ସମ୍ବନ୍ଧିତ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଅନ୍ୟ ପାରିବାରିକ ସଦସ୍ୟମାନଙ୍କ ସହଯୋଗ ଦ୍ଵାରା ଆପଣ ସମସ୍ୟାର ସମଧାନ କରିବାରେ ସଫଳ ରହିବେ । ନିଜର ଊର୍ଜାର ବ୍ୟବହାର କଷ୍ଟରେ ପଡିଥିବା ମଣିଷଙ୍କ ପାଇଁ କରିବେ । ଅଚାନକ ଆପଣଙ୍କୁ ବଡ ଖୁସି ଖବର ମିଳିପାରେ ।

ମକର

ବିଜନେସ କରୁଥିବା ଲୋକମାନଙ୍କ ଫସିଥିବା ଟଙ୍କା ଫେରି ପାଇବେ । ସମ୍ପତ୍ତି ସହ ଜଡିତ ମାମଲା ହୋଇଯିବ ସମଧାନ । ସ୍ୱାସ୍ଥ୍ୟ ଉପରେଧ୍ୟାନ ଦିଅନ୍ତୁ । ଯେଉଁ ସମସ୍ୟା ଆପଣଙ୍କୁ ଚିନ୍ତିତ କରା ଯାଉଛି, ତାକୁ ସମଧନ କରିବା ପାଇଁ ଚେଷ୍ଟା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ କାହାର ଦୁର୍ବ୍ୟବହାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ପ୍ରତିକ୍ରିୟା କରନ୍ତୁ ନାହିଁ । ଯୁବକମାନଙ୍କୁ ସଫଳତା ମିଳିବ ।

କୁମ୍ଭ

ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ହେବ ଓ ପାର୍ଟନରଶିପ ଦ୍ଵାରା ବ୍ୟାପାରରେ ଆପଣଙ୍କୁ ବଡ ଲାଭ ହୋଇପାରେ । ଶିକ୍ଷକମାନଙ୍କ ପାଇଁ ଆସନ୍ତା ସମୟ ଶୁଭ ରହିବ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ଶତ୍ରୁଙ୍କ ଦ୍ଵାରା ସମସ୍ୟା ରହିପାରେ । ଆପଣଙ୍କ କାର୍ଯ୍ୟ ଓ ପରିଶ୍ରମ ଉପରେ ଲୋକମାନେ ନଜର ପକାଇବେ ଓ ଆପଣଙ୍କୁ କିଛି ଟଙ୍କା ଲାଭ ମିଳିପାରେ । ଆର୍ଥିକ ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ଶୁଭ ଦିନ ଅଟେ ।

ମୀନ

ଆଜି କୌଣସି ବଡ କାର୍ଯ୍ୟ କରିବା ଦ୍ଵାରା ପ୍ରଥମେ ମାତା ପିତାଏନକେ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନରର ଆନନ୍ଦମୟ ସ୍ଥିତି ଆସିବ । ନିଜର ମନକୁ ଶାନ୍ତି ରଖନ୍ତୁ । ଆପଣ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ । କୌଣସି ଖାସ ମିତ୍ର ତରଫରୁ ବିଶ୍ଵାସଘାଟ ମିଳିପାରେ । ନିଜର କାର୍ଯ୍ୟରେ ନିଜର ସମ୍ପର୍କୀୟଙ୍କ ସହିତ ମିଶି କାର୍ଯ୍ୟ କରିବେ । ପ୍ରତିଦିନ ନିଜର ରାଶି ସମ୍ବନ୍ଧୀୟ ତଥ୍ୟ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *