ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆସିବ, ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଆମର ଏହି ରାଶିଫଳରେ ମିଳିଯିବ । ଆଜି ଗୁରୁବାର ୧୯ ମାର୍ଚ୍ଚ ୨୦୨୦ର ଦିନ ଆପଣଙ୍କ ପାଇଁ କେମିତି ରହିବ ? ତେବେ ଜାଣିବା ନିମନ୍ତେ ପଢନ୍ତୁ ଆମର ଏହି ରାଶିଫଳ ।
ମେଷ
ଆଜି ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ସନ୍ତାନ ପ୍ରାପ୍ତିର ଯୋଗ ଅଛି । ଆଜି ଆପଣଙ୍କୁ ନିଜର କାର୍ଯ୍ୟଲୟରେ ପ୍ରଶଂସା ମିଳିପାରେ । ସ୍ଵଭାବରେ ଉଗ୍ରତା ରହିପାରେ । ଆଜି ଆପଣଙ୍କୁ ଘର, ଗାଡି ଓ ଅନ୍ୟ ଜିନିଷର କାଗଜ ପତ୍ରକୁ ସମ୍ଭାଳି ରଖନ୍ତୁ । ଆପଣଙ୍କ ଘରର ପରିବେଶ ବହୁତ ସୁଖମୟ ରହିବାର ଅଛି । ଅନାବଶ୍ୟକ କଥାବାର୍ତ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ମାମଲାକୁ ନଜର ଅନ୍ଦାଜ କରନ୍ତୁ ନାହିଁ ।
ବୃଷ
ଚାକିରି ଖୋଜୁ ଥିବା ଲୋକମାନଙ୍କୁ ଆଜି ନିଜର ପସନ୍ଦିତା ଚାକିରି ପ୍ରାପ୍ତ କରିବେ । ସରକାରୀ କାର୍ଯ୍ୟରେ ସଫଳତା ହାସଲ ହେବ । ଚାରିଆଡୁ ଖୁସି ମିଳିବ । ଆଜିର ଦିନର ଏମିତି କାମ କରିବା ଭଲ ଅଟେ, ଯାହା ଆପଣଙ୍କ ପାଇଁ ଭଲ ହୋଇଥିବ । ଆଜି ଖର୍ଚରେ ଉନ୍ନତି ହେବ । କିନ୍ତୁ ଏହା ସହିତ ଆମଦାନୀରେ ବି ଉନ୍ନତି ହେବ । ଘରେଲୁ କାର୍ଯ୍ୟରେ ପ୍ରଗତି ପ୍ରାପ୍ତ କରିବେ । ଦିନଚର୍ଯ୍ୟା ବହୁତ ଭଲ ରହିବାର ଅଛି । ଆପଣଙ୍କ ପ୍ରୟାସରେ ଘରେ ଶାନ୍ତି ଆସିବ ।
ମିଥୁନ
ନିଜର ବ୍ୟବହାର ଦ୍ଵାରା ଆପଣ ଲୋକମାନଙ୍କୁ କ୍ରୋଧିତ କରିବେ । ଧାର୍ମିକ ତୀର୍ଥଯାତ୍ରାରେ ପରିବାର ସହିତ ଅଂସ ଗ୍ରହଣ କରିବେ । ଯାତ୍ରା କରିବା ସମୟରେ କୌଣସି ବିଶେଷ ବ୍ୟକତି ସହ ଭଲ ସମ୍ପର୍କ ସ୍ଥାପନା ହୋଇପାରେ । ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ରୂପରେ ପୁରା ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ରହିବ । ସମ୍ବନ୍ଧ ସୁଧାରୀ ହେବ । ଜଙ୍କ ଫୁଡ ଠାରୁ ଦୂରରେ ରହିବା ଜରୁରୀ ଅଟେ ।
କର୍କଟ
ଆଜିର ଦିନରେ ଆପଣ ଖୁସି ଭରପୁର ରହିବ । କାରଣ ଆପଣଙ୍କ ଜୀବନସାଥି ଆପଣଙ୍କୁ ଖୁସି ଦେବାରେ ପ୍ରୟାସ କରିବେ । ଆପଣଙ୍କ ଖରାପ ହୋଇ ପଡିଥିବା କାରଜୀ ପୁରା ହେବ । ପାରିବାରିକ ସମସ୍ୟା ଶେଷ ହେବ । ଆଜି ଆପନ ନୂଆ ବିଚାର ଉପରେ କାର୍ଯ୍ୟ ଆରମ୍ଭ କରିବେ । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ । ଧନ ପ୍ରତସିଥାର ହାନି ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି ।
ସିଂହ
ଆଜି ଆର୍ଥିକ ପ୍ରୟାସରେ ସଫଳ ହେବେ । ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ । ଆପଣଙ୍କ ସମୟ ଆପଣ ପରିଜନଙ୍କ ସହିତ ଓ ମିତ୍ରଙ୍କ ସହିତ ଅଧିକ ବ୍ୟତିତ ହେବ । ଚିନ୍ତାରୁ ବଞ୍ଚିବା ପାଇଁ ମଧୁର ସଙ୍ଗୀତର ସାହାରା ନିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଊର୍ଜାର ସ୍ତର ଉଚ୍ଚ ହେବ । ଆପଣଙ୍କ ପ୍ରିୟ ଆପଣଙ୍କ ପାଇଁ ଖୁସିର କାରଣ ହେବେ । କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ । ଦରକାରୀ ଲୋକମାନଙ୍କୁ ସାହାର୍ଯ୍ୟ କରି ଖୁସି ହେବେ ।
କନ୍ୟା
ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରିର ଇଚ୍ଛୁକ ଲୋକମାନଙ୍କୁ ସରକାରୀ ଚାକିରି ମିଳିବାର ଯୋଗ ଅଛି । ଚିନ୍ତାର ସ୍ଥିତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ମଧ୍ୟାହ୍ନ ପରେ ପରିସ୍ଥିତିରେ କିଛି ସୁଧାର ଆସିପାରେ । ପରିବାର ସ୍ଥିତି ଖରାପ ହୋଇପାରେ । ସେଥିପାଇଁ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ନିଜର କାମ ଅନ୍ୟ କାହା ଉପରେ ଛାଡି ଦେବେ ତେବେ ନିରାଶ ହାତରେ ଲାଗିବ ।
ତୁଳା
ଆଜି ସ୍ୱାସ୍ଥ୍ୟ ପ୍ରତି ସଚେଟ ରୁହନ୍ତୁ । ଖାଦ୍ୟ ପିଇବା ଉପରେ ସଂଯମତା ରଖନ୍ତୁ । କିଛି ଭଲ ଲୋକମାନଙ୍କ ସହ ସାକ୍ଷାତ ହେବ । ଦୀର୍ଘକାଲୀନ ଯୋଜନା ଉପରେ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଭଲ ଅଟେ । କଥାବାର୍ତ୍ତା କରିବା ସମୟରେ କାହା ସହିତ ବି ଉଗ୍ରତାପୂର୍ଣ ଭାଷାର ପ୍ରୟୋଗ କରନ୍ତୁ ନାହିଁ । କାହାକୁ ବି କରଜ ଦିଅନ୍ତୁ ନାହିଁ । ବ୍ୟବସାୟ ହେତୁ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରାନ୍ତି । ପ୍ରବାସ କରିବା ସମୟରେ ସାବଧାନ ରୁହନ୍ତୁ । ଯଦି ଆପଣ ଅନ୍ୟ ଲୋକଙ୍କ ଭଲ କରିବେ ତେବେ ଭଗବାନ ଆପଣଙ୍କ ଭଲ କରିବେ ।
ବିଚ୍ଛା
ଆଜି ନକାରାତ୍ମକ ବିଚାର ଗୁଡିକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ଆକସ୍ମିକ ବ୍ୟୟ ହେବାର ସଂକେତ ମିଳିବ । ଆର୍ଥିକ ଲାଭ ମିଳିବ । ନୂଆ କାର୍ଯ୍ୟରେ ସଫଳତା ହେବ । ନବଯୁବକମାନଙ୍କୁ ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତ ହେବ । ମନ ଲଗାଇ କୌଣସି କାମ କରିବା ଠାରୁ ଜଲ୍ଦି ଆପଣଙ୍କୁ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହେବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇପାରର ।
ଧନୁ
ଆଜି ଆପଣ ସମ୍ପତ୍ତି ଉପରେ ନିବେଶ କରି ପାରାନ୍ତି । ନୂଆ ଗାଡି କ୍ରୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ପରିବାର ସମ୍ବନ୍ଧିତ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଅନ୍ୟ ପାରିବାରିକ ସଦସ୍ୟମାନଙ୍କ ସହଯୋଗ ଦ୍ଵାରା ଆପଣ ସମସ୍ୟାର ସମଧାନ କରିବାରେ ସଫଳ ରହିବେ । ନିଜର ଊର୍ଜାର ବ୍ୟବହାର କଷ୍ଟରେ ପଡିଥିବା ମଣିଷଙ୍କ ପାଇଁ କରିବେ । ଅଚାନକ ଆପଣଙ୍କୁ ବଡ ଖୁସି ଖବର ମିଳିପାରେ ।
ମକର
ବିଜନେସ କରୁଥିବା ଲୋକମାନଙ୍କ ଫସିଥିବା ଟଙ୍କା ଫେରି ପାଇବେ । ସମ୍ପତ୍ତି ସହ ଜଡିତ ମାମଲା ହୋଇଯିବ ସମଧାନ । ସ୍ୱାସ୍ଥ୍ୟ ଉପରେଧ୍ୟାନ ଦିଅନ୍ତୁ । ଯେଉଁ ସମସ୍ୟା ଆପଣଙ୍କୁ ଚିନ୍ତିତ କରା ଯାଉଛି, ତାକୁ ସମଧନ କରିବା ପାଇଁ ଚେଷ୍ଟା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ କାହାର ଦୁର୍ବ୍ୟବହାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ ଓ ପ୍ରତିକ୍ରିୟା କରନ୍ତୁ ନାହିଁ । ଯୁବକମାନଙ୍କୁ ସଫଳତା ମିଳିବ ।
କୁମ୍ଭ
ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ହେବ ଓ ପାର୍ଟନରଶିପ ଦ୍ଵାରା ବ୍ୟାପାରରେ ଆପଣଙ୍କୁ ବଡ ଲାଭ ହୋଇପାରେ । ଶିକ୍ଷକମାନଙ୍କ ପାଇଁ ଆସନ୍ତା ସମୟ ଶୁଭ ରହିବ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ଶତ୍ରୁଙ୍କ ଦ୍ଵାରା ସମସ୍ୟା ରହିପାରେ । ଆପଣଙ୍କ କାର୍ଯ୍ୟ ଓ ପରିଶ୍ରମ ଉପରେ ଲୋକମାନେ ନଜର ପକାଇବେ ଓ ଆପଣଙ୍କୁ କିଛି ଟଙ୍କା ଲାଭ ମିଳିପାରେ । ଆର୍ଥିକ ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ଶୁଭ ଦିନ ଅଟେ ।
ମୀନ
ଆଜି କୌଣସି ବଡ କାର୍ଯ୍ୟ କରିବା ଦ୍ଵାରା ପ୍ରଥମେ ମାତା ପିତାଏନକେ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନରର ଆନନ୍ଦମୟ ସ୍ଥିତି ଆସିବ । ନିଜର ମନକୁ ଶାନ୍ତି ରଖନ୍ତୁ । ଆପଣ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ । କୌଣସି ଖାସ ମିତ୍ର ତରଫରୁ ବିଶ୍ଵାସଘାଟ ମିଳିପାରେ । ନିଜର କାର୍ଯ୍ୟରେ ନିଜର ସମ୍ପର୍କୀୟଙ୍କ ସହିତ ମିଶି କାର୍ଯ୍ୟ କରିବେ । ପ୍ରତିଦିନ ନିଜର ରାଶି ସମ୍ବନ୍ଧୀୟ ତଥ୍ୟ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।