ରାଶିଫଳ 18 ମାର୍ଚ୍ଚ 2020, ଭଗବାନ ଗଣେଶଙ୍କ କୃପାରୁ ଏହି ୫ଟିରାଶିର ଅଟକି ରହିଥିବା ସବୁ କାର୍ଯ୍ୟ ପୁରା ହେବ, ଟଙ୍କା ଓ ସମ୍ପତ୍ତିରେ ଲଗାତାର

ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଦେଖିବାକୁ ଗଲେ ରାଶିଫଳ ମାଧ୍ୟମରେ ଆପଣ କୌଣସି ବ୍ୟକ୍ତିର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଆଜି ଆମେ ଆପଣଙ୍କୁ 17 ମାର୍ଚ୍ଚ ୨୦୨୦ର ରାଶିଫଳ ବିଷୟରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିବା କଣ ରହିଛି ଆପଣଙ୍କ ପାଇଁ ଆଜିର ଦିନରେ ।

ମେଷ

ଆଜି ଆପଣଙ୍କ ଜୀବନରେ ଖୁସିର ନୂଆ ସକାଳ ଆସିବ । ଆଜିର ଦିନ ବହୁତ ହିଁ ଭଲ ରହିବ । ଆଜିର କିଛି ଅନୁଭବରୁ ଆପଣଙ୍କୁ କିଛି ନୂଆ ଶିକ୍ଷା ମିଳିବ । ଆପଣଙ୍କ ପୁରା ଦିନ ଯାତ୍ରାରେ ବିତିବ । ମନରେ ଥିବା ପାର୍ଟନର ଆପଣଙ୍କୁ ଆଜି ମିଳିପାରେ । କୌଣସି ବଡ ଖୁସି ଖବର ମିଳିପାରେ । ମନ ମଧ୍ୟରୁ କରିଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆପଣଙ୍କ ବିଚାରକୁ ପ୍ରଶଂସା ମିଳିବ ।

ବୃଷ

ଆଜି ବାହାରକୁ ବାହାରି ନିଜର ରଚନାତ୍ମକ ପ୍ରତିଭାକୁ ବ୍ୟକ୍ତ କରିବା ପାଇଁ ଏକ ଭଲ ଦିନ ଅଟେ । ଆପଣଙ୍କ ଉପରେ ଦାୟିତ୍ଵ ବଢିବ । କିନ୍ତୁ ଆପଣ ତାକୁ ପୁରା କରିବାରେ ଅସଫଳ ହେବେ । ପରିବାରର ସମ୍ପର୍କୀୟଙ୍କ ସହିତ କୌଣସି ବିଶେଷ କଥାକୁ ନେଇ ଚର୍ଚା କରିବେ । ପ୍ରତ୍ୟକ ଅଟକିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ମାତାଙ୍କ ଅସିମ କୃପା ଆପଣଙ୍କ ଆର୍ଥିକ ସ୍ଥିତିକୁ ଠିକ କରିଦେବ । କଳାକାର ମାନଙ୍କୁ ବିଶେଷ ଅବସର ମିଳିପାରେ ।

ମିଥୁନ

ଆଜି ଆପଣଙ୍କ ବ୍ୟାପାରରେ ପ୍ରଗତି ହେବ । ମାନସିକ ସ୍ତରରେ ଆପଣ ମଜବୁତ ହେବେ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ରୋଜଗାରକୁ ନେଇ ଚାଲୁଥିବା କଥାବାର୍ତ୍ତା ଏକ ଭଲ ସ୍ଥିତିରେ ଆସିପାରେ । ଧର୍ଯ୍ୟ ରଖନ୍ତୁ । ସବୁ କ୍ଷେତ୍ରରେ ବୁଝି ସୁଝି ଆଗକୁ ବଢନ୍ତୁ । ଭାଇ ବନ୍ଧୁ ଓ ପଡୋଶୀମାନଙ୍କ ସହିତ ଭଲ ସମ୍ବନ୍ଧ ରହିବ । ଘରର ବାତାବରଣ ପ୍ରଫୁଲ୍ଲିତ ରହିବ । ଖର୍ଚ ଉପରେ ସଂଯମତା ରଖିବା ଅତି ଆବଶ୍ୟକ ଅଟେ ।

କର୍କଟ

ଆଜି ଆପଣ ମାନସିକ ରୂପରେ ଅଳ୍ପ କମଜୋର ଅନୁଭବ କରିବେ । ଆଜି ଆପଣ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ନୂଆ ବନ୍ଧୁ ହେବେ, ଯାହାଙ୍କ ଠାରୁ ଲାଭ ମିଳିବାର ସମ୍ଭାବନା ଅଛି । ଅତ୍ୟଧିକ ଖର୍ଚ ଉପରେ ଅଙ୍କୁଶ ଲଗାନ୍ତୁ । ବାଦ – ବିବାଦ ଠାରୁ ଦୂରରେ ରୁହନ୍ତୁ ଓ ଶାନ୍ତିର ସହ ନିଜର ଦିନକୁ ଅତି ବାହିତ କରନ୍ତୁ । ଟଙ୍କା ଓ ସମ୍ପତ୍ତିରେ ଲଗାତାର ବୁଦ୍ଧି ହେବ । ଆର୍ଥିକ ସ୍ଥିତି ବହୁତ ଜଲ୍ଦି ମଜବୁତ ହେବ ।

ସିଂହ

ଆଜି ଆପଣଙ୍କ ଦାୟିତ୍ଵ ବଢିବ । କାହାକୁ ବି ଟଙ୍କା ଧାର ଦିଅନ୍ତୁ ନାହିଁ । କିଛି କାମରେ ବାଧା ଉତ୍ପନ୍ନ ହୋଇପାରେ । ଯେଉଁ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି । ଆକସ୍ମିକ ଧନ ଲାଭ ହେବ । କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହୋଇପାରେ । କୌଣସି ବଡ ନିଷ୍ପତି ନେବେ ତ ବିଚାର ବିମର୍ଶ କରି ନିଅନ୍ତୁ । ଭୌତିକ ସୁଖ ସୁବିଧାରେ ବୁଦ୍ଧି ହେବ ।

କନ୍ୟା

ଆଜି ଆପଣଙ୍କ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ଆସିବ । ହାତକୁ ନେଇଥିବା କାର୍ଯ୍ୟ ସମୟ ଉପରେ ପୁରା ନ ହେବା ଦ୍ଵାରା ନିରାଶ ହେବେ । ଆପଣଙ୍କୁ ବିଳାସପୂର୍ଣ ଜୀବନର ଅବସର ମିଳିବ । ବାଣୀ ଉପରେ ସଂଯମତା ରଖନ୍ତୁ । ମାତା ପିତାଙ୍କ ଠାରୁ ଆର୍ଥିକ ସହଯୋଗ ମିଳିବ । ବୈବାହିକ କାର୍ଯ୍ୟରେ ଆଗକୁ ଆସି ଅଂସ ଗ୍ରହଣ କରିବେ । ଆପଣଙ୍କ ଘରର ବାତାବରଣରେ କିଛି ଚେଞ୍ଜେସ ଆସିପାରେ ।

ତୁଳା

ଆଜି ଆପଣ ନୂଆ ମିତ୍ର କରିବେ । ଯେଉଁମାନଙ୍କ ମିତ୍ରତା ଆପଣଙ୍କ ଭବିଷ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହେବ । ମଙ୍ଗଳମୟ ଅବସର ପ୍ରାପ୍ତ ହେବ । ଅଧିକ ଚିନ୍ତା କରିବା ଦ୍ଵାରା ମନ ବିଚଳିତ ହୋଇପାରେ । ବନ୍ଧୁମାନଙ୍କ ସହିତ ପ୍ରବାସର ଆୟୋଜନ କରିବେ । ସନ୍ତାନ ଓ ପତ୍ନୀଙ୍କ ତରଫରୁ ଶୁଭ ସମଚାର ମିଳିବ । ଅଧିକ ଚିନ୍ତା କରନ୍ତୁ ନାହିଁ । ଜୀବନରେ ଏକ ବଡ ସତ୍ୟକୁ ଆପଣ ଆଜି ସ୍ଵୀକାର କରିବେ ।

ବିଚ୍ଛା

ଆଜି ଲେଖିବା କ୍ଷେତ୍ରରେ ଆପଣଙ୍କ ରୁଚି ବଢିବ । ଧନ ସମ୍ବନ୍ଧିତ ବ୍ୟବସ୍ଥିତ କାର୍ଯ୍ୟର ଆୟୋଜନ କରିବେ । ଚାକିରିରେ ଆପଣଙ୍କ କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ପ୍ରମୋଶନ ମିଳିବାର ଯୋଗ ଅଛି । ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ । ଜୀବନସାଥିଙ୍କୁ ସମୟ ଦିଅନ୍ତୁ ଓ ତାକୁ ବୁଝିବାକୁ ପ୍ରୟାସ କରନ୍ତୁ । ଯୁବକମାନଙ୍କୁ ରୋଜଗାରର ନୂତନ ଅବସର ମିଳିବ ।

ଧନୁ

ଆଜି ଆପଣଙ୍କୁ ନିଜର ଜୀବିକା କ୍ଷେତ୍ରରୁ ଲାଭ ମିଳିବ । କୌଣସି ବ୍ୟକ୍ତିଙ୍କ ଠାରୁ ଆଜି ଆପଣ ଉପଦେଶ ନେଇ ପାରନ୍ତି । ଆପଣଙ୍କୁ ଯେଉଁ କାମ ବି କରିବାକୁ ଦିଆଯିବ ତାକୁ ପୁରା ହୃଦୟର ସହ କରନ୍ତୁ । ସାମାଜିକ ପ୍ରସଙ୍ଗରେ ବନ୍ଧୁ ବାନ୍ଧବ ଓ ମିତ୍ରଙ୍କ ସହିତ ଆପଣଙ୍କ ସମୟ ଆନନ୍ଦପୂର୍ବକ ବିତିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ସାମାନ୍ୟ ରହିପାରେ । କାର୍ଯ୍ୟ ପ୍ରତି ଆପଣଙ୍କ ନିଷ୍ଠା କମ ରହିବ ।

ମକର

ଆଜି ପରିବାରକୁ ଖୁସି କରି ପାରିବେ ନାହିଁ । ତାଙ୍କୁ ବୁଝିବାକୁ ଓ ତାଙ୍କ ନଜରରେ ଜିନିଷକୁ ଦେଖିବାକୁ ଚେଷ୍ଟା କରନ୍ତୁ, ଭଲ ପରିଣାମ ମିଳିବ । ନୂଆ ଜାଗାରେ ନିବେଶ କରିବା ପାଇଁ ଆପଣଙ୍କ ଉତ୍ସାହ ବଢିବ । ଅଚାନକ ଭଲ ଲାଭ ମିଳିପାରେ । କୌଣସି ବି ନିଷ୍ପତି ନେବା ପୂର୍ବରୁ ଅଳ୍ପ ଚିନ୍ତା କରନ୍ତୁ । ବ୍ୟବସାୟିକ ଯାତ୍ରା ଦ୍ଵାରା ଲାଭ ମିଳିବ । ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

କୁମ୍ଭ

ଆଜି ଆପଣଙ୍କ ଭାଗ୍ୟର କବାଟ ଖୋଲିବାର ଅଛି । ଏହି ସମୟରେ ଆପଣଙ୍କ ଆମଦାନୀ ବଢିବ ଓ ଧନ ଲାଭ ହେବା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ପୁରୁଣା ବନ୍ଧୁଙ୍କ ଉପରେ ବିଶ୍ଵାସ ରଖନ୍ତୁ । ବ୍ୟବସାୟିକ ଯୋଜନା ସଠିକ ରୂପରେ କାମ କରିବ । ପରିବାରର ସମସ୍ତ ସମସ୍ୟା ଅତି ସହଜରେ ସମଧାନ ହୋଇଯିବ । ସୃଜନାତ୍ମକ ଗତିବିଧିରେ ରୁଚି ବଢିବ ।

ମୀନ

ଆଜି ଆପଣ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବେ । ନୂଆ କାମ ଆରମ୍ଭ କରି ପାରାନ୍ତି । ସୂଚନାର ଆଦାନ ପ୍ରଦାନ ବଢିବ । ଧର୍ମ ସଂସ୍କାରକୁ ବଳ ମିଳିବ । ଭାଗ୍ୟର ପ୍ରବଳତା ରହିବ । ପାଣି ଠାରୁ ଦୂରେଇ ରୁହନ୍ତି । ପାରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ସୁଖ ଶାନ୍ତି ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ସବୁଦିନ ଏହି ସମୟରେ ନିଜ ରାଶି ସମ୍ବନ୍ଧରେ ଜାଣିବା ପେଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *