ରାଶିଫଳ 16 ଏପ୍ରିଲ 2020, ଆଜିର ଦିନ ଏହି ୫ଟି ରାଶିଙ୍କ ପାଇଁ ରହିବ ଖାସ, ପୁରା ହେବ ମନ ଚାହୁଁଥିବା ଇଚ୍ଛା, ଆଜି ଶାନ୍ତିପୂର୍ଣ ଭାବେ

ଗ୍ରହ ମାନଙ୍କର ଚଳନ ଏବଂ ଆମର ଜନ୍ମ ସମୟକୁ ନେଇ ଆମ ମାନଙ୍କର ରାଶିଫଳ ଧାର୍ଯ୍ୟ କରାଯାଇଥାଏ । ଏହା ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶିଫଳ ଦ୍ଵାରା ଆମେ ଆମର ଭବିଷ୍ୟତ ବିଷୟରେ ଜାଣି ପାରିଥାଉ । ଗ୍ରହ ତାଙ୍କର ଚଳନ ପରିବର୍ତ୍ତନ କଲେ ଆମ ରାଶିଫଳ ରେ ବି ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ ଆମ ମାନଙ୍କର ସବୁ ଦିନ ସମାନ ନଥାଏ । ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବୁ ଯାହା ପାଇଁ ଆଜିର ଦିନଟି ବହୁତ ଖାସ ଅଛି ଏବଂ ସେମାନେ ଚାହୁଁ ଥିବା ସବୁ ଇଚ୍ଛା ତାଙ୍କର ପୂରଣ ହେବ । ଆସନ୍ତୁ ଜାଣିବା ଆଜି କେମିତି କଟିବ ଆଜି ବାରଟି ରାଶିର ଦିନ ।

ମେଷ

ଆଜି ଆପଣ ସକାରାତ୍ମକ ରହିବେ ଏବଂ ଆପଣଙ୍କର ଦିନ ଭଲ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥା ଦେବା କାରଣରୁ ଆପଣଙ୍କର ସବୁ ସମସ୍ୟା ସମାଧାନ ହୋଇଯିବ । ନିବେଶ ମାମଲାରେ ଆପଣଙ୍କୁ ସତର୍କ ରହିବାକୁ ହେବ । ପ୍ରେମ ସବନ୍ଧ ପାଇଁ ଆଜିର ଦିନଟି ଭଲ ଅଛି । ପରିବାରକୁ କୌଣସି ନୂଆ ସଦସ୍ୟ ଆସି ପାରନ୍ତି । ଯିଏ ଆପଣଙ୍କ ପ୍ରତିଷ୍ଠା ପାଇଁ ବାଧା ସୃଷ୍ଟି କରୁଛି ତା ଠାରୁ ଦୂରେଇ ରୁହନ୍ତୁ । ଭାଇ ବନ୍ଧୁ ଙ୍କ ଭିତରେ ଜମିବାଡି କୁ ନେଇ ବିବାଦ ହୋଇ ପାରେ ।

ବୃଷ

ଆପଣଙ୍କ ମନରେ ଆଶା ନିରାଶା ର ମିଶ୍ରିତ ଭାବ ରହିବ । ପିତା ଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କୁ କାମରେ ସଫଳତା ମିଳିବ । ଦୂରକୁ ଯାତ୍ରା କରି ପାରନ୍ତି । ପରିବାର ଲୋକଙ୍କର ସହଯୋଗ ମିଳିବ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରିବେ ଏବଂ ସେଥିରେ ସଫଳ ମଧ୍ୟ ହେବେ । ପ୍ରେମୀ ଯୋଡି ଙ୍କୁ ଆଜି ସତର୍କ ରହିବା ପାଇଁ ହେବ । ଆଜି ଘରେ କିଛି ପରିବର୍ତ୍ତନ ହୋଇପାରେ ।

ମିଥୁନ

ଏହି ରାଶି ଲୋକଙ୍କ କଥାରେ କଠୋରତା ର ପ୍ରଭାବ ହେଇ ପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆପଣଙ୍କର ଆଗ ଚଲା ହୋଇ କହିବାର ସ୍ଵଭାବ ଆଲୋଚନାର କାରଣ ହୋଇ ପାରେ । ଭାଇ ବନ୍ଧୁ ଙ୍କ ପ୍ରତି ପ୍ରେମ ବଢିବ । ବ୍ୟବସାୟରେ ପ୍ରଗତି ଦିଗରେ ଆଗକୁ ବଢିବେ । ଆଜି କମ କହି ଅଧିକ କାମ କରନ୍ତୁ ଏହା ଆପଣଙ୍କ ପାଇଁ ଭଲ ହେବ । ଆଜି କେବଳ ଭାବି ବିଚାରୀ କରିଥିବା ନେବେଶ ଲାଭକାରୀ ହେବ ଏଥିପାଇଁ ଆପଣଙ୍କର ପରିଶ୍ରମର କମାଇ ଭାବି ଚିନ୍ତି ଲଗାନ୍ତୁ ।

କର୍କଟ

ଆଜି ଏହି ରାଶିର ଲୋକ ବହୁତ ବ୍ୟସ୍ତ ରହିବେ । ଆଜି ପାଠ ପଢିବାରେ ମନ ଲାଗିବ ନାହିଁ । ପାଦରେ କଷ୍ଟ ଅନୁଭବ କରିବେ । ରାଗିବା କାରଣରୁ କାମ ବିଗିଡି ଯାଇ ପାରେ । ଜୀବନସାଥିଙ୍କ ପାଇଁ ବହୁତ ଖର୍ଚ କରି ପାରନ୍ତି । ଅନ୍ୟ ଲୋକଙ୍କୁ ଆଜି ଆପଣ ନିଜ ଆଡକୁ ଆକର୍ଷିତ କରିବେ । ମାନସିକ ଚାପ ପରେ ବି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆଜି କିଛି ଖରାପ କାମ କରନ୍ତୁ ନାହିଁ ଯାହା ପାଇଁ ଆପଣଙ୍କୁ ପରେ ପସ୍ତେଇବାକୁ ପଡିବ ।

ସିଂହ

ଆଜି ଆପଣଙ୍କର ନିଜ ଜୀବନସାଥୀ ଙ୍କ ସହିତ ଝଗଡା ହୋଇ ଥିବାରୁ ଆପଣ ଅଶାନ୍ତି ଅନୁଭବ କରିବେ କିନ୍ତୁ ସନ୍ଧ୍ୟା ଭିତରେ ସବୁ କିଛି ଠିକ ହୋଇ ଯିବ । ମନ ଚଞ୍ଚଳ ରହିବ । ଆଜି ଶାନ୍ତିପୂର୍ଣ ଭାବେ ଆଗକୁ ବଢନ୍ତୁ । ସରକାରୀ ଲାଭ ମିଳିପାରେ । ଆପଣ ଅସୁସ୍ଥତା ଅନୁଭବ କରି ପାରନ୍ତି । ଆଜି ଅଧିକାଂଶ ସମୟ କିଣା କିଣି କରିବାରେ ଯିବ ।

କନ୍ୟା

ଲଭ ଲାଇଫ ପାଇଁ ଆଜିର ଦିନ ଅନୁକୂଳ ଅଛି । ଆପଣଙ୍କର ପରିଶ୍ରମ ଆପଣଙ୍କୁ ଉର୍ଣ୍ଣତି ମାର୍ଗରେ ନେଇ ଯିବ । ଆଜି କାହା ସହିତ ବି ଝଗଡା କରନ୍ତୁ ନାହିଁ । ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ । ରାଗରେ କହିଦେଇ ଥିବା କଥା ପାଇଁ ଆପଣ ଆଲୋଚନାର ଶିକାର ହୋଇ ପାରନ୍ତି । କଥାବାର୍ତା ଦ୍ଵାରା ସମ୍ପର୍କରେ ସୁଧାର ଆଣନ୍ତୁ ।

ତୁଳା

ଆଜି ଗରିବ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ଆପଣ ଖୁବ ଶୀଘ୍ର ଉର୍ଣ୍ଣତିରେ ସଫଳତା ହାସଲ କରିବେ । କାହା କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣ ନିଜ ଖୁସି ନୁ ଅନ୍ୟ ସହିତ ଶେୟାର କରନ୍ତୁ ଏହାଦ୍ବାରା ଆପଣଙ୍କର ଦେହ ଭଲ ରହିବ । ବନ୍ଧୁ ଏବଂ ଭାଇ ଙ୍କ ଠାରୁ ସହଯୋଗ ମିଳିପାରେ ।

ବିଛା

ଆଜି ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ଆଜିର ଦିନଟି ବହୁତ ଖୁସିରେ କଟିବ । ନିଜର ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିତ୍ବରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ । କ୍ୟାରିୟର ପାଇଁ ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ । ଅଧା ଥିବା କାମ ପୁରା ହୋଇପାରେ । କିଛି ଘରୋଇ ସମସ୍ୟାର ସାମନା କରିବାକୁ ପଡିପାରେ । ଭୁଲ ବୁଝାବଣା ପାଇଁ ଆପଣଙ୍କ ସମ୍ପର୍କ ଠିକ ହୋଇ ନଥିବାରୁ ତାହା ଆଜି ଦୂର ହୋଇ ପାରେ ।

ଧନୁ

ଆଜି କିଛି ଖାସ କାମ ପାଇଁ କୌଣସି ଅନୁଭବି ଲୋକଙ୍କର ସାହାଯ୍ୟ ନେବା ଆପଣଙ୍କ ପାଇଁ ଠିକ ରହିବ । ନିଜର ବ୍ୟକ୍ତିତ୍ଵ ଏବଂ ରୂପ ରଙ୍ଗ କୁ ଭଲ କରିବା ପାଇଁ ଚେଷ୍ଟା ସନ୍ତୋଷଜନକ ପ୍ରମାଣିତ ହୋଇପାରେ । ବ୍ୟକ୍ତିଗତ ସମସ୍ୟା ହୋଇପାରେ । ପରିବାର ବାତାବରଣ ବିଗିଡି ଯାଇ ପାରେ । କାମରେ ଅସଫଳତା ମନରେ ନିରାଶ ଆଣିବ ।

ମକର

ଆଜି ଆପଣ କାହାର ବି ସାହାଯ୍ୟ ବିନା ଆପଣ ନିଜ ଚେଷ୍ଟାରେ ସଫଳତା ପାଇ ପାରିବେ । ଯଦି ଆପଣଙ୍କର କିଛି କାମ ଧନ ପାଇଁ ଅଧାରେ ରହିଥାଏ ତାହେଲେ ସେହି କାମ ପୂରଣ ହେବ । ଆପଣଙ୍କର ସବୁଠାରୁ ବଡ ସ୍ଵପ୍ନ ପୁରା ହୋଇପାରେ । ଆପଣ ଆଜି କିଛି ସରକାରୀ ଚାକିରି ପାଇ ପାରନ୍ତି । ଆଜି ଆପଣ ନିଜ ବନ୍ଧୁଙ୍କୁ ସାହାଯ୍ୟ କରିପାରନ୍ତି । ବାପା ମାଆ ଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

କୁମ୍ଭ

ଆଜି ଆପଣ ଖୋଲା ମନ ଏବଂ ପୁରା ଉତ୍ସାହର ସହିତ ସମସ୍ତଙ୍କ କଥା ଶୁଣି କାମ କରିବେ । ଆୟ ବଢିବ । ପରିବାର ସହିତ ମନୋରଞ୍ଜନ କାମରେ ଭାଗ ନେବେ । ସକାରାତ୍ମକ ବିଚାରକୁ ମନକୁ ଆଣନ୍ତୁ ଏବଂ ନକରାତ୍ମକ ବିଚାରକୁ ନିଜ ଠାରୁ ଦୂରେଇ ଦିଅନ୍ତୁ । ଚାକିରିରେ ଆପଣଙ୍କୁ ପ୍ରମୋଶନ ମିଳିବ । ଆଜି ଆପଣଙ୍କର ଅଧିକ ଖର୍ଚ ହେବ ।

ମୀନ

ଆଜି ଆପଣଙ୍କ ବ୍ୟବସାୟରେ ସହଯୋଗ ମିଳିବା ସହିତ ଲାଭ ବି ମିଳିବ । ବିବାଦ ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ମହତ୍ଵପୂର୍ଣ ମାମଲା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆଜି ଆପଣ କିଛି ଭଲ ଖବର ପାଇ ପାରନ୍ତି । କୌଣସି କଥାର ଅଜଣା ଭୟ ଆଜି ଆପଣଙ୍କୁ ଭୟବିତ କରିବ । ଘରର କାମ କରି ଆଜି ଆପଣ ଥକା ଅନୁଭବ କରି ପାରନ୍ତି । କାର୍ଯ୍ୟକ୍ଷେତ୍ର ରେଆପଣଙ୍କୁ ଟିକେ ଅସୁବିଧାର ସାମାନା କରିବାକୁ ପଡିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *