ସୋମବାରର ରାଶିଫଳ 15 ଜୁନ 2020, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 6ଟି ରାଶି ଉପରେ, ଭାଗ୍ୟରେ ହେବ ବଡ ପରିବର୍ତ୍ତନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 15 ଜୁନ 2020 ସୋମବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ଟଙ୍କା ରୋଜଗାର କରିବାର କିଛି ସୁଯୋଗ ମିଳିପାରେ । କୌଣସି ବନ୍ଧୁଙ୍କ ସହିତ ଭେଟ ହୋଇ ପାରେ । ଅନ୍ୟ କଥା କୌଣସି କାମ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ସମସ୍ତ ପ୍ରକାର ଖର୍ଚ ଏବଂ ଅର୍ଥକୁ ଯାଞ୍ଚ କରନ୍ତୁ । ବେରୋଜଗାର ଲୋକଙ୍କୁ ରୋଜଗାର କରିବାର ମାଧ୍ୟମ ମିଳିବ । ପାଖ ସ୍ଥାନକୁ ଯାତ୍ରା କରି ପାରନ୍ତି ।

ବୃଷ

ଆଜି ଆପଣ ଶତ୍ରୁକୁ ପରାସ୍ତ କରିବାରେ ସକ୍ଷମ ହେବେ । ବୈବାହିକ ଜୀବନରେ ମଧୁର ସମ୍ପର୍କ ରହିବ । ସନ୍ତାନଙ୍କ ପ୍ରତି ଦୁଖୀ ହୋଇ ପାରନ୍ତି । ଆର୍ଥିକ କାର୍ଯ୍ୟରେ ବୃଦ୍ଧି ହେବ । ଆଜି ଆପଣଙ୍କୁ ଏକ ଖୁସି ଖବର ମିଳିବ ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆଜି ଆପଣ ଟିକେ ଚାପ ଅନୁଭବ କରି ପାରନ୍ତି । ଅତ୍ୟଧିକ କାମ ପାଇଁ ଚାପ ବଢିପାରେ । ଆର୍ଥିକ ସ୍ତରରେ ବୃଦ୍ଧି ଆସିବ । ସମ୍ପତ୍ତି ସବନ୍ଧିତ ମାମଲାରେ ଭଲ ଖବର ମିଳିବାର ସମ୍ଭାବନା ଅଛି ।

ମିଥୁନ

ବ୍ୟବସାୟରେ କରିଥିବା ନିବେଶ ଆଜି ଆପଣଙ୍କୁ ବହୁତ ବଡ ଲାଭ ଦେଇ ପାରେ । ପରିଶ୍ରମ ଦ୍ଵାରା ଆପଣ ନିଜ ବାଧାକୁ ଦୂର କରି ପାରିବେ । ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ସନ୍ତାନ ମାନଙ୍କ ଠାରୁ ଖୁସି ମିଳିବ । ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ହୋଇ ପାରନ୍ତି । ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ରହିବ ଏବଂ ଆପଣଙ୍କୁ ଟଙ୍କା କମାଇବାର ବହୁତ ଭଲ ସୁଯୋଗ ମଧ୍ୟ ମିଳିବ ।

କର୍କଟ

ଆଜି ଗାଈଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ଆପଣଙ୍କ ପ୍ରେମ ସବନ୍ଧରେ ମଧୁରତା ଆସିବ । ପ୍ରେମ କରୁଥିବା ଯୋଡିଙ୍କ ପାଇଁ ଆଜିର ଦିନ ବହୁତ ଭଲ ଅଛି । ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବେପାର ଏବଂ ବ୍ୟବସାୟ ଲାଭଦାୟକ ହେବ । ଆୟ ବୃଦ୍ଧି ହେବ । ଚାକିରିରେ କାର୍ଯ୍ୟ ଭାର ବଢିବ । ଆପଣଙ୍କୁ ନିଜ ଜୀବନରେ ବଡ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ମାନ ସଂମ୍ମାନ ବଢିବ । ଧନ ହାନୀ ହେବାର ସମ୍ଭାନବା ହୋଇ ପାରେ । ଘରୋଇ ସ୍ତରରେ କରାଯାଇ ଥିବା ବରିବର୍ତ୍ତନ ସମସ୍ତକୁ ପସନ୍ଦ ଆସିବାର ଆଶା ଅଛି ।

ସିଂହ

ଆଜି କିଛି ବି ନିବେଶ କରିବା ପୂର୍ବରୁ ସେହି ବ୍ୟକ୍ତି ବିଷୟରେ ଭଲ ଭାବରେ ଜାଣିବା ଦରକାର । ଘରେ ଏବଂ ବାହାରେ ଖୁସି ରହିବେ । କାରବାରରେ ସାବଧାନ ରୁହନ୍ତୁ । କ୍ଷତ କିମ୍ବା ରୋଗ ପାଇଁ କଷ୍ଟ ଅନୁଭବ କରି ପାରନ୍ତି । ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ଧନ ଏବଂ ସଂମ୍ମାନ ଉଭୟ ହାନୀ ହୋଇ ପାରେ । ଉପଯୋଗୀ ଜିନିଷ ପାଇଁ ଅଧିକ ଖର୍ଚ ହୋଇ ପାରେ । ନିଜର ପ୍ରିୟଜନଙ୍କ ଭାବନା ପ୍ରତି ସଂବେଦନଶୀଳ ରହିବା ଆପଣଙ୍କ ପାଇଁ ଜରୁରୀ ଅଟେ ।

କନ୍ୟା

ଆଜି ଆପଣଙ୍କର ସବୁ ଅଟକି ଥିବା କାମ ଏବଂ ବିଗିଡି ଯାଇ ଥିବା କାମ ପୂରଣ ହେବା ଦ୍ଵାରା ଆପଣ ବହୁତ ଖୁସି ରହିବେ । ଆଜିର ଦିନ ଏହି ରାଶିର ଲୋକଙ୍କ ପାଇଁ ଭଲ ଅଟେ । କିଛି ନିଷ୍ପତ୍ତି ଆପଣଙ୍କୁ ସାବଧାନର ସହିତ ନେବାକୁ ପଡିବ । ଆପଣଙ୍କ ସହିତ କାମ କରୁଥିବା ଲୋକ ଏବଂ ପରିବାର ଲୋକ ସମସ୍ୟାର ପରିସ୍ଥିତି ସୃଷ୍ଟି କରି ପାରନ୍ତି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।

ତୁଳା

ଆଜି କିଛି ନୂଆ କାମ କରିବା ପାଇଁ ପ୍ରେରିତ ହେବେ । ଯଦି ଆପଣ ନିଜ ଜୀବନରେ କୌଣସି ପ୍ରକାରର ପରିବର୍ତ୍ତନ ଆଣିବା ପାଇଁ ଚାହୁଁଛନ୍ତି ତାହେଲେ ବହୁତ ଶୀଘ୍ର ପଦକ୍ଷେପ ନେଲେ ଆପଣଙ୍କ ପାଇଁ ଲାଭ ହେବ । ଆପଣଙ୍କୁ ସଂମ୍ମାନ ମିଳିବ । ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇ ଯାଇଛି । ପ୍ରିୟଜନଙ୍କ ସହିତ ସଫଳତା ବାଣ୍ଟିବେ । ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ପରିବାରର ସାହାଯ୍ୟରେ ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ ଅଗ୍ରଗତି ହେବ । ସମସ୍ତକୁ ଭାବିବିଚାରୀ କଥା କୁହନ୍ତୁ । ସାବଧାନତାର ସହ ଗାଡି ଚଲାନ୍ତୁ ।

ବିଛା

ଆଜି ଆପଣ ଆପଣଙ୍କର ମନ ପରିବର୍ତ୍ତନ କରିବା ପାଇଁ ସାମାଜିକ ସମାବେଶର ସାହାଯ୍ୟ ନେବେ । ଅଟକି ଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ । କୌଣସି କାମ ପାଇଁ କରିଥିବା ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ । କୌଣସି ଅଚିହ୍ନା ଲୋକଙ୍କ ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । କୌଣସି ପ୍ରକାର ଝଗଡାରେ ପଡନ୍ତୁ ନାହିଁ । ବିପଦ କାମ ଠାରୁ ଦୂରେଇ ରୁହନ୍ତୁ । କୌଣସି ନୂତନ କାମ କିମ୍ବା ନୂତନ ଯୋଜନାକୁ ବୁଝି ବିଚାରି ଏବଂ ସମ୍ପୂର୍ଣ ପ୍ରସ୍ତୁତି ସହିତ ଆରମ୍ଭ କରନ୍ତୁ । କୌଣସି ବଡ ଯୋଜନା ମାଧ୍ୟମରେ କେହି ଆପଣଙ୍କ ଧ୍ୟାନ ଆକର୍ଷିତ କରି ପାରନ୍ତି ।

ଧନୁ

ଆପଣଙ୍କର ଅଟକି ଥିବା ସବୁ କାମ ପୁଣିଥରେ ଆରମ୍ଭ ହେବ । କିଛି ପୁରୁଣା ବନ୍ଧୁଙ୍କ ସହିତ ଯୋଗାଯୋଗ କରି ପାରନ୍ତି । ଯେଉଁ ମାନେ ବିବାହିତ ଅଟନ୍ତି ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇ ପାରେ । ବିନା ନିମତ୍ରିତ ଅତିଥିଙ୍କ କାରଣରୁ ଆପଣଙ୍କର ଯୋଜନା ଖରାପ ହୋଇ ପାରେ କିନ୍ତୁ ଆପଣଙ୍କ ଦିନ ଖୁସିରେ କଟିବ । ଜୀବନସାଥିଆଙ୍କ ଠାରୁ ସହଯୋଗ ମିଳିବ । ଘରେ ଏବଂ ବାହାରେ ଖୁସି ମିଳିବ । ତତ୍ପର ହୁଅନ୍ତୁ ନାହିଁ । ସହଭାଗୀଙ୍କ ସହଯୋଗ କାର୍ଯ୍ୟରେ ଗତି ପ୍ରଦାନ କରିବ ।

ମକର

ଆଜି ଆପଣ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଅଫିସରେ ପ୍ରମୋଶନ ପାଇବେ ଏବଂ ଆପଣଙ୍କର ନୂଆ ବିଚାରର ପ୍ରଶଂସା ହେବ । ଜୀବନସାଥିଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଅଟକି ଥିବା କାମ ଆରମ୍ଭ ହୋଇ ପାରେ । ଆପଣଙ୍କ ବିଚାରକୁ ସଂମ୍ମାନ ମିଳିବ । ପାରିବାରିକ ସବନ୍ଧରେ ସୁଧାର ଆସିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କର ଅଧିକ ଖର୍ଚ ହୋଇ ପାରେ ।

କୁମ୍ଭ

ଆଜି ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ । ସ୍ଵପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ଅଟେ । ଆପଣଙ୍କ ପାଇଁ ନିଜର ପ୍ରିୟଙ୍କ ଠାରୁ ଦୂରେଇ ରହିବା କଷ୍ଟ ହେବ । ଜୀବନର ଦିଗ ଏକ ନୂଆ ମୋଡ ବଦଳାଇବ । ଆପଣ ଯେଉଁ କାମ ଅନ୍ୟର ଭଲ ପାଇଁ କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଲଗାତାର କରୁଥିବା ଚେଷ୍ଟାରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ କାର୍ଯ୍ୟ କରିବା ପଦ୍ଧତିରେ ପରିବର୍ତ୍ତନ ହୋଇ ପାରେ ଯାହାଦ୍ୱାରା ଆପଣଙ୍କୁ ଲାଭ ହେବ ।

ମୀନ

ଆଜି ଖାଇବା ପ୍ରତି ଆଗ୍ରହ ବଢିବ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ହଠାତ ଦେଖା ହୋଇ ପାରେ ଯାହାଦ୍ୱାରା ପୁରୁଣା ସ୍ମୃତି ପୁଣି ଥରେ ତାଜା ହୋଇ ଉଠିବ । ଆପଣ ନିଜ ପ୍ରିୟଙ୍କୁ କ୍ଷମା କରିବା ପାଇଁ ଭୁଲନ୍ତୁ ନାହିଁ । ବାହନ ସୁଖରେ ବୃଦ୍ଧି ହେବ । ଜୀବନସାଥିଙ୍କ ଠାରୁ ସବୁ ଖୁସି ମିଳିବ । ଆପଣଙ୍କୁ ବାପା ମାଆ ଏବଂ ଘର ପରିବାର ସଦସ୍ୟଙ୍କ ଠାରୁ ଆଶୀର୍ବାଦ ମିଳିବ । ଏହା ସହିତ କାମର ଚିନ୍ତା ଦୂର ହୋଇଯିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *