ବୁଧବାରର ରାଶିଫଳ 12 ମେ 2020, ଭଗବାନ ଗଣେଶଙ୍କ କୃପାରୁ ଏହି 6ଟି ରାଶିର ସବୁ ଇଛା ହେବ ପୂର୍ଣ୍ଣ, ମାନସିକ ଅଶାନ୍ତି ଏବଂ ଚିନ୍ତାର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 13 ମେ 2020 ବୁଧବାରର ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କୁ ଆଜି ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିବ । ହଠାତ ଧାନ ପ୍ରାପ୍ତି ହେବ । ଆପଣ କୌଣସି ଅତିଥିଏନକେ ମିଶିବା ସମୟରେ ନିଜର ଭାବନା ଉପରେ ନିୟତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହି ସମୟରେ ନିଜ ଉପରେ ନିୟତ୍ରଣ ରଖିବା ବହୁତ ଜରୁରୀ ଅଟେ । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ମନ ଲାଗିବ । ପାରିବାର ରେ ଖୁସି ବଢିବ । ଆପଣ ଆଜି ବହୁତ ଖୁସି ମଧ୍ୟ ହୋଇ ପାରନ୍ତି । ଆପଣଙ୍କ କାମରେ ଅଧିକାରୀ ମାନେ ଖୁସି ହେବେ । ଆପଣଙ୍କ କାମ ଆଜି ଅତି ସହଜରେ ପୁରା ହେବ ।

ବୃଷ

ଏହି ରାଶିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ । ଆପଣ ନିଜର ବନ୍ଧୁ ଏବଂ ପରିବାରର ସହଯୋଗ ପାଇଁ ଆପଣଙ୍କର ଆତ୍ମବିଶ୍ଵାସ ବଢିବ । ଆପଣଙ୍କୁ ଆଜି ଅନୁଭବ ହେବ କି କୌଣସି ମହତ୍ଵପୂର୍ଣ ଅବସର ଆପଣଙ୍କ ହାତରୁ ଚାଲି ଯାଇଛି କିନ୍ତୁ ଏହାକୁ ନେଇ କୌଣସି ଚିନ୍ତା କରିବା ଦରକାର ନାହିଁ । ଆଜି ନିଜର ପରିବାରର ଧ୍ୟାନ ରଖନ୍ତୁ କାରଣ ଆପଣଙ୍କର ଆବଶ୍ୟକତା ସେମାନଙ୍କ ପାଇଁ ଦରକାର ଅଛି ।

ମିଥୁନ

ଆଜି ଟଙ୍କା ଦେବା ନେବାରେ ସାବଧାନ ରୁହନ୍ତୁ । ଯଦି ଆପଣ କେଉଁଠି ନିଜର ପଇସାକୁ ନିବେଶ କରିବା ପାଇଁ ଚାହୁଁଛନ୍ତି ତାହେଲେ କିଛି ସମୟ ଅପେକ୍ଷା କରିବା ଭଲ ହେବ । କୌଣସି ଧାର୍ମିକ ଜାଗାକୁ ଯାଇ ପାରନ୍ତି । ନିଜର ମିଠା କଥା ଦ୍ଵାରା ଆପଣ ନିଜର କୌଣସି ବି କାମକୁ ହାସଲ କରି ପାରନ୍ତି । ଯେଉଁ ଲୋକ ମାନେ କୋର୍ଟରେ ଚାକିରି କରିଛନ୍ତି ସେମାନଙ୍କୁ ଆଜି ସାବଧାନ ହୋଇ ରହିବାକୁ ପଡିବ । ଆଜି ଆପଣଙ୍କର ଅଧିକ ଖର୍ଚ ହେବ । ଆପଣଙ୍କର କ୍ଷତି ହେବା ପରେ ବି ଆପଣ କୌଣସି ଲୋକଙ୍କୁ ସାହାଯ୍ୟ କରି ପାରନ୍ତି ।

କର୍କଟ

ଆଜି ଆପଣ ଜୀବନସାଥୀ ଏବଂ ପିଲାଙ୍କ ପାଇଁ ଅଧିକ ଟଙ୍କା ଖର୍ଚ କରି ପାରନ୍ତି । ପିଲାଙ୍କ ଭବିଷ୍ୟତ ବିଷୟରେ ଭାବି ଆପଣ ବହୁତ ଚିନ୍ତାରେ ରହିବେ । ପରିବାର ଏବଂ ଜୀବନସାଥୀ ଙ୍କର ସହଯୋଗ ଆପଣଙ୍କୁ ସମ୍ପୂର୍ଣ ଭାବେ ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଭଲ ରହିବ । ପାର୍ଟନର ଙ୍କ ସହିତ ଆପଣଙ୍କ ସମ୍ପର୍କ ମଧୁର ହେବ । ମନରେ ଅଶାନ୍ତି ଅନୁଭବ କରି ପାରନ୍ତି । ଅଧିକ ଖର୍ଚ ହେବା କାରଣରୁ ଆପଣ ଚିନ୍ତାରେ ରହି ପାରନ୍ତି ।

ସିଂହ

ଆଜି ଆପଣ ସମସ୍ତଙ୍କ କଥାକୁ ଧ୍ୟାନର ସହିତ ଶୁଣନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ମାଧ୍ୟମ ଧରଣର ରହିବ । ବ୍ୟସ୍ତତା ଲାଗି ରହିବ । ମାନସିକ ଅଶାନ୍ତି ଏବଂ ଚିନ୍ତାର ସାମନା କରିବାକୁ ପଡିପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ରୂପରେ ଲାଭ ହେବ । ଆଗାମୀ ଦିନରେ କୋର୍ଟ କଚେରୀ ମାମଲାରେ ନ୍ୟାୟ ଆପଣଙ୍କ ପକ୍ଷରେ ହିଁ ରହିବ । ନିଜର କିଛି ଗୁପ୍ତ କଥାକୁ ଜୀବନସାଥୀଏନକେ ଆଗରେ କହି ପାରନ୍ତି । ପାରିବାରିକ ବାତାବରଣ ଶାନ୍ତ ରହିବ ।

କନ୍ୟା

ଏହି ରାଶି ଲୋକଙ୍କର ଆଜିର ଦିନଟି କୌଣସି ଭଲ ଖବର ରୁ ହିଁ ଆରମ୍ଭ ହେବ । ବ୍ୟବସାୟ ମାଧ୍ୟମ ଧରଣର ରହିବ । ଘରର ବାତାବରଣ ଆନନ୍ଦରେ ଭରି ରହିବ ଏବଂ ଜୀବନସାଥୀ ଙ୍କ ସହିତ ଭଲ ସମୟ କାଟିବେ । ହନୁମାନ ଙ୍କର କୃପାରୁ ଆପଣ ଯେଉଁ କାମ କରିବା ପାଇଁ ଚାହୁଁଛନ୍ତି ସେହି ସବୁ କାମରେ ଆପଣଙ୍କୁ ସଫଳତା ମିଳିବ ।

ତୁଳା

ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ କିନ୍ତୁ ଅଧିକ ଟଙ୍କା ଖର୍ଚ ହୋଇ ଯିବା କାରଣରୁ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି ହୋଇ ପାରେ । ଆପଣଙ୍କ ବହୁତ ବଡ ଧନ ଲାଭ ହେବ । ଆପଣଙ୍କୁ ନିଜ ରାଗ ଉପରେ ନିୟତ୍ରଣ ରଖିବା ପାଇଁ ପଡିବ କାରଣ ରାଗରେ ଉଠାଇ ଥିବା ପଦକ୍ଷେପ ଆପଣଙ୍କ ପାଇଁ ହାନିକାରକ ବୋଲି ପ୍ରମାଣିତ ହୋଇ ପାରେ । ନିୟମିତ ବ୍ୟାୟାମ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ । ପରିବାରରେ ସୁଖ ଶାନ୍ତି ରହିବ ।

ବିଛା

ହନୁମାନ ଙ୍କ କୃପାରୁ ଆପଣଙ୍କ ଘରେ ଧନ ସବନ୍ଧିତ ସବୁ ପ୍ରକାର ସମସ୍ୟାରୁ ମୁକ୍ତି ମିଳିବ । ଆପଣଙ୍କୁ ନିଜ ସନ୍ତାଣ ଙ୍କ ପାଖରୁ କିଛି ଶୁଭ ସମାଚାର ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ନିଜର ମନ ପସନ୍ଦ କୌଣସି ଜିନିଷ କିଣି ପାରନ୍ତି । ସାବଧାନର ସହିତ ଆଗକୁ ବଢନ୍ତୁ । ଆଜି ପାରିବାରିକ ଜୀବନ ସୁଖମୟ ହେବ । ବସ୍ତ୍ର ପ୍ରତି ରୁଚି ବଢିବ ।

ଧନୁ

ଆପଣ ନିଜର ଚେଷ୍ଟା ଏବଂ ପ୍ରୟାସ ଦ୍ଵାରା ଜୀବନରେ ଉର୍ଣ୍ଣତି କରିବେ । ପୁରୁଣା ବନ୍ଧୁଏନକେ ସହିତ ଦେଖା ହୋଇ ପାରେ । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟା ହଠାତ ଶେଷ ହୋଇ ଯିବ । ଆଜି ଆପଣ ନିଜ ପରିବାର ଏବଂ ବନ୍ଧୁଙ୍କ ଠାରୁ ଦୂରକୁ ଯାଇ ନିଜର ପାର୍ଟନର ଙ୍କ ସହିତ ଭଲ ସମୟ କାଟିବେ । ରୁଟିନ ଅନୁସାରେ ଚାଳିବାରୁ ଆପଣ ମାନସିକ ଶାନ୍ତି ସହିତ କାମ କରି ପାରିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର

ଆଜି ଆପଣଙ୍କ ଜୀବନରେ ଆପଣଙ୍କୁ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ସମୟ ଅତିବାହିତ କରିବା ସମୟରେ କିଛି ଅବସର ଆପଣଙ୍କ ସାମନାକୁ ଆସିବ ଏବଂ ଆପଣ ତାକୁ ଖୁସିର ସହିତ ସ୍ଵୀକାର ମଧ୍ୟ କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଧରଣର ରହିବ । କାର୍ଯ୍ୟକ୍ଷେତ୍ର ରେ ଏବଂ ଘରେ ବହୁତ ବ୍ୟସ୍ତ ରହିବେ । ଆପଣଙ୍କର ବ୍ୟସ୍ତତା ପାଇଁ ଆପଣଙ୍କର ପ୍ରେମ ସମ୍ପର୍କରେ ବିବାଦ ହୋଇ ପାରେ । ଆପଣଙ୍କର ମାନସିକ ଚିନ୍ତା କମ ହେବ ।

କୁମ୍ଭ

ପରିବାର ସଦସ୍ୟଙ୍କ ସହିତ ଭୁଲ ବୁଝାମଣା ପାଇଁ ଚାଲୁଥିବା ମତଭେଦ ଆଜି ଦୂର ହୋଇ ଯିବ । ଅନ୍ୟ କୌଣସି ଲୋକ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ବାପା ମାଆ ଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପିଲା ମାନଙ୍କ ଠାରୁ ଆପଣଙ୍କୁ କିଛି ବଡ ଖୁସି ଖବର ମିଳିପାରେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । କୌଣସି ଦାମୀ ଜିନିଷ କିଣିବା ପାଇଁ ଆପଣ ସଞ୍ଚୟ କରିଥିବା ଟଙ୍କା ଆଣିବା ପାଇଁ ପଡିବ ।

ମୀନ

ଆଜି ବିନା କୌଣସି କାରଣ ପାଇଁ ଚିନ୍ତା କରିବା ଦରକାର ନାହିଁ । ପ୍ରେମୀ ଙ୍କ ସହିତ ଦେଖା ହେବା ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ । ସମ୍ପତ୍ତିରୁ ଲାଭ ମିଳିବ । ନିବେଶ ବା ଚାକିରି ର ଅନୁକୂଳ ପରିଣାମ ହେବ । କୌଣସି ନୂଆ ଲୋକଙ୍କ ସହିତ ଦେଖା ହୋଇ ପାରେ । ଆଜି ଆପଣଙ୍କ ଘରକୁ କୌଣସି ଅତିଥି ଆସି ପାରନ୍ତି । ଅଟକି ଥିବା ବ୍ୟବସାୟ ପୁଣି ଠାରେ ଚାଲିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସଂମ୍ମାନ ବଢିବ ।

Leave a Reply

Your email address will not be published. Required fields are marked *