ବୁଧବାରର ରାଶିଫଳ 1 ଜୁଲାଇ 2020, ଆଜି ଭଗବାନ ଗଣେଶ ଏହି ୬ଟି ରାଶିଙ୍କ ମନୋକାମନା କରିବେ ପୁରା, ମିଳିବ ବଡ ଖୁସି ଖବର

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 1 ଜୁଲାଇ 2020 ବୁଧବାରର ରାଶିଫଳ ।

ମେଷ

ଏହି ରାଶିର ଲୋକ ମାନେ ଆଜି ଅଭିକ ଆକ୍ରମଣାତ୍ମକ ଠାରୁ ଦୂରେଇ ରହିବା ଉଚିତ । ନୂଆ ଘର କିବା ସବନ୍ଧିତ କରାଯାଇ ଥିବା ଯୋଜନା ଉପରେ ଆପଣ ଗମ୍ଭୀର ଭାବରେ ବିଚାର କରିବେ ଏବଂ କଥା ଆଗକୁ ନେବେ । ଖର୍ଚରେ ବୃଦ୍ଧି ଘଟିବ କିନ୍ତୁ ଏହା ସହିତ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିବ । ଚାକିରିରେ ସ୍ଥାନାନ୍ତର ହେବାର ଯୋଗ ଅଛି । ଗଣେଶଙ୍କ ଆରାଧନାରେ ଆପଣଙ୍କର କାମନା ପୂରଣ ହେବ । ପ୍ରେମ ପ୍ରସଙ୍ଗରେ ନୂଆ ମୋଡ ଆସିବ । ବ୍ୟବସାୟ କ୍ଷେତ୍ର ସହିତ ଯୋଡି ହୋଇଥିବା ଲୋକଙ୍କୁ ଆର୍ଥିକ ଲାଭ ମିଳିବ ।

ବୃଷ

ଆଜି ଏହି ରାଶିକୁ ଶିକ୍ଷା କ୍ଷେତ୍ରରେ ଅପାର ସଫଳତା ମିଳିବାର ସମ୍ଭାବନା ଅଛି । ଉତେଜନା ଉପରେ ନିୟତ୍ରଣ ରଖନ୍ତୁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଚାକିରି କରିଥିବା ବ୍ୟକ୍ତି ନିଜ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ । ଭାଇଙ୍କ ସହିତ ବିବାଦର ପରିସ୍ଥିତି ସୃଷ୍ଟି ହୋଇ ପାରେ । ଶାନ୍ତିରେ କାମ କରିବା ସହିତ ନିଜ କ୍ରୋଧ ଉପରେ ନିୟତ୍ରଣ ରଖନ୍ତୁ । ଆୟ ଏବଂ ବ୍ୟୟରେ ସମାନ ପରିସ୍ଥିତି ରହିବ । ଯେଉଁ କାରଣରୁ ମନ ଚିନ୍ତିତ ରହିବ । ଦୁଖଃ ଖବର ମିଳିପାରେ ।

ମିଥୁନ

ଆଜି ଦାମ୍ପତ୍ୟ ଜୀବନ ବିବାଦର ସମାଧାନ ହେବ । ଆଜି କୌଣସି ନିବେଶ କରନ୍ତୁ ନାହିଁ । ଅଧିକ ଚିନ୍ତା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣିତ ହୋଇ ପାରେ । ଛୋଟ ପିଲାଙ୍କ ସହିତ ସମୟ ବିତାଇବେ । ଧନ କାରବାରରେ ସାବଧାନ ରୁହନ୍ତୁ । ବ୍ୟବସାୟରେ ପ୍ରଗତି ହୋଇ ପାରେ । ହଠାତ ଲାଭ ମାଧ୍ୟମରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କରେ ଛୋଟ ଛୋଟ କଥାରେ ହେଉ ଥିବା ବିବାଦ କାରଣରୁ ଚିନ୍ତା ବଢିବ ।

କର୍କଟ

ଆଜିର ଦିନ ସମସ୍ୟାର ସାମାଧାନ କରିବାର ଦିନ ହେବ ଏବଂ ଯଦି ପୈତୃକ ସମ୍ପତ୍ତିକୁ ନେଇ ବହୁତ ଦିନ ଧରି କୌଣସି ବିବାଦ ଚାଲି ଆସୁଛି ତାହେଲେ ସବୁର ସମାଧାନ ହୋଇ ଯିବ । କାଲିର କାମ ପାଇଁ ପ୍ରସ୍ତୁତ ରୁହନ୍ତୁ । ସବୁ କାମକୁ ସଚୋଟ ଏବଂ ମନ ଲଗାଇ କରନ୍ତୁ । ଯଦି ଆପଣ କେଉଁ ଠାକୁ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଭଲ ହେବ । ଆଜିର ଦିନ ରୋମାନ୍ସରେ ଭରପୁର ରହିବ । ଆପଣଙ୍କୁ ଆପଣଙ୍କ ପ୍ରିୟଙ୍କ ସହିତ ସମୟ କାଟିବା ଆବଶ୍ୟକ ଅଟେ ।

ସିଂହ

ଆଜି ଅଫିସ କାମରେ ବ୍ଯବଧାନ ପଡିବାର ଅଧିକ ସମ୍ଭାବନା ଅଛି । ଯଦି କୌଣସି ଛୋଟ ଶାରୀରିକ ସାମସ୍ୟା ଅଛି ତାହେଲେ ଶୀଘ୍ର ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ । ସନ୍ଧ୍ୟା ସମୟରେ ପରିବାର ସହିତ କିଛି ପୁରୁଣା ସ୍ମୃତି ମନେ ପକାଇବେ । ଯଦି ଆପଣ କୌଣସି ଲୋନ ନେଇଛନ୍ତି ତାହେଲେ ତାହା ମଧ୍ୟ ସୁଝି ଯାଇ ପାରେ । ଆପଣଙ୍କୁ ପ୍ରେମରେ ଦୁଖଃର ସାମନା କରିବାକୁ ପଡିପାରେ । ଘରୋଇ ଜୀବନରେ କିଛି ଛାପର ସାମନା କରିବାକୁ ପଡିପାରେ । ଆପଣ ନିଜ ପ୍ରିୟଙ୍କ ବିନା ସମୟ ବିତାଇବାରେ କଷ୍ଟ ଅନୁଭବ କରିବେ ।

କନ୍ୟା

ଆଜି ଅଧା ଥିବା କାମକୁ ପୁରା କରିବେ । ସନ୍ଧ୍ୟାରେ ପରିବାର କିମ୍ବା ସାଙ୍ଗ ମାନଙ୍କ ସହିତ ସମୟ କାଟିବେ । ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ଧ୍ୟାନ ରଖିବାକୁ ପଡିବ ଏବଂ ଯଦି କୌଣସି ନିଷ୍ପତ୍ତି ନେବେ ତାହେଲେ ପ୍ରଥମେ ଗମ୍ଭୀର ଭାବରେ ବିଚାର କରିବା ଦରକାର । ସମସ୍ତେ ଆପଣଙ୍କର ସଂମ୍ମାନ କରିବେ । ଆପଣଙ୍କର ଚାକିରି ସବନ୍ଧିତ ସାମସ୍ୟାର ସମାଧାନ ହେବାକୁ ଆହୁରି ସମୟ ଲାଗିବ । ମନର ଦୃଢତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାମକୁ ସଫଳ କରିବ ।

ତୁଳା

ଆଜି ଆପଣଙ୍କୁ ଜୀବନରେ କୌଣସି ବଡ ଖୁସି ମିଳିବ । ବାପା ମାଆ ଙ୍କର ସହଯୋଗ ମିଳିବ । ରୋଜଗାର କରିବାର ନୂଆ ସୁଯୋଗ ଆପଣଙ୍କୁ ସଫଳତା ଦେବ । ଶେୟାର ବଜାର କିମ୍ବା ଅନ୍ୟ ପରିଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ହେବ । ବ୍ୟବସାୟ ଭଲ ଚାଲିବ କୌଣସି ବଡ ଅର୍ଡର ମଧ୍ୟ ମିଳିପାରେ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢିବ । ଆଜିର ଦିନରେ ନୂଆ କାମ ଆରମ୍ଭ କରିବା ଆପଣଙ୍କ ପାଇଁ ଭଲ ହେବ ।

ବିଛା

ଆଜି ଆପଣଙ୍କ କାର୍ଯ୍ୟ ଭାର ବଢିପାରେ । ଯାତ୍ରା ସଫଳ ରହିବ । ଜମି ବନ୍ଧକରେ ଟଙ୍କା ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଧନ କାରବାର କରିବା ସମୟରେ ସାବଧାନ ରୁହନ୍ତୁ । ଆପଣଙ୍କର ସକାରାତ୍ମକ ଭାବନା ପୁରସ୍କୃତ ହେବ କାରଣ ଆପଣ ଆପଣଙ୍କ ଚେଷ୍ଟାରେ ସଫଳତା ପାଇ ପାରିବେ । ଜୀବନସାଥିଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଆପଣଙ୍କର ସମ୍ପୂର୍ଣ ଧ୍ୟାନ କାର୍ଯ୍ୟକ୍ଷେତ୍ରରେ ସୁଧାର କରିବା ଉପରେ ରହିବ ।

ଧନୁ

ଆଜି ଆପଣଙ୍କ ପ୍ରଗତିରେ ଆସୁଥିବା ସବୁ ବାଧା ଦୂର ହେବ । ଯଦି ଆଜି ଆପଣ ଅନ୍ୟର କଥା ଶୁଣିବେ ତାହେଲେ ଭୁଲ ଭାବନରେ ପଡି ପାରନ୍ତି । ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ନିଜର କ୍ଷମାତାକୁ ଚିହ୍ନବାର ସମୟ ଆସିଯାଇଛି । ଏହି ରାଶିର ଲୋକ ନିଜର ପ୍ରତିଭାକୁ ବାହାରକୁ ବାହାର କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ହୋଇ ପାରେ । ଅଫିସ ସବନ୍ଧିତ କାମ ଯେମିତି ଥିଲା ସେମିତି ହିଁ ରହିବ । ନିଜର ପୁରୁଣା ଭୁଲ ଠାରୁ ଶିକ୍ଷା ପାଆନ୍ତୁ ଏବଂ ଲୋନ ନିଅନ୍ତୁ ନାହିଁ ।

ମକର

ଆଜି ଧାର୍ମିକ କାମ ପାଇଁ ଖର୍ଚ ହୋଇ ପାରେ । ଯଦି ଆଜି ଆପଣ ଯାତ୍ରା କରିବେ ତାହେଲେ ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ସ ନିଜ ସହିତ ରଖିବା ପାଇଁ ଭୁଲନ୍ତୁ ନାହିଁ । ରୋଜଗାର ନୂଆ ସୁଯୋଗ ମିଳିବ । ଆୟରେ ବୃଦ୍ଧି ହେବ । ବ୍ୟବସାୟୀ ମାନଙ୍କୁ ତାଙ୍କ ଆଶା ଅନୁସାରେ ଲାଭ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଏହାଦ୍ୱାରା ଆପଣଙ୍କ ମାନସିକ ସ୍ଵାସ୍ଥ୍ୟରେ ମଧ୍ୟ ସୁଧାର ଆସିବ ।

କୁମ୍ଭ

ଆଜି ଆପଣ ଆପଣଙ୍କ ସ୍ଵପକୁ ପୁରା କରିବା ପାଇଁ ଭଲ ବ୍ୟବହାର ଆପଣାଇବେ ଏବଂ ନିଜ ବୁଦ୍ଧିରେ ନିଷ୍ପତ୍ତି ନେଇ ବରିଷ୍ଠ ମାନଙ୍କ ମଧ୍ୟରେ ଏକ ଅନୁପ୍ରବେଶ ପ୍ରତିଷ୍ଠା ପାଇଁ ପରିଶ୍ରମ କରିବେ । ଆପଣ ବହୁତ ଲମ୍ବା ସମୟରୁ କୌଣସି ଜାଗାକୁ ଯିବା ପାଇଁ ଭାବୁଛନ୍ତି ତାହେଲେ ଆଜି ଆପଣଙ୍କର ସେହି ଯୋଜନା ବାସ୍ତବିକ ରୂପ ନେଇ ପାରେ । ଭଲ ଭାବନାତ୍ମକ ଅଭିବ୍ୟକ୍ତିଙ୍କ ସମ୍ପର୍କରେ ମଧୁରତା ବଢିବ । ରୋଜଗାର ସମସ୍ୟାକୁ ନେଇ ମନ ଚିନ୍ତିତ ରହିବ ।

ମୀନ

ବେରୋଜଗାର ଲୋକଙ୍କୁ ଆଜି ଚାକିରିର ଭଲ ସୁଯୋଗ ମିଳିବ । ଯେଉଁ ଲୋକ କୌଣସି ଆଇନ ବିବାଦରେ ଫସି ରହିଛନ୍ତି ସେମାନଙ୍କୁ ବିଶେଷ ସାବଧାନ ରହିବାର ଆବଶ୍ୟକତା ଅଛି । ଆପଣଙ୍କ ସମ୍ପର୍କୀୟ କିମ୍ବା ସାଙ୍ଗଙ୍କ ମଧ୍ୟରେ ଝଗଡା ହୋଇ ପାରେ । ଏଥିପାଇଁ ଆପଣ ନିଜ କଥାକୁ ଭାବି ବିଚାରୀ କହିବାର ଆବଶ୍ୟକତା ଅଛି । ଯଦି ଆପଣ କାର୍ଯ୍ୟଳୟରେ ନିଜର ବ୍ୟବହାର ଏବଂ ପ୍ରକୃତିଙ୍କୁ ନିୟତ୍ରଣ କରିବେ ତାହେଲେ ଆପଣ ଆଗକୁ ବଢି ପାରନ୍ତି । ପାରିବାରିକ ବାତାବରଣ ଭଲ ହୋଇ ପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *