ବଲିଉଡରେ ସବୁଠୁ ଅଧିକ ଗୋରୀ ଅଟନ୍ତି ଏହି ୭ ଜଣ ଅଭିନେତ୍ରୀ, ନମ୍ବର ୨ ର ରଙ୍ଗ ତ କ୍ଷୀର ପରି ପୁରା ସଫା ଧଳା

ଭାରତ ସିନେମା ଜଗତରେ ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଏଠି କିଛି ଅଭିନେତ୍ରୀ ପ୍ରକୃତରେ ବହୁତ ସୁନ୍ଦର ଅଟନ୍ତି ଯାହାଙ୍କୁ ସର୍ଜରୀ କିଛି ଦରକାର୍ ନାହିଁ , ଓ ସେଇଠି କିଛି ଅଭିନେତ୍ରୀ ନିଜର ସୁନ୍ଦରତା ପାଇଁ ସର୍ଜରୀର ସାହାଯ୍ୟ ନେଇଥାନ୍ତି । ଏମିତି କେତେକ ଅଭିନେତ୍ରୀ ବଲିଉଡରେ ଅଛନ୍ତି ଯେଉଁମାନେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି । ଗୋରା ଓ ସୁନ୍ଦର ହେବା ପାଇଁ ସମସ୍ତଙ୍କ ଇଛା ଥାଏ , କେବେ କେବେ ଶ୍ୟାମଳ କଲର ପାଇଁ ଲୋକଙ୍କ ଆତ୍ମବିଶ୍ବାସ କମ ହୋଇ ଯାଇଥାଏ ।

ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ଅଭିନେତ୍ରୀ ଯେମିତି କାଜଲ , ଶିଳ୍ପା ସେଠୀ , ପ୍ରିୟଙ୍କା ଚୋପ୍ରା , ଇତ୍ୟାଦି ଫିୟର କମ୍ପ୍ଲେକ୍ସସନ ପାଇଁ ସ୍କିନ ଲାଇଟିଙ୍ଗ ଟ୍ରିଟମେଣ୍ଟ ର ସାହାରା ନେଇ ସାରିଛନ୍ତି , ଓ ସେଇଠି କିଛି ଏମିତି ଅଭିନେତ୍ରୀ ଯାହାର ରଙ୍ଗ ଆଗରୁ ବହୁତ ସଫା ଅଟେ । ସେ ଏତେ ସୁନ୍ଦରୀ ତାଙ୍କୁ ମେକଅପ ନେବାର କିଛି ଆବଶ୍ୟକତା ପଡେନାହିଁ । ବହୁତ୍ କମ ଏମିତି ଝିଅ ଅଛନ୍ତି ଯାହାର ତ୍ଵଚା ଗୋରା ହେବା ସହିତ ଏକଦମ ସଫା ବି ହୋଇଥାଏ । ଆସନ୍ତୁ ଜାଣିବା

1 .କରିନା କପୁର

ବେଗମ କରିନା କପୁରଙ୍କ ଗଣନା ବଲିଉଡର ସବୁଠୁ ଗୋରୀ ଅଭିନେତ୍ରୀଙ୍କ ମଧ୍ୟରେ କରାଯାଏ , ତାଙ୍କ ରଙ୍ଗ କାଗଜ ଭଳି ଗୋରା ଅଟେ ଓ ଚେହେରାରେ ଗୋଟେ ବି ଦାଗ ମଧ୍ୟ ନ ଥାଏ ।

2. ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଆଜି ବଲିଉଡ଼ର ଟପ ଆକ୍ଟ୍ରେଶ୍ ହୋଇ ସାରିଲେଣି । କିଛିଦିନ ହେବ ସେ କ୍ରିକେଟ ସମ୍ରାଟ ବିରାଟ କୋହଲିଙ୍କ ସହିତ ବିବାହ କରିଛନ୍ତି, ଅନୁଷ୍କା ଶର୍ମା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କ ରଙ୍ଗ ମଧ୍ୟ କ୍ଷୀର ପରି ବିଲକୁଲ ସଫା ।

3. ତମନ୍ନା ଭାଟିଆ

ମୁମ୍ବାଇରେ ଜନ୍ମିତ ତମନ୍ନା ସାଉଥର କେତେକ ଫିଲ୍ମରେ ଅଭିନୟ କରିଛନ୍ତି । ତମନ୍ନା ବଉଡରେ ମଧ୍ୟ କାମ କରିଛନ୍ତି । ସେ ସବୁଠୁ ଗୋରି ଅଭିନେତ୍ରୀ ଅଟନ୍ତି ।

4. ମୋନିକା ବେଦୀ

ଅଣ୍ଡରୱଲଡ ଡନ ଅବୁ ସଲେମ ଓ ଅଭିନେତ୍ରୀ ମୋନିକା ବେବିଙ୍କର ଅଫେୟାର ବହୁତ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା , ପୋଲିସଙ୍କ ଦ୍ଵାରା ଧରାପଡ଼ିବା ପରେ ମୋନିକା ବେଦୀ ବି ଆବୁ ସାଲେମଙ୍କ ସହିତ ଜେଲରେ ଥିଲେ । କିନ୍ତୁ ଏବେ ସେ ତାଙ୍କ ଦଣ୍ଡ କାଟି ସାରିଲେଣି ଓ ଇଣ୍ଡଷ୍ଟ୍ରିକୁ ସେ ଫେରିଲେଣି , ମୋନିକା ବେଦୀ ମଧ୍ୟ ବଲିଉଡରେ ସବୁଠୁ ଗୋରୀ ଅଭିନେତ୍ରୀ ଅଟନ୍ତି ।

5. ଜ୍ୟାକଲିନ ଫର୍ନାଡିସ

ଏବେ ଶ୍ରୀଲଙ୍କାର ବିୟୁଟି ଜ୍ୟାକଲିନ ଫର୍ନାଡିସ ବଲିଉଡର ଶ୍ରେଷ୍ଟ ଅଭିନେତ୍ରୀ ହେଇ ସାରିଲେଣି , ତାଙ୍କର ଏହି ଛୋଟ କ୍ୟରୀୟରରେ ସେ କେତେକ ବଡ଼ ବଡ଼ ଷ୍ଟାରଙ୍କ ସହିତ କାମ କରି ସାରିଛନ୍ତି । ଜ୍ୟାକଲିନ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କ ନାମ ବଲିଉଡର ସବୁଠୁ ଗୋରୀ ଅଭିନେତ୍ରୀ ମାନଙ୍କ ଭିତରେ ସାମିଲ ଅଛନ୍ତି ।

6 . କରିଶ୍ମା କପୁର

କରିଶ୍ମା 90 ଦଶକର ଶ୍ରେଷ୍ଟ ଅଭିନେତ୍ରୀ ରହିଥିଲେ , କରିନା ପରି ତାଙ୍କ ଭଉଣୀ କରିସ୍ମା କପୁର ବି ବହୁତ ଗୋରୀ ଅଟନ୍ତି , ଏବେ 44 ବର୍ଷ ବୟସରେ କରିସ୍ମା ବହୁତ ସୁନ୍ଦର ଲାଗୁଛନ୍ତି ।

7. କ୍ୟାଟ୍ରିନା କେଫ

କ୍ୟାଟ୍ରିନା କେଫଙ୍କ ନାମ ସବୁଠୁ ସୁନ୍ଦର ଓ ପପୁଲାର ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛି , କ୍ୟାଟ୍ରିନା କେଫଙ୍କୁ ବଲିଉଡ଼ରେ ବଡ଼ ବ୍ରେକ ସଲମାନ ଖାନ ଦେଇଥିଲେ , ବର୍ତ୍ତମାନ ସମୟରେ ବଲିଉଡର ସବୁଠୁ ପପୁଲାର ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି । ଆପଣଙ୍କୁ କହି ଦେଉଛୁ କି କ୍ୟାଟ୍ରିନା ମଧ୍ୟ ଦେଖିବାକୁ ବହୁତ ଗୋରା ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *