କ୍ରିକେଟ ପିଚ୍ ରେ ଖେଳୁ ଖେଳୁ ହଠାତ ଖେଳାଳିଙ୍କର ଯନ୍ତ୍ରଣା ଦାୟକ ମୃତ୍ୟୁ, ଦେଖନ୍ତୁ ଲାଇଭ ଭିଡ଼ିଓ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ମାମଲା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଭାରତରେ ପ୍ରାୟ ଅଧିକାଂଶ ଲୋକ କ୍ରିକେଟ ଦେଖିବାକୁ ଓ ଖେଳିବାକୁ ପସନ୍ଦ କରିଥାନ୍ତି । ଭାରତର ଗଳି ରୁ ନେଇ ପଡିଆ ପର୍ଯ୍ୟନ୍ତ ସମସ୍ତ ଛୁଆ ବହୁତ ଆନନ୍ଦର ସହ କ୍ରିକେଟ ଖେଳିଥାନ୍ତି ।

ଏହି କ୍ରିକେଟ ଖେଳରେ ବହୁତ ଦୂରଘଟଣା ହୋଇଥାଏ ହେଲେ ବନ୍ଧୁଗଣ କାହାର ଜୀବନ ଯାଇ ନଥାଏ । କିନ୍ତୁ ବନ୍ଧୁଗଣ ମୁମ୍ବାଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମହାରାଷ୍ଟ୍ର ର ପୁନେର ଯୁନ୍ନର ତାଲୁକା ତହସିଲର କ୍ରିକେଟ ପିଚର ଏକ ଦୁଃଖପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିଛି ।


ଯେଉଁଠି ଏକ କ୍ରିକେଟ ମ୍ଯାଚ ଚାଲିଛି । ସେହି ଖେଳରେ ଛିଡା ହୋଇଥିବା ନନଷ୍ଟ୍ରାଇକର ଖେଳାଳିର ହାର୍ଟ ଚୋକ ଦ୍ଵାରା ହଠାତ ଜୀବନ ଚାଲି ଯାଇଛି । ବନ୍ଧୁଗଣ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ବଲ ପକାଇବା ପରେ ଷ୍ଟ୍ରାଇକରେ ଖେଳୁଥିବା ଖେଳାଳି ସଟ୍ ମାରୁଛନ୍ତି ଓ ନନଷ୍ଟ୍ରାଇକରେ ଥିବା ଖେଳାଳି ଜଣକ ରନ୍ ନେବା ପାଇଁ ଆଗକୁ ବଢୁଛନ୍ତି । ଯଦିଓ ରନ୍ ହୋଇପାରି ନାହିଁ ତେଣୁ ନନଷ୍ଟ୍ରାଇକର ଖେଳାଳି ଜଣକ ନିଜ କ୍ରିଜକୁ ପୁଣି ଫେରି ଆସୁଛନ୍ତି । କିନ୍ତୁ କ୍ରିଜକୁ ଫେରିବାର ୩ ସେକେଣ୍ଡ ପରେ ନନଷ୍ଟ୍ରାଇକରଙ୍କ ଅବସ୍ଥା ଖରାପ ହୋଇଯିବାରୁ ସେ ହଠାତ ତଳେ ବସିଯାଉଛନ୍ତି । ଏହାର କିଛି ସମୟ ପରେ ସେ ତଳେ ଗଡିଯାଇ ପ୍ରାଣ ହରାଇ ଛନ୍ତି ।

ବନ୍ଧୁଗଣ ଏହି ଭିଡିଓରେ କ୍ଲିଅର ନଜର ଆସୁଛି ଯେ ନନଷ୍ଟ୍ରାଇକର ଜଣକ ରନ୍ ନେବା ପାଇଁ ପ୍ରସ୍ତୁତ ଥିଲେ ହେଲେ ତାଙ୍କର ହଠାତ ହାର୍ଟ ଚୋକ ହେବାରୁ ସେ କ୍ରିକେଟ ପିଚରେ ପଡି ଯାଇଥିଲେ । ମିଳିଥିବା ଖବର ଅନୁସାରେ ହାର୍ଟ ଚୋକ ହେବାରୁ ସେ ତାଙ୍କର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହି କ୍ରିକେଟ ମ୍ଯାଚଟି ଖରାବେଳ ସମୟରେ ହେଉଥିଲା । ସାଧାରଣତଃ ଖରାବେଳ ସମୟରେ ହେଉଥିବା ମ୍ଯାଚରେ କେତେକ ଲୋକ ବେହୋସ ହୋଇଯାଇଥାନ୍ତି । ହେଲେ ଏହି ସ୍ଥାନରେ ଜଣେ ଖେଳାଳି ନିଜ ଜୀବନକୁ ହରାଇ ବସିଲେ ।


ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ସେହି ଖେଳାଳି ଜଣଙ୍କର ନାମ ହେଉଛି ବାବୁ ନଲାୱାଡେ ଓ ତାଙ୍କ ବୟସ ହେଉଛି ୪୭ ବର୍ଷ । ହାର୍ଟ ଚୋକ ହେବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତର ଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ଜୀବନ ଚାଲି ଯାଇଥିଲା । ବନ୍ଧୁଗଣ ଏହି ମାମଲାର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି ଓ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ।

ଲୋକମାନେ ଏହି ଭିଡିଓକୁ ଦେଖି ଅଲଗା ଅଲଗା ପ୍ରତିକ୍ରିୟା ମାନ ଦେଉଛନ୍ତି । ଯଦି ବନ୍ଧୁଗଣ ଆପଣ କୌଣସି ଖେଳ ଖେଳନ୍ତି ତା ହେଲେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖି ନିଶ୍ଚୟ ଖେଳନ୍ତୁ କାରଣ ଜୀବନ ଥିଲେ ଆପଣ ଜୀବନ ସାରା ଖେଳିବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *