କଣ ବାଳ ଧଳା ପଡି ଯାଉଛି ? କେବଳ ନାଭିରେ ପକାଇ ଦିଅନ୍ତୁ ଏହି ତେଲ, 42 ବର୍ଷ ବୟସରେ ବି 22 ପରି ଜବାନ ଆଉ ସୁନ୍ଦର ଦେଖାଯିବେ- Health Tips

ବନ୍ଧୁଗଣ ଶରୀରର ନାଭି ବହୁତ ଅଧିକ ମହତ୍ଵପୂର୍ଣ୍ଣ ହୋଇଥାଏ  । କାରଣ ଯେତେବେଳେ ଗୋଟେ ଶିଶୁ ଗର୍ଭ ମଧ୍ୟରେ ଥାଏ ସେତେବେଳେ ତାର ଖାଦ୍ୟ ପେୟ ନାଭି ଦ୍ଵାରା ହୋଇଥାଏ । କାରଣ ଶିଶୁର ନାଭି ସହ ମାର ନାଭି ଯୋଡି ହୋଇ ରହିଥାଏ । ଯାହାଦ୍ୱାରା ମା ଯାହା ବି ଖାଦ୍ୟ ପେୟ କରିଥାଏ ତାହା ନାଭି ମାଧ୍ୟମରେ ଶିଶୁ ପାଖକୁ ଯାଇଥାଏ । ବନ୍ଧୁଗଣ ଆମ ଶରୀରରେ ଥିବା ୭୨ ହଜାର ଶିର ଆମ ନାଭି ସହ ଜଡିତ ହୋଇ ରହିଥାଏ ।

ଯେତେବେଳେ ଆମ ଶରୀରରେ କୌଣସି ରୋଗ ହୋଇଥାଏ ତାହା ପ୍ରଥମେ ପ୍ରାଣିକ ଶରୀରରେ ଆସିଥାଏ । ବନ୍ଧୁଗଣ ପ୍ରାଣିକ ଶରୀର ଆମ ନାଭି ସହ ଜଡିତ ହୋଇ ରହିଥାଏ । ଯେକୌଣସି ରୋଗ ପ୍ରଥମେ ଆମ ଶରୀରକୁ ଆସିବା ପୂର୍ବରୁ ଆମ ପ୍ରାଣିକ ଶରୀରରେ ଉତ୍ପନ ହୋଇଯାଇଥାଏ ।

ଆୟୁର୍ବେଦ ଅନୁସାରେ ଯଦି ଆପଣ ନିଜ ଶରୀରର ପାଞ୍ଚଟି ତତ୍ଵକୁ ସଠିକ ଭାବରେ ରଖିବେ ତା ହେଲେ ଶରୀରରେ ଥିବା ପ୍ରାଣିକ ଊର୍ଜା ସଠିକ ରହିବ ଯାହାଫଳରେ ଆମ ଶରୀରରେ କୌଣସି ପ୍ରକାରର ରୋଗ ହେବ ନାହିଁ ।

ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ପଞ୍ଚତତ୍ଵକୁ ସମନ୍ଵୟ ରଖିବା ପାଇଁ ଆପଣଙ୍କୁ ନିଜ ଶରୀରର ଧ୍ୟାନ ରଖିବାକୁ ହେବ । ବନ୍ଧୁଗଣ ଏଥିପାଇଁ ଆମକୁ ପ୍ରାଣାୟମ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଯଦି ଆପଣ ନିଜ ନାଭିରେ କିଛି ତେଲ ଲଗାଇବେ ତା ହେଲେ ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣ ୫୦ ବର୍ଷ ବୟସରେ ମଧ୍ୟ ୨୫ ବର୍ଷ ବୟସର ସୁସ୍ଥତା ଅନୁଭବ କରିବେ ।

୧. ଯଦି ବନ୍ଧୁଗଣ ଆପଣଙ୍କ ଶରୀର ଅଧିକ ଗରମ ରହୁଛି ଯେଉଁଥି ପାଇଁ ଆପଣଙ୍କୁ ଅଧିକ କ୍ରୋଧ ଆସୁଛି ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ନାଭିରେ ଜଳପାଇ ତେଲ ଲଗାଇବା ଉଚିତ । ଏହି ତେଲକୁ ଲଗାଇବା ଦ୍ଵାରା ଆପଣଙ୍କ ଶରୀର ତୁରନ୍ତ ଥଣ୍ଡା ହୋଇଥାଏ ।

୨. ଯଦି ବନ୍ଧୁଗଣ ଆପଣଙ୍କୁ ଚେହେରା ଜନିତ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଆପଣ ନିଜ ନାଭିରେ ବାଦାମ ତେଲ ଲଗାନ୍ତୁ । ବାଦାମ ତେଲ ଲଗାଇବା ଦ୍ଵାରା ଆପଣଙ୍କ ଚେହେରା ଜନିତ ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ଓ ଏହା ସହିତ ଆପଣଙ୍କ ଚେହେରା ଗ୍ଲୋ କରିବାକୁ ଲାଗିବ ।


୩. ଯେଉଁ ମାନଙ୍କର ଚେହରା ଡ୍ରାଏ ରହୁଛି ସେମାନେ ନିଜ ନାଭିରେ ସୋରିଷ ତେଲ ଲଗାଇବା ଉଚିତ । ସାଧାରଣତ ଶୀତ ଦିନରେ ଚେହରା ରୁଖା ହୋଇଯାଇଥାଏ । ଯଦି ଆପଣ ନିଜ ନାଭିରେ ସୋରିଷ ତେଲ ଲଗାଇବେ ତା ହେଲେ ଆପଣଙ୍କ ଚେହରା ରୁଖା ହେବ ନାହିଁ ।

୪. ବନ୍ଧୁଗଣ ଏହା ବ୍ଯତୀତ ଏକ ଚିକିତ୍ସା ରହିଛି ଯାହାର ନାମ ହେଉଛି ଏନିମା ଥେରେପି । ଏହି ଚିକିତ୍ସାରେ ଓଦା ମାଟିର ପଟିକୁ ନାଭିରେ ରଖି ଚିକିତ୍ସା କରାଯାଇଥାଏ । ଏହା କରିବା ଦ୍ଵାରା ଆମର ନାଭି ଚକ୍ର ସକ୍ରିୟ ହୋଇଯାଇଥାଏ । ଯାହାଦ୍ୱାରା ଆମ ଶରୀରରେ ଊର୍ଜାର ମାତ୍ରା ବଢିଯାଇଥାଏ ଓ ଆମ ଶରୀର ପୂର୍ବ ପରି ସୁସ୍ଥ ରହିଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *