ଜାପାନର ଝିଅ ମାନେ ହିଁ ଏମିତି କରନ୍ତି !

ନମସ୍କାର ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ଏପରି ଏକ ଦେଶ ଅଛି ଯେଉଁଠି ସେମାନେ କେବେବି ଗାଧାନ୍ତି ନାହିଁ କିନ୍ତୁ ତଥାପି ସେମାନ ଙ୍କୁ କୌଣସି ରୋଗ ହୁଏନାହିଁ । ଆପଣ ଆଶ୍ଚର୍ଯ୍ୟ ହେବେ କି ସେମାନେ ଆମ ଠାରୁ ଅଧିକ ସୁସ୍ଥ ରହିଥାନ୍ତି । ଏହ ଛଡା ଏପରି ଏକ ଦେଶ ଅଛି ଯେଉଁଠି ନାକର ସର୍ଜରୀ କରିବା ଏକ ଗର୍ବ ର ବିଷୟ ଅଟେ । ଏକ ଦେଶ ଏପରି ବି ଅଛି ଯେଉଁଠି ଝିଅ ମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ ନିଜ ଶରୀର କୁ ସାଙ୍ଘାତିକ କଷ୍ଟ ମଧ୍ୟ ଦିଅନ୍ତି ।

ବର୍ତ୍ତମାନ ଆପଣ ଭାଭଥିବେ କି ଏପରି ସ୍ଥାନ କେଉଁଠି ଅବସ୍ଥିତ । ଏହି ଦୁନିଆ ରେ କିଛି ଏପରି ଦେଶ ରହିଛି ଯେଉଁଠି ଝିଅ ମାନେ ନିଜକୁ ସୁନ୍ଦରୀ ଦେଖାଇବା ପାଇଁ ଅଜବ ଅଜବ କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖି ଆମ ଭାରତ ର ଝିଅ ମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଅଜବ ଦେଶ ବିଷୟରେ ।

୧- ପ୍ରଥମ ରେ ହେଉଛି ଜାପାନ । ଆମ ଦେଶ ରେ ଯେଉଁ ମାନଙ୍କ ର ଦାନ୍ତ ବଙ୍କା ଥାଏ କିମ୍ବା ଅସଜଡ଼ା ଥାଏ ତେବେ ସେମାନେ ଡାକ୍ତର ଙ୍କ ପାଖକୁ ଯାଇ ଅନେକ ଉପଚାର କରି ସେହି ଦାନ୍ତ କୁ ସିଧା କରିଥାନ୍ତି କିନ୍ତୁ ଜାପାନ ଏକ ଏପରି ଦେଶ ଯେଉଁଠି ଝିଅ ମାନଙ୍କ ର ବଙ୍କା ଏବଂ ଅସଜଡ଼ା ଦାନ୍ତ କୁ ପସନ୍ଦ ଏବଂ ଶୁଭ ବୋଲି ମଧ୍ୟ ଭାବିଥାନ୍ତି ଏହା ଛଡା ଯଦି ସିଧା ଦାନ୍ତ ଥାଏ ତେବେ ସେମାନେ ଡାକ୍ତର ଙ୍କ ପାଖକୁ ଯାଇ ତାକୁ ବଙ୍କା କରିଥାନ୍ତି ।

୨- ଦ୍ଵିତୀୟ ରେ ଇରାନ । ଏହି ଦେଶ ରେ ନାକ ର ସର୍ଜରୀ ସବୁଠାରୁ ଅଧିକ ହୋଇଥାଏ । କାରଣ ସେମାନେ କେବଳ ନିଜର ମୁହଁ ହିଁ ଦେଖାଇ ପାରିବେ ତେଣୁ ସେମାନେ ନିଜକୁ ସୁନ୍ଦର କରିବା ପାଇଁ ଏହି ସର୍ଜରୀ କରିଥାନ୍ତି । ଏହା ଛଡା ସେମାନେ ଏହା ମଧ୍ୟ ମାନନ୍ତି କି ଯେଉଁ ମାନେ ନାକର ସର୍ଜରୀ କରନ୍ତି ସେମାନେ ବହୁତ ଧନୀ ତେଣୁ କିଛି ଝିଅ ମାନେ ନିଜକୁ ଧନୀ ଦେଖାଇବା ପାଇଁ ଖାଲି ଟାରେ ନାକ ରେ ବ୍ୟାଣ୍ଡେଡ଼ ଲଗାଇ ବୁଲିଥାନ୍ତି ।

୩- ତୃତୀୟ ରେ ହେଉଛି ପାପୁଆ ନିୟୁ ଜୁନିଆ । ଏହି ଦେଶ ରେ ପୁଅ ମାନେ ନିଜକୁ ହ୍ୟାଣ୍ଡସମ ଏବଂ ସାହାସୀ ତଥା ଝିଅ ମାନେ ନିଜକୁ ଅଲଗା ଦେଖାଇବା ପାଇଁ ନିଜ ଶରୀର ରେ ବହୁତ ସାଙ୍ଘାତିକ କଷ୍ଟ ସହିଥାନ୍ତି । ମାନ୍ୟତା ଅଛି ଯେ ଯେଉଁ ବ୍ୟକ୍ତି ର ଶରୀର ରେ ଯେତେ ଅଧିକ ଚିହ୍ନ ଥିବ ସେ ସେତେ ଅଧିକ ହ୍ୟାଣ୍ଡସମ ଏବଂ ସାହସୀ । ଏହା ଛଡା ଏହି ଚିହ୍ନ କରିବା ସମୟରେ ସେଠାରେ କାନ୍ଦିବା ମନା ।

୪- ଚତୁର୍ଥ ରେ ହେଉଛି ସାଉଥ କୋରିଆ । ଏଠି ଝିଅ ମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ ଅର୍ଥାତ ନିଜ ଚେହେରା କୁ ଏକଦମ ପତ୍ର ଭଳି କରିବା ପାଇଁ ଅତି କମ ରେ ଥରେ ସର୍ଜରୀ ନିଶ୍ଚିତ କରିଥିବେ । ସେମାନଙ୍କ ର ମାନ୍ୟତା ଅଛି କି ଯେଉଁମାନ ଙ୍କ ଚେହେରା ପତ୍ର ଭଳି ଥାଏ ସେମାନେ ଧନୀ,ସୁନ୍ଦରୀ ଅଟନ୍ତି ତେଣୁ ସେମାନେ ଟଙ୍କା ଖର୍ଚ୍ଚ କରି ଏବଂ କଷ୍ଟ ସହି ନିଜର ସର୍ଜରୀ କରିଥାନ୍ତି ।

Leave a Reply

Your email address will not be published. Required fields are marked *