କଲେଜ ଛାତ୍ରୀଙ୍କ ଏଭଳି କାଣ୍ଡ ଭିଆଇଲେ ଦୁର୍ବୁର୍ତ୍ତ ଶୁଣିଲେ ମୁଣ୍ଡରେ ହାତ ଦେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ଜଣେ କଲେଜ ଛାତ୍ରୀ ଙ୍କୁ ନି-ଶଆ ଶୁ-ଙ୍ଘାଇ ଅପ-ଅହ-ରଣର ଅଭିଯୋଗ ହୋଇଥିଲା । ଅପ-ଅହ-ରଣ ପରେ ଛାତ୍ରୀ ଙ୍କୁ ସାଲେପୁର ଚିତ୍ରୋତ୍ପଳା ନଦୀ ପଠାରେ ହାତ ଗୋଡ ଏବଂ ମୁହଁ ବ-ଆନ୍ଧି ଏକ ଆବର୍ଜନା ଘରେ ଛାଡିଥିଲେ । ଏହା ପରେ ଦୁର୍ବୁତ୍ତ ମାନେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଜଣେ ଛାତ୍ରୀ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା ।

ବର୍ତ୍ତମାନ ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ସେହି ଛାତ୍ରୀ ଜଣଙ୍କ । ଅପ-ଅହ-ରଣ ହୋଇଥିବା ଛାତ୍ରୀ ଜଣଙ୍କ କହିଛନ୍ତି ଯେ ୧୨ ସମୟରେ ସେ ନିଜ ମା’ ଙ୍କୁ ଫୋନ କରିଲେ ଏବଂ କହିଲେ ଯେ ଆଜି କଲେଜ ରୁ ବାହାରି ସେକେଣ୍ଡୟର ର ପରୀକ୍ଷା ଅଛି ତେଣୁ କ୍ଳାସ ସସପେଣ୍ଡ ହେଇଯିବ ମୁଁ ଘରକୁ ଜିବି । ଏହାପରେ ତାଙ୍କ ମା’ କହିଲେ ଯେ ବାପା ଘରେ ନାହାଁନ୍ତି ତୁ ଘର ପାଖ ମାରକେଟ ପାଖରେ ପହଞ୍ଚିଲେ ଦାଦା ଯାଇ ନେଇ ଆସିବେ ।

ଏହା ପରେ ଛାତ୍ରୀ ଜଣଙ୍କ ଫୋନ ରେ କଥା ହୋଇ ହୋଇ ମୋ ବସ ଷ୍ଟାଣ୍ଡ କୁ ଆସି ସେଠାରେ ଥିବା ଲାଷ୍ଟ ବେଞ୍ଚରେ ବସିଥିଲେ । ଏହି ସମୟରେ ଛାତ୍ରୀ ଜଣକ ର ସହପାଠିନୀ ତାକୁ ଡାକି କହିଲା ଯେ କୁଆଡେ ଯାଉଛୁ ସେ କହିଲା ଘରକୁ ଯିବି ବସ କୁ ଅପେକ୍ଷା କରିଛି । ମାତ୍ର ଉକ୍ତ ସହପାଠିନୀ କିଛି ଦିନ ପୂର୍ବରୁ ତାଙ୍କୁ ନମ୍ବର ମାଗୁଥିଲେ ଅନ୍ୟ ଏକ ପୁଅ କୁ ଦେବାଲାଗି । ମାତ୍ର ଛାତ୍ରୀ ଜଣକ ମନା କରିଦେଇଥିଲେ ।

ସହପାଠିନୀ ସାଙ୍ଗରେ କଥା ହେଉଥିବା ସମୟରେ କିଏ ଆସି ପଛପତରୁ ତାଙ୍କୁ କପଡାରେ କଣ ଶୁ-ଙ୍ଘାଇ ଦେଲେ । ଏହାପାତରେ ଛାତ୍ରୀ ଜଣଙ୍କ ବେ-ହୋସ ହୋଇଗଲେ । ଯେତେ ବେଳେ ଆଖି ଖୋଲିଲା ସେତେବେଳେ ସେ ଏକ ଗାଡି ରେ ଦୁଇ ଯୁବକ ସାଇଡ ରେ ବସିଥିବାର ଦେଖିଲେ । ସେମାନଙ୍କ କବଳରୁ ବଞ୍ଚିବା ପାଇଁ ହାତ ଗୋଡ ଛଡାଇବାକୁ ଲାଗିବାରୁ ପୁଣି ସେହି ବ୍ୟକ୍ତି ପକେଟ ରୁ କପଡା ବାହାର କରି ଛାତ୍ରୀ ଙ୍କୁ ଶୁ-ଙ୍ଘାଇ ବେ-ହୋଓସ କରିଦେଇଥିଲେ ।

ଦୀର୍ଘ ସମୟ ଧରି ଛାତ୍ରୀ ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ । ଏହାପରେ କିଛି ସ୍ଥାନୀୟ ଲୋକେ ଛାତ୍ରୀ ଙ୍କୁ ଉଦ୍ଧାର କରି ଛାତ୍ରୀ ଙ୍କୁ ଚିକିତ୍ସ୍ୟା ନିମନ୍ତେ ସାଲେପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ପରିବାର ଲୋକେ ଦାବି କରିଛନ୍ତି ଉକ୍ତ ସହପାଠିନୀ ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଅମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *