କଲେଜ ଛାତ୍ରୀଙ୍କ ପ୍ରେମ ପଡିଗଲା ଧରା, ଗାଁ ଲୋକ ଧରି ପକାଇଲେ, ଆଉ ତା’ପରେ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ । ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ ।

ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏକ ପ୍ରେମିଯୁଗଳ ପ୍ରେମ କରିବା ସମୟରେ ଫସିଯାଇଛନ୍ତି ।

ଆପଣ ମାନେ ଦେଖି ପାରୁଥିବେ ଜଣେ ସ୍କୁଲ ଛାତ୍ରୀ ନିଜ ପ୍ରେମିକ ସହ ଗାଁରେ ରାସଲୀଳା କରୁଥିବା ବେଳେ ଗାଁ ଲୋକମାନେ ସେମାନଙ୍କୁ ଧରିଦେଇଥିଲେ । ଏହା ପରେ ତାଙ୍କ ଦୁଇଜଣଙ୍କ ହାତକୁ ବାନ୍ଧି ହଇରାଣ କରିଥିଲେ । ଏହା ପରେ ଉଭୟଙ୍କୁ ଏକ ପେପରରେ ନାଁ, ଗାଁ ଓ ଠିକଣା ଲେଖିବା ପାଇଁ କହିଥିଲେ ଗ୍ରାମବାସୀ । ଏହା ପରେ ଗାଁ ଲୋକ ଏହି ଦୁଇଜଣଙ୍କ ବିବାହ କରିଦେଇଥିଲେ ।

ଗାଁ ଲୋକଙ୍କର ଏପରି ବ୍ୟବହାର ଦେଖି ପ୍ରେମିଯୁଗଳ ଦୁଇଜଣ ବହୁତ ଡରି ଯାଇଥିଲେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହିଛି ଓ ଲୋକମାନେ ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *