ନୀଳ ଚକ୍ର ଉପରେ ଉଡିଲେ ପଲ-ପଲ ଚିଲ ! କଣ ଭଗବାନ ଦେଉଛନ୍ତି କି କୌଣସି ବିପଦର ସଙ୍କେତ ? ଦେଖନ୍ତୁ Video

ବନ୍ଧୁଗଣ ଆମ ଭାରତରେ ଚାରୋଟି ମୁଖ୍ୟ ଧାମ ରହିଛି ସେଥିମଧ୍ୟରୁ ଗୋଟେ ହେଉଛି ଶ୍ରୀ ମନ୍ଦିର । ଶ୍ରୀ ମନ୍ଦିରକୁ ପ୍ରତି ବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକ ଯାତ୍ରା କରିବାକୁ ଆସିଥାନ୍ତି । ଆମ ହିନ୍ଦୁ ଧର୍ମରେ ଏହି ମନ୍ଦିରର ବହୁତ ପୌରାଣିକ ମାନ୍ୟତା ରହିଛି । ବନ୍ଧୁଗଣ ଶ୍ରୀ ମନ୍ଦିର ସହ ଜଡିତ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ରୀ ମନ୍ଦିର ସହ ଜଡିତ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ପୁରୀ ମନ୍ଦିର ଉପରେ ଚିଲ ଉଡୁଥିବାର ନଜର ଆସୁଛନ୍ତି । ଅନେକ ଚିଲ ବହୁତ ସମୟ ଧରି ମନ୍ଦିର ଉପରେ ଉଡି ଛନ୍ତି ଓ ଏହା ହେଉଛି ଗତ କାଲିର ଘଟଣା ।

ଗତ କାଲି ସନ୍ଧ୍ୟା ୫ଟା ୨୦ ମିନିଟରେ ଶ୍ରୀ ମନ୍ଦିର ଉପରେ ହଠାତ ଚିଲ ମାନେ ଆସି ଉଡିଥିଲେ । ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରଯାଇଥିଲା । ବନ୍ଧୁଗଣ ଚିଲ ମାନେ ଏମିତି ମନ୍ଦିର ଉପରେ ଉଡିବାର କାରଣ କଣ ଓ ଏହି ଦୃଶ୍ୟ ଅନେକ ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରୁଛି । ସାଧାରଣତଃ ଚିଲକୁ ଏକ ଅପଛାୟା ବା ଏକ ନକରାତ୍ମକ ଶକ୍ତି ରୂପେ ମାନା ଯାଇଥାଏ । ତା ହେଲେ କଣ କିଛି ନକରାତ୍ମକ ଶକ୍ତି ମାଡି ଆସୁଛି ।

ଏହାର ପ୍ରଭାବ ଓଡିଶା ତଥା ଦେଶ ଉପରେ ପଡିବ କି ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସୁଛି । ତେବେ କାହାକୁ ଡରେଇବା ଆମର ଉଦ୍ଦେଶ୍ୟ ନୁହେଁ ହେଲେ ଅନେକ ଲୋକ ଏହାକୁ ଏକ ନକରାତ୍ମକ ଶଙ୍କେତ କହୁଛନ୍ତି । ବନ୍ଧୁଗଣ ଶ୍ରୀ ମନ୍ଦିରରେ ଏଭଳି ଚିଲ ଉଡିବାର ଘଟଣା ବହୁତ କମ ଥର ଦେଖିବାକୁ ମିଳିଛି ।

ଦୁଇ ଦିନ ପୂର୍ବରୁ ତଥା ବାତ୍ୟା ଯିବା ପରେ ପୁରୀର ଆକାଶ ଲୋହିତ ରଙ୍ଗ ଧାରଣ କରିଥିଲା । ଅନେକ ଏହାକୁ ଜଗନ୍ନାଥଙ୍କ ନୀଳା କହୁଥିବା ବେଳେ ଅନେକ ଏହାକୁ ପ୍ରକୃତିର ପରିବର୍ତ୍ତନ ବୋଲି କହୁଛନ୍ତି । ହେଲେ ବର୍ତ୍ତମାନ ମନ୍ଦିର ଉପରେ ଚିଲ ଉଡିବା ଦୃଶ୍ୟ ଦେଖି ଲୋକମାନେ ଭୟବିତ ହୋଇଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *