ଏହି ଚେହେରାରେ ଲୁଚିଛି ଗୋଟିଏ ଓଟ, କଣ ଆପଣ ଖୋଜି ପାରିବେ ? 99 % ଲୋକ ଫେଲ ହେବା ସୁନିଶ୍ଚିତ

ନମସ୍କାର ବନ୍ଧୁଗଣ ନିଜ ବୁଦ୍ଧି କୁ ତେଜ କରିବା ପାଇଁ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ, ଗୋଲକ ଧନ୍ଦା ଆଦି କରିବା ବହୁତ ଭଲ କଥା । ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଭଳି ବ୍ରେନ ଟେଷ୍ଟ ପାଇଁ ଅନେକ ଗୋଲକ ଧନ୍ଦା କିମ୍ବା ପଜଲ ଦେଖିବାକୁ ମିଳୁଛି ।

ଏହା ଭିତରେ ଅଧିକ ତମ ଏଭଳି ଥାଏ କି ଏକ ଚିତ୍ର ଦେଖା ଯିବ ଏଵଂ ସେଥି ମଧ୍ୟରୁ କୁହା ଯାଇଥିବା ଜିନିଷ କୁ ଖୋଜିବାକୁ ପଡିବ । ଏହା ବୁଦ୍ଧି କୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ ।ତେବେ ସୋସିଆଲ ମିଡ଼ିଆ ରେ ଏକ ପଜଲ ବହୁତ ଭାଇରାଲ ହେଉଛି ।

ଏଥିରେ ଏକ ମୁହଁ ଦେଖା ଯାଉଛି ଏବଂ ସେଥିରେ ବିଭିନ୍ନ ପଶୁ ପକ୍ଷୀ ଙ୍କ ଚିତ୍ର ରହିଛି ଯେପରି-ହାତୀ,ଘୋଡା,ଠେକୁଆ,ଭାଲୁ ଆଦି । ତେବେ ଏହି ସବୁ ପଶୁ ମାନଙ୍କ ଭିତରୁ ଆପଣ ଙ୍କୁ ଓଟ କୁ ଖୋଜିବାକୁ ପଡିବ । ଏହି ପଜଲ କୁ ଆଇ ପି ଏସ ଅଫିସର ଦୀପାନସୁ କାବରା ନିଜର ଟ୍ୱିଟର ରେ ପୋଷ୍ଟ କରିଥିଲେ ।

ସେ ନିଜ ଟ୍ୱିଟର ରେ ଅନେକ ମଜା ମଜା ଜିନିଷ କୁ ଛାଡ଼ି ଥାଆନ୍ତି ଏବଂ ଏଥର ଏହି ପଜଲ କୁ ଛାଡି ଟେଷ୍ଟ ୟୌର ଆଏଜ ବୋଲି ଲେଖିଛନ୍ତି ଏହାର ଅର୍ଥ ନିଜ ଆଖି ର ପରୀକ୍ଷା ନିଅନ୍ତୁ ।ତେବେ ଚାଲନ୍ତୁ ଆପଣ ଏହି ଚିତ୍ର କୁ ଭଲ ଭାବରେ ଦେଖନ୍ତୁ ।

 

ଏବଂ ଏହି ପଶୁ ମାନଙ୍କ ଭିତରୁ ଓଟ କୁ ଖୋଜି ବାହାର କରନ୍ତୁ ଏବଂ ନିଜ ବୁଦ୍ଧି ଏବଂ ଆଖିର ପରୀକ୍ଷା କରନ୍ତୁ । ତେବେ ଏହି ଟ୍ୱିଟର ରେ ଅନେକ ଲୋକ ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି କିଛି ଠିକ କହିଛନ୍ତି ତ କିଛି ଭୁଲ ତେବେ ଆମେ ଆପଣ ଙ୍କୁ ଏହାର ସଠିକ ଉତ୍ତର କହି ଦେଉଛୁ ।

 ତେବେ ଆଶା କରୁଛୁ କି ଆପଣ ମାନେ ମଧ୍ୟ ଠିକ ଉତ୍ତର କହିଥିବେ । ତେବେ ଏହି ଭଳି ପଜଲ କୁ ଏବଂ ଗୋଲକ ଧନ୍ଦା ର ଉତ୍ତର ବାହାର କରିବା ଦ୍ୱାରା ଆପଣ ଙ୍କ ବୁଦ୍ଧି ପ୍ରଖର ହୋଇଥାଏ ଏଵଂ ଆପଣ ଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଭଲ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *