ବନ୍ଧୁଗଣ ବର୍ତ୍ତମାନ ଦେଶରେ କୋରନା ମହାମାରୀ ର ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏହି ମହାମାରୀ ଠାରୁ ସୁରକ୍ଷିତ ରହିବା ନିମନ୍ତେ ସରକାର ବିଭିନ୍ନ ଗାଇଡ଼ ଲାଇନ ମଧ୍ୟ ଜାରି କରିଛନ୍ତି ।
କୋରନା ରୁ ବଞ୍ଚିବା ପାଇଁ ସମସ୍ତ ଦେଶବାସୀ ନିୟମିତ ମାସ୍କ ଓ ସାନିଟାଇଜର ର ବ୍ୟବହାର କରୁଛନ୍ତି । ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ବାହାରକୁ ଯାଉ ନାହାନ୍ତି । ସାମାଜିକ ଦୂରତା ବଜାୟ ରଖୁଛନ୍ତି ଏବଂ ଏହା ସହିତ ଘରେ କାଢ଼ା ପ୍ରସ୍ତୁତ କରି ପିଉଛନ୍ତି ଓ ଷ୍ଟିମ ନେଉଛନ୍ତି । ତେବେ ଆପଣ ମାନେ ମଧ୍ୟ ପ୍ରତିଦିନ ଅଥବା ସପ୍ତାହ ରେ ଦୁଇ ତିନି ଥର ଷ୍ଟିମ ନେଉଥିବେ ।
କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଷ୍ଟିମ ନେବାର ଏଭଳି ଏକ ଦେଶୀ ଯୁଗାଡ଼ ସମ୍ବନ୍ଧରେ ଦେଖାଇବୁ ଯାହା ଦେଖି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଷ୍ଟିମ ନେବାର ଏକ ଦେଶୀ ଯୁଗାଡ଼ କରିଛନ୍ତି ।
ଆପଣ ମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ ଯେ ବ୍ୟକ୍ତି ଜଣକ ତଳେ ଚୁଲି ଜଳୁଛି ଏବଂ ଚୁଲି ରେ ଏକ ପ୍ରେସର କୁକର କୁ ବସା ଯାଇଛି । କିନ୍ତୁ ପ୍ରେସର କୁକୁର ର ସିଟି ଜାଗାରେ ଏକ ବଡ଼ ପାଇପ୍ ଲଗା ଯାଇଛି । ପାଇପ୍ ର ଉପରି ଭାଗରେ ଏକ ଫନେଲ ଟିପ୍ ଟି ଲଗା ଯାଇଛି । ଯାହା ସାହାଯ୍ୟ ରେ ବ୍ୟକ୍ତି ଜଣକ ବହୁତ ଆରାମ ରେ ଷ୍ଟିମ ନେଇ ପାରୁଛନ୍ତି ।
ଏହି ଭିଡିଓ କୁ ଦେଖି ଆପଣ ମାନଙ୍କୁ ମଧ୍ୟ ମଜା ଲାଗୁଥିବ । ସୋସିଆଲ ମିଡିଆ ରେ ଏହି ଭିଡିଓ କୁ ଦେଖି ଦର୍ଶକ ମାନେ ବ୍ୟକ୍ତି ଜଣକ ପ୍ରଶଂସା କରିଛନ୍ତି ଏବଂ କିଛି ୟୁଜରର୍ସ କମେଣ୍ଟ ରେ ଏହା ମଧ୍ୟ ଲେଖିଛନ୍ତି ଯେ ଭାରତ ରେ କିଛି ବି ସମ୍ଭବ ।
କିନ୍ତୁ ଷ୍ଟିମ ନେବାର ଏହି ପଦ୍ଧତି ସୁରକ୍ଷିତ ନୁହେଁ । ଏହାକୁ ସହଜ ଓ ସୁରକ୍ଷିତ ଭାବି ଆପଣ ମାନେ ଘରେ ଏହି ଉପାୟ କୁ ଘରେ ଆଦୋୖ ପ୍ରାୟୋଗ କରନ୍ତୁ ନାହିଁ । ଏହା ବିପଦ ଜନକ ହୋଇପାରେ ।
ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ