ଚଉଠି ରାତିରେ ଏମିତି କଣ ଘଟିଲା କି ଚାଲିଗଲା ସ୍ବାମୀର ଜୀବନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚଉଠି ରାତିରେ ନା ହେଲା ମନର ମିଳନ ନା  ଶରୀର ମିଳନ ! ହେଲେ ଘଟିଗଲା କିଛି ଅଘଟଣ ! ହଁ ବନ୍ଧୁଗଣ ପ୍ରତ୍ଯେକଟି ପୁଅ ଓ ଝିଅଙ୍କ ଜୀବନରେ ବାହାଘର ଭଳି ଶୁଭସଂଯୋଗ ଆସିଥାଏ । ତେବେ ବାହାଘର ପରେ ଜଣେ ପୁଅ ଓ ଝିଅଙ୍କର ଚତୁର୍ଥୀ ରାତିରେ ମନ ଓ ଶରୀରର ମଧ୍ୟ ମିଳନ ହୋଇଯାଇଥାଏ । ତେବେ ଜଣେ ଯୁବକଙ୍କର ନୂଆ ନୂଆ ବାହାଘର ହୋଇଥିବା ସ୍ଥଳେ ଏପରି କଣ ହେଲା କି ଯେ ଚତୁର୍ଥୀ ପର ଦିନ ସ୍ଵାମୀ ନିଜର ଜୀବନ ହାରିଦେଲା ।

ତେବେ ଏପରି ଘଟଣା କେନ୍ଦୁଝର ଜିଲ୍ଲା  ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିମାଟି ଗ୍ରାମରେ ଏପରି ଘଟଣା ଘଟିଯାଇଛି । ତେବେ ଗତ ମାର୍ଚ ୧୦ ତାରିଖ ଦିନ ଉଭୟ ପୁଅ ନିର୍ମଳ ଓ ଝିଅ ବୁଦ୍ଧିମତୀଙ୍କ ସହମତି କ୍ରମେ ବାହାଘର ହୋଇଥିଲା । ତେବେ ବାହାଘର ପରେ ଚତୁର୍ଥୀ ରାତିରେ ମଧ୍ୟ ଗୋଟିଏ ରୁମ୍ ରେ ନବ ବିବାହିତ ପୁଅ ଓ କନ୍ୟା ରହିଥିଲେ । ତେବେ ରାତାରାତି ଚତୁର୍ଥୀ ଭଳି ମଧୁର ରାତିରେ କଣ ଘଟିଗଲା କେଜାଣି ?

ଯେଉଁଠିକୁ ନିର୍ମଳ ଆତ୍ମହତୟଆ ଭଳି ଏତେ ବଡ ନିଷ୍ପତ୍ତି ନେଇଗଲେ । ଆଉ ସକାଳୁ ଉଠୁ ଉଠୁ ପିଆଜ ଆଣିବାକୁ ଯାଉଛି କହି ଚାଲିଗଲେ ଯେ ଆଉ ଘରକୁ ଫେରିକି ଆସିଲେ ନାହିଁ । ତେବେ ପୁଅକୁ ବହୁତ ଖୋଜାଖୋଜି କରିବାରୁ କିଛି ମଧ୍ୟ ପତ୍ତାମିଳୁନଥିଲା । ତାପରେ ଗ୍ରାମର କିଛି ଲୋକେ ଲୋକେ ଯେତେବେଳେ ଜଙ୍ଗଲକୁ ମହୁଲ ଆଣିବାକୁ ଯାଇଥିଲେ । ତେବେ ସେଠି ଗ୍ରାମର ପୁଅ ନିର୍ମଳର jhulanta ଶରୀରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହି ଖବର ନିର୍ମଳଙ୍କର ପରିବାରକୁ ଜଣାଇଥିଲେ । ତେବେ ପରିବାର ଲୋକେ ମଧ୍ୟ ନିର୍ମଳଙ୍କର ଏପରି ଏକ ଚରମ ନିଷ୍ପତ୍ତିକୁ ଦେଖି ଆଶ୍ଚର୍ଯ୍ୟ ହେବ ସହ ଘରର ପୁଅକୁ ହରାଇଥିବା ଦୁଖରେ ଭାଙ୍ଗି ପଡିଛନ୍ତି । କାରଣ ନବ ବିବାହିତ ପୁଅର ଚତୁର୍ଥୀ ରାତିରେ କଣ ହେଲା ଯେ ସେ ନିଜର ଆତ୍ମହତୟଆ କରିଦେଲା ।

ତେବେ ନିର୍ମଳଙ୍କର ଏହି ଆତ୍ମହତୟଆ ପଛରେ କଣ ରହିଛି ପ୍ରକୃତ ରହସ୍ୟ ତାହା ଯଦିଓ କିଛି ସ୍ପଷ୍ଠ ହୋଇପାରିନାହିଁ । ହେଲେ ଜଣେ ନବ ବିବାହିତା ସ୍ତ୍ରୀ ତା’ ର ସ୍ଵାମୀକୁ ହରାଇବାର ଦୁଖ କେତେ ଦୁଃଖନୀୟ ତାହା ତ କହି ମଧ୍ୟ ହେବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *