ଅଜବ ପରମ୍ପରା, ଏଠାରେ ଚଉଠି ରାତି ପରେ ୫ ଦିନ ପର୍ଯ୍ୟନ୍ତ ଝିଅକୁ ରହିବାକୁ ପଡେ ଉଲଗ୍ନ, ଆଉ ତା ପରେ…

ବହୁତ ପ୍ରାଚୀନ ହେଉଛି ଆମ ଭାରତ ବର୍ଷ । ଆମ ଭାରତ ବର୍ଷରେ ଏମିତି ବହୁତ ପ୍ରଥା ଓ ପରମ୍ପରା ଲୁଚି ରହିଛି । ଆମ ଭାରତ ବର୍ଷରେ ଅନେକ ବିଚିତ୍ର ପରମ୍ପରା ରହିଛି । ଏହିପରି ଏକ ବିଚିତ୍ର ପରମ୍ପରା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏହି ପରମ୍ପରା ବିଷୟରେ ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସେହି ପରମ୍ପରାଟି ହେଉଛି ନୂଆ ନୂଆ ବିବାହ କରିଥିବା କପଲ ମାନଙ୍କ ଚଉଠି ରାତିରେ ଏକ ବିଚିତ୍ର ଘଟଣା ଘଟିଥାଏ । ତାହା ହେଉଛି ଚଉଠି ରାତି ପରେ ସେହି ମହିଳା ଜଣଙ୍କୁ ୫ ଦିନ ପର୍ଯ୍ୟନ୍ତ ନିର୍ବସ୍ତ୍ର ରହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ହିମାଚଳ ପ୍ରଦେଶର ଏକ ଗାଁରେ ଏହି ପ୍ରଥା ରହିଛି । ଗାଁ ଲୋକଙ୍କ ମତରେ ଏହି ଗାଁର ପ୍ରଥା ଦୀର୍ଘ ୧୨୦ ବର୍ଷ ହେଲାଣି ଚାଲୁଅଛି । ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଥିବ ଯେ ଯଦି ମହିଳା ଜଣକ ନିର୍ବସ୍ତ୍ର ରହିବେ ତେବେ ସମାଜରେ ଥିବା ଲୋକମାନଙ୍କ ପ୍ରତିକ୍ରିୟା ସେହି ନାରୀ ଉପରେ କଣ ରହିଥିବ ।


ହେଲେ ବନ୍ଧୁଗଣ ଆମେ କହିଦେଉଛୁ ଯେଉଁ ୫ ଦିନ ମହିଳା ଜଣକ ନିର୍ବସ୍ତ୍ର ହୋଇ ରହିବେ, ସେହି ୫ ଦିନ ପର୍ଯ୍ୟନ୍ତ ମହିଳା ଥିବା ଘର ମଧ୍ୟକୁ କେବଳ ଏକ ମହିଳା ପ୍ରବେଶ କରି ପାରିବ । ଏମିତିକି ବାହାର ଲୋକ ଏବଂ ସେହି ମହିଳାଙ୍କ ସ୍ଵାମୀ ମଧ୍ୟ ସେହି ଗୃହକୁ ପ୍ରବେଶ କରି ପାରିବେ ନାହିଁ । ଏହି ପ୍ରଥାର ଅନ୍ୟ ଏକ ନିୟମ ହେଉଛି ଯେଉଁ ୫ ଦିନ ପର୍ଯ୍ୟନ୍ତ ମହିଳା ଜଣକ ନିର୍ବସ୍ତ୍ର ରହିବେ ସେହି ୫ ଦିନ ପର୍ଯ୍ୟନ୍ତ ମହିଳାଙ୍କ ସ୍ଵାମୀ ନା ଗାଧୋଇ ପାରିବେ ନା ମଦ୍ୟପାନ ପରି ପାରିବେ ।


ଭାରତରେ ଏହି ପରି ବହୁତ ଅନ୍ଧ ବିଶ୍ଵାସ ରହି ଆସିଛି ।ଯେତେବେଳେ ଏହି ଗାଁର ଲୋକ ମାନଙ୍କୁ ଏହି ପ୍ରଥାର ମୁଖ୍ୟ କାରଣ ବିଷୟରେ ପଚରା ଗଲା ସେତେବେଳେ ଏହି ଗାଁରେ ଥିବା ଏକ ବୃଦ୍ଧ ଲୋକ ଏହାର ଉତ୍ତର ଦେଇ କହିଥିଲେ, ଯଦି ଆମେ ଏହି ପ୍ରଥାକୁ ପାଳନ ନ କରିବୁ ତେବେ ଭଗବାନ ଆମକୁ ଶାସ୍ତି ଦେବେ । ଯାହା ଫଳରେ ଆମ ଗାଁ ସଂପୂର୍ଣ୍ଣ ଧ୍ଵଂସ ହୋଇଯିବ । ଆପଣ ମାନେ ଏହି ସବୁ କଥା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଅନୁଭବ କରୁଥିବେ ସତ, ହେଲେ ଏମିତି କିଛି ପ୍ରଥା ଏବଂ ଅନ୍ଧ ବିଶ୍ଵାସ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଲାଗି ରହିଛି ।

ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *