ସାର ଆପଣଙ୍କ ହାତ ଗଲା କେମିତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଛାତ୍ରୀଙ୍କୁ mada mari ବେhoସ କରିଦେଲେ ଶିକ୍ଷକ ! dandaମୁକ୍ତ ଅଞ୍ଚଳରେ ଏ କି ପ୍ରକାର danda ! ହଁ ବନ୍ଧୁଗଣ ଯେଉଁ ସ୍କୁଲକୁ ମଧ୍ୟ ଜାଆନ୍ତୁ ହେଲେ ସେହି ସ୍କୁଲର କାନ୍ଥ ମାନଙ୍କରେ ବଡ ବଡ ଅକ୍ଷରରେ ଲେଖା ହୋଇଥାଏ । dandaମୁକ୍ତ ଅଞ୍ଚଳ । ଏହା ମାନେ ହେଉଛି । ସ୍କୁଲରେ ପିଲା ମାନଙ୍କ ଉପରେ କୌଣସି ଶିକ୍ଷକ ହାତ ଉଠାଇ mada mariବେ ନାହିଁ କି danda ମଧ୍ୟ ଦେଇପାରିବେ ନାହିଁ ।

ହେଲେ ଏହି ସରକାରୀ ନୀତିର ଗଞ୍ଜାମ ଜିଲ୍ଲା ସୋରଡାରେ ଥିବା ଆରସିଏମ ୟୁପି ବିଦ୍ୟାଳୟରେ ବ୍ୟତିକ୍ରମ ଦେଖା ଯାଇଛି । ଯେଉଁଠାରେ କି ଜଣେ ସାର ଛାତ୍ରୀକୁ mari mari ବେhoସ କରି ତଳେ ପକାଇ ଦେଇଛନ୍ତି । ହେଲେ କିଛି ଛାତ୍ରୀ କେବଳ ଏତିକି ହିଁ ଭୁଲ କରିଥିଲେ । ଏହା କି ଯେ କି ଯେ ଛାତ୍ରୀ ମାନେ ସ୍କୁଲ ପରୀକ୍ଷାରେ ଅଳ୍ପ ମାର୍କ ରଖିଥିଲେ । ତେବେ ଏହି ରାଗ ରଖି ଛାତ୍ରୀ ମାନଙ୍କୁ ସ୍କୁଲର ସହକାରୀ ଶିକ୍ଷକ ନି-ର୍ଦ୍ଧୂ-ମ pitiଥିଲେ ।

ତେବେ ନିଜର ରାଗ ସରିବା ପର୍ଯ୍ୟନ୍ତ ସେହିପରି ନି-ର୍ଧ-ୟ ଭାବରେ ସାର ଜଣଙ୍କ ଛାତ୍ରୀଙ୍କୁ mari ଚାଲିଥିଲେ । ତାପରେ ଏହାରି ଭିତରେ mada  ଖାଇ କିଛି ଛାତ୍ରୀ ବେhoସ ହୋଇ ଯାଇଥିଲେ । ତେବେ ଏହି ଘଟଣା କିଛି ଦିନ ତଳେ ଘଟି ଥିଲା । ହେଲେ ଏହି mada mariବା ଦ୍ରୁଶ୍ଯଟି ଭାଇରାଲ ହେବା ପରେ ସ୍କୁଲ ସାରଙ୍କର ଛାତ୍ରୀଙ୍କୁ ଏପରି ନି-ର୍ଦ୍ଧ-ୟ ସହକାରେ mada mariବା କଥାକୁ ନେଇ ଏବେ ସାରଙ୍କ ଉପରେ କାର୍ଜ୍ଯାନୁଷ୍ଠାନ କରାଯାଇଛି ।

ହେଲେ ଛାତ୍ରୀ ମାନଙ୍କର ଅଳ୍ପ ମାର୍କ ଆସିବା ଯୋଗୁ ପିଲାଙ୍କ ଉପରେ ଏଭଳି ନିର୍ଦ୍ଧୟ ଭଳି mada  ନmari ମଧ୍ୟ ଛାତ୍ରୀଙ୍କୁ ଏଠାରେ ଭଲ ପାଠ ପଢିବା ପାଇଁ ଶିକ୍ଷକ ବୁଝାଇ ମଧ୍ୟ ପାରିଥାନ୍ତେ । ହେଲେ ସେଭଳି କିଛି ଭଲ ପଦକ୍ଷେପ ନନେଇ ଛାତ୍ରୀଙ୍କୁ mari mari ଶିକ୍ଷକ ବେhoସ କରିଦେଇଛନ୍ତି ।

ତେବେ ଜଣେ ଶିକ୍ଷକଙ୍କର ଏଭଳି ଛାତ୍ରୀ ମାନଙ୍କୁ mada mari danda ଦେବା ପଦକ୍ଷେପ କେତେ ଦୂର ଠିକ ତାହା କମେଣ୍ଟ କରିକି ଜଣାନ୍ତୁ । ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *