ଛାତି ରେ କଫ ଜମିଲେ କଣ ଖାଇଲେ ଜଲ୍ଦି ଭଲ ହୋଇଥାଏ ? ଏହା ସହ କିଛି Health Tips

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଆମ ଶରୀରକୁ ସୁସ୍ଥ ରଖିବାରେ କିଛି ଘରୋଇ ଉପଚାର କୁ ନେଇ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ଆମ ଶରୀର କୁ ନେଇ ଅନେକ ମହତ୍ଵ ପୂର୍ଣ୍ଣ କଥା ରହିଛି ଯାହା ଆମେ ଜାଣି ନ ଥାଉ ।

ଆମ ଶରୀର ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ନୁସଖା ରହିଛି ଯାହା ଆମ ଆଖ ପାଖରେ ରହିଥାଏ କିନ୍ତୁ ଆମେ ଜାଣି ନ ଥାଉ । ଶରୀର କୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ମେଡ଼ିସିନ ର ସେବନ କରିଥାଉ । ଯାହା କିଛି ମାତ୍ରାରେ ଆମ ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଘରୋଇ ଉପଚାର ଆମ ଶରୀରକୁ ସଂପୂର୍ଣ୍ଣ ରୂପେ ଠିକ ରଖିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- କେଉଁ ପରିବା ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ?

ଉତ୍ତର- କଲରା ।

2- କେଉଁ ଫଳରେ ପ୍ରଚୁର ପରିମାଣ ରେ ଭିଟାମିନ ଥାଏ ?

ଉତ୍ତର- ଅମୃତଭଣ୍ଡା ।

3- କେଉଁ ଫଳକୁ ଖାଇଲେ ଦାନ୍ତ ସବୁବେଳେ ସଫା ରୁହେ ?

ଉତ୍ତର- ଅମୃତଭଣ୍ଡା ।

4- କଣ ଖାଇବା ଦ୍ଵାରା କିଡନି ସୁସ୍ଥ ରୁହେ ?

ଉତ୍ତର- ପିଆଜ ।

5- ପ୍ରତି ଦିନ ଦହି ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ଚୁଟି ଝଡିବା ।

6- ସବୁବେଳେ ଗରମ ପାଣି ପିଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ହାଇ ବ୍ଲଡ଼ ପ୍ରେସର ।

7- କେଉଁ ପରିବା କୁ କଞ୍ଚା ଖାଇଲେ ମଣିଷର ରଙ୍ଗ ବଦଳିଯାଏ ?

ଉତ୍ତର- ଟମାଟୋ ।

8- କେଉଁ ପତ୍ର ଖାଇଲେ ମଳକଣ୍ଟକ ରୋଗ ଭଲ ହୋଇଥାଏ ?

ଉତ୍ତର- ତେନ୍ତୁଳୀ ପତ୍ର ।

9- ବାସୀ ମୁହଁ ରେ ପାଣି ପିଇଲେ କେଉଁ ସମସ୍ଯା ଦୂର ହୋଇଥାଏ ?

ଉତ୍ତର- କିଡନି ସମସ୍ଯା ।

10- ଛାତି ରେ କଫ ଜମିଲେ କଣ ଖାଇଲେ ଜଲ୍ଦି ଭଲ ହୋଇଥାଏ ?

ଉତ୍ତର- ଗୁଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *