ସୁନା ଠାରୁ ବି ଅଧିକ ମୂଲ୍ଯବାନ ଅଟେ ଏହି ଫୁଲ, ଷ୍ଟୋନ୍ ଠୁ ଜଣ୍ଡିସ ଯାଏଁ ସବୁ ରୋଗ ପାଇଁ ଅଟେ ରାମବାଣ- Health Tips

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅପରାଜିତା ଗଛକୁ ନିଶ୍ଚୟ ଦେଖିଥିବେ । ଏହି ଗଛଟି ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଦେଖିବାକୁ ମିଳେ । ଏହି ଗଛ ସବୁ ସ୍ଥାନରେ ଲତା ପରି ମାଡିଯାଇଥାଏ ।

ଆୟୁର୍ବେଦରେ ଅପରାଜିତାକୁ ଏକ ଜଡିବୁଟି କୁହାଯାଇଥାଏ । ବିଶେଷ କରି ବର୍ଷା ଋତୁରେ ଅପରାଜିତା ଫୁଲ ଅଧିକ ମାତ୍ରାରେ ଫୁଟି ଥାଏ । ଆୟୁର୍ବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଦୁଇ ପ୍ରକାରର ଅପରାଜିତା ଫୁଲ ଦେଖିବାକୁ ମିଳିଥାଏ । ପ୍ରଥମଟି ହେଉଛି ଧଳା ଓ ଦ୍ଵିତୀୟଟି ହେଉଛି ନୀଳ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅପରାଜିତା ଫୁଲ ଦ୍ଵାରା ହେଉଥିବା କେତେକ ରୋଗର ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ମୁଣ୍ଡ ବିନ୍ଧା ପାଇଁ ଅପରାଜିତା ଫୁଲର ବ୍ୟବହାର କରାଯାଇଥାଏ  । ଏହାକୁ ଏକ ଯନ୍ତ୍ରଣା ନାଶକ ଫୁଲ ବୋଲି ମଧ୍ୟ କୁହାଯାଏ । ମୁଣ୍ଡ ବିନ୍ଧା ହେଉଥିଲେ କଞ୍ଚା ଅପରାଜିତା ମଞ୍ଜିକୁ ବାଟି ସଖାଳ ସମୟରେ ଖାଲି ପେଟରେ ତାହାର ସେବନ କରନ୍ତୁ । ଆପଣ ମାନେ ମାତ୍ର ତିନି ଥର ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ମୁଣ୍ଡ ବିନ୍ଧା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ ।

୨. ଆଜିକାଲି ଅବସାଦ ଘଟିବା ଏକ ସାଧାରଣ କଥା । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅପରାଜିତା ଗଛ ଅବସାଦପାଇଁ ବହୁତ ଲାଭଦାୟକ ଅଟେ । ବନ୍ଧୁଗଣ ଅପରାଜିତା ଫୁଲକୁ ବାଟି ମୁଣ୍ଡରେ ଲଗାଇଲେ ଅବସାଦ ଦୂର ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହାର ବ୍ୟବହାର ନିଶ୍ଚୟ କରନ୍ତୁ ।

୩. ବନ୍ଧୁଗଣ ଅପରାଜିତା ମଧୁମୟ ରୋଗୀ ମାନଙ୍କର ରକ୍ତ ଶର୍କରାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ମାନେ ମଧୁମୟ ରୋଗୀ ଅଟନ୍ତି ତା ହେଲେ ମେଡ଼ିସିନରେ ସେବନ କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ସଖାଳ ଓ ରାତିର ଭୋଜନ ପରେ ଅପରାଜିତା ଫୁଲର ଚାହା ପ୍ରସ୍ତୁତ କରି ସେବନ କରନ୍ତୁ । ଅପରାଜିତା ଫୁଲର ଚାହା ପିଇବା ଦ୍ଵାରା ମଧୁମୟ ରୋଗୀଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ  ।


୪. ବନ୍ଧୁଗଣ ଯଦି ଆପଣ ମାନେ କିଡ୍ନି ଓ ଷ୍ଟୋନ ପାଇଁ କଷ୍ଟ ପାଉଛନ୍ତି ତେବେ ପାଞ୍ଚ ଗ୍ରାମ ଅପରାଜିତା ଚେରକୁ ଚାଉଳରେ ବାଟି ଦିଅନ୍ତୁ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଆପଣ ମାନେ ସଖାଳ ଓ ସନ୍ଧ୍ୟା ସମୟରେ ଏହାର ସେବନ କରନ୍ତୁ । ମାତ୍ର ଗୋଟିଏ ସପ୍ତାହର ସେବନରେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ ।

କିଡ୍ନି ଓ ଷ୍ଟୋନ ରୋଗରୁ ଆପଣ ମାନଙ୍କୁ ଆରମ ମିଳିବ । ତା ହେଲେ ବନ୍ଧୁଗଣ ଅପରାଜିତା ଫୁଲର ଏହି ସବୁ ଫାଇଦାର ଲାଭ ଆପଣ ମାନେ ନିଶ୍ଚୟ ଉଠାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *