ଏହି ୪ ଟି ନାମର ଝିଅ ହୃଦୟରୁ ହୋଇଥାନ୍ତି ବହୁତ ଭଲ, ପ୍ରେମରେ ପାର୍ଟନରଙ୍କୁ କେବେ ବି ଦିଅନ୍ତି ନାହିଁ ଧୋକା, କଣ ଆପଣଙ୍କ ପ୍ରେମିକାଙ୍କ ନାମ ନାହିଁ ତ ଏଥିରେ

ଏହି ଦୁନିଆରେ ଜନ୍ମ ନେବାପରେ ସବୁ ମଣିଷଙ୍କର ସର୍ବ ପ୍ରଥମେ ନାମକରଣ ହୋଇଥାଏ , କୌଣସି ବି ବ୍ୟକ୍ତିର ପରିଚୟ ତାଙ୍କ ନାମରୁ ହିଁ ହୋଇଥାଏ , କଣ ଆପଣ କେବେ ଭାବିଛନ୍ତି କି ଯଦି କୌଣସି ବ୍ୟକ୍ତିର ନାମ ନ ରୁହେ ତାଙ୍କୁ କଣ କହିକି ଡାକିବା , ଜ୍ୟୋତିଷ ଶାସ୍ତ୍ରରେ ନାମର ଖାସ ମହତ୍ୱ ରହିଛି । ଏହି ଦୁନିଆରେ ଦୁଇ ପ୍ରକାରର ମଣିଷ ରହିଥାନ୍ତି ଜଣେ ଭଲ ଓ ଜଣେ ଖରାପ , ଭଲ ମଣିଷ କେବେବି କାହାର ଖରାପ ଚାହାନ୍ତି ନାହିଁ , ଯେତେବେଳେ ଖରାପ ମଣିଷ କିଛି ନା କିଛି ଦୁଷ୍ମନି ଆପଣଙ୍କ ଠାରୁ ବାହାର କରି ଦେଇଥାନ୍ତି  ।

ସେହିପରି ଯଦି ଆମେ ଝିଅଙ୍କ କଥା କହିବା ଏମିତି କୁହାଯାଏ କି ଝିଅମାନେ ପ୍ରେମରେ ଅଧିକ ପ୍ରତାରଣା ଦେଇଥାନ୍ତି । ପୁଅ ମଧ୍ୟ ଝିଅମାନଙ୍କର ମନ ଭାଙ୍ଗିବାରେ ମାହିର ଥାଆନ୍ତି । କିନ୍ତୁ ଝିଅ ହୁଅନ୍ତୁ କି ପୁଅ ସମସ୍ତେ ଖରାପ ହୋଇ ନଥାନ୍ତି, କିଛି ପୁଅ ବା ଝିଅ ଖରାପ ହୋଇଥିବା ବେଳେ କିଛି ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 4 ଟି ନାମର ଝିଅ ବିଷୟରେ କହିବାକୁ ଯାଉଛୁ , ଯିଏ ପ୍ରେମରେ ବିଶ୍ୱାସ ରଖିଥାନ୍ତି ଓ ଭୁଲରେ ମଧ୍ୟ ପ୍ରେମରେ ଧୋକା ଦେଇ ନଥାନ୍ତି ।

S ନାମର ଝିଅ

ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି , ଏମାନେ ବହୁତ ଶାନ୍ତ ହୋଇଥାନ୍ତି ଓ ବଡ଼ ମାନଙ୍କୁ ସମ୍ମାନ କରିବା ଭଲ ଭାବେ ଜାଣିଥାନ୍ତି , ମନ ପ୍ରଫୁଲ୍ଲ ହେବା କାରଣରୁ ଏମାନେ କାହାକୁ କେବେ ମିଛ କୁହନ୍ତି ନାହିଁ ଓ ଯାହା ବି ମନରେ ଥାଏ ସବୁ କହି ଦିଅନ୍ତି , ଏହି ଝିଅମାନେ ପ୍ରେମରେ ପଡନ୍ତି ନାହିଁ ଓ ଯଦି ଏମାନଙ୍କୁ ବିଶ୍ୱାସ କଲା ଭଲି କେହି ମିଳନ୍ତି ବା ଭଲ ପାଆନ୍ତି ତେବେ ଏମାନେ ତାଙ୍କୁ କେବେ ବି ଛାଡ଼ନ୍ତି ନାହିଁ । ପ୍ରେମରେ ଧୋକା ଦେବା ଏମାନଙ୍କୁ ଜଣା ନଥାଏ, ଏହାଛଡା ଏମାନେ ବହୁତ କେୟାରିଙ୍ଗ ନେଚରର ଅଟନ୍ତି ଓ ପରିସ୍ଥିତିକୁ ଭଲ ଭାବେ ହ୍ୟାନ୍ଡେଲ କରିବା ଏମାନଙ୍କୁ ଜଣା ଥାଏ ।

J ନାମର ଝିଅ

ଯେଉଁ ଝିଅମାନଙ୍କ ନାମ J ଅକ୍ଷରରୁ ଆରମ୍ଭ ହୋଇଥାଏ , ତାଙ୍କ ପାଖରେ ବିଶ୍ବାସି ଗୁଣ ଅଧିକ ଥାଏ , ଏମାନେ ଗୋଟେ ଥର ଯାହାକୁ ଭଲ ପାଆନ୍ତି ମରିବା ପର୍ଯ୍ୟନ୍ତ ତାଙ୍କ ହାତ ଛାଡ଼ନ୍ତି ନାହିଁ ଓ ତାଙ୍କ ପ୍ରତି ବିଶ୍ବାସୀ ହୋଇଥାନ୍ତି , ହୃଦୟରୁ ଏମାନେ ବହୁତ କୋମଳ୍ ହୋଇଥାନ୍ତି ଓ ଏମାନଙ୍କ ମୁହଁ ଦେଖିବାକୁ ସରଳ ହୋଇଥାଏ , ନିଜର ଶାନ୍ତ ସ୍ଵଭାବ ଓ ମିଠା କଥା ଦ୍ଵାରା ଏମାନେ କାହାର ବି ମନ ଜିତି ପାରିବେ । ଏମାନେ ନିଜ ପାର୍ଟନରଙ୍କ ପ୍ରତି ଭଲ ଓ ସନ୍ତାନ ପ୍ରତି ମଧ୍ୟ ଭଲ ହୋଇଥାନ୍ତି ।

M ନାମର ଝିଅ

ଏହି ନାମର ଝିଅମାନେ ଯାହାକୁ ଭଲ ପାଇ ଥାଆନ୍ତି ତାଙ୍କୁ ହିଁ ବିବାହ କରନ୍ତି , ଏମାନଙ୍କୁ ଧର୍ମ ଜାତି ଓ ଗରିବ ବଡଲୋକ କିଛି ଫରକ ପଡି ନଥାଏ , ଏମାନଙ୍କୁ ଯାହା ସହିତ ଥରେ ପ୍ରେମ ହୋଇଯାଏ , ତାଙ୍କ ଛଡା ଏମାନେ ଅନ୍ୟ କାହା କଥା ଭାବନ୍ତି ନାହିଁ । ଦେଖିବାକୁ ଏମାନେ ଯେତିକି ସାଧାରଣ ଲାଗନ୍ତି , ସେତିକି ସରଳ ମଧ୍ୟ ହୋଇଥାନ୍ତି , ଭଲ ପାଇବା ଓ ସାଥୀ ପ୍ରତି ବିଶ୍ବାସୀ ରହିବା , ଏମାନଙ୍କର ଉତ୍ତମ ଗୁଣ ହୋଇଥାଏ, ଏମାନେ ସ୍ଵନରେ ବି ନିଜ ସାଥି କି ଧୋକା ଦେବା କଥା ଭାବନ୍ତି ନାହିଁ ।

K ନାମର ଝିଅ

ଏହି ନାମର ଝିଅ ଦେଖିବାକୁ ବହୁତ କିୟୁଟ ହୋଇଥାନ୍ତି । ଏମାନେ ପ୍ରେମରେ ବିଶ୍ୱାସ ରଖନ୍ତି ନାହିଁ ପରନ୍ତୁ ଯଦି କିଏ ତାଙ୍କ ମନ ଜିତିବାରେ ସଫଳ ହୋଇଯାଏ ଏମାନେ ତାଙ୍କ ବିନା ବଞ୍ଚିବାକୁ ଭାବନ୍ତି ନାହିଁ । ଏମାନଙ୍କ ମିଠା କଥା ସମସ୍ତଙ୍କ ଉପରେ ଯାଦୁ ଭଳି ପ୍ରଭାବ ପକାଇ ଥାଏ , ଏମାନେ କେବେ ନିଜ ପ୍ରେମକୁ ଧୋକା ଦେଇ ନଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *