ଏହି ୪ ଟି ଖାଦ୍ୟ ଖାଆନ୍ତୁ କିଛି ବି କରି ପାରିବନି କରୋନା, ଦଶ ଗୁଣା ବଢିଯିବ Immunity- Dr. B. K. Mishra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହା ପରାମର୍ଶ ଦେଉଛନ୍ତି ଯେ, କୋରନା ମହାମାରୀ ରୁ ବଂଚିବା ପାଇଁ ନିଜ ଶରୀର ର ଇମ୍ୟୁନିଟି ପାୱାର କୁ ବଢାଇବାକୁ ହେବ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରର ଇମ୍ୟୁନିଟି ପାୱାର ବଢ଼ିଥାଏ ଏବଂ ଆପ୍ପ ସୁସ୍ଥ ରୁହନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, କିସମିସ। କିସମିସ ଖାଇବା ଦ୍ବାରା କେବଳ ହାଡ଼ ଓ ଦାନ୍ତ ମଜବୁତ ରହିଥାଏ ତାହା ନୁହେଁ। ଏହାକୁ ଖାଇବା ଦ୍ବାରା ଏହା ଶରୀର ଇ ଇମ୍ୟୁନିଟି ପାୱାର କୁ ବଢ଼ାଇ ଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ। ଏହା ସହିତ ଏଥିରେ ଫାଇବର, ପ୍ରୋଟିନ, କପର ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ।ନିଜ ଶରୀର ର ଇମ୍ୟୁନିଟି କୁ ବଢ଼ାଇବା ପାଇଁ କିସମିସ ଅବଶ୍ୟ ଖାଇବା ଉଚିତ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଫଲ୍କ ସିଡ୍। ଏଥିରେ ଓମେଗା୩ ଫ୍ୟାଟି ଏସିଡ଼ ରହିଥାଏ। ଏହା ଆମ ଶରୀର ରୁ ଖରାପ କୋଲେଷ୍ଟ୍ରଲ କୁ କାଢ଼ିଥାଏ ଏବଂ ହାର୍ଟ କୁ ସୁସ୍ଥ ରଖିଥାଏ। ଏହାକୁ ଖାଇବା ଦ୍ବାରା ଶରୀର ର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଛତୁ। ଛତୁ ରେ ଭରପୁର ପରିମାଣ ରେ ଭିଟାମିନ ଡି ରହିଥାଏ। ଏହା ଏହିତ ଛତୁ ରେ ଅନେକ ପୋଷକ ତତ୍ତ୍ୱ ରହିଥାଏ।ଏହା ଆମ ଶରୀରର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ। ତେଣୁ ଆପଣ ଚାହିଁଲେ ଆପଣଙ୍କ ଡାଏଟ ପ୍ଲାନ ରେ ଛତୁ ବା ମସୃମ କୁ ସାମିଲ କରି ପାରିବେ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ବ୍ରୋକଲି।ଏହା ହେଉଛି ଏକ ପୁଷ୍ଟିକର ଖାଦ୍ୟ। ବ୍ରୋକଲି ଖାଇବା ଦ୍ବାରା ଶରୀର କୁ ସମସ୍ତ ପ୍ରକାର ଭିଟାମିନ ଓ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ଏହା ଆମ ଶରୀର ର ଇମ୍ୟୁନିଟି ପାୱାର କୁ ମଧ୍ୟ ବଢ଼ାଇଥାଏ। ତେଣୁ ଆପଣ ବ୍ରୋକଲି ର ସାଲାଡ଼ ବା ସୁପ୍ କରି ମଧ୍ୟ ସେବନ କରି ପାରିବେ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *