ବାପା ବିକୁଥିଲା ରୋଡ ସାଇଡରେ ଚପଲ, ଝିଅ କରିଦେଲା ଏପରି କାମ କି ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ଏହି ସମସ୍ତ ଘଟଣା ବା ମାମଲା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ସମସ୍ତ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଘଟଣାଟିର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି କିଛି ଦିନ ତଳେ ମଧ୍ୟ ପ୍ରଦେଶରେ ପରୀକ୍ଷା ଫଳ ଘୋଷଣା ହୋଇଥିଲା । ବନ୍ଧୁଗଣ ପରୀକ୍ଷାରେ ସପୁରାର ମଧୁ ଆର୍ଯ୍ୟ ନାମକ ଏକ ଝିଅ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ।

ବନ୍ଧୁଗଣ ମଧୁ ଆର୍ଯ୍ୟ ହେଉଛନ୍ତି ଜଣେ ଗରିବ ଲୋକର ଝିଅ ଯିଏ ରାସ୍ତା କଡରେ ଚପଲ ବିକନ୍ତି । ମଧୁ ଆର୍ଯ୍ୟଙ୍କ ଏହି ସଫଳତାକୁ ଦେଖି ତାଙ୍କ ପରିବାର ଲୋକ ବହୁତ ଅଧିକ ଖୁସି ହୋଇଛନ୍ତି । ମଧୁ ଆର୍ଯ୍ୟଙ୍କର ସ୍ଵପ୍ନ ଅଛି ଯେ, ସେ ବଡ ହେଲେ ଜଣେ ଡାକ୍ତର ହେବେ। ବନ୍ଧୁଗଣ ମଧୁ ଆର୍ଯ୍ୟ ପିଲା ବେଳରୁ ଡାକ୍ତର ହୋଇ ଲୋକମାନଙ୍କ ସହାୟତା କରିବା ପାଇଁ ଚାହୁଁଥିଲେ ।

ନିଜ ଝିଅକୁ ଡାକ୍ତର କରିବା ପାଇଁ ମଧୁ ଆର୍ଯ୍ୟଙ୍କ ପିତା ସରକାରଙ୍କ ଠାରୁ ଆର୍ଥିକ ସହାୟତା ମାଗିଛନ୍ତି । ବନ୍ଧୁଗଣ ମଧୁ ଆର୍ଯ୍ୟ ହେଉଛନ୍ତି ସପୁରାର ଗାନ୍ଧୀ ନଗରରେ ରହୁଥିବା ଜଣେ ବାସିନ୍ଧା । ବନ୍ଧୁଗଣ ମଧୁ ଆର୍ଯ୍ୟ ଏକ ସରକାରୀ ବିଦ୍ୟାଳୟରେ ପଢୁଥିଲେ । ବହୁତ କଷ୍ଟ ଓ ମନ ଲଗାଇ ସେ ନିଜ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ବନ୍ଧୁଗଣ ମଧୁ ଆର୍ଯ୍ୟ ଚପଲ ବିକିବା ସହ ୫ ରୁ ୭ ଘଣ୍ଟା ପାଠ ପଢନ୍ତି । ସେ ନିଜ ଜିଲ୍ଲାରେ ୪୮୦ ରୁ ୫୦୦ ମଧ୍ୟରେ ମାର୍କ ରଖି ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ।

ମଧୁ ଆର୍ଯ୍ୟଙ୍କ ମତରେ ଯଦି ତାଙ୍କୁ ସରକାରଙ୍କ ଠାରୁ ଆର୍ଥିକ ସହଯାତା ମିଳିବ ତା ହେଲେ ସେ ନିଶ୍ଚୟ ଡାକ୍ତର ପାଠ ପଢିବା ପାଇଁ ଇଛା କରିବେ । ବନ୍ଧୁଗଣ ଏହି ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଲୋକମାନେ ଏହି ମାମଲା ବିଷୟରେ ଜାଣି ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମ ଆର୍ଟିକିଲ ଭଲ ଲାଗିଲା ତା ହେଲେ ନିଶ୍ଚୟ ଲାଇକ ଓ ସେୟାର କରିଦେବେ, ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *