ନିଜ ସ୍ତ୍ରୀ ଙ୍କୁ ରାଣୀ ପରି ରଖିଥାନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଅଭିନେତା, ସ୍ତ୍ରୀ ଙ୍କ କିଛି କରି ପାରନ୍ତି ଏମାନେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଯେତେବେଳେ ଗୋଟେ ଝିଅ ଓ ପୁଅ ପରସ୍ପର ସହ ବିବାହ କରିଥାନ୍ତି ସେତେବେଳେ ସେମାନଙ୍କ ଜୀବନରେ ବହୁତ ଗୁଡିଏ ପରିବର୍ତ୍ତନ ଆସିଥାଏ । ବନ୍ଧୁଗଣ ସେହିପରି ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏପରି କିଛି ଫେମସ ଅଭିନେତା ଅଛନ୍ତି ଯେଉଁମାନେ ବିବାହ କରି ବହୁତ ଖୁସିରେ ରହୁଛନ୍ତି,ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ବିବାହକୁ ବଞ୍ଚାଇ ପାରିଲେ ନାହିଁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଫେମସ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ସ୍ତ୍ରୀ ମାନଙ୍କୁ ରାଣୀ ପରିକା ରଖିଛନ୍ତି ଓ ସମସ୍ତ ଖୁସି ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ରବି ଦୁବେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ରବି ଦୁବେ । ରବି ନିଜର ଅଭିନୟ କାରିୟରର ଆରମ୍ଭ ‘ସ୍ତ୍ରୀ ତେରି ୟେହୀ କାହାନି’ ରୁ କରିଥିଲେ । ଏହା ପରେ ସେ କେତେକ ସୋ ରେ ଆଙ୍କର ଓ ‘ଖତରୋଂ କା ଖିଲାଡ଼ି’ରେ ମଧ୍ୟ ନଜର ଆସିଛନ୍ତି । ହେଲେ ବନ୍ଧୁଗଣ ତାଙ୍କୁ Zee TVର ଫେମସ ସିରିଏଲ ‘ଜମାଇ ରାଜା’ରେ ସଫଳତା ମିଳିଥିଲା । ରବି ୨୦୧୩ ମସିହାରେ ସର୍ଗୁନ ମେହେତାଙ୍କ ସହ ବିବାହ କରିଥିଲେ । ରବି ନିଜ ସ୍ତ୍ରୀଙ୍କର ସମସ୍ତ ଇଛାକୁ ପୂରଣ କରନ୍ତି ଓ ତାଙ୍କୁ ରାଣୀ ପରିକା ରଖନ୍ତି । ସେହିପରି ସର୍ଗୁନ ମଧ୍ୟ ରବିଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କର ବହୁତ ଧ୍ୟାନ ରଖନ୍ତି ।

ସବିର ଆଲୁବାଲିଆ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତା ସବିର ଆଲୁବାଲିଆ । ସବିର ZTVର ଫେମସ ସିରିଏଲ ‘କୁମକୁମ ଭାଗ୍ୟ’ରେ ମୁଖ୍ୟ ଅଭିନେତା ରୂପେ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ସିରିଏଲରେ କାମ କରି ସେ ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି । ସେ ୨୦୧୩ ମସିହାରେ କାଞ୍ଚି କୌଲଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହକୁ ୭ ବର୍ଷ ହୋଇସାରିଛି, ହେଲେ ସେମାନଙ୍କ ପ୍ରେମ ଆଜି ପର୍ଯ୍ୟନ୍ତ ପୂର୍ବ ପରି ରହିଛି । ଏହି ଦୁଇଜଣଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ସବିର ନିଜ ପିଲାଙ୍କୁ ଓ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ଓ ସେ ନିଜ ସ୍ତ୍ରୀଙ୍କୁ ରାଣୀଙ୍କ ପରି ରଖନ୍ତି ।


ସୋଏବ ଇବ୍ରାହିମ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ସୋଏବ ଇବ୍ରାହିମ । ବନ୍ଧୁଗଣ ସୋଏବ ‘ସସୁରାଲ ସୀମର କା’ ସିରିଏଲରୁ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି କିଛି ମାସ ପୂର୍ବରୁ ସେ ଅଭିନେତ୍ରୀ ଦୀପିକା କକ୍କଡଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ଦୀପିକା ଏହି କିଛି ଦିନ ତଳେ ବହୁତ ଚର୍ଚାରେ ଥିଲେ, କାରଣ ସେ ସୋଏବଙ୍କ ସହ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ବର୍ତ୍ତମାନ ଏହି ଦୁଇଜଣ ପରସ୍ପର ସହ ବିବାହ କରିସାରିଛନ୍ତି  ବନ୍ଧୁଗଣ ସୋଏବ ନିଜ ପତ୍ନୀଙ୍କୁ ବହୁତ ଅଧିକ ଭଲ ପାଆନ୍ତି ଓ ରାଣୀ ପରି ରଖନ୍ତି ।

ମୋହିତ ସହଗଲ

 

ଟିଭି ସିରିଏଲ ମିଲେ ଜବ ହମ ତୁମ ରୁ ନିଜ କ୍ଯାରିୟର ଆରମ୍ଭ କରିଥିବା ଅଭିନେତା ମୋହିତ ସହଗଲ ତାଙ୍କର କୋ ଷ୍ଟାର ସନାୟା ଇରାନୀ ଙ୍କ ସହିତ 2016 ରେ ବିବାହ କରିଥିଲେ । ଆଜି ମଧ୍ୟ ଏମାନଙ୍କ ମଧ୍ୟରେ ଢେର ସାରା ଭଲ ପାଇବା ରହିଛି । ମୋହିତ ସନାୟାଙ୍କୁ ବହୁତ ହିଁ ଭଲ ପାଆନ୍ତି ଓ ତାଙ୍କର ସମ୍ମାନ କରନ୍ତି । ଏହି କାରଣରୁ ସନାୟା ଇରାନୀ ଆଜି ଏକ ଆଲିସାନ ଜୀବନ ବଞ୍ଚୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କାହା ଯୋଡି ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *