Jyotish Shastra- ଚନ୍ଦ୍ରମା ସିଂହ ରାଶିରେ କଲେ ପ୍ରବେଶ, ଏହି 5 ଟି ରାଶିର ଆସିଲା ସୁଖର ଦିନ, ଚିନ୍ତାରୁ ମିଳିବ ମୁକ୍ତି, ବାକି ରାଶି ରୁହନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ସ୍ଥିତି ରେ ଲଗାତାର ପରିବର୍ତ୍ତନ ଆସୁଛି । ଯେଉଁ କାରଣ ଯୋଗୁଁ ସବୁ ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି ସଂସାର ରେ ସବୁ ବ୍ୟକ୍ତି ଙ୍କ ରାଶି ଅଲଗା ଥାଏ ଏବଂ ଗ୍ରହ ନକ୍ଷତ୍ର ଙ୍କ ଚଳନ ର ପ୍ରଭାବ ମଧ୍ୟ ଅଲଗା ଅଲଗା ପଡ଼ିଥାଏ । କାହା ଜୀବନରେ ଖୁସି ଆସେ ତ କାହା ଜୀବନରେ ଦୁଃଖ । ପରିବର୍ତ୍ତନ ତ ପ୍ରକୃତି ର ନିୟମ । ଏହାକୁ ଅଟକାଇବା ସହଜ ନୁହେଁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ସିଂହ ରାଶି ଉପରେ ସଞ୍ଚାର ହେଉଛି ସେଥିପାଇଁ କେଉଁ ରାଶି କୁ ଫାଇଦା ମିଳିବ ଏବଂ କିଛି ରାଶି ଉପରେ ଖରାପ ପ୍ରଭାବ ପଡିବ ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ପ୍ରଥମେ ଜାଣି ନେବା କେଉଁ ରାଶି ଉପରେ ଭଲ ପ୍ରଭାବ ପଡିବ ।

୧- ମେଷ ରାଶି ର ଲୋକ ମାନଙ୍କ ର ବିଗାଡି ଯାଇଥିବା କାର୍ଯ୍ୟ ସବୁ ଠିକ ହୋଇ ଯିବ । ପ୍ରଭାବଶାଳୀ ଲୋକ ମାନଙ୍କ ର ପ୍ରଭାବ ଆପଣଙ୍କ ଉପରେ ରହିବ । ଘର ପରିବାର ର ସଦସ୍ୟ ମାନେ ଖୁସି ରହିବେ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଜୀଵନ ରେ ସଫଳତା ମିଳିବ ।

୨-ବୃଷଭ ରାଶି ର ବ୍ୟକ୍ତି ମାନଙ୍କ ମନ ବହୁତ ଭଲ ରହିବ । ବ୍ୟବସାୟ ରେ ଉନ୍ନତି କରିବ । ପରୀକ୍ଷା ରେ ସଫଳ ପ୍ରାପ୍ତ କରିବେ । ପଦୋନ୍ନତି ହେବ ଏବଂ ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଘରେ ସୁଖ ସମୃଦ୍ଧି ଆସିବ ।

kanya rashi

୩- ତୃତୀୟ ରାଶି ହେଉଛି କନ୍ୟା ରାଶି ଏହି ରାଶି ର ବ୍ୟକ୍ତି ମାନେ ବହୁତ ଖୁସି ରେ ରହିବେ । ମାନସିକ ଚିନ୍ତା ଦୁର ହେବ । ଘରର ସଦସ୍ୟ ମାନେ ଆପଣଙ୍କ ଉପରେ ଖୁସି ହେବେ । ସବୁ କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀଵନ ସୁଖ ମୟ ହେବ । ବିବାହ ପାଇଁ ଯୋଗ୍ୟ ଲୋକଙ୍କୁ ଭଲ ପ୍ରସ୍ତାବ ମିଳିବ ।

୪- ଚତୁର୍ଥ ରେ ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ମନ ବହୁତ ଖୁସି ରହିବ । ସରକାରୀ ଚାକିରୀ ମିଳି ପାରେ । ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ । ଆର୍ଥିକ ଅବସ୍ଥା ମଜବୁତ ହେବ ଏବଂ ପରୀକ୍ଷା ରେ ଭଲ ଫଳ ମିଳିବ ।

dhanu rashi

୫- ପଞ୍ଚମ ରେ ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଜୀବନରେ ଏକ ନୂତନ ସଫଳତା ପ୍ରାପ୍ତ କରିବେ । ସମାଜରେ ସୁନାମ ହେବ । ଅଳ୍ପ କାର୍ଯ୍ୟ ରୁ ଅଧିକ ଫଳ ମିଳିବ ।

ଆସନ୍ତୁ ଜାଣିନେବା ଅନ୍ୟ ସବୁ ରାଶି ମାନଙ୍କ ଉପରେ କି ପ୍ରଭାବ ପଡିବ ।

୧- ମିଥୁନ ରାଶି ର ଲୋକମାନେ ଖୁସି ଏବଂ ଦୁଃଖ ରେ ରହିବେ । ବହୁତ ବଡ଼ ଦାୟିତ୍ୱ ମିଳିପାରେ ରାଜନୀତି କ୍ଷେତ୍ରରୁ । ବ୍ୟବସାୟ ଏବଂ ଚାକିରୀ ରେ ଉନ୍ନତି କରିବେ । ପ୍ରେମ ସମ୍ପର୍କ ରେ କିଛି କଥା ତଳ ଉପର ହୋଇ ପାରେ ।

karkat rashi

୨- କର୍କଟ ରାଶି ର ବ୍ୟକ୍ତି ମାନେ ବହୁତ ସମ୍ଭାଳି କରି ରହିବେ । ବ୍ୟବସାୟ ରେ ପରିବର୍ତ୍ତନ ଆସି ପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଏବଂ ଭାବି ଚିନ୍ତି କାମ ଏବଂ କଥା କହିବା ଉଚିତ ।

୩- ସିଂହ ରାଶି ର ବ୍ୟକ୍ତି ମାନଙ୍କ ର ମାନସିକ ଚିନ୍ତା ଦୁର ହୋଇ ଯିବ । ଛାତ୍ର ମାନଂକୁ କଠିନ ପରିଶ୍ରମ ର ଫଳ ମିଳି ପାରିବ । ଶରୀର ଅସୁସ୍ଥ ରହି ପାରେ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ ।

tula rashi

୪- ତୁଳା ରାଶି ର ବ୍ୟକ୍ତି ମାନଙ୍କ ର ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ । ନୂତନ ଦାୟିତ୍ୱ ମିଳି ପାରେ ଏବଂ ଚାକିରୀ ରେ ପଦୋନ୍ନତି ହେବ । ପିଲା ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଦାମ୍ପତ୍ୟ ଜୀଵନ ସୁଖମୟ ହେବ ।

୫- ମକର ରାଶି ର ବ୍ୟକ୍ତି ମାନେ ନିଜର ସମୟ କୁ ସାମାନ୍ୟ ରୂପେ ଅତିବାହିତ କରିବେ । ଅଟକି ରହିଥିବା ପଇସା ମିଳିଯିବ । ମନ କୁ ଶାନ୍ତି ମିଳିବ । ଦାମ୍ପତ୍ୟ ଜୀଵନ ଭଲ ରହିବ । ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ମନ ଦେବା ଉଚିତ ।

kumbha rashi

୬- କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ସମୟ ବହୁତ ଭଲ ରହିବ । ମାନସିକ ଚିନ୍ତା ଦୁର ହେବ । ବୈବାହିକ ଜୀଵନ ଭଲ ରହିବ କିନ୍ତୁ ପ୍ରେମ ସମ୍ପର୍କ ଭଲ ରହିବ ନାହିଁ । ଭାଗ୍ୟ ଆପଣଙ୍କ ସାଥ ଦେବ ।

୭- ମୀନ ରାଶି ର ବ୍ୟକ୍ତି ମାନଙ୍କ ର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଅନେକ ଲୋକ ମାନେ ଆପଣଙ୍କ ଫାଇଦା ଉଠାଇ ପାରନ୍ତି । ପରିବାର ର ସହଯୋଗ ମିଳିବ । ଜମି କଥାର ସମାଧାନ ମିଳି ପାରିବ ଏବଂ ମନ ବହୁତ ପ୍ରଫୁଲ୍ଲିତ ରହିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *