Bollywood ରେ ପୁଣି ଶୋକର ଛାୟା, କରୋନା ରେ ଚାଲିଗଲା ଆଉ ଜଣେ ବଡ ଅଭିନେତାଙ୍କ ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଉଭୟ ବଲିଉଡ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବିକ୍ରମଜିତ କଂବରପାଲ । ଆପଣ ମାନେ ସମସ୍ତେ ତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ଅନେକ ଫିଲ୍ମରେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଏକ ଦୁଃଖଦର ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ବିକ୍ରମଜିତ କଂବରପାଲଙ୍କ କରୋନା ମ-ହା-ମା-ରୀ କାରଣରୁ ଦେ-ହା-ନ୍ତ ହୋଇଛି ।

ଆଜିଆମେ ଆପଣ ମାନଙ୍କୁ ବିକ୍ରମଜିତ କଂବରପାଲଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ବିକ୍ରମଙ୍କ ଦେ-ହା-ନ୍ତ କାରଣରୁ ବଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିକ୍ରମଜିତ କଂବରପାଲ ପ୍ରଥମେ ସେନାରେ କାମ କରୁଥିଲେ । ଭାରତୀୟ ସେନା ଛାଡିବା ପରେ ସେ ଅନେକ ଫିଲ୍ମ ଓ ଟିଭି ସିରିଏଲରେ ନଜର ଆସିଥିଲେ । କରୋନା ମ-ହା-ମା-ରୀ କାରଣରୁ ଗତବର୍ଷ ମଧ୍ୟ ଭାରତର ଅନେକ ଦିଗଜ କଳାକାର ମାନଙ୍କ ଦେ-ହା-ନ୍ତ ହୋଇଥିଲା । ଏହି ବର୍ଷ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହରୀ ଆସିଛି ଯାହା କାରଣରୁ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ବିକ୍ରମଜିତ କଂବରପାଲ କରୋନା ଆକ୍ରାନ୍ତରେ ରହିଥିଲେ । ବିକ୍ରମଜିତ କଂବରପାଲ କେବଳ ୫୨ ବର୍ଷ ବୟସର ଥିଲେ ସେ ଶୁକ୍ରବାର ଦିନ ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । କରୋନା ମ-ହା-ମା-ରୀରେ ଆକ୍ରାନ୍ତ ହେବା କାରଣରୁ ସେ ଚିକିତ୍ସା ନେଉଥିଲେ ହେଲେ ବନ୍ଧୁଗଣ ଏହି ଭାଇରସ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚାଇ ରଖିନଥିଲା । ବନ୍ଧୁଗଣ ତାଙ୍କ ଦେହନତ ଖବର ଜାଣି ବଲିଉଡର ସମସ୍ତ କଳାକାର ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।

ସେ ନିଜ କାରିୟରରେ ଅନେକ ବଲିଉଡ ଫିଲ୍ମ କରିଛନ୍ତି ଓ ଟିଭି ଇଣ୍ଡଷ୍ଟ୍ରିରେ ୨୪ରୁ ଅଧିକ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଆଜି ସେ ଆମ ମାନଙ୍କ ମଧ୍ୟରେ ନଥିଲେ ମଧ୍ୟ ତାଙ୍କ ଅଭିନୟକୁ କେହି ଭୁଲିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବିକ୍ରମଜିତ କଂବରପାଲଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *